ଶେଷଥର ପାଇଁ କେବେ ହ୍ବାଟ୍ସଆପ୍ ଦେଖିଥିଲେ ସୁଶାନ୍ତ
ବହୁତ କମ ଦିନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ୩୪ ବର୍ଷ ବୟସରେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତା’ର କାରଣ ଏଯାଏ ଜଣାପଡିନାହିଁ।…
ଲିପ୍ ବାମ୍, ଫେସ୍ଓ୍ବାଶ ଓ ପରିଣିତି
ପରିଣିତି ଚୋପ୍ରାଙ୍କୁ ପ୍ରଥମେ ବ୍ରେକ୍ ମିଳିଥିଲା ‘ଲେଡିଜ୍ ଭର୍ସେସ ରିକି ବହଲ’ ସିନେମାରୁ। ପ୍ରଥମ ସିନେମାକୁ ନେଇ କାହିଁ କେତେ ଆଶା ବାନ୍ଧି ବସିଥିଲେ ସେ। ଫିଲ୍ମ ବି ସଫଳ ହେଲା । ପାଠ ପଢ଼ିବା ସମୟରେ ପରିଣିତି ନିଜକୁ ଜଣେ…
ସୋସିଆଲ ମିଡିିଆରେ ଟ୍ରୋଲ ହେବା ପରେ କମେଣ୍ଟ ସେକ୍ସନ ବନ୍ଦ କଲେ ସୋନମ
ମୁମ୍ବାଇ : ରବିବାର ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଖାଲି ସିନେ ଜଗତ ନୁହେଁ, ସମଗ୍ର ଦେଶବାସୀଙ୍କୁ ଚକିତ କରିଛି। ସମସ୍ତେ ଏହି ଆତ୍ମହତ୍ୟାର କାରଣ ଖୋଜୁଛନ୍ତି। ସୁଶାନ୍ତଙ୍କ ଘରୁ ମଧ୍ୟ ସୁଇସାଇଡ୍ ନୋଟ୍ ଜବତ ହୋଇନାହିଁ। ଅନ୍ୟପଟେ ସୋସିଆଲ…
ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା: କରନ, ସଲମାନଙ୍କ ସମେତ ୮ଜଣ ସେଲିବ୍ରିଟିଙ୍କ ନାଁରେ ମାମଲା ରୁଜୁ
ମୁମ୍ବାଇ,୧୭।୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି। ତାଙ୍କ ଭଳି ଭର୍ସାଟାଇଲ ଅଭିନେତା ଏଭଳି ପଦକ୍ଷେପ କାହିଁକି ନେଲେ ସେନେଇ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଏହି ପ୍ରଶ୍ନର ଉତ୍ତର ପାଇଁ…
ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି: ପ୍ରତିଟି ଅକ୍ଷରରେ ତାଙ୍କ ଫିଲ୍ମର ଚରିତ୍ର ତିଆରିକଲେ ଚିତ୍ରକାର
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇପଡ଼ିଛି ସିନେଜଗତ। ପ୍ରଶଂସକଙ୍କଠାରୁ ଆରମ୍ଭକରି ସେଲିବ୍ରିଟିମାନେ ତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରୁଛନ୍ତି। କେହି କେହି ତାଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁ ନ ଥିବାବେଳେ ଆଉ କେହି ତାଙ୍କୁ ଫେରିଆସିବାକୁ…
କରନ-ସଲମାନ-ୟଶରାଜ ଫିଲ୍ମକୁ ବହିଷ୍କାର ପାଇଁ ଅନ୍ଲାଇନ୍ ପିଟିଶନ୍: ୮ ଲକ୍ଷ ୫୦ ହଜାରରୁ ଅଧିକ ୟୁଜର କଲେ ସାଇନ୍
ମୁମ୍ବାଇ, ୧୭।୬: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ବଂଶବାଦ ସୃଷ୍ଟି କରିଥିବା ଅଭିନେତା ଏବଂ ଫିଲ୍ମ ନିର୍ମାତାଙ୍କୁ ବହିଷ୍କାର କରିବା ଲାଗି ଏକ ଅନ୍ଲାଇନ୍ ପିଟିଶନ୍ ଆରମ୍ଭ ହୋଇଛି। ଏହାକୁ ଜୟଶ୍ରୀ ଶର୍ମା ଶ୍ରୀକାନ୍ତ ନାମକ ଜଣେ ଫେସବୁକ୍…
ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ୫ ବର୍ଷର ଭଣଜା ନିର୍ବାଣ
ମୁମ୍ବାଇ: ବଲିଉଡ୍ ଆକ୍ଟର ସୁଶାନ୍ତ ସିଂ ରାଜପୁତ ରବିବାର ଆତ୍ମହତ୍ୟା କରିଥିଲେ। ମୁମ୍ବାଇସ୍ଥିତ ନିଜ ଘରେ ସେ ଏପରି ଘଟାଇଥିଲେ। ଏହି ଖବର ପୂରା ଫିଲ୍ମ ଇଣ୍ଡଷ୍ଟ୍ରିକୁ ହତବାକ୍ କରିଦେଇଥିଲା। ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତ ଦୁନିଆରୁ ବିଦାୟ ନେଇଗଲେ…
ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣିବା ପରେ ଭାଙ୍ଗି ପଡ଼ିଛନ୍ତି ଅଙ୍କିତା
ବମ୍ବେ: ଦିନ ଥିଲା ଉଭୟ ଉଭୟଙ୍କୁ ଭଲପାଇ ବସିଥିଲେ। ବିବାହ କରିବେ ବୋଲି ନିଷ୍ପତ୍ତି ମଧ୍ୟ ନେଇଥିଲେ। ହେଲେ ଏହା ହୋଇପାରି ନ ଥିଲା। ଶେଷରେ ସୁଶାନ୍ତ ସିଂ ରାଜପୁତଙ୍କଠାରୁ ଅଲଗା ହୋଇଥିଲେ ଅଭିନେତ୍ରୀ ତଥା ପ୍ରେମିକା ଅଙ୍କିତା ଲୋଖଣ୍ଡେ। ନିକଟରେ…
ମା’ ହେଲେ ଶିଖା
ବମ୍ବେ: ମା’ ହେଲେ କୁମ୍କୁମ୍ ଫେମ୍ ଅଭିନେତ୍ରୀ ଶିଖା ସିଂହ। କନ୍ୟା ସନ୍ତାନକୁ ଜନ୍ମ ଦେଇଥିବାରୁ ଶିଖା ବହୁତ ଖୁସି ଅଛନ୍ତି। ଏପ୍ରିଲ ୨୨ରେ ସେ ଗର୍ଭବତୀ ଥିବା ପ୍ରଶଂସକଙ୍କୁ ଜଣାଇଥିଲେ। ଏହି ସମୟରେ ନିଜର ଏବଂ ସ୍ବାମୀ କରଣ ଶାହଙ୍କ…
ସୁଶାନ୍ତ ମାନସିକ ଅବସାଦରେ ଥିବା ଜାଣି ନ ଥିଲି: ପିତା କେ କେ ସିଂ
ମୁମ୍ବାଇ,୧୭।୬: ବଲିଉଡ ହିରୋ ସୁଶାନ୍ତ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଛି। ମାନସିକ ଅବସାଦ ଯୋଗୁ ସୁଶାନ୍ତ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ପୋଲିସ ସୁଶାନ୍ତଙ୍କ ରୁମ୍ରୁ ଡିପ୍ରେସନ୍…
ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବଲିଉଡ୍ ସେଲିବ୍ରିଟି
ଗଲୱାନ ଘାଟିରେ ହୋଇଥିବା ଚାଇନା ସହ ହୋଇଥିବା ହିଂସାକାଣ୍ଡରେ ୨୦ ଯବାନ ଶହୀଦ ହୋଇଛନ୍ତି। ଏହାକୁ ନେଇ ସାରା ଦେଶରେ ଶୋକ ପ୍ରକାଶ କରାଯାଇଛି। ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଶହୀଦ ଯବାନଙ୍କୁ ସଲାମ କରିଛନ୍ତି। ବଲିଉଡ ଅଭିନେତା ବରୁଣ ଧାୱନ ଟୁଇଟ୍…
ସୁଶ୍, ତୁମ ସହ ମୋ ହୃଦୟର ଏକ ଅଂଶ ବି ଚାଲିଗଲା: କ୍ରିତି
ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସମସ୍ତଙ୍କ ପାଇଁ ଏକ ପ୍ରଶ୍ନ ହୋଇ ରହିଯାଇଛି। କେଉଁ କାରଣ ପାଇଁ ସେ ଏଭଳି ଚରମ ପଦକ୍ଷେପ ଗ୍ରହଣ କଲେ ସେ ନେଇ ତଦନ୍ତ କରୁଛି ପୋଲିସ। ହେଲେ ଅନ୍ୟ କଳାକାରମାନେ…
Archives


