ସୁସ୍ଥ ଅଛନ୍ତି ବିଜୟ ମହାନ୍ତି: ସବ୍ୟସାଚୀ କହିଲେ, ଗୁଜବ ସୃଷ୍ଟିକାରୀ ମାଗନ୍ତୁ କ୍ଷମା
ଭୁବନେଶ୍ୱର,୭।୭(ବ୍ୟୁରୋ): ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତି ସୁସ୍ଥ ଅଛନ୍ତି। ତାଙ୍କୁ ନେଇ ଅନେକ ଗୁଜବ ତଥ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ଏବେ ସୁସ୍ଥ ଥିବା ଖବର ସାମ୍ନାକୁ ଆସିଛି। ଏ ନେଇ ଅଭିନେତା ସବ୍ୟସାଚୀ ମୁହଁ…
ଜନ୍ମଦିନରେ ନୂତନ ପ୍ରତିଭାଙ୍କୁ ସୁଯୋଗ ଦିଅନ୍ତି ଏହି ପ୍ରସିଦ୍ଧ କଳାକାର
କୈଳାଶ ଖେର ଅନନ୍ୟ ସ୍ବର ପାଇଁ ଜଣାଶୁଣା। ବଲିଉଡ୍ର ଏହି ପ୍ରସିଦ୍ଧ ଗାୟକ ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି। କୈଳାଶଙ୍କ ଅନେକ ଫ୍ୟାନ୍ ଅଛନ୍ତି। କଳା ପ୍ରଦର୍ଶନ କରିବାକୁ ଦେଶ ଏବଂ ବିଦେଶର କୋଣ ଅନୁକୋଣକୁ ଯାଇଥାନ୍ତି। ଏହି ଶିଖରରେ…
ସୁଶାନ୍ତଙ୍କ ମୃତ୍ୟୁ ପରେ କାହିଁକି ଚୁପ୍ ଥିଲେ ଧୋନୀ
ମହେନ୍ଦ୍ର ସିଂ ଧୋନୀ, ଏହି ନାମରୁ ପରିଚୟ ବାରି ହୋଇପଡେ॥ ଧୋନୀ ମାନସିକ ସ୍ତରରେ କେତେ ଶକ୍ତିଶାଳୀ ତାହା ମଧ୍ୟ ତାଙ୍କ କ୍ରିକେଟ ନେତୃତ୍ୱରୁ ଜଣାପଡେ। କିନ୍ତୁ ଯେତେବେଳେ ହୃଦୟ ଆଘାତ ହୁଏ। ସେତେବେଳେ ଶକ୍ତିଶାଳୀ ବ୍ୟକ୍ତି ମଧ୍ୟ ମହମ ପରି…
ସୁଶାନ୍ତ ସିଂଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର ଫ୍ୟାନ୍ସ୍ଙ୍କୁ କଲା ଭାବୁକ
ମୁମ୍ବାଇ, ୭।୭: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର ସୋମବାର ରିଲିଜ୍ ହୋଇଛି। ଏହାକୁ ଦେଖି ତାଙ୍କ ଫ୍ୟାନ୍ସ୍ମାନେ ଭାବୁକ ହୋଇଯାଇଛନ୍ତି। ରିଲ୍ ଲାଇଫ୍ରେ ଜୀବନ ସଂଘର୍ଷକୁ ଖାତିର କରୁ ନ ଥିବା ସୁଶାନ୍ତ…
ବାପା ଆମୀରଙ୍କ ଘର ଛାଡିଲେ ଝିଅ ଇରା
ବର୍ତ୍ତମାନ ଆମୀର ଖାନ୍ଙ୍କ ଝିଅ ଇରା ଖାନ୍ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଅଛନ୍ତି। ଲକ୍ଡାଉନ୍ ପରେ ଇରା ତାଙ୍କ ପରିବାର ସହିତ ସମୟ ଅତିବାହିତ କରୁଥିବା ଦେଖିବାକୁ ମିଳିଥିଲା। କ୍ରମାଗତ ଭାବେ ବାପା ଆମୀର ଏବଂ କିରଣ ରାଓଙ୍କ ଘରେ…
ସରୋଜ ଖାଁଙ୍କ ଶୋକ ସଭାରେ ଯୋଗ ଦେବେନି ମାଧୁରୀ !
ମୁମ୍ବାଇ: ବଲିଉଡ୍ର ବେଷ୍ଟ କୋରିଓଗ୍ରାଫର ଭାବେ ଜଣାଶୁଣା ସରୋଜ ଖାଁ ଏବେ ପାଲଟି ଯାଇଛନ୍ତି ଅଫେରା ରାଇଜର ପଥିକ। ହେଲେ ପଛରେ ଛାଡି ଯାଇଛନ୍ତି ଅନେକ ଅଭୁଲା ସ୍ମୃତି। ସରୋଜ ସବୁବେଳେ କହୁଥିଲେ ଯଦି ମାଧୁରୀ ନ ଥାଆନ୍ତେ ତେବେ ସେ…
ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ଦେଖିବାକୁ ପାଗଳ ଦର୍ଶକେ
ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତ ଆଜି ଆମ ଗହଣରେ ନାହାନ୍ତି ସତ ହେଲେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଏବେବି ତାଙ୍କ ପାଇଁ ପାଗଳ। ନିକଟରେ ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ଦେଖିବାକୁ ଦର୍ଶକେ ପାଗଳପ୍ରାୟ ହୋଇ ଯାଇଛନ୍ତି।…
ଗୁରୁପୂର୍ଣ୍ଣିମାରେ ଭାବପ୍ରବଣ ପୋଷ୍ଟ ଲେଖିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷିତ ଓ କୋରିଅଗ୍ରାଫର ସରୋଜ ଖାଁଙ୍କ ଯୋଡି ସମସ୍ତ ପପୁଲାର ଯୋଡିଙ୍କ ମଧ୍ୟରୁ ଗୋଟିଏ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହି ଗୁରୁ ଶିଷ୍ୟଙ୍କ ବିଷୟରେ କିଏ ବା ନ ଜାଣେ। ଏବେ ଆଉ…
ମଜାଳିଆ ଢ଼ଙ୍ଗରେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କଲେ ଡାର୍ଟି ଗର୍ଲ
ମୁମ୍ବାଇ: ବଲିଉଡ୍ ଡାର୍ଟି ଗର୍ଲ ବିଦ୍ୟା ବାଲାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମର ଅପକ୍ଷୋରେ ରହିଥିବା ଦର୍ଶକଙ୍କ ପାଇଁ ଏକ ଖୁସିଖବର। ବିଦ୍ୟା ନିଜ ଅଭିନୀତ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଜୁଲାଇ ୩୧ରେ ଆମାଜନ ପ୍ରାଇମ୍ ଭିଡିଓରେ ଫିଲ୍ମ ଶକୁନ୍ତଳା…
ମା’ଙ୍କୁ ଏହି ଫିଲ୍ମ ଆଦୌ ଦେଖାଇବାକୁ ଚାହୁଁନାହାନ୍ତି ରଣବୀର
ବଲିଉଡ୍ ଅଭିନେତା ରଣବୀର ସିଂ ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ବିଭିନ୍ନ ଆଡୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। ବଲିଉଡ୍ର ଆଗଧାଡିର ନାୟକ ରଣବୀର ଫିଲ୍ମ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କ ଫିଲ୍ମ ଦେଖିବାକୁ ଦର୍ଶକ…
୬୮ ଲକ୍ଷ ଟଙ୍କାର ଜୋତା ପିନ୍ଧନ୍ତି ଏହି ଅଭିନେତା
ବଲିଉଡ୍ର ସବୁଠୁ ପ୍ରତିଭାସମ୍ପନ୍ନ କଳାକାର ମଧ୍ୟରୁ ଅନ୍ୟତମ ରଣବୀର ସିଂ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୫, ଜୁଲାଇ ୬ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ରଣବୀର ୨୦୧୦ ବ୍ୟାଣ୍ଡ୍ ବାଜା ବାରାଜ୍ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରଠାରୁ ସେ…
ଏହି ମହିଳାଙ୍କୁ ପ୍ରଥମଥର ଦେଖି କାନ୍ଦିଥିଲେ ଶିଳ୍ପା ସେଟ୍ଟୀ
ବଲିଉଡର କିମ୍ବଦନ୍ତୀ କୋରିଓଗ୍ରାଫର ସରୋଜ ଖାନଙ୍କ ପରଲୋକ ଘଟିଛି। ବଲିଉଡ୍ରେ ‘ମାଷ୍ଟରଜୀ’ ଭାବେ ପରିଚିତ ସରୋଜଙ୍କ ମୃତ୍ୟୁ ପରେ ଇଣ୍ଡଷ୍ଟ୍ରୀର ଅନେକ କଳାକାର ତାଙ୍କୁ ଶେଷ ବିଦାୟ ଦେଇଛନ୍ତି। ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଶିଳ୍ପା ନିଜ…
Archives


