ମୁମ୍ବାଇ ଡବାବାଲାଙ୍କ ପାଇଁ ଭଗବାନ ସାଜିଲେ ସଞ୍ଜୟ-ସୁନୀଲ
ମୁମ୍ବାଇ: କରୋନା ମହାମାରୀ ସମୟରେ ଅନେକ ଲୋକ ସେମାନଙ୍କ ରୋଜଗାର ହରାଇଛନ୍ତି। ଗୋଟିଏ ପଟେ ଅଦୃଶ୍ୟ ମହାମାରୀ କରୋନା ସହ ଲଢିବାକୁ ପଡୁଥିବା ବେଳେ ଅନ୍ୟପଟେ ପେଟର ଭୋକ ମେଣ୍ଟାଇବାକୁ ମଧ୍ୟ ଦିନରାତି ଲଢି ଚାଲିଛନ୍ତି ଲୋକେ। ବିଶେଷ କରି ମୁମ୍ବାଇର…
ଅମିତାଭ, ରେଖାଙ୍କ ପରେ ଜୋୟାଙ୍କ ଘର ହେଲା ସିଲ୍ !
ମୁମ୍ବାଇ: ବଲିଉଡ୍ରେ ଏବେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ନିକଟରେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ସମେତ ତାଙ୍କ ପରିବାରର ୪ ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଏହାସହ ଅଭିନେତ୍ରୀ ରେଖାଙ୍କ ସୁରକ୍ଷାକର୍ମୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଖବର ଆସିବା…
ସୁଶାନ୍ତଙ୍କ ପାଇଁ ପ୍ରେମିକାଙ୍କ ଭାବପ୍ରବଣ ପୋଷ୍ଟ: ତୁମକୁ ହରାଇବାର ୩୦ ଦିନ ହେଲା, ସାରା ଜୀବନ ଭଲ ପାଇବି
ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଏକ ମାସ ବିତିଗଲାଣି। ମାସେ ପରେ ତଥାକଥିତ ପ୍ରେମିକା ରିୟା ଚକ୍ରବର୍ତ୍ତୀ ତାଙ୍କ ପାଇଁ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ଦୁହିଁଙ୍କ ଏକ ଫଟୋ ଶେୟାର କରି ରିୟା ଏକ ଭାବପ୍ରବଣ ମେସେଜ୍ ଲେଖିଛନ୍ତି। ନିଜ…
ସୁଶାନ୍ତ ପାଇଁ ଦୀପ ଜାଳୁଛନ୍ତି ପୂର୍ବତନ ପ୍ରେମିକା
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଆଜି ଦୁନିଆରୁ ବିଦାୟ ଦେବାର ଏକ ମାସ ବିତିଗଲାଣି। କାହିଁକି ସୁଶାନ୍ତ ଏହା କରିଛନ୍ତି, ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି। ସୁଶାନ୍ତଙ୍କ ପରିବାର ବ୍ୟତୀତ ଜଣେ ବ୍ୟକ୍ତି ଅଛନ୍ତି ଯିଏ ଅଭିନେତା…
୪ଶହ ଶ୍ରମିକଙ୍କ ପରିବାରର ସମସ୍ତ ଖର୍ଚ୍ଚ ବହନ କରିବେ ସୋନୁ ସୁଦ
ଲକ୍ଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଅଭିନେତା ହେଉଛନ୍ତି ସୋନୁ ସୁଦ। ଏବେ ସୋନୁ ଏଥିରେ ଆଉ ପାଦେ ଆଗକୁ ଯାଇ ୪ଶହ ଶ୍ରମିକଙ୍କ ପରିବାରକୁ ଆର୍ଥୀକ ସହାୟତା ପାଇଁ ଅଣ୍ଟାଭିଡିଛନ୍ତି।…
ରେଖାଙ୍କ ଘର ନିକଟରୁ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ
ମୁମ୍ବାଇ,୧୪।୭: ଦୁଇ ଦିନ ପୂର୍ବରୁ ବଲିଉଡ୍ ଅଭିନେତ୍ରୀ ରେଖାଙ୍କ ସୁରକ୍ଷାକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହାପରେ ରେଖାଙ୍କୁ ବିଏମ୍ସି ପକ୍ଷରୁ କରୋନା ଟେଷ୍ଟ କରିବାକୁ କୁହାଯାଇଥିଲା। ହେଲେ ସେ ନିଜେ ଏହି ଟେଷ୍ଟ କରି ରିପୋର୍ଟ ପଠାଇ ଦେବେ ବୋଲି…
ସୁଶାନ୍ତ ସିଂଙ୍କ ମୃତ୍ୟୁର ଏକ ମାସ ପରେ ଏପରି କଲେ ରିୟା
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସବୁଠାରୁ ବେଶୀ ଚର୍ଚ୍ଚାରେ ରହିଛନ୍ତି ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ। ବାନ୍ଦ୍ରା ପୋଲିସ ଅନେକ ସମୟରେ ରିୟାଙ୍କୁ ଷ୍ଟେଶନକୁ ଡକାଇ ଅଭିନେତାଙ୍କ ଆତ୍ମହତ୍ୟା ମାମଲାର ବୟାନ ରେକର୍ଡ କରୁଛି। ତେବେ ସୁଶାନ୍ତଙ୍କ…
ସାରାଙ୍କ ଘରେ ପହଞ୍ଚିଲା କରୋନା ସଂକ୍ରମଣ
ମୁମ୍ବାଇ, ୧୪।୭: ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାଁଙ୍କ ଘରେ କରୋନା ସଂକ୍ରମଣ ହୋଇଛି। ତାଙ୍କ ଡ୍ରାଇଭରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ତେବେ ଘରର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ସେ ଇନଷ୍ଟାଗ୍ରାମ୍ରେ ନିଜ ଫଲୋରର୍ସଙ୍କୁ…
ନାଗିନ୍ଙ୍କ ବ୍ରାଇଡ୍ ଲୁକ୍:ଫଟୋ ଶେୟାର କରି ଜିତିଲେ ପ୍ରଶଂସକଙ୍କ ହୃଦୟ
ଟିଭି ସିରିଏଲ ନାଗିନ୍-୪ରେ ନାଗିନ୍ ଭୂମିକାରେ ଅଭିନୟ କରୁଥିବା ନିଆ ଶର୍ମା ପ୍ରାୟତଃ ପ୍ରଶଂସକ ପାଇଁ ଫଟୋ ଶେୟାର କରିଥାନ୍ତି। ନିଆ ପୁଣି ଇନ୍ଷ୍ଟାଗ୍ରାମରେ ବ୍ରାଇଡ୍ ଲୁକ୍ରେ ଏକ ଫଟୋ ଶେୟାର କରିଛନ୍ତି; ଯେଉଁଥିରେ ସେ ସୁନ୍ଦର ଦେଖାଯାଉଛନ୍ତି। ନିଆ ଶର୍ମା…
ଅମିତାଭଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁନାହାନ୍ତି ଏହି ନିର୍ଦ୍ଦେଶକ
ମହାମାରୀ କରୋନା ଏବେ ବଲିଉଡ୍ ମୁହାଁ ହୋଇଛି। ବଚ୍ଚନ ପରିବାରଠାରୁ ଆରମ୍ଭ କରି ଅନୁପମ୍ ଖେର୍ଙ୍କ ପରିବାର ପର୍ଯ୍ୟନ୍ତ କରୋନା ବ୍ୟାପିଛି। ଏହି ସମୟରେ ସମସ୍ତେ କରୋନାରୁ ଭଲ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା, ପୂଜାର୍ଚ୍ଚନା କରୁଛନ୍ତି। ହେଲେ ବଲିଉଡ୍ ନିର୍ଦ୍ଦେଶକ ରାମଗୋପାଳ…
ବିଗ୍ ବିଙ୍କ ଆଶୁ ଆରୋଗ୍ୟ କାମନା କଲେ ଡ୍ରିମଗର୍ଲ
ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସମେତ ପରିବାରର ୪ ସଦସ୍ୟ କରୋନାରେ ଆକ୍ରାନ୍ତ ହେବା ଘଟଣା ଜଣାପଡିବା ପରେ ତାଙ୍କ ପ୍ରଶଂସକ ସାମନ୍ୟ ନିରାଶ ହୋଇଯାଇଛନ୍ତି। ତେବେ ଅମିତାଭ ଓ ଅଭିଷେକଙ୍କ ଆଶୁ…
ଭାଙ୍ଗିପାରେ କପୁର ବଂଶର ୧୦୨ବର୍ଷ ପୁରୁଣା ପୈତୃକ ଘର
ଇସ୍ଲାମାବାଦ୍,୧୩।୭: ପାକିସ୍ତାନ ପେଶାଓ୍ବର ସହରରେ ଥିବା କପୁର ବଂଶଜଙ୍କ ଐତିହାସିକ ଉତ୍ତରଧିକାରୀ ଏବେ ସଙ୍କଟରେ। ପୃଥ୍ବୀରାଜ କପୁର ଓ ଶୋ ମ୍ୟାନ ରାଜ କପୁରଙ୍କ ଜନ୍ମର ସାକ୍ଷୀ ଥିବା ତାଙ୍କ ପୈତୃକ ଘର ଏବେ ମାଟିରେ ମିଶିପାରେ। ପେଶାଓ୍ବର କିଶା ଖାନି…
Archives


