୨୦୦ କୋଟି କ୍ଲବ୍ରେ ‘ସ୍ତ୍ରୀ ୨’
ମୁମ୍ବାଇ: ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଥିବା ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ବହୁ ପ୍ରତୀକ୍ଷିତ ‘ସ୍ତ୍ରୀ ୨’ ଚଳଚ୍ଚିତ୍ରକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ଏହି ହରର କମେଡି ଫିଲ୍ମ ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି। ରିପୋର୍ଟ…
ଦିନେ ଆକାଉଣ୍ଟରେ ଥିଲା ମାତ୍ର ୧୮ ଟଙ୍କା: ଆଜି କୋଟି କୋଟି ଟଙ୍କାର ମାଲିକ ଏହି ଅଭିନେତା
ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଥିବା ‘ସ୍ତ୍ରୀ ୨’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏହି ଚଳଚ୍ଚିତ୍ର ପଞ୍ଚମ ଦିନରେ ୨୦୦ କୋଟି ଟଙ୍କା ଅତିକ୍ରମ କରିଛି। ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।…
ମଜଭୁତ ହେଉ ଭଉଣୀ-ଭାଇ ସମ୍ପର୍କର ଡୋରି
ଭଉଣୀର ସୁରକ୍ଷା ପାଇଁ ଭାଇ ସବୁବେଳେ ତା’ସହ ରହିଥାଏ। ଆଉ ଭଉଣୀ ମଧ୍ୟ ସବୁବେଳେ ଭାଇର ଶୁଭ ମନାସିଥାଏ। ଭାଇ ଓ ଭଉଣୀର ଏହି ମଧୁର ସମ୍ପର୍କକୁ ଆହୁରି ମଜଭୁତ କରିଥାଏ ରାଖୀ। ଭାଇ ମନରେ ଭଉଣୀ ପ୍ରତି ଥିବା ପ୍ରତିବଦ୍ଧତା…
ବଲିଉଡ୍ ତାରକାଙ୍କୁ ମୂର୍ଖ କହିଲେ କଙ୍ଗନା
ମୁମ୍ବାଇ: ଅଭିନେତ୍ରୀ ତଥା ଏମ୍ପି କଙ୍ଗନା ରାଣାଓ୍ବତ ରବିବାର ପୁଣିଥରେ ବଲିଉଡ୍ ତାରକାମାନଙ୍କୁ ଟାର୍ଗେଟ କରିଛନ୍ତି। ମୋଟିଭେଶ୍ନାଲ ସ୍ପିକର ରାଜ ଶାମନୀଙ୍କ ପୋଡ୍କାଷ୍ଟ ପ୍ରୋଗ୍ରାମରେ ଯୋଗଦେଇ କଙ୍ଗନା ବଲିଉଡ୍ ତାରକାମାନଙ୍କର ଜୀବନଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ବଲିଉଡ୍ରେ ଚଳିପାରିବା ଭଳି ବ୍ୟକ୍ତି…
ଅଭିନେତା ଏଲେନ ଡେଲନଙ୍କ ମୃତ୍ୟୁ
ପ୍ୟାରିସ୍, ୧୯।୮: ଫ୍ରାନ୍ସର ଖ୍ୟାତନାମା ଅଭିନେତା ଏଲେନ୍ ଡେଲନ୍ଙ୍କ ୮୮ ବର୍ଷ ବୟସରେ ରବିବାର ପରଲୋକ ଘଟିଛି। ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରି ସେ ବିଶ୍ୱବ୍ୟାପୀ ପ୍ରଶଂସିତ ହୋଇଛନ୍ତି। ୧୯୬୦ରେ ରେନେ କ୍ଲେମେଟ୍ଙ୍କ ନିର୍ଦ୍ଦେଶିତ ‘ପ୍ଲେନ୍ ସୋଲେଇଲ’ ଚଳଚ୍ଚିତ୍ରରେ ସେ ଡେବ୍ୟୁ…
ନେଇପାରିଲେନି ନିଶ୍ୱାସ, ସୁପରଷ୍ଟାର ମୋହନଲାଲ ହସ୍ପିଟାଲ୍ରେ ଭର୍ତ୍ତି
ନୂଆଦିଲ୍ଲୀ,୧୮।୮: ସୁପରଷ୍ଟାର ମୋହନଲାଲଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମୋହନଲାଲଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଯିବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଅଭିନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ମେଡିକାଲ ପକ୍ଷରୁ ମଧ୍ୟ ଅଫିସିଆଲ ବିବୃତି ଜାରି କରାଯାଇଛି, ଯେଉଁଥିରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ…
‘ସ୍ତ୍ରୀ ୨’ ପାଇଁ କାଟିବାକୁ ପଡିବନି ମହଙ୍ଗା ଟିକେଟ୍, ମାତ୍ର ୨୯ଟଙ୍କାରେ ଦେଖନ୍ତୁ ହଲ୍ ଭଳି ଫିଲ୍ମ
ମୁମ୍ବାଇ.୧୮।୮: ‘ସ୍ତ୍ରୀ ୨’ ହଲ୍ରେ ରିଲିଜ୍ ହୋଇ ସାରିଛି। ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ବହୁ ପ୍ରତୀକ୍ଷିତ ‘ସ୍ତ୍ରୀ ୨’ ଫିଲ୍ମ ଗୁରୁବାର ସ୍ବାଧୀନତା ଦିବସ ଉପଲକ୍ଷେ ରିଲିଜ୍ ହୋଇଛି। ତେବେ ରିଲିଜ୍ ହେବାର ୨ ଦିନ ମଧ୍ୟରେ ‘ସ୍ତ୍ରୀ ୨’ ଫିଲ୍ମ…
ଦମନ, ଗଦର ପରେ ଏବେ ସ୍ତ୍ରୀ-୨ ପାଇଲା ସଫଳତା, ଚର୍ଚ୍ଚାରେ ଦାରିଙ୍ଗବାଡ଼ିର ବରୁଣ
ଦାରିଙ୍ଗବାଡ଼ି,୧୮ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ବରୁଣ ବିଶୋଇ ଜଣେ ସଫଳ ବଲିଉଡ୍ ଫଳି କଳାକାର ଭାବେ ଜଣାଶୁଣା। ସେ ଏବେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି। ଶତାଧିକ ବଲିଉଡ୍ ଫିଲ୍ମ ସମେତ ଓଡ଼ିଆ…
ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ର; ଦିନେ ରିଲିଜ ହେବା ପାଇଁ ମିଳୁ ନ ଥିଲା ହଲ
ନୂଆଦିଲ୍ଲୀ,୧୬।୮: ୭୦ ତମ ଜାତୀୟ ଚଳଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ୨୦୨୨ରେ ରିଲିଜ ହୋଇଥିବା ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ପୁରସ୍କାର ମିଳିଛି। ଜାତୀୟ ପୁରସ୍କାର ମିଳିବା ପରେ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବାବୁସାନ ମହାନ୍ତି…
ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା: ଜାଣନ୍ତୁ କିଏ ଜିତିଲେ କେଉଁ ପୁରସ୍କାର
ନୂଆଦିଲ୍ଲୀ,୧୬।୮: ୭୦ତମ ଜାତୀୟ ଫିଲ୍ମ ପୁରସ୍କାର ବିଜେତାଙ୍କ ନାଁ ଶୁକ୍ରବାର ଘୋଷଣା କରାଯାଇଛି। ଚଳିତ ବର୍ଷ ମନୋଜ ବାଜପେୟୀଙ୍କ ଫିଲ୍ମ ‘ଗୁଲମୋହର’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ପାଇଛି। ରିଷଭ ଶେଟ୍ଟୀ ତାଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘କାନ୍ତାରା’ ପାଇଁ ଶ୍ରେଷ୍ଠ ଅଭିନେତା…
ଭୁଲଭୁଲେୟା କମେଡିଆନଙ୍କ ଘର ସିଜ୍! ଜବତ ହେଲା କୋଟି କୋଟି ଟଙ୍କା
ନୂଆଦିଲ୍ଲୀ,୧୩।୮: କମେଡି ବାଦଶାହ ରାଜପାଲଙ୍କ ଘରେ ହୋଇଛି ଚଢାଉ। ତାଙ୍କର କୋଟିକୋଟି ସମ୍ପତ୍ତି ଜବତ କରାଯାଇଛି। ତାଙ୍କର ସମସ୍ତ ସମ୍ପତ୍ତି ଜବତ କରିବା ସହ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯାଇଛି। କମେଡିଆନ ରାଜପାଲ ୟାଦବ ୨୦୧୨ରେ ଅତା ପତା ଲାପତା…
‘ଲାହୋର ୧୯୪୭’ର ଶୁଟିଂ ଶେଷ
ମୁମ୍ବାଇ: ବଲିଉଡ୍ ଅଭିନେତା ଆମିର ଖାନ୍ଙ୍କ ନିର୍ମିତ, ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶିତ ‘ଲାହୋର ୧୯୪୭’ ଫିଲ୍ମର ଶୁଟିଂ ସୋମବାର ଶେଷ ହୋଇଛି। ଫିଲ୍ମ ନିର୍ମାତାଙ୍କ ସୂତ୍ରରୁ ଏହା ଜଣାପଡ଼ିଥିବା ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ…
Archives


