ହୋମ ଆଇସୋଲେଶନରେ ଐଶ୍ଚର୍ଯ୍ୟା, ଆରାଧ୍ୟା
ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ଅଭିଷେକଙ୍କ ପରେ ଐଶ୍ଚର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟାଙ୍କୁ କରୋନା ହୋଇଥିବା ଜଣାପଡିଛି। ଏହା ସହିତ ବଚ୍ଚନ ପରିବାରର ଚାରି ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅମିତାଭଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ...
ବଲିଉଡ୍କୁ ପୁଣି ଝଟ୍କା, ଆଖିବୁଜିଲେ ଏହି ଅଭିନେତା
ବଲିଉଡ ଅଭିନେତା ରଞ୍ଜନ ସେହଗଲଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୬ ବର୍ଷ ହୋଇଥିଲା। ରଞ୍ଜନ ଦୀର୍ଘଦିନ ଦିନ ହେବ ଅସୁସ୍ଥ ଥିଲେ। ତାଙ୍କର ବହୁ ଅଙ୍ଗ କାମ ବନ୍ଦ କରିଦେଇଥିଲା। ଟିଭି ଦୁନିଆରେ ବେଶ୍ ଲୋକପ୍ରିୟ...
ବିରାଟ କୋହଲିଙ୍କୁ ଗାଳି ଦେଲେ ଫ୍ୟାନ୍, ଜାଣନ୍ତୁ କାହିଁକ
ସୁପରଷ୍ଟାର୍ ଅମିତାଭ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ଆରୋଗ୍ୟ କାମନା କରି ଦେଶର ବିଭିନ୍ନ ଯାଗାରେ ପୂଜାର୍ଚ୍ଚନା ଚାଲିଛି। ବଲିଉଡ୍ର ଅନେକ କଳାକାର, ରାଜନେତା, କ୍ରିକେଟର ଏବଂ ତାଙ୍କ ଫ୍ୟାନ୍ମାନେ ମଧ୍ୟ ସୁସ୍ଥତା କାମନା କରିଛନ୍ତି।...
ହେମା ମାଳିନୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଖବର ଭାଇରାଲ ପରେ, ଝିଅ ଇଶା କହିଲେ ଏମିତି
ବଚ୍ଚନ ପରିବାର କରୋନା କବଳିତ ହେବା ପରେ ବଲିଉଡ୍ ଜଗତରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାସହ ଅନେକ ତାରକାଙ୍କ ବିଷୟରେ ଏଭଳି କିଛି ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେତେବେଳେ ନିତୁ କପୁରଙ୍କୁ କରୋନା ପଜିଟିଭ୍...
ଫାର୍ମହାଉସରେ ଫସଲ ଅମଳ କଲେ ଭାଇଜାନ୍, ଫଟୋ ଭାଇରାଲ
ମୁମ୍ବାଇ : ଆଜିକାଲି ପରିବାର ସଦସ୍ୟ ଏବଂ କଥିତ ପ୍ରେମିକା ଲୁଲିଆ ବନ୍ତୁରଙ୍କ ସହ ନିଜ ଫାର୍ମହାଉସରେ ସମୟ ଅତିବାହିତ କରୁଛନ୍ତି ଭାଇଜାନ୍। ଏଠାରେ ତିନୋଟି ଗୀତ ମଧ୍ୟ ରିଲିଜ୍ କରିସାରିଲେଣି ସେ। ଏହା ସହିତ ଫାର୍ମହାଉସରେ ଯାହା କିଛି...
କରୋନା ଯୋଦ୍ଧାଙ୍କୁ ସାହାଯ୍ୟର ହାତ ବଢାଇଲେ ରୋହିତ
ମୁମ୍ବାଇ: ଏକ ଅଦୃଶ୍ୟ ଯୁଦ୍ଧରେ ଏବେ ବିଶ୍ୱବାସୀ ଲଢି ଚାଲିଛନ୍ତି। କରୋନା ଭଳି ଏକ ଅଦୃଶ୍ୟ ଶତ୍ରୁକୁ ହରାଇବାକୁ ସମସ୍ତେ ଯେମିତି ଅଣ୍ଟା ଭିଡିଛନ୍ତି। ଏହି ସମୟରେ କରୋନା ଯୋଦ୍ଧାଙ୍କୁ ବିଭିନ୍ନ ଆଡୁ ସାହାଯ୍ୟ ସହଯୋଗ ମିଳୁଥିବା ବେଳେ ଏହି...
ଐଶ୍ୱର୍ଯ୍ୟା, ଝିଅ ଆରାଧ୍ୟାଙ୍କ ରିପୋର୍ଟ ଆସିଲା ପଜିଟିଭ
ମୁମ୍ବାଇ,୧୨।୭: ବଲିଉଡ୍ ନାୟିକା ତଥା ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କରୋନାରେ ପୀଡ଼ିତ ଥିବା ସୂଚନା ମିଳିଛି। କେବଳ ସେ ନୁହେଁ ତାଙ୍କ ଝିଅ ଆରାଧ୍ୟାଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ରବିବାର ସକାଳେ ମୁମ୍ବାଇ ମେୟର...
ସୁସ୍ଥ ଅଛନ୍ତି ଶାଶୁ, ବୋହୂ
ମୁମ୍ବାଇ, ୧୨।୭: ବଚ୍ଚନ ପରିବାରରେ କରୋନାର ଉପସ୍ଥିତି ଏକ ପ୍ରକାର ସମସ୍ତଙ୍କୁ ବିଚଳିତ କରି ଦେଇଛି। ଶନିବାର ରାତିରେ ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ କରୋନାରେ ସଂକ୍ରମିତ ଥିବା ଖବର ମିଳିଥିଲା। ଏହାପରେ ଜୟା ବଚ୍ଚନ, ଐଶୋର୍ଯ୍ୟା...
ଅମିତାଭ, ଅଭିଷେକଙ୍କ ପାଇଁ ପୂଜାର୍ଚ୍ଚନା
ମୁମ୍ବାଇ,୧୨।୭: ବିଗ୍ ବି ଅମିତାଭ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ କରୋନା ଟେଷ୍ଟ ରିପୋର୍ଟ ଶନିବାର ରାତିରେ ପଜିଟିଭ ଆସିବା ପରେ ଏବେ ଏମାନଙ୍କ ପ୍ରଶଂସକ ଅଡୁଆରେ ପଡିଯାଇଛନ୍ତି। ରବିବାର ଉଜ୍ଜୟୀନିର ମହାକାଳ ମନ୍ଦିରରେ ବଚ୍ଚନ ପରିବାଙ୍କ ସୁସ୍ଥତା...
ବଲିଉଡ୍ ଅଭିନେତା ଅନୁପମ ଖେରଙ୍କ ମା’ଙ୍କ ସମେତ ୪ ସଦସ୍ୟ କରୋନା ପଜିଟିଭ
ମୁମ୍ବାଇ,୧୨।୭: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଓ ଓ ତାଙ୍କ ପୁଅ ଅଭିଷେକ ଶନିବାର କରୋନାରେ ପୀଡ଼ିତ ଥିବା ଜଣାପଡିବା ପରେ ଏବେ ବଲିଉଡ୍ କଳାକାରଙ୍କ ଘରେ କରୋନା ପ୍ରବେଶ କରିଥିବା ଆଲୋଚନା ହେଉଛି। ରବିବାର ଅଭିନେତା ଅନୁପମ ଖେରଙ୍କ...
ଜୟା, ଐଶ୍ୱର୍ଯ୍ୟାଙ୍କ ଆଣ୍ଟିଜେନ୍ ଟେଷ୍ଟ ଆସିଲା ନେଗେଟିଭ, ସ୍ବାବ ଟେଷ୍ଟ ରିପୋର୍ଟକୁ ଅପେକ୍ଷା
ମୁମ୍ବାଇ,୧୨।୭: କରୋନା ମହାମାରୀ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ ବଲିଉଡ୍ର ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନାରେ ପୀଡ଼ିତ ହେବା ଏବେ ଆହୁରି ଚିନ୍ତା ବଢାଇ ଦେଇଛି। ଦେଶବାସୀଙ୍କୁ...
ରେଖାଙ୍କ ବଙ୍ଗଳାରେ କରୋନା ସଂକ୍ରମଣ
ମୁମ୍ବାଇ, ୧୨।୭: ବଲିଉଡ୍ ଅଭିନେତ୍ରୀ ରେଖାଙ୍କ ବଙ୍ଗଳାରେ କରୋନା ସଂକ୍ରମଣ ହୋଇଛି। ରେଖାଙ୍କ ସୁରକ୍ଷାକର୍ମୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏହାପରେ ସୁରକ୍ଷା ଦୃଷ୍ଟିରୁ ରେଖାଙ୍କ ବଙ୍ଗଳାକୁ ସିଲ୍ କରି ଦିଆଯାଇଛି। ବାନ୍ଦ୍ରାଠାରେ ଥିବା ରେଖାଙ୍କ ବଙ୍ଗଳା...
Archives


