ମନୋରଞ୍ଜନ

ମସ୍‌ଜିଦରେ ନାଚିବାରୁ ଅଭିନେତ୍ରୀଙ୍କୁ ମିଳିଲା ହତ୍ୟା ଧମକ

ଲାହୋର,୧୦।୮: ବଲିଉଡ୍‌ ମୁଭି ‘ହିନ୍ଦି ମିଡିୟମ’ରେ ନଜର ଆସିଥିବା ଅଭିନେତ୍ରୀ ସବା କମରଙ୍କୁ ମିଳିଛି ହତ୍ୟା ଧମକ। ସୂଚନାଯୋଗ୍ୟ, ପାକିସ୍ତାନର ଲାହୋରରେ ଥିବା ଐତିହାସିକ ଓ୍ବାଜିର ଖାନ ମସଜିଦରେ ପାକିସ୍ତାନୀ ଅଭିନେତ୍ରୀ ସବା କମରଙ୍କୁ ମ୍ୟୁଜିକ ଭିଡିଓ ଶୁଟିଂ ପାଇଁ ଅନୁମତି…

୧୫ କୋଟିର ହିସାବ: ପୁଣି ଇଡ଼ିରେ ହାଜର ହେଲେ ରିଆ

ମୁମ୍ବାଇ, ୧୦।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ରହସ୍ୟର ପର୍ଦ୍ଦାଫାଶ୍‌ ପାଇଁ ଉଦ୍ୟମ ଜାରି ରହିଛି। ଏହା ଅନ୍ତର୍ଗତ ସୁଶାନ୍ତଙ୍କ ଗର୍ଲ ଫ୍ରେଣ୍ଡ୍‌ ରିଆ ଚକ୍ରବର୍ତ୍ତୀ ତାଙ୍କ ଭାଇ ସୌଭିକ୍‌ଙ୍କ ସହିତ ସୋମବାର ପୁଣି ମୁମ୍ବାଇ ସ୍ଥିତ ପ୍ରବର୍ତ୍ତନ…

ସଲମାନ୍‌ ଖାନ୍‌, ଶାହାରୁଖ୍‌ ଖାନ୍‌ଙ୍କୁ ପଛରେ ପକାଇଲେ କପିଲ ଶର୍ମା

କପିଲ ଶର୍ମା, କମେଡି ଦୁନିଆର ଏକ ବଡ଼ ନାମ। ଯିଏକି କଠିନ ପରିଶ୍ରମ ମାଧ୍ୟମରେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି। ଜଣେ କନ୍‌ଷ୍ଟେବଳଙ୍କ ପୁଅ କପିଲ ଏବେ ବର୍ଷକୁ ୩୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆୟ କରୁଛନ୍ତି। ତେବେ ବିଳାସମୟ…

ଏହି ଅଭିନେତାଙ୍କୁ ‘ପାପାଜୀ’ ଡାକନ୍ତି ସ୍ତ୍ରୀ

ଅଭିନେତା ତଥା ମଡେଲ ମିଲିନ୍ଦ ସୋମେନ୍‌ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। କେତେବେଳେ ସେ ନିଜ ଫିଟନେସ୍‌ ପାଇଁ ତ, ଆଉ କେତେବେଳେ ସ୍ତ୍ରୀ ଅଙ୍କିତା କୁଅଁରଙ୍କ ପାଇଁ ଚର୍ଚ୍ଚାରେ ଥାନ୍ତି। ୨୦୧୮ରେ ୫୩ ବର୍ଷୀୟ ମିଲିନ୍ଦ ୨୮ ବର୍ଷିୟା ଅଙ୍କିତାଙ୍କୁ ବିବାହ…

ଚାକିରି ଖୋଜୁଛନ୍ତି ଅମିତାଭ ବଚ୍ଚନ, ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ: ଜାଣନ୍ତୁ କାହିଁକି

କରୋନାରେ ଘରୁ ବାହାରି କାମ କରିବା ସମସ୍ତଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟକର ହୋଇପଡିଛି। ସତର୍କତା ତ ଅବଲମ୍ବନ କରାଯାଉଛି, କିନ୍ତୁ ମନରେ ବସିଥିବା ଭୟକୁ ଦୂର କରିବା ସହଜ ନୁହେଁ। ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ଟିକେ ନର୍ଭସ ଅଛନ୍ତି।…

ଶାହରୁଖ ଖାନଙ୍କ ଅଫିସ୍‌ ହେଲା ଆଇସିୟୁ

ଅଭିନେତା ଶାହରୁଖ ଖାନ କରୋନା ରୋଗୀଙ୍କୁ ସହାୟତାର ହାତ ବଢାଇଛନ୍ତି। ସେମାନଙ୍କ ରହିବା ପାଇଁ ନିଜ ଅଫିସ୍‌କୁ ଗତ ୩ ମାସ ହେବ ବିଏମ୍‌ସିକୁ ଦେଇଛନ୍ତି। ଗତ କିଛି ଦିନ ହେବ ଏହାକୁ କ୍ୱାରାଣ୍ଟାଇନ୍‌ ଭାବେ ବ୍ୟବହୃତ ହେଉଥିବାବେଳେ ଏବେ ଗୁରୁତର…

କିଏ ସେହି ଧନଶ୍ରୀ, ଯାହାଙ୍କ ପ୍ରେମରେ କ୍ଲିନ୍‌ ବୋଲ୍ଡ ହେଲେ ଚହଲ

ବମ୍ବେ: ଚର୍ଚ୍ଚାରେ ୟୁଟ୍ୟୁବର୍‌ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା। କାରଣଟି ହେଉଛି ଭାରତୀୟ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ସହ ତାଙ୍କର ନିର୍ବନ୍ଧ। ନିକଟରେ ନିଜର ୩୦ତମ ଜନ୍ମଦିନ ପାଳନ କରିଥିଲେ ଚହଲ। ଏବେ ତାଙ୍କ ନିର୍ବନ୍ଧ ଖବର ଜାଣି ପ୍ରଶଂସକ…

ବିବାହ ବନ୍ଧନରେ ବାନ୍ଧି ହେଲେ ବାହୁବଲୀ ଫେମ୍‌ ରାଣା ଦଗ୍ଗୁବତୀ

ବମ୍ବେ: ଦକ୍ଷିଣ ଭାରତୀୟ ସିନେ କଳାକାର ରାଣା ଦଗ୍ଗୁବତୀ ହାତକୁ ଦୁଇ ହାତ ହୋଇଛନ୍ତି। ପ୍ରେମିକା ମିହିକା ବଜାଜଙ୍କୁ ସେ ବିବାହ କରିଛନ୍ତି। ଉଭୟଙ୍କ ବିବାହ ପୂର୍ବର ସମସ୍ତ ଉତ୍ସବର ଫଟୋ ଭାଇରାଲ ହୋଇଥିଲା। ଏବେ ଖାସ୍‌ ଦିନର ଫଟୋ ଭାଇରାଲ…

ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଆସିଲେ ନୂଆ ଅତିଥି, ଫଟୋ ଶେୟାର କରି ଜଣାଇଲେ ପ୍ରଶଂସକଙ୍କୁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଏବେ ନୂଆ ଅତିଥି ଆସିଛନ୍ତି। ଏନେଇ ପ୍ରିୟଙ୍କା ଫଟୋ ଶେୟାର କରି ତାଙ୍କ ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି। ଅସଲ କଥା ହେଲା ପୂର୍ବରୁ ପ୍ରିୟଙ୍କାଙ୍କର ଦୁଇଟି କୁକୁର ଜିନୋ ଏବଂ ଡାଏନା ଥିଲେ। ବର୍ତ୍ତମାନ…

ହାତ ଯୋଡି ଅନୁରୋଧ କଲେ ସୋନୁ: ଅତିକମରେ ଜଣେ ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରନ୍ତୁ

ମୁମ୍ବାଇ,୯।୮: କରୋନା ମହାମାରୀ ସମୟରେ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ବେଳେ ବହୁ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ସମୟରେ କିନ୍ତୁ ଦେବଦୂତ ସାଜିଛନ୍ତି ବଲିଉଡ୍‌ର ଖଳନାୟକ ଚରିତ୍ରରେ ନଜର ଆସୁଥିବା ଅଭିନେତା ସୋନୁ ସୁଦ।…

୨୦୨୦ କଳାକାର ଜଗତ ପାଇଁ କଳାବର୍ଷ: ଏସବୁ ତାରକାଙ୍କ ଆତ୍ମହତ୍ୟାକୁ ନେଇ ଇଣ୍ଡଷ୍ଟ୍ରି ପ୍ରକମ୍ପିତ

୨୦୨୦ ଏକ କଳାବର୍ଷ। ସମଗ୍ର ବିଶ୍ୱ ପାଇଁ ଏହି ବର୍ଷ ଅଶୁଭ ପାଲଟି ଯାଇଛି। କରୋନା ମହାମାରୀ ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ନେଉଥିବା ବେଳେ ଚଳଚ୍ଚିତ୍ର ଜଗତ ମଧ୍ୟ ବହୁ ମୂଲ୍ୟବାନ ତାରକାଙ୍କୁ ହରାଇଛି। ଚଳିତ ବର୍ଷ ଅନେକ…

ଖୁବ୍‌ ବିଳାସମୟ ମହେଶ ବାବୁଙ୍କ ଭ୍ୟାନିଟି ଭ୍ୟାନ

ଚେନ୍ନାଇ: ତେଲଗୁ ସୁପରଷ୍ଟାର ମହେଶ ବାବୁ କଳାକାର ପରିବାରରୁ ଆସିଥିଲେ ବି ବଡ ପରଦାରେ ତିଷ୍ଠି ରହିବାକୁ ସେ ଖୁବ୍‌ ପରିଶ୍ରମ କରିଛନ୍ତି। ନିଜର ପରିଶ୍ରମ ହିଁ ଆଜି ତାଙ୍କୁ ଦେଇଛି ଏକ ଭିନ୍ନ ପରିଚୟ। କେବଳ ତେଲଗୁ ଇଣ୍ଡଷ୍ଟ୍ରି ନୁହେଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri