ମନୋରଞ୍ଜନ

ଚଳିତ ମାସରେ ବିବାହ କରିବେ ସୋନାକ୍ଷୀ!

ମୁମ୍ବାଇ: ବଲିଉଡର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି, ଅଭିନେତ୍ରୀ ନିଜର ଦୀର୍ଘ ଦିନର ପ୍ରେମିକା ଜହିର ଇକବାଲଙ୍କୁ ବିବାହ କରିବେ। ଖବର ଅନୁଯାୟୀ, ସୋନାକ୍ଷୀ ସିହ୍ନା ୨୩ ଜୁନରେ ଜହିର...

ରାଜନେତା ପୂର୍ବରୁ ଅଭିନେତା ଥିଲେ ନବୀନ ପଟ୍ଟନାୟକ, ଚରିତ୍ର ଥିଲା…

ଭୁବନେଶ୍ୱର,୯।୬: ଦୀର୍ଘ ୨୪ ବର୍ଷ କ୍ଷମତାରେ ରହିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେଇଛନ୍ତି ନବୀନ ପଟ୍ଟନାୟକ। ୨୦୨୪ ନିର୍ବାଚନର ଫଳାଫଳ ଆସିବା ପରେ କ୍ଷମତାରୁ ଇସ୍ତଫା ଦେଇଛନ୍ତି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ। ଏହାପରେ ସାରା ଓଡ଼ିଶା ନବୀନ...

ଅଭିନେତ୍ରୀ ଲିପିକାଙ୍କ ସିକ୍ରେଟ୍‌, ଖଳନାୟିକା ଚରିତ୍ରକୁ ନେଇ ପରିଚିତ ହେଲେ ହେଁ ଭୁତକୁ ପ୍ରବଳ ଭୟ

ଖୁବ୍‌ କମ୍‌ ବୟସରେ ସେ ଆସିଥିଲେ ଅଭିନୟ ଜଗତକୁ । ଇଚ୍ଛା ଥିଲା ନାୟିକା ଦୌଡ଼ରେ ସାମିଲ ହେବାର। ହେଲେ ସାଜିଗଲେ ଖଳନାୟିକା । ଲୋକଙ୍କ ଗାଳିକୁ ସେ ନିଜ ଅଭିନୟ ଜୀବନର ସାର୍ଥକତା ମଣିଲେ । ସେ ହେଲେ...

ରାମୋଜି ରାଓଙ୍କ ପରଲୋକ

ହାଇଦ୍ରାବାଦ,୮।୬: ମିଡିଆ ଇଣ୍ଡଷ୍ଟ୍ରିର ଖୁବ୍‌ ଜଣାଶୁଣା ଇନାଡୁ ଏବଂ ରାମୋଜି ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜି ରାଓଙ୍କର ଶନିବାର ସକାଳେ ତେଲଙ୍ଗାନାର ହାଇଦ୍ରାବାଦରେ ଦେହାନ୍ତ ହୋଇଛି। ହାଇଦ୍ରାବାଦର ଷ୍ଟାର ହସ୍ପିଟାଲରେ ଚିକିତ୍ସା ସମୟରେ ଖ୍ୟାତିସମ୍ପନ୍ନ ମିଡିଆ ଆଇକନ ଏବଂ ଫିଲ୍ମ...

୯ରେ କଙ୍ଗନାଙ୍କ ବିରୋଧରେ କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ,୮ା୬: ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ଭାଜପା ଏମ୍‌ପି କଙ୍ଗନା ରାଣାଓ୍ବତ୍‌ଙ୍କ ବିରୋଧରେ କୃଷକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। କଙ୍ଗନାଙ୍କୁ ଗୁରୁବାର ଚଣ୍ଡିଗଡ଼ ଏୟାରପୋର୍ଟରେ ଚାପୁଡ଼ା ମାରିଥିବା ସିଆଇଏସ୍‌ଏଫ୍‌ର ମହିଳା କନ୍‌ଷ୍ଟେବଲଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାବେଳେ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ...

ଚର୍ଚ୍ଚିତ ‘ବଦୋ ବଦି’ ଗୀତକୁ ଡିଲିଟ୍‌ କରିଦେଲା ୟୁଟ୍ୟୁବ୍‌

ବମ୍ବେ: ଗତ ମାସରେ ସୋସିଆଲ ମିଡିଆରେ ଏକ ଗୀତ ବେଶ ଭାଇରାଲ ହୋଇଥିଲା। ଏବେ ତାକୁ ଡିଲିଟ୍‌ କରିଦିଆଯାଇଛି। ପାକିସ୍ତାନର ସୋସିଆଲ ମିଡିଆ ସେନ୍‌ସେଶନ ଚାହତ ଫତେ ଅଲି ଖାନ୍‌ ନିଜ ଗୀତ ‘ବଦୋ ବଦି’କୁ ନେଇ ବେଶ ଚର୍ଚ୍ଚାରେ...

ଛାଡପତ୍ର ଚର୍ଚ୍ଚା ଭିତରେ ଏମିତି ଫଟୋ ଶେୟାର କଲେ ନତାଶା: ଲୋକେ କହିଲେ, ସବୁକିଛି ଠିକ୍‌ ଅଛି

ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ଚର୍ଚ୍ଚାରେ ଥିଲେ। ନିକଟରେ ସେମାନଙ୍କ ଛାଡପତ୍ର ବିଷୟରେ ଗୁଜବ ପ୍ରଚାରିତ ହୋଇଥିଲା। ତେବେ ଏହି ଗୁଜବ ଉପରେ ଉଭୟ ନୀରବତା ବଜାୟ ରଖିଥିଲେ। ଏସବୁ ମଧ୍ୟରେ, ନିକଟରେ...

ହାରିଗଲେ ଅରିନ୍ଦମ: ସାଲେପୁରରେ ପ୍ରଶାନ୍ତ ବିଜୟୀ

କଟକ,୪।୬: ସାଲେପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ତଥା ଓଲିଉଡ୍‌ ଅଭିନେତା ଅରିନ୍ଦମ ରାୟଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏଠାରେ ବିଜେଡିର ପ୍ରଶାନ୍ତ ବେହେରା ବିଜୟୀ ହୋଇଛନ୍ତି। ଆରମ୍ଭରୁ ପ୍ରଶାନ୍ତ ଆଗୁଆ ରହିଥିଲେ ହେଁ ମଝିରେ କିଛି ରାଉଣ୍ଡରେ...

ବାପା ହେଲେ ବରୁଣ ଧାୱନ

ବଲିଉଡ ଅଭିନେତା ବରୁଣ ଧାୱନ ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ନତାଶା ଦଲାଲ ୩ ଜୁନରେ ଏକ ଝିଅ ଜନ୍ମ ଦେଇଥିଲେ। ବରୁଣ ଧାୱନଙ୍କ ପିତା ଡେଭିଡ ଧାୱନ ଏହା ନିଶ୍ଚିତ କରିଛନ୍ତି। ଜେଜେବାପା ହୋଇଥିବା ଡେଭିଡ ଧାୱନ ନାତୁଣୀ...

ସର୍ବାଧିକ ସବ୍‌ସ୍କ୍ରାଇବର ଥିବା ୟୁଟ୍ୟୁବ୍‌ର ହେଲେ ମିଷ୍ଟର୍‌ ବିଷ୍ଟ: ପଛରେ ପଡ଼ିଲା ଟି-ସିରିଜ

ନୂଆଦିଲ୍ଲୀ,୨।୬:ଭାରତୀୟ ମ୍ୟୁଜିକ କମ୍ପାନୀ ଟି-ସିରିଜ ଦୀର୍ଘଦିନ ଧରି ସମଗ୍ର ବିଶ୍ୱରେ ସର୍ବାଧିକ ସବ୍‌ସ୍କ୍ରାଇବର ଥିବା ୟୁଟ୍ୟୁବ୍‌ ଚ୍ୟାନେଲ ଭାବେ ରହି ଆସିଥିଲା। ତେବେ ବର୍ତ୍ତମାନ ଟି-ସିରିଜ୍‌କୁ ପଛରେ ପକାଇ ‘ମିଷ୍ଟର ବିଷ୍ଟ’ ୟୁଟ୍ୟୁବ୍‌ ଚ୍ୟାନେଲ ବିଶ୍ୱର ସର୍ବାଧିକ ସବ୍‌ସ୍କ୍ରାଇବର ଥିବା...

ଲୋକଙ୍କୁ ଧକ୍କା, ମୁଥ ମାରିଲେ ରବୀନା, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି  ଭିଡିଓରେ ରବୀନା ଠେଲାପେଲା କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଘଟିଛି। ଭିଡିଓରେ ଦେଖିବାକୁ ମିଳିଛି, କିଛି ଲୋକଙ୍କ ସହ...

ଶୁବମନ ଗିଲ୍‌ଙ୍କୁ ବିବାହ କରିବେ ରିଦ୍ଧିମା, ମୁହଁ ଖୋଲିଲେ ଅଭିନେତ୍ରୀ…

ମୁମ୍ବାଇ: ଭାରତୀୟ କ୍ରିକେଟର ଶୁବମନ ଗିଲ୍‌ଙ୍କ ନା ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଏବଂ ସୈଫ୍‌ ଅଲ୍ଲୀଙ୍କ ଝିଅ ସାରା ଅଲି ଖାନ୍‌ଙ୍କ ସହ ଜଡ଼ିତ ହେବା ଏବେ ଟେଲି ଅଭିନେତ୍ରୀ ରିଦ୍ଧିମା ପଣ୍ଡିତଙ୍କୁ ନେଇ ଚର୍ଚ୍ଚା ହେଉଛି। ଶୁବମନଙ୍କଠାରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri