କାଷ୍ଟିଂ କାଉଚ୍ର ଶିକାର ହୋଇଥିଲେ ବିପାଶା: ଫିଲ୍ମ ନିର୍ମାତା ପଠାଉଥିଲେ ଏଭଳି ମେସେଜ୍.. ହେଲେ..
ବମ୍ବେ: ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିର ବ୍ଲାକ୍ ବିଉଟି ଭାବେ ବିପାଶା ବାସୁଙ୍କୁ କିଏ ବା ନଜାଣେ। ଦୁଇ ଦଶକ ଧରି ସିନେଜଗତରେ ରାଜ୍ କରିଥିବା ବିପାଶା ପୁଣିଥରେ ପରଦାକୁ ଫେରିଛନ୍ତି। ସ୍ବାମୀ କରନ୍ ସିଂ ଗ୍ରୋଭରଙ୍କ ସହ ‘ଡେନ୍ଜରିଅସ୍’ରେ ସେ ନଜର…
ଶବଗୃହରେ ସୁଶାନ୍ତଙ୍କୁ ଦେଖି ରିୟା କହିଥିଲେ ‘ସରି ବାବୁ’: ଆଉ..
ବମ୍ବେ: ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା। ଘଟଣାରେ ପ୍ରତିଦିନ କିଛି ନା କିଛି ତଥ୍ୟ ବାହାରକୁ ଆସୁଛି। ଏହାକୁ ନେଇ ପ୍ରେମିକା ରିୟା ଚର୍କବର୍ତ୍ତୀ ଅଧିକ ବିବାଦକୁ ଆସୁଛନ୍ତି। ଅଭିନେତାଙ୍କ…
ବିବାଦ ପରେ ଇନ୍ଷ୍ଟାଗ୍ରାମ ଛାଡ଼ିଲେ ଏହି ଅଭିନେତା: ଲେଖିଲେ ଏଭଳି କିଛି
ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଦିଶା ସାଲିଆନଙ୍କ ମୃତ୍ୟୁକୁ ନେଇ ଟ୍ରୋଲ ହେଉଛନ୍ତି ଅନେକ କଳାକାର। ଏମାନଙ୍କ ମଧ୍ୟରୁ ବାଦ୍ ପଡ଼ିନାହାନ୍ତି ସୁରଜ ପଞ୍ଚୋଲି। ସୁରଜ ଦିଶାଙ୍କ ଭଲ ସାଙ୍ଗ ଥିଲେ ବୋଲି କୁହାଯାଉଥିଲା। ହେଲେ ସୁରଜ…
ଗଣେଶ ଚତୁର୍ଥୀରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଲେ ବଲିଉଡ୍ ସେଲିବ୍ରିଟି
ମୁମ୍ବାଇ: ଦେଶରେ ଜାରି ରହିଥିବା କରୋନା ସଙ୍କଟ ଯୋଗୁ ଚଳିତ ଥର ସବୁ ପର୍ବପର୍ବାଣି ଫିକା ପଡ଼ିଯାଇଛି। ସେଥିମଧ୍ୟରୁ ଅନ୍ୟତମ ହେଉଛି ଗଣେଶ ପୂଜା। ଶନିବାର ସାରା ଦେଶ ବିଘ୍ନରାଜଙ୍କୁ ସ୍ବାଗତ କରିବାରେ ଲାଗିପଡ଼ିଛି। ଚଳିତ ଥର ଗଣେଶ ଚତୁର୍ଥୀ ଫିକା…
ସୁଶାନ୍ତ ମାମଲା: ପୋଷ୍ଟମାର୍ଟମ ରିପୋର୍ଟକୁ ନେଇ ସନ୍ଦେହ ପ୍ରକାଶ କଲା ସିବିଆଇ
ମୁମ୍ବାଇ,୨୨।୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘଟଣାରେ ସିବିଆଇ ଜୋରସୋରରେ ତଦନ୍ତ ଚଳାଇଛି। ଶୁକ୍ରବାର ସୁଶାନ୍ତଙ୍କ ରୋଷେୟାଙ୍କୁ ସିବିଆଇ ୫ଘଣ୍ଟା ଧରି ଜେରା କରିଥିଲା। ତେବେ ଶନିବାର ସୁଶାନ୍ତଙ୍କ ପୋଷ୍ଟମାର୍ଟମ କରିଥିବା ଡାକ୍ତର ଓ ଏକ୍ସପର୍ଟ ଟିମ୍ଙ୍କୁ ସିବିଆଇ ପଚରାଉଚରା…
ଚକୋଲେଟ୍ ଗଣେଶ
ଭୋପାଳ: କରୋନା ପାଇଁ ଏବେ ସବୁଆଡ଼େ ଗଣେଶ ପୂଜା ନେଇ କଟକଣା ଲାଗିଛି। କିନ୍ତୁ ଶ୍ରଦ୍ଧାଳୁମାନେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏଥର ଗଣେଶ ପୂଜାରେ ଏକ ଭିନ୍ନ ପ୍ରୟାସ କରି ଚକୋଲେଟ…
ଅଭିଜିତ୍ ପଲ୍ଙ୍କ ‘ଆମ୍ ଆଇ’ ଶ୍ରେଷ୍ଠ
ନୂଆଦିଲ୍ଲୀ, ୨୨ା୮: ଅଭିଜିତ୍ ପଲ ନିର୍ଦ୍ଦେଶିତ ‘ଆମ୍ ଆଇ’ ଶ୍ରେଷ୍ଠ ଶର୍ଟ ଫିଲ୍ମ ଭାବେ ବିବେଚିତ ହୋଇଛି। ଦ୍ୱିତୀୟ ସ୍ଥାନରେ ଦେବୋଜୋ ସଞ୍ଜୀବ ନିର୍ଦ୍ଦେଶିତ ‘ଅବ୍ ଭାରତ ବନେଗା ଇଣ୍ଡିଆ’ ଓ ତୃତୀୟ ସ୍ଥାନରେ ଯୁବରାଜ ଗୋକୁଲ ନିର୍ଦ୍ଦେଶିତ ଶର୍ଟ ଫିଲ୍ମ…
୧୧ ବର୍ଷ ପୂର୍ବରୁ ନିଜ ଶିକ୍ଷକଙ୍କୁ ବିବାହ କରିଥିଲେ ଭୂମିକା
ମୁମ୍ବାଇ: ବଲିଉଡ୍ ମୁଭି ‘ତେରେ ନାମ’ରେ ରାତାରାତି ଷ୍ଟାର ପାଲଟି ଯାଇଥିବା ଭୂମିକା ଚାଓ୍ବଲା ଆଜି ବଡ ପରଦାଠାରୁ ଦୂରେଇ ରହିଛନ୍ତି କହିଲେ ଚଳେ। ବଲିଉଡ୍ ଭାଇଜାନ୍ ସଲମାନ ଖାଁ ଆଜି ପର୍ଯ୍ୟନ୍ତ ଯେତେ କଳାକାରଙ୍କୁ ଲଞ୍ଚ କରିଛନ୍ତି ସେମାନଙ୍କ ମଧ୍ୟରେ…
ପ୍ରଶଂସକଙ୍କ ପ୍ରାର୍ଥନା ଭିକ୍ଷା କଲେ ଶାରଦା
ପାଟନା,୨୧।୮: ପଦ୍ମ ଭୂଷଣରେ ସମ୍ମାନୀତ ଲୋକପ୍ରିୟ ଲୋକ ସଙ୍ଗିତ ଗାୟିକା ଶାରଦା ସିହ୍ନା କରୋନା ଭାଇରସରେ ପୀଡ଼ିତ ହୋଇଛନ୍ତି। ସେ ନିଜେ ଏକ ଭିଡିଓ ଜାରି କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଭିଡିଓରେ ସେ କହିଛନ୍ତି କରୋନା ମହାମାରୀଠାରୁ…
କାର୍ଠାରୁ ମଇଁଷି କିଣିବା ଅଧିକ ଖୁସି ଦେଇଛି: କାହିଁକି ଏମିତି କହିଲେ ସୋନୁ ସୁଦ
ବଲିଉଡ୍ ଅଭିନେତା ସୋନୁ ସୁଦ୍ ଲକଡାଉନରେ ଶ୍ରମିକ ମାନଙ୍କ ପାଇଁ ଦେବଦୂତ ପାଲଟିଛନ୍ତି। ଦେଶବିଦେଶରେ ଫସିଥିବା ଲୋକଙ୍କୁ ସହାୟତା କରି ସେ ବେଶ୍ ପ୍ରଶଂସା ସାଉଁଟିଛନ୍ତି। ନିକଟରେ ସେ ବିହାରର ଜଣେ ବ୍ୟକ୍ତିଙ୍କ ପାଇଁ ଏକ ମଇଁଷି କିଣିଛନ୍ତି। ଏନେଇ ଟୁଇଟ୍…
ଐଶ୍ୱର୍ଯ୍ୟା ରାୟଙ୍କ ସହ ରୋମାନ୍ସ କରିବାକୁ ଡରିଯାଇଥିଲେ ଏହି ସୁପରଷ୍ଟାର: ଆଉ ତାପରେ…
ବଲିଉଡ୍ ଅଭିନେତ୍ରୀ ତଥା ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କିଛି ଦିନ ହେବ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାଙ୍କର କାମ ବିଷୟରେ କହିବାକୁ ଗଲେ ସେ ଅନେକ ସୁପରଷ୍ଟାରଙ୍କ ସହ ସ୍କ୍ରିନ୍ ଶେୟାର କରିସାରିଛନ୍ତି। ସେମାନଙ୍କ…
କରୋନାରେ ଏହି ପ୍ରସିଦ୍ଧ ଅଭିନେତା ଭାଇଙ୍କ ପରଲୋକ
ବଲିଉଡ୍ ଅଭିନେତା ଦିଲୀପ କୁମାରଙ୍କ ସାନ ଭାଇ ଅସଲମ ଖାନଙ୍କର ମୃତ୍ୟୁ ଘଟିଛି। ସେ କରୋନା ପଜିଟିଭ ଥିଲେ। ତାଙ୍କୁ ୮୦ ବର୍ଷ ହୋଇଥିଲା।ଅସଲମଙ୍କ ବଡ ଭାଇ ଇଶାନ ଖାନ ମୁମ୍ବାଇର ଲୀଲାବତୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତ ଶନିବାରଠାରୁ ସେ…
Archives


