ମନୋରଞ୍ଜନ

ରାଜକୁମାରଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ‘ମାଲିକ୍‌’

ମୁମ୍ବାଇ: ବଲିଉଡ୍‌ ଅଭିନେତା ରାଜକୁମାର ରାଓ ଶନିବାର ତାଙ୍କର ୪୦ ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ନାମ ‘ମାଲିକ’ ହୋଇଥିବା ଘୋଷଣା କରି ନିଜ ପ୍ରଶଂସକଙ୍କୁ ଜନ୍ମଦିନର ଉପହାର ଦେଇଛନ୍ତି। ରାଜକୁମାର ନିଜ ଇନଷ୍ଟାଗ୍ରାମ…

ରାଜନେତା ନା ଅଭିନେତା କାହାକୁ ବିବାହ କରିବେ କଙ୍ଗନା? ନିଜେ ଦେଲେ ଜବାବ

ମୁମ୍ବାଇ: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ନିର୍ବାଚିତ ହୋଇଥିବା ଭାଜପା ଏମପି ତଥା ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ତାଙ୍କ ମୁଭି ଏମରଜେନ୍ସି ପାଇଁ ଖବରରେ ଅଛନ୍ତି। ତେବେ ଗତ କିଛି ଦିନ ହେବ କୃଷକ ଆନ୍ଦୋଳନ ସମ୍ପର୍କରେ…

ଅଙ୍କିତାଙ୍କ ଘରକୁ ଆସିଲେ ନୂଆ ଅତିଥି

ମୁମ୍ବାଇ: ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ତାଙ୍କ ସ୍ବାମୀ ବିକି ଜୈନଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି। ଏହି ଦମ୍ପତି ଜଣେ ରାଜକୁମାରୀଙ୍କୁ ସ୍ବାଗତ କରିଛନ୍ତି। ସେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରିଛନ୍ତି। ଏହି ଭିଡିଓରେ…

ଫିଲ୍ମରେ ସମସ୍ତଙ୍କ ସାମ୍ନାରେ କେମିତି ଶୁଟିଂ ହୁଏ ଅନ୍ତରଙ୍ଗ ଦୃଶ୍ୟ? କିସ୍‌ କରିବାକୁ ଆପଣାଯାଏ ଏମିତି ଟ୍ରିକ୍‌

ପୂର୍ବରୁ ବଲିଉଡ ଫିଲ୍ମରେ ଆଜିକାଲି ପରି ଏତେ ଅନ୍ତରଙ୍ଗ ଦୃଶ୍ୟ ନ ଥିଲା। ଏବେ OTT ପ୍ଲାଟଫର୍ମରେ ଏପରି ଦୃଶ୍ୟ ଅଧିକ ଦେଖାଯାଉଛି। କହିବାକୁ ଏମିତି ସିନ୍‌ ନ ଥିଲେ ଏବେ ଷ୍ଟୋରୀ ବି ଫିକା ବୋଲି କୁହାଯାଉଛି। କିନ୍ତୁ ଏବେକାର…

ଏହି କାମ କରିବାବଳେ ଅନସ୍ପଟ ଐଶ୍ୱର୍ଯ୍ୟାଙ୍କୁ ଧରିଥିଲେ ଅଭିଷେକ ବଚ୍ଚନ! କ’ଣ ଏହିଠୁ ଆରମ୍ଭ ହୋଇଛି ଛାଡପତ୍ର ବିବାଦ

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଯୋଡି ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ଛାଡପତ୍ରକୁ ନେଇ ବିଭିନ୍ନ ଗୁଜବ ଶୁଣିବାକୁ ମିଳୁଛି। ଏପରି କୁହାଯାଉଛି ଯେ, ସେ ବିବାହ ପରେ ତାଙ୍କ ସମ୍ପର୍କ କିଛି ଭଲ ଚାଲୁ ନ ଥିଲା। ସ୍ଥିତି ଏପରି…

ଅଭିଷେକଙ୍କ ସହ ପ୍ରତ୍ୟେକ ଦିନ ହେଉଥିଲା ଝଗଡା, ଖୁଲାସା କରି ଜାଣନ୍ତୁ କ’ଣ କହିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ସବୁଠାରୁ ପ୍ରିୟ ଦମ୍ପତି ଅଟନ୍ତି। ଏହି ଦମ୍ପତି ୨୦ ଏପ୍ରିଲ ୨୦୦୭ରେ ବିବାହ କରିଥିଲେ ଏବଂ ତାଙ୍କର ଏକ ଝିଅ ଆରାଧ୍ୟା ବଚ୍ଚନ ଅଛନ୍ତି। ତେବେ ଐଶ୍ୱର୍ଯ୍ୟା ଏବଂ…

ଫିଲ୍ମ ନିର୍ଦ୍ଦେଶକଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ, ଅଡିଶନ ବାହାନାରେ ରୁମ୍‌କୁ ଡାକି କହିଥିଲେ…

ମୁମ୍ବାଇ,୩୧।୮: ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆରମ୍ଭ ହୋଇଥିବା ମି..ଠୁ ଅଭିଯାନ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଏଥିରେ ଅନେକ ଯୁବ କଳାକାର ଭେଟେରାନ ନିର୍ଦ୍ଦେଶକ, ନିର୍ମାତା ଏବଂ ଅଭିନେତାଙ୍କ ଦ୍ୱାରା ସମ୍ମୁଖୀନ ହୋଇଥିବା ଅସଦାଚରଣ ବିଷୟରେ ଖୋଲାଖୋଲି ଭାବରେ…

ପୁଣି ଖଳନାୟକ ଭୂମିକାରେ ରାଘବ

ମୁମ୍ବାଇ: ଜଣେ ଡ୍ୟାନ୍ସର ଭାବେ କ୍ୟାରିୟର ଆରମ୍ଭ କରିଥିବା ରାଘବ ଜୁୟାଲ ଏବେ ସମସ୍ତଙ୍କ ପସନ୍ଦର ଭିଲେନ୍‌ ବା ଖଳନାୟକ। ନିଜର ବଳିଷ୍ଠ ଅଭିନୟ ଜରିଆରେ ଦର୍ଶକମାନଙ୍କୁ ସେ ଆକୃଷ୍ଟ କରିପାରିଛନ୍ତି। ନିକଟରେ ରିଲିଜ ହୋଇଥିବା ‘କିଲ୍‌’ ଚଳଚ୍ଚିତ୍ରରେ ସେ ଖଳନାୟକ ଭୂମିକାରେ…

ମୁଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବହୁତ ଭଲ ପାଏ: ଖୋଲାଖୋଲି କହିଦେଲେ ଏହି ଅଭିନେତ୍ରୀ

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୂର୍ବତନ ସ୍ତ୍ରୀ ନତାଶା ଷ୍ଟାନକୋଭିକଙ୍କ ଜୁଲାଇରେ ଛାଡପତ୍ର ଦେଇଥିଲେ। ମାତ୍ର ଦେଢ଼ ମାସ ମଧ୍ୟରେ ତାଙ୍କ ନାମ ୩ ଅଭିନେତ୍ରୀଙ୍କ ସହ ଯୋଡି ହେଲାଣି। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ…

କ’ଣ ଗାନ୍ଧୀ ପରିବାରକୁ ‘ଏମରଜେନ୍ସି’ ସ୍କ୍ରିନିଂ ପାଇଁ ନିମନ୍ତ୍ରଣ କରିବେ କଙ୍ଗନା, ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ

ନୂଆଦିଲ୍ଲୀ,୩୦।୮: ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମ୍‌ପି କଙ୍ଗନା ରାଣାୱତ ଗୁରୁବାର ଗାନ୍ଧୀ ପରିବାରକୁ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏମରଜେନ୍ସି’ସ୍କ୍ରିନିଂକୁ ନିମନ୍ତ୍ରଣ କରିବାର ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, ଗାନ୍ଧୀ ପରିବାରର ମନରେ ତାଙ୍କ ପ୍ରତି ବହୁତ ରାଗ…

ରକୁଲଙ୍କ ସହ ରୋମାନ୍ସ କରିବେ ଅଜୟ ଦେବଗନ

ମୁମ୍ବାଇ:ବଲିଉଡ୍‌ ଅଭିନେତା ଅଜୟ ଦେବ୍‌ଗନ୍‌ ସମ୍ପ୍ରତି ନିଜର ଆଗାମୀ ଚଳଚ୍ଚିତ୍ର ‘ଦେ ଦେ ପ୍ୟାର୍‌ ଦେ ୨’ ଏବଂ ‘ସନ୍‌ ଅଫ୍‌ ସର୍ଦ୍ଦାର ୨’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପଞ୍ଜାବର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗ୍ରାମାଞ୍ଚଳରେ…

ଧନୀ ଅଭିନେତା ଶାହରୁଖ୍‌: ମୋଟ ସମ୍ପତ୍ତି ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ: ‘ହୁରୁନ ଇଣ୍ଡିଆ ରିଚ୍‌ ଲିଷ୍ଟ-୨୦୨୪’ର ଧନୀ ଭାରତୀୟ ଅଭିନେତାଙ୍କ ତାଲିକାରେ ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି। ୭,୩୦୦ କୋଟିର ସମ୍ପତ୍ତି ସହ ଶାହରୁଖ୍‌ ଏହି ତାଲିକାର ସର୍ବାଗ୍ରେ ରହିଛନ୍ତି। ଆଇପିଏଲ୍‌ ଟିମ୍‌ କୋଲକାତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri