ଏହି କାମ କରିବାବଳେ ଅନସ୍ପଟ ଐଶ୍ୱର୍ଯ୍ୟାଙ୍କୁ ଧରିଥିଲେ ଅଭିଷେକ ବଚ୍ଚନ! କ’ଣ ଏହିଠୁ ଆରମ୍ଭ ହୋଇଛି ଛାଡପତ୍ର ବିବାଦ

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଯୋଡି ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ଛାଡପତ୍ରକୁ ନେଇ ବିଭିନ୍ନ ଗୁଜବ ଶୁଣିବାକୁ ମିଳୁଛି। ଏପରି କୁହାଯାଉଛି ଯେ, ସେ ବିବାହ ପରେ ତାଙ୍କ ସମ୍ପର୍କ କିଛି ଭଲ ଚାଲୁ ନ ଥିଲା। ସ୍ଥିତି ଏପରି ହେଲାଣି ଯେ, ଏବେ ଛାଡପତ୍ର ଯାଏଁ କଥା ଗଲାଣି। ନିକଟରେ ଐଶ୍ୱଙ୍କ ଏକ ସାକ୍ଷାତକାର ଭାଇରାଲ ହୋଇଛି ଯେଉଁଥିରେ ସେ କହିଥିଲେ, ବିବାହ ପରେ ମୋତେ ଫିଲ୍ମ କରିବାକୁ ମନା କରାଯାଉଥିଲା। ସେଥିପାଇଁ ବହୁତ ଦିନ ଧରି ମୁଁ ବି-ଟାଉନରୁ ଦୂରେଇ ଯାଇଥିଲି।

ବଚ୍ଚନ ପରିବାରର ବୋହୂଙ୍କୁ ଅନ୍ତରଙ୍ଗ ଦୃଶ୍ୟରେ ଅଭିନୟ ନ କରିବାକୁ କୁହାଯାଇଥିଲା। ସେଥିପାଇଁ ପରିବାରରେ ଅଶାନ୍ତି ଲାଗି ରହିଥିଲା। ବଲିଉଡରେ ଅଭିନୟ କରିବାକୁ ଛାଡି ଦେଇଥିଲେ ବି ତାଙ୍କୁ ପୁଣି ଫେରିବା ପାଇଁ ଏହି ରିସ୍କ ନେବାକୁ ପଡିଲା। ଯେତେବେଳେ ଅଭିନେତ୍ରୀ ଏ ଦିଲ ହେ ମୁସ୍କିଲ ଫିଲ୍ମର ଅଫର ପାଇଲେ, ସେ ଏଥିରେ କାମ କରିବାକୁ ସ୍ଥିର କଲେ। କିନ୍ତୁ ବଚ୍ଚନ ପରିବାରର କେହି ଏହା ଚାହୁଁ ନଥିଲେ। କାରଣ ଏହି ଫିଲ୍ମରେ ଅନେକ ରୋମାଣ୍ଟିକ ଦୃଶ୍ୟ ଥିଲା। କିନ୍ତୁ ବଚ୍ଚନ ପରିବାରର ପ୍ରତିବନ୍ଧକ ଯୋଗୁ ଐଶ୍ୱ, ଅଭିଷେକଙ୍କୁ ଫିଲ୍ମର ପୁରା କାହାଣୀ ନ ଜଣାଇ ଅଭିନୟ କରିଥିଲେ। କିନ୍ତୁ ପରେ ସେହି ଚଳଚ୍ଚିତ୍ରର ଟ୍ରେଲର ବାହାରିବା ପରେ ଐର୍ଯ୍ୟାଙ୍କ ବୋଲ୍ଡ ଦୃଶ୍ୟର ଭିଡିଓ ନିଆଁ ଭାଇରାଲ ହୋଇଥିଲା। ଏହା ପରେ ପରିବାରରେ ଅଶାନ୍ତି ଆରମ୍ଭ ହୋଇଥିଲା। ସେତେବେଳେ ଶୁଣିବାକୁ ମିଳିଥିଲା ଯେ ଐଶ୍ୱ ଓ ଅଭିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଏବଂ ବହୁତ ଶୀଘ୍ର ବିବାହ ବିଚ୍ଛେଦ ହେବାକୁ ଯାଉଛି।

କେବଳ ଏତିକି ନୁହେଁ ଜୟା ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଖରାପ ହେବାକୁ ଲାଗିଲା। କିନ୍ତୁ ସେହି ସମୟରେ ଅଭି ନୀରବ ରହିଥିଲେ।କାରଣ ସେ ଏହି ପ୍ରସଙ୍ଗରେ ସର୍ବସାଧାରଣରେ ଆଲୋଚନା କରିବାକୁ ଚାହୁଁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଡନୀ ରୋଗ ନେଲା ସ୍ବାମୀଙ୍କ ଜୀବନ: ମା’ଙ୍କ କାନ୍ଧରେ ଦୁଇ ସନ୍ତାନଙ୍କ ବୋଝ

କର୍ଲାମୁଣ୍ଡା:୧।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଧରାଖମନ ଗାଁରେ କିଡନୀ ରୋଗରେ ଆକ୍ରନ୍ତ ହୋଇ ୨୦ରୁ ଊଦ୍ଧର୍‌ବ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା…

କମର୍ସିଆଲ ଏଲ୍‌ପିଜି ପରେ ଏବେ ବଢ଼ିବ ପେଟ୍ରୋଲ-ଡିଜେଲ ଦର, ଖୁବ୍‌ଶୀଘ୍ର ହୋଇପାରେ ଘୋଷଣା!

ନୂଆଦିଲ୍ଲୀ,୧।୫: ଦେଶରେ ଖୁବଶୀଘ୍ର ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଦେଖିବାକୁ ମିଳିପାରେ। ରିପୋର୍ଟ ଅନୁଯାୟୀ, ସରକାର ତୈଳ ଦର ବଢ଼ାଇବା ପାଇଁ ବିଚାର କରୁଛନ୍ତି, ଯଦିଓ…

ଜନଗଣନାରୁ ଫେରୁଥିଲେ, ଜନତା ଲେନ୍‌ରେ ସ୍କୁଟିକୁ ଧକ୍କା ଦେଲା କାର୍‌; ଛିଟିକି ପଡ଼ି ଶିକ୍ଷୟତ୍ରୀ…

ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଜନଗଣନାରୁ ଫେରୁଥିଲେ। ଶିକ୍ଷୟତ୍ରୀଙ୍କ ସ୍କୁଟିକୁ କାର୍‌ ଧକ୍କା ଦେବାରୁ ସେ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ଦିଗପହଣ୍ଡିରେ।…

କାଳ ସାଜିଲା କାଳବୈଶାଖୀ, ଗଛ ଉପୁଡ଼ି ପଡ଼ିଲା ଦୋକାନ ଉପରେ, ଚାଲିଗଲା…

ଗଜପତି,୧।୫(ଗିରିଧାରୀ ପରିଛା): ଗଜପତି ଜିଲାରେ ଶୁକ୍ରବାର କାଳବୈଶାଖୀ ପ୍ରକୋପ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ଝଡ଼ ତୋଫାନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଫଳରେ ଗୋସାଣି ବ୍ଲକ…

ଶ୍ରମିକ ଦିବସ ପାଳନ କଲେ ଟାଟା ପାୱାର ସେକ୍ସନ କର୍ମଚାରୀ, ସମାନ କାମକୁ ସମାନ ଦରମା ଦାବି କରି…

ଭଞ୍ଜନଗର,୧।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭେଜିପୁଟ ଟାଟା ପାୱାର ସେକ୍ସନ କର୍ମଚାରୀ ଶୁକ୍ରବାର ଶ୍ରମିକ ଦିବସ ପାଳନ କରିଛନ୍ତି। ଲାଇନମ୍ୟାନ ବିନୋଦ କୁମାର ସାହୁ, ରାଜା…

୭ ତାରିଖ ଯାଏ କାଳବୈଶାଖୀ, ଅଶାନ୍ତ ରହିବ ସମୁଦ୍ର

ଭୁବନେଶ୍ୱର,୧ା୫: ରାଜ୍ୟରେ ୭ ତାରିଖ ଯାଏ କାଳବୈଶାଖୀ ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ପୂର୍ବାନୁମାନ କରାଯାଇଛି। ଶନିବାର ୨୩ ଜିଲା ବିଜୁଳି,…

କାଳବୈଶାଖୀ ତାଣ୍ଡବରେ ଏକାଧିକ ଘର ଭାଙ୍ଗିଲା, ୩୬ ଘଣ୍ଟା ପରେ ବି ଅନ୍ଧାରରେ ସିମନବାଡ଼ି ଫିଡର

ଦାରିଙ୍ଗବାଡ଼ି,୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଫିଡରର ୮ ପଞ୍ଚାୟତ ଦୀର୍ଘ ୩୬ ଘଣ୍ଟା ବିତିଲା ଅନ୍ଧାରରେ ରହିଛନ୍ତି। ଗୁରୁବାର ସକାଳୁ ବିଦ୍ୟୁତ ଅଚଳ…

‘ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବ୍ୟାକରଣ, ଧର୍ମଶାସ୍ତ୍ର ଶିକ୍ଷାଦାନ ଅତୁଳନୀୟ’

ମହାକାଳପଡ଼ା,୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ଗାଁ ଲୁଣିମାଠିଆ ଆଦିବାସୀ ଖେଳପଡ଼ିଆଠାରେ ପଣ୍ତିତ ରଘୁନାଥ ମୁର୍ମୁଙ୍କ ୧୨୧ ବାର୍ଷିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri