ରାଗିଲେ ଅମୃତା ଫଡନବିଶ
ମୁମ୍ବାଇ,୫।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ବିଭିନ୍ନ ସମୟରେ ଆସୁଛନ୍ତି ଚର୍ଚ୍ଚାକୁ। ଏହି ମାମଲାକୁ ନେଇ କଙ୍ଗନା କେତେବେଳେ ବଲିଉଡ୍ର ବଡ ବଡ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ମହାରାଷ୍ଟ୍ର ସରକାର…
ଚାରିଦିନ ପାଇଁ ଏନ୍ସିବି ହେପାଜତକୁ ଗଲେ ରିଆଙ୍କ ଭାଇ
ମୁମ୍ବାଇ,୫।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ବେଳକୁ ବେଳ ଭିନ୍ନ ମୋଡ ନେଉଛି। ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ନିକଟରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ମୁଖ୍ୟଅଭିଯୁକ୍ତ କୁହାଯାଉଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତି…
ବଲିଉଡର ଜଣେ ହିଟ୍ ଅଭିନେତ୍ରୀ ହେଉଛନ୍ତି ଫଟୋରେ ଦେଖୁଥିବା ଶିଶୁ, ଚିହ୍ନିପାରୁଛନ୍ତି କି..
ବମ୍ବେ: ଗୁରୁଦିବସ ଉପଲକ୍ଷେ ସାଧାରଣଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍ କଳାକାରମାନେ ନିଜ ଗୁରୁଙ୍କୁ ନିଆରା ଢ଼ଙ୍ଗରେ ଶୁଭେଚ୍ଛା ଜଣାଉଛନ୍ତି। ଏହି କ୍ରମରେ ଜଣେ ଅଭିନେତ୍ରୀ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ବେଳର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କୁ ନାଲି ରଙ୍ଗର…
କାଜଲଙ୍କ ରୂପରେ ଏହି ଗୀତରେ ନାଚୁଛନ୍ତି କରଣ, ଭିଡିଓ ଭାଇରାଲ
ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ସେ କହିଥିଲେ, ପିଲାମାନଙ୍କ ଉପରେ ତାଙ୍କର ପ୍ରଥମ ପୁସ୍ତକ ଲେଖିବାକୁ ଯାଉଛନ୍ତି। କରଣଙ୍କ ଏହି ଟୁଇଟ୍ ବେଶ୍ ଚର୍ଚ୍ଚା ହୋଇଥିଲା। ପ୍ରଶଂସକଙ୍କ ସହ ଫିଲ୍ମ ଜଗତର କଳାକାରମାନେ ମଧ୍ୟ…
ପ୍ରଭାସଙ୍କ ଫିଲ୍ମରେ ରାବଣ ଭୂମିକାରେ ନଜର ଆସିବେ ଏହି ଅଭିନେତା, କରିନା କହିଲେ ‘ଇତିହାସର ସବୁଠାରୁ ହ୍ୟାଣ୍ଡସମ୍ ରାକ୍ଷସ’
ବମ୍ବେ: ରାବଣ ଭୂମିକାରେ ନଜର ଆସିବେ ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍। ନିର୍ଦ୍ଦେଶକ ଓମ୍ ରାଉତଙ୍କ ମେଗା ବଜେଟ୍ରେ ନିର୍ମିତ ଥ୍ରି-ଡି ଫିଲ୍ମ ଆଦିପୁରୁଷରେ ସେ ଖଳନାୟକ ଭୂମିକାରେ ନଜର ଆସିବେ। ଏଣୁ ସୈଫ ପ୍ରଥମ ଥର ପାର୍ଇ ଦକ୍ଷିଣ…
ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ: ପୁଣି ଏକାଠି ହେଲେ ସୁସ୍ମିତା ସେନ୍ଙ୍କ ଭାଇଭାଉଜ
ବମ୍ବେ: ପ୍ରଥମେ ବିବାହ ପରେ ଅଲଗା ରହିବାକୁ ନେଇ ଚର୍ଚ୍ଚାରେ ରହିଆସୁଥିଲେ ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ ଭାଇଭାଉଜ। ଉଭୟେ ଛାଡ଼ପତ୍ର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏବେ ସେମାନଙ୍କୁ ଏକାଠି ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଫଟୋ ଛାଡ଼ି ସେମାନେ…
ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଗିରଫ
ମୁମ୍ବାଇ,୪।୯-ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଶୁକ୍ରବାର ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଅଭିନେତା ସୁଶାନ୍ତଙ୍କ ମ୍ୟାନେଜର ସାମୁଲଏ ମିରାଣ୍ଡାଙ୍କୁ ମଧ୍ୟ ଗିରଫ କରାଯାଇଛି। ସୌଭିକ ରିୟାଙ୍କ ବାବଦରେ କିଛି…
ପୁଣିଥରେ ଚର୍ଚ୍ଚାରେ କଙ୍ଗନା
ମୁମ୍ବାଇ: ବଲିଉଡ୍ କୁଇନ୍ କଙ୍ଗନା ରାନାଓ୍ବତ ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ। ଏଥର ସେ ଶିବସେନା ନେତା ସଞ୍ଜୟ ରାଉତଙ୍କ ସହ ଶିଳତ ଯୁଦ୍ଧରେ ମାତିଛନ୍ତି ବୋଲି କୁହାଯାଉଛି। ଉଭୟଙ୍କ ମଧ୍ୟରେ ହେଉଥିବା କଥା କଟାକଟି ଏବେ ଚରମ ସୀମାରେ ପହଞ୍ଚିଥିବା…
ଆସନ୍ତା ୯ରେ ମୁମ୍ବାଇ ଯାଉଛି, କାହା ବାପାର ସାହାସ ଅଛି ମୋତେ ଅଟକାଇବ: କଙ୍ଗନା
ମୁମ୍ବାଇ,୪।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଅନେକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏହି ହାଇପ୍ରୋଫାଇଲ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେବେ ଗତକାଲି ମୁମ୍ବାଇକୁ ପାକିସ୍ତାନ ଅଧିକୃତ…
ପବ୍ଜୀ ପରେ ଏବେ ଆସିବ ଫଉଜୀ: ଅକ୍ଷୟ
ମୁମ୍ବାଇ,୪।୯: ଭାରତ ସରକାର ଚାଇନିଜ୍ ଆପ୍ ବ୍ୟାନ କରି ପଡୋଶୀ ଦେଶ ଉପରେ ଡିଜିଟାଲ ଷ୍ଟ୍ରାଇକ୍ କରିଛନ୍ତି ବୋଲି କହୁଛନ୍ତି। ଭାରତ ସରକାର ୧୧୮ ଚାଇନିଜ ଆପ୍ ବ୍ୟାନ କରିଥିବା ବେଳେ ଦେଶରେ ସବୁଠାରୁ ଲୋକପ୍ରିୟ ଗେମିଙ୍ଗ ଆପ୍ ପବ୍ଜୀର ମଧ୍ୟ…
ଇନ୍ଦ୍ରାଣୀ ମୁଖାର୍ଜୀ ମାମଲାରେ କରିଥିଲେ ବଡ଼ ଖୁଲାସା, ଜାଣନ୍ତୁ କିଏ ଅର୍ନବ ଗୋସ୍ବାମୀଙ୍କ ଜୀବନସାଥୀ
ଦେଶର ଜଣାଶୁଣା ସାମ୍ବାଦିକଙ୍କ ମଧ୍ୟରୁ ଜଣେ ହେଲେ ଅର୍ନବ ଗୋସ୍ବାମୀ। ନିଜର ଆଙ୍କରିଂ ଷ୍ଟାଇଲ୍କୁ ନେଇ ସେ ସର୍ବଦା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟନ୍ତି। ବିଗତ କିଛି ଦିନ ଧରି ସେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିପୋଟିଂ…
ରିୟା, ମିରାଣ୍ଡାଙ୍କ ଘରେ ଏନ୍ସିବି ଟିମ୍ର ଚଢ଼ାଉ: ଜବତ କରିନେଲେ..
ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ ଲାଗିଛି। ଗୋଟିଏ ପଟେ ସିବିଆଇ ତଦନ୍ତ ଭାର ନେଇଥିବା ବେଳେ ଇଡି ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ମଧ୍ୟ ଯାଞ୍ଚରେ ଲାଗିଛନ୍ତି। ଏହି କ୍ରମରେ…
Archives


