ପଞ୍ଜାବ ନିର୍ବାଚନ

ୟୁପିରେ ଭାଜପା, ପଞ୍ଜାବରେ ଏଏପିର ରେକର୍ଡ

ନୂଆଦିଲ୍ଲୀ,୧୨ା୩: ଉତ୍ତରପ୍ରଦେଶରେ ଭାଜପା ଏବଂ ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବିଧାନସଭା ନିର୍ବାଚନରେ କେବଳ ଜବରଦସ୍ତ ବିଜୟ ହାସଲ କରିନାହାନ୍ତି, ବରଂ କିଛି ଦଶନ୍ଧିର ରେକର୍ଡ ଭାଙ୍ଗିଛନ୍ତି। ଉତ୍ତରପ୍ରଦେଶରେ ୧୯୭୭ ପରେ ଭାଜପା ଏକମାତ୍ର ଦଳ ଭାବେ ୪୦%...

ମାର୍ଚ୍ଚ ୧୬ରେ ଶପଥ ନେବେ ଭଗଓ୍ବନ୍ତ

ଚଣ୍ଡିଗଡ଼,୧୧।୩: ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି)ର ବିପୁଳ ପରିମାଣରେ ବିଜୟ ପରେ ଏବେ ଭଗଓ୍ବନ୍ତ ମାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନ ମାର୍ଚ୍ଚ ୧୬ରେ ଶପଥ ଗ୍ରହଣ କରିବେ ବୋଲି ସୂଚନା...

କେଜ୍ରିଓ୍ବାଲଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଭଗଓ୍ବନ୍ତ

ନୂଆଦିଲ୍ଲୀ,୧୧।୩: ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି)କୁ ବିପୁଳ ପରିମାଣରେ ଭୋଟ ମିଳିଛି। ପଞ୍ଜାବରେ ଏଏପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନଙ୍କ ଦମ୍‌ଦାର ବିଜୟ ପରେ ସମସ୍ତଙ୍କ ନଜର ଏବେ ଦଳ ଉପରେ ରହିଛି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯଯୋକ...

ଇସ୍ତଫା ଦେଲେ ଚନ୍ନି

ଚଣ୍ଡିଗଡ,୧୧।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ ସିଂ ଚନ୍ନି ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ତେବେ ନୂତନ ସରକାର ଗଠନ ନ...

ବିଜୟ ପରେ ଚଣ୍ଡିଗଡ଼ରେ ବସିବ ଏଏପିର ବୈଠକ

ଚଣ୍ଡିଗଡ଼,୧୧।୩: ପଞ୍ଜାବରେ ବହୁମତରେ ବିଜୟୀ ହାସଲ କରିବା ପରେ ଶୁକ୍ରବାର ନବ ନିର୍ବାଚିତ ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକଙ୍କ ସହ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ସରକାର ଗଠନ ପାଇଁ ପରବର୍ତ୍ତୀ କାର୍ଯ୍ୟକ୍ରମ ଉପରେ ଆଲୋଚନା...

ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ବଖାଣିଲା କୃଷକଙ୍କ କ୍ରୋଧ: ଶରଦ ପାୱାର

ମୁମ୍ବାଇ,୧୧ ।୩: ଦେଶର ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଉପରେ ସଭିଙ୍କ ନଜର ଥିବା ବେଳେ ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳ ସଭିଙ୍କୁ ଚମକାଇ ଦେଇଛି । ଏଠାରେ କଂଗ୍ରେସ ଶାସନ ଥିବା ବେଳେ ଏଥର କିନ୍ତୁ କଂଗ୍ରେସକୁ...

ସତରେ କ’ଣ ବାହା ହେବେନି ସିଦ୍ଧୁଙ୍କ ଝିଅ

ଚଣ୍ଡିଗଡ,୧୧।୩: ଚଳିତ ପଞ୍ଜାବ ବିଧାନସଭା ନିର୍ବଚନରେ ବଡ ବିଜୟ ହାସଲ କରିଛି ଆମ ଆଦମୀ ପାର୍ଟି। କଂଗ୍ରେସ ହାତରୁ ଛଡାଇ ନେଇଛି ପଞ୍ଜାବ। ୧୧୭ଟି ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବରେ ଆପ ୯୨ଟି ଆସନରେ ଜିତିଛି। ପଞ୍ଜାବରେ ଆମ ଆଦମୀ...

ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି ଭଗବନ୍ତ-ଜେଲେନ୍‌ସ୍କିଙ୍କ ଜୀବନୀ

ଚଣ୍ଡିଗଡ଼,୧୦।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି(ଏଏପି) ସଂଖ୍ୟାଗରିଷ୍ଠତା ସହ ବିଜୟ ହାସଲ କରିଛି। ବହୁମତରେ ବିଜୟ ହାସଲ କରିବା ପରେ ରାଜ୍ୟରେ ଇତିହାସ ସୃଷ୍ଟି କରିଛି ଏଏପି। ନିର୍ବାଚନ ଫଳାଫଳ ଆସିବା ପରେ ଟୁଇଟର ଓ ଫେସ୍‌ବୁକ୍‌ରେ...

ପଞ୍ଜାବବାସୀଙ୍କ ନିଷ୍ପତ୍ତିକୁ ବିନମ୍ରତାର ସହ ସ୍ୱୀକାର କରୁଛି, ଏଏପିକୁ ଶୁଭେଚ୍ଛା: ଚନ୍ନି

ଚଣ୍ଡିଗଡ଼,୧୦ ।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ପରାଜୟକୁ ସ୍ୱିକାର କରି ନେଇଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ହାରିବା ପରେ ଦଳିୟକର୍ମୀଙ୍କୁ ଧନ୍ୟବାଦ ଦେବା ସହ ପଞ୍ଜାବବାସୀଙ୍କ ନିଷ୍ପତ୍ତିକୁ ଗ୍ରହଣ କରି ନେଇଛନ୍ତି । ସେ ଦୁଇଟି...

ହାରିଲେ ମାଳବିକା

ଚଣ୍ଡିଗଡ଼,୧୦ ।୩: ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳ ଧିରେ ଧିରେ ସମ୍ନାକୁ ଆସିବାରେ ଲାଗିଛି । ଏଠାରେ କଂଗ୍ରେସ ଶାସନ ଥିବା ସତ୍ତ୍ୱେ ଏଥର କିନ୍ତୁ ଭାଙ୍ଗିଯାଇଛି କଂଗ୍ରେସର ଗଡ । ପଞ୍ଜାବରେ ଏଥର ବାଜି ମାରି ନେଇଛି ଆମ...

ପୁଣି ଚର୍ଚ୍ଚାରେ କୁନି କେଜ୍‌ରିଓ୍ବାଲ୍‌

ଚଣ୍ଡିଗଡ,୧୦।୩: ଆମ ଆଦମୀ ପାର୍ଟି ପଞ୍ଜାବରେ ଇତିହାସ ସୃଷ୍ଟି କରିଛି। ଦଳ ୯୨ ଆସନ ସହ ରାଜ୍ୟରେ ସରକାର ଗଢିବାକୁ ଯାଉଛି। ଦଳର ବିୟରେ କର୍ମୀମାନେ ସେଲିବ୍ରେଶସ ଆରମ୍ଭ କରିଦେଇଛନ୍ତି। ଏସବୁ ଭିତରେ ଦିଲ୍ଲୀ ସଡକରେ କୁନି କେଜ୍‌ରିଓ୍ବାଲ ଦେଖିବାକୁ...

‘ମୁଁ ଆତଙ୍କବାଦୀ ନୁହେଁ, ଜନତା ଦେଲେ ପ୍ରମାଣ’

ଚଣ୍ଡିଗଡ,୧୦।୩: ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରିଛି। ଆମ ଆଦମୀ ପାର୍ଟି ପଞ୍ଜାବରେ ଇତିହାସ ସୃଷ୍ଟି କରିଛି। ଦଳ ରାଜ୍ୟରେ ୯୧ଟି ଆସନ ଜିତି ସରକାର ଗଢିବାକୁ ଯାଉଛି। ପଞ୍ଜାବରେ ବିପୁଳ ବିଜୟ ପରେ ଏଏପି ସଭାପତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri