ପଞ୍ଜାବ ନିର୍ବାଚନ

ଅଶ୍ୱିନୀ କୁମାରଙ୍କ ଇସ୍ତଫା ପରେ ତେଜିଲା ରାଜନୀତି: କଂଗ୍ରେସ ନେତୃତ୍ୱ ଉପରେ ବର୍ଷିଲେ ଜି-୨୩ ନେତା

ନୂଆଦିଲ୍ଲୀ,୧୬।୨: ପଞ୍ଜାବରେ ବିଧାନସଭା ନିର୍ବାଚନର ୫ଦିନ ପୂର୍ବରୁ ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ତଥା ବରିଷ୍ଠ ନେତା ଅଶ୍ୱିନୀ କୁମାର ଦଳ ଛାଡିବା ପରେ କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି। ଦୀର୍ଘ ୪୬ ବର୍ଷ ପରେ ବରିଷ୍ଠ ନେତା ଦଳ...

ଭାଜପା, ଏଏପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ: ପ୍ରିୟଙ୍କା

ଚଣ୍ଡିଗଡ଼,୧୬ା୨(ପି.ଟି.): ପଞ୍ଜାବ ବିଧାନସଭା ନିର୍ବାଚନକୁ ଆଉ ୪ ଦିନ ବାକି ଥିବାବେଳେ ସେଠାରେ ପ୍ରଚାର ଜୋର୍‌ଦାର ହୋଇଛି। କଂଗ୍ରେସ ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ସାମିଲ ହେବା ସହ ଭାଜପା ଏବଂ...

ପଞ୍ଜାବ ବିଧାନସଭା ନିର୍ବାଚନ, ବଳାତ୍କାର-ହତ୍ୟା ଅଭିଯୁକ୍ତ ମଇଦାନରେ, ଶିରୋମଣୀ ଅକାଳୀ ଦଳ ଆଗରେ…

ଚଣ୍ଡିଗଡ଼, ୧୫।୨ : ଫେବୃୟାରୀ ୨୦ରେ ପଞ୍ଜାବର ୧୧୭ଟି ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନରେ ୧୩୦୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେଥିମଧ୍ୟରୁ ଲୁଧିଆନାର ୧୪ ଆସନରେ ସର୍ବାଧିକ ୧୭୫ ପ୍ରାର୍ଥୀ ଚିର୍ବାଚନ ମଇଦାନରେ ରହିଛନ୍ତି।...

କଂଗ୍ରେସକୁ ବଡ଼ ଝଟ୍‌କା: ୪୬ ବର୍ଷ ପରେ ଦଳର ହାତ ଛାଡ଼ିଲେ ଅଶ୍ୱିନୀ କୁମାର

ଚଣ୍ଡିଗଡ଼,୧୫।୨: ପଞ୍ଜାବ ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶ୍ୱିନୀ କୁମାର ୪୬ବର୍ଷ ପରେ ଦଳରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଅନ୍ୟପଟେ...

ଦେବୀଙ୍କ ଦର୍ଶନ କରିବାକୁ ଦେଲେ ନାହିଁ: ମୋଦି

ଚଣ୍ଡିଗଡ଼,୧୪।୨: ପଞ୍ଜାବ ରାଜନୀତି ଏବେ ସରଗରମ ରହିଛି। ନିର୍ବାଚନୀ ଯୁଦ୍ଧ ପାଇଁ ସମସ୍ତ ଦଳ ନିଜ ନିଜର ବଳ ଲଗାଇ ଦେଇଛନ୍ତି। ଶିଖ୍‌ ସଂଖ୍ୟାଲଘୁ ରାଜ୍ୟରେ ଶିରୋମଣି ଅକାଳୀ ଦଳ ସହ ମେଣ୍ଟ ନ କରି ପ୍ରଥମ ଥର ଭାରତୀୟ...

ପଞ୍ଜାବରେ ମୋଦିଙ୍କ ପ୍ରଥମ ରାଲି, କହିଲେ ଏହି ମାଟି ସହ ମୋର ରହିଛି ପୁରୁଣା ସମ୍ପର୍କ

ଚଣ୍ଡିଗଡ,୧୪ ।୨: ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପ୍ରଥମ କରି ସେଠାରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି । ଜଳନ୍ଧରରେ ମୋଦି ଏକ ରାଲି କରିବା ସହ ଏକ ଜନସଭାରେ ଉଦବୋଧନ ଦେଇଛନ୍ତି ।...

କେବେ ଏ ଦଳ ତ କେବେ ସେ ଦଳ: ପ୍ରାୟ ୪୬ ଦିନ ମଧ୍ୟରେ ୩ଥର ଦଳ ପରିବର୍ତ୍ତନ କରିସାରିଲେଣି ଏହି ବିଧାୟକ

ଚଣ୍ଡିଗଡ଼,୧୨।୨: ବିଧାନସଭା ନିର୍ବାଚନ ପାଇଁ ୫ଟି ରାଜ୍ୟରେ ରାଜନୈତିକ ଉଷ୍ଣତା ଜାରି ରହିଛି। ସମସ୍ତ ରାଜ୍ୟରେ ପ୍ରଚାରକୁ ଜୋରଦାର କରାଯାଇଥିବା ବେଳେ ଏବେ ବି ଦଳ ପରିବର୍ତ୍ତନ ପର୍ବ ଜାରି ରହିଛି। ଉତ୍ତରପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ ଓ ତ୍ରିପୁରା ପରେ...

ପ୍ରଚାରରେ ଇମୋସନାଲ କାର୍ଡ ଖେଳିଲେ ସିଦ୍ଧୁଙ୍କ ଲଳନା

ଅମୃତସର,୧୧।୨: ବିଧାନସଭା ନିର୍ବାଚନ ପାଇଁ ପଞ୍ଜାବ ରାଜନୀତି ସରଗରମ ହୋଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପ୍ରାର୍ଥୀମାନେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହିକ୍ରମରେ ପଞ୍ଜାବ ଅମୃତସରର ପୂର୍ବ ବିଧାନସଭା ଆସନରୁ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ୁଥିବା ନବଜୋତ ସିଦ୍ଧୁ ମଧ୍ୟ...

Advertisement
Mettle Meet 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri