ସମ୍ପାଦକୀୟ

ଅସାଦ୍‌ଙ୍କ ପରେ ସିରିଆ

ସିରିଆ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ୍‌ଙ୍କ ଦ୍ରୁତ ପତନ ଏକ ନାଟକୀୟ ପରିବର୍ତ୍ତନକୁ ପ୍ରତିଫଳିତ କରିଛି। ଏହା ଗତବର୍ଷର ମଧ୍ୟପ୍ରାଚ୍ୟ ରଣନୀତିକ ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି। ୨୦୧୧ ମସିହାରେ ସିରିଆରେ ଗୃହଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ଓ ତୁର୍କୀର ସମର୍ଥିତ...

ଋତୁସ୍ରାବ ଓ ଅନ୍ଧବିଶ୍ୱାସ

ଆମେ ଏପରି ଏକ ଦୁନିଆରେ ବାସ କରୁଛୁ, ଯେଉଁଠାରେ ଜନସଂଖ୍ୟାର ପ୍ରାୟ ୫୦% ମହିଳା। ଏହି ମହିଳା ଏବଂ ବାଳିକାମାନଙ୍କ ମଧ୍ୟରୁ ପ୍ରାୟ ୨୬% ଋତୁସ୍ରାବ ବୟସରେ ଥା’ନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ କଥା ଯେ, ମାସିକ ଋତୁସ୍ରାବକୁ...

ଅବତାର ଆବଶ୍ୟକ

ଯେଉଁ ଅବତାର ନ ଆସିଥିଲେ ଆଜିର ମାନବ ସମାଜ ଦାନବ ସମାଜ ପାଲଟିଯାଇଥାନ୍ତା, ଯିଏ ଅବତରୀ ନ ଥିଲେ ମାନବ ଜାତିର ଉତ୍ତରଣ ସମ୍ଭବ ହୋଇ ନ ଥାନ୍ତା, ଯିଏ ଆବିର୍ଭାବ ହୋଇ ନ ଥିଲେ ଧର୍ମଗୁରୁମାନେ ତାଙ୍କ ଶିଷ୍ୟବର୍ଗଙ୍କୁ...

ସଂସ୍କୃତଭାଷୀ ହନୁମାନ

ଯଦି ପୁରାଣକୁ ଇତିହାସ ଭାବେ ଗ୍ରହଣ କରାଯାଏ, ତେବେ ହନୁମାନଙ୍କର କେବଳ ଗୋଟିଏ ଜନ୍ମସ୍ଥାନ ରହିପାରେ, ଅନେକ ନୁହେଁ। କିଛି ବର୍ଷ ପୂର୍ବେ ଗେରୁଆ ପୋଷାକ ପିନ୍ଧିଥିବା ଆଭିଜାତ୍ୟ ବର୍ଗର ହିନ୍ଦୁ ପୁରୁଷ ନେତାଙ୍କ ଏକ ଗୋଷ୍ଠୀ ଏହି ସମସ୍ୟା...

ସମବାୟ ଋଣ ଓ ଫସଲ କିଣାବିକା

ସମସ୍ତ ମନୁଷ୍ୟ ସମାଜର ଜୀବନଧାରଣ ପାଇଁ ଖାଦ୍ୟ ଅପରିହାର୍ଯ୍ୟ। ଚାଷୀର ଫସଲ ତଥା ଶସ୍ୟ ଉପତ୍ାଦନ ବଢ଼ିଲେ ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ସମ୍ଭବ ହୁଏ। ଚାଷୀ ଫସଲ ଡେରିବାକୁ ହଳବଳଦ, ବିହନ, ସାର, ପାଣି ଇତ୍ୟାଦି ସମସ୍ତ ଚାଷର ଖର୍ଚ୍ଚଲାଗି...

ଭୟ

ପ୍ରଖ୍ୟାତ ଜର୍ମାନ ଦାର୍ଶନିକ ‘ନିଚ୍ଚା’ (ନିଟ୍‌ସେ) କହିଥିଲେ, ‘ଭୟ ହେଉଛି ନୈତିକତାର ଜନନୀ’। ପୁଅଝିଅର ମା’ବାପାଙ୍କ ପ୍ରତି ଭୟ, ଛାତ୍ରୀଛାତ୍ରଙ୍କ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ପ୍ରତି, ସାନଭାଇର ବଡ଼ଭାଇ ପ୍ରତି, ପରିବାରର କନିଷ୍ଠମାନଙ୍କ ବରିଷ୍ଠ ସଦସ୍ୟମାନଙ୍କ ପ୍ରତି ଏବଂ ସମାଜର ନୀତିନିଷ୍ଠ...

ମନ ଛି

ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍‌), ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି), ଆସାମ ରାଇଫଲ୍ସ (ଏଆର୍‌) ପରି ଅର୍ଦ୍ଧସାମରିକ ବଳର ୭୩୦ ଯବାନ ଆତ୍ମହତ୍ୟା କରିଛନ୍ତି। ନିକଟରେ ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତର...

ଏଇ ଭାରତରେ

୫୦୦ ବର୍ଗଫୁଟର ଅଗଣାରେ ପରିବା ଚାଷ କରି ମାସକୁ ୫,୦୦୦ ଟଙ୍କା ସଞ୍ଚୟ କରିପାରୁଛନ୍ତି କେରଳର ପଦ୍ମା ସୁରେଶ । ସେ ଏହି ଚାଷରେ ପରିବାରର ଆବଶ୍ୟକତା ପୂରଣ କରିବା ସହ ବଳକା ପରିବା ବଜାରରେ ବିକ୍ରି କରୁଛନ୍ତି ।...

ପ୍ରୋଟୋକଲ୍‌ ଓ ସୁରକ୍ଷା ବ୍ୟବସ୍ଥା

ପ୍ରୋଟୋକଲ୍‌ ନିୟମଭିତ୍ତିକ ଗୋଟେ ପ୍ରକାରର ଆଚାରସଂହିତା ବା ସୁରକ୍ଷା-ସମ୍ପର୍କିତ ସତର୍କତା। ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପ୍ରମୁଖଙ୍କ ସୁରକ୍ଷା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେମାନଙ୍କ ଯାତାୟାତ ପୂର୍ବରୁ ପ୍ରୋଟୋକଲ୍‌ ଅନୁଯାୟୀ କାର୍ଯ୍ୟ ସମ୍ପନ୍ନ ହୁଏ ଓ...

ମାନବ ଅଧିକାରର ଆହ୍ବାନ

ମନୁଷ୍ୟ ନିଜ ଅଧିକାର ବ୍ୟତୀତ ସମାଜରେ ବଞ୍ଚିପାରିବ ନାହିଁ। ମନୁଷ୍ୟ ମଧ୍ୟରେ ଲୁକ୍କାୟିତ ଅବସ୍ଥାରେ ଥିବା ବ୍ୟକ୍ତିତ୍ୱର ବିକାଶ ଅଧିକାର ଦ୍ୱାରା ହୋଇଥାଏ। ବିଶିଷ୍ଟ ରାଜନୀତିଜ୍ଞ ଅଧ୍ୟାପକ ଲାସ୍କି କୁହନ୍ତି ”ସାମାଜିକ ଜୀବନର ଯେଉଁ ସର୍ତ୍ତଗୁଡ଼ିକ ବିନା ମନୁଷ୍ୟ ତା’ର...

ଲାଞ୍ଚ ଜାଲରେ

ସର୍ବସାଧାରଣ, ଉପଭୋକ୍ତା ଏବଂ କ୍ଷୁଦ୍ର ବ୍ୟବସାୟ ସ୍ବାର୍ଥଜଡ଼ିତ ବିଷୟ ଉପରେ ସର୍ଭେ ମାଧ୍ୟମରେ ତଥ୍ୟ ସଂଗ୍ରହ କରୁଥିବା ଅଗ୍ରଣୀ କମ୍ୟୁନିଟି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଲୋକାଲସର୍କଲ୍ସ’ ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ବ୍ୟବସାୟ...

ଦୀର୍ଘ ଜୀବନର ରହସ୍ୟ

ଯଦାବଧ୍ନନ ଦାକ୍ଷୟଣା ହିରଣ୍ୟଂ ଶତନୀକାୟ ସୁମନସ୍ୟ ମାନାଃ ତତତେ ବଧ୍ନାମ୍ୟାୟୁଷେ ବର୍ଚ୍ଚସେ ବଳାୟ ଦୀର୍ଘାୟୁତ୍ୱାୟ ଶତଶରଦାୟ॥ (ଅଥର୍ବ ବେଦ= କାଣ୍ଡ-୧, ସୁକ୍ତ-୩୫, ମନ୍ତ୍ର-୧)। ଉପରୋକ୍ତ ମନ୍ତ୍ରଟି ଅଥର୍ବ ବେଦରୁ ଆନୀତ। ମନ୍ତ୍ର ମାଧ୍ୟମରେ ବ୍ରହ୍ମଚର୍ଯ୍ୟ ପାଳନ ଦ୍ୱାରା ଶାରୀରିକ ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri