ମୁଁ କାହିଁକି ବାହାହେବି
ରତୀୟ ପରମ୍ପରାରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ସାମାଜିକ ଚଳଣି ଓ ଜୀବନ ନିର୍ବାହ ନିମନ୍ତେ ବିବାହ ଜରୁରୀ। ଜଣେ ମଣିଷର ଜୀବନ ହେଉଛି କିଛି କାର୍ଯ୍ୟ ଓ ଆବଶ୍ୟକତାର ସମଷ୍ଟି। ଯେଉଁ କର୍ତ୍ତବ୍ୟ ଏବଂ ଦାୟିତ୍ୱ ସମ୍ପାଦନରେ...
ରାଜ୍ୟ ପିତୃତ୍ୱବାଦ ଓ ନିମ୍ନ ଆକାଂକ୍ଷା
ଆମ ରାଜ୍ୟରେ ସତ୍ତା ବଦଳିଛି। ଦୀର୍ଘ ୨୪ ବର୍ଷର ପୂର୍ବ ସରକାର ସମୟରେ ଓଡ଼ିଶାର ପ୍ରଗତି କେତେ ହେଲା ତାହା ବିତର୍କର ବିଷୟ। ମାତ୍ର ପୂର୍ବ ସରକାରଙ୍କ ସୁଦୀର୍ଘ କାର୍ଯ୍ୟକାଳ ସମୟରେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ବିଭିନ୍ନ...
ନିର୍ଦ୍ଦେଶକୁ ଅଣଦେଖା
ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନିଯୁକ୍ତି ବିଷୟରେ ସୁପ୍ରିମକୋର୍ଟଙ୍କୁ ପୁଣି ଥରେ ରାଜ୍ୟଗୁଡ଼ିକୁ ସେମାନଙ୍କର ଦାୟିତ୍ୱ ସମ୍ପର୍କରେ ସ୍ମରଣ କରାଇବାକୁ ପଡ଼ିଛି। ଏହା ଚିନ୍ତାଜନକ ଯେ, ପ୍ରକାଶ ସିଂ ମାମଲାର ରାୟକୁ ଅନୁସରଣ କରିବାକୁ ଚାହଁୁ ନ ଥିବା ଦେଖାଯାଉଛି। ନିକଟରେ...
ଗୃହ ସଞ୍ଚୟର ଆର୍ଥିକୀକରଣ
ଆମେରିକାରେ ୧୯୭୦ ଦଶକରେ ଘରୋଇ ଆୟର ଆର୍ଥିକୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଭାରତୀୟ ମହାନଗରରେ ୨୦୦୦ ଦଶକର ପ୍ରାରମ୍ଭରେ ଏହି ଧାରା ଆରମ୍ଭ ହୋଇଥିଲା। ଏବେ ଭାରତର ‘ଟାୟର-୨’ ଏବଂ ‘ଟାୟର-୩’ ସହରରେ ମଧ୍ୟ ସମାନ ଧାରା ଦେଖିବାକୁ ମିଳୁଛି।...
ଜୀବନର ମୂଲ୍ୟବୋଧ ଓ ଏସ୍ଡିଜି
ସରସ ସୁନ୍ଦର ଜୀବନଟିଏ ଜିଇବାକୁ କିଏ ବା ନ ଚାହେଁ। ଭଲରେ ବଢ଼ିବା, ଭଲରେ ବଢ଼ାଇବା ଓ ଏଇ ପୃଥିବୀରେ ସଭିଏ ଖୁସି, ଶାନ୍ତି, ଶାରୀରିକ ଓ ମାନସିକ ସୁସ୍ଥତାର ସହ ସହାବସ୍ଥାନ କରିବା ତ ଜୀବନର ବଡ଼ ସଫଳତା।...
କଲମ୍ବିଆର ଆହ୍ବାନ
ଜୀବାଶ୍ମ ଶକ୍ତିରୁ ଦୂରେଇ ସ୍ବଚ୍ଛ ତଥା ସବୁଜ ଶକ୍ତି କ୍ଷେତ୍ରକୁ ପରିବର୍ତ୍ତନ ସକାଶେ ବିଶ୍ୱରେ ତତ୍ପରତା ପ୍ରକାଶ ପାଇଛି। ଏହାସହ ସୁନା ମୂଲ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହିସବୁ କାରଣ ଯୋଗୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଧାତୁର ଚାହିଦା...
ଟ୍ରମ୍ପ୍ ଓ ସମ୍ଭାବ୍ୟ ଅର୍ଥନୀତି
ମେରିକାର ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ପାଇଁ ଡୋନାଲ୍ଡ ଟ୍ରମ୍ପ୍ ନିର୍ବାଚିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଟ୍ରମ୍ପ୍ କେବଳ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇନାହାନ୍ତି ବରଂ ସର୍ବାଧିକ ଜନପ୍ରିୟ ଭୋଟ ପାଇ ଆମେରିକାରେ ତଥାକଥିତ ଟ୍ରିଫେକ୍ଟର କୁହାଯାଉଥିବା ସମସ୍ତ ଗୃହ ଯଥା...
କଳାଧନ ମହଜୁଦକାରୀ
ଭାରତର ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ”କଳା ଧନ ମହଜୁଦକାରୀମାନେ ଜଣେ ଜଣେ ଆତଙ୍କବାଦୀ“। ବାସ୍ତବିକ କଳାଧନ ଅଧିକାରୀମାନେ କୋଟି କୋଟି ଜନତାଙ୍କ ଟିକସକୁ ଦୁର୍ନୀତି ଉପାୟରେ ହଡପକରି ଟଙ୍କାର ପାହାଡ଼ ଉପରେ ବସି ଅଟ୍ଟହାସ୍ୟ କରନ୍ତି। ସୀମାନ୍ତରେ ଆତଙ୍କବାଦୀମାନେ ଯେତିକି...
ଇନ୍ଦ୍ରଭୂତି କେଉଁ ଦେଶର
ପାରମ୍ପରିକ ତାନ୍ତ୍ରିିକ କାହାଣୀ ଅନୁଯାୟୀ, ଇନ୍ଦ୍ରଭୂତି ନାଲି ପକ୍ଷୀମାନଙ୍କୁ ଆକାଶରେ ଉଡ଼ୁଥିବାର ଦେଖିଲେ। ସେ ହୃଦୟଙ୍ଗମ କଲେ ଯେ ସେମାନେ ପକ୍ଷୀ ନୁହନ୍ତି, ବରଂ ଲାଲ୍ ରଙ୍ଗ ପୋଷାକରେ ଭିକ୍ଷୁମାନେ ଆକାଶକୁ ଉଠୁଥିଲେ। ଏହି ଭିକ୍ଷୁମାନଙ୍କ ମଧ୍ୟରୁ ଜଣେ ଇନ୍ଦ୍ରଭୂତିଙ୍କ...
ଲେଖନ୍ତି ବହୁତ, ପଢୁଛି କିଏ
ଏ ବେଳ ତ କମ୍ପୁଟରର। ମୋବାଇଲ ତ ଜୀବନ ଧାରା ବଦଳାଇଦେଲାଣି। ସୁଇଚ୍ ଟିପିଦେଲେ ଆଖି ଆଗରେ ନାଚି ଉଠୁଛି ବହୁତ କିଛି। କାଲିକଥା ଆଜି କି ନାହିଁ। କାଲିକି ଯେ ଥିବ ତା’ ବି ଅନିଶ୍ଚିତ! ମୋବାଇଲରେ ହ୍ବାଟ୍ସଆପ,...
ବିଶ୍ୱ ବିଧାତା
ବିଶ୍ୱ ନିଅନ୍ତାଙ୍କୁ ଆମେ ଭଗବାନ୍ ବୋଲି ବିବେଚନା କରିଥାଉ। ଅବଶ୍ୟ ସେହି ଭଗବାନ୍ଙ୍କ ସ୍ବରୂପକୁ ଅନେକ ଗୋଷ୍ଠୀ ଅନେକ ପ୍ରକାର ବର୍ଣ୍ଣନା କରନ୍ତି। ଆଜି ବିଜ୍ଞାନର ଅଗ୍ରଗତି ସହ ମଣିଷ ବିଶ୍ୱ ବ୍ରହ୍ମାଣ୍ଡର ଅନେକ ରହସ୍ୟ ଉନ୍ମୋଚନ କରାଗଲାଣି, ଆଉ...
ସ୍ନୋ ପାଉଡର ଲଗାଅ ନାହିଁ
ଧନର ଦେବୀ ଲକ୍ଷ୍ମୀ। ତାଙ୍କର ଅନ୍ୟନାମ ଚଞ୍ଚଳା। ଅର୍ଥାତ୍ ସେ ଗୋଟିଏ ଜାଗାରେ ରହିପାରନ୍ତି ନାହିଁ। ଯଦି ଲୋକଙ୍କ ପାଖରେ ଧନ ଅଛି ତେବେ ତାହାକୁ ଅନ୍ୟ ଲୋକ ପାଇଲେ କ୍ଷତି କ’ଣ। ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି ସେଥିରେ...
Archives


