ସାଂସ୍କୃତିକ ଚାପରେ ବିବାହ ଉତ୍ସବ
ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଗୋଟିଏ ବିବାହ ଭିଡିଓ ଦେଖିଲି। ବର ଓ କନ୍ୟା ଦୁଇଟି ବରଣମାଳା ଧରି ଏକ ସୁଦୃଶ୍ୟ ମଣ୍ଡପରେ ବାଦ୍ୟର ତାଳେ ତାଳେ ନାଚୁଛନ୍ତି ଓ ଶେଷରେ ଉଭୟ ଉଭୟଙ୍କ ବେକରେ ବରଣମାଳା ପକାଉଛନ୍ତି। ଭିଡିଓର…
ଜଙ୍ଗଲ ନିଆଁ
ଚଳିତ ବର୍ଷ ଜାନୁଆରୀରେ ଆମେରିକା ଭଳି ବିକଶିତ ଦେଶ ଲସ୍ଏଞ୍ଜେଲସ୍ର ଜଙ୍ଗଲ ନିଆଁକୁ ଆୟତ୍ତ କରିବାରେ ବିଫଳହେବା ଦେଖାଯାଇଥିଲା। ଏଥିରେ ଅଧିକାଂଶ ଧନୀ ଓ ଗରିବ ପରିବାରଙ୍କ ଘର ପୋଡ଼ିଯିବା ସହ ୨୮ରୁ ଅଧିକଙ୍କ ମୃତ୍ୟୁ, ୩୧ ନିଖୋଜ ଏବଂ ୨…
ହଜିବାରେ ଆନନ୍ଦ
ରୁକୁଳରେ ଶିକ୍ଷା ସମାପ୍ତ ପରେ ଶିକ୍ଷ୍ୟର ଜ୍ଞାନ ପରୀକ୍ଷା ନିମନ୍ତେ ଗୁରୁ ତାଙ୍କ ଶିଷ୍ୟକୁ ପ୍ରଶ୍ନ ପଚାରିଲେ; ୧ରେ ୧ ଯୁକ୍ତ କଲେ ଉତ୍ତର କ’ଣ ହେବ? ଶିଷ୍ୟ କହିଲେ, ‘୧’ ହେବ ା ଗୁରୁ ପୁଣି ପଚାରିଲେ ତା’ହେଲେ ୧ରୁ…
ଓଡ଼ିଆ ଭାଷାର ଭବିଷ୍ୟତ
ଉ ଯେତେ ଭାଷା ଶିଖୁଛ ଶିଖ, ନିଜ ମାତୃଭାଷା ମହତ ରଖ! ଏହି ଉକ୍ତିଟିକୁ ଅନୁଶୀଳନକଲେ ମାତୃଭାଷାର ଗୁରୁତ୍ୱ ବିଷୟରେ ଚିନ୍ତାକରିବାକୁ ପ୍ରତ୍ୟେକ ସଚେତନ ବ୍ୟକ୍ତି କିଛି ସମୟ ପାଇଁ ବାଧ୍ୟ ହୁଅନ୍ତି। ସାମ୍ପ୍ରତିକ ସମୟରେ ଭାଷା ବ୍ୟକ୍ତିର ଚିନ୍ତାକରିବା ଏବଂ…
୧୧ ବର୍ଷର ଶାସନ ଅବଧି
ଫ୍ରାନ୍ସର ସମ୍ରାଟ ନେପୋଲିଅନ ଡିସେମ୍ବର ୧୮୦୪ରେ ସିଂହାସନ ଆରୋହଣ କରିଥିଲେ। ଏହାର ୧୧ ବର୍ଷ ପରେ ଅର୍ଥାତ୍ ୧୮୧୫ରେ ଓ୍ବାଟରଲୁ ଯୁଦ୍ଧରେ ପରାସ୍ତ ହୋଇଥିଲେ। ଏହି ୧୧ ବର୍ଷ ଭିତରେ ସେ ୟୁରୋପକୁ ଏକାଠି କରିପାରିଥିଲେ। ନେପୋଲିଅନ ପ୍ରୁସିଆ ଓ ଅଷ୍ଟ୍ରିଆ…
ଏଇ ଭାରତରେ
ଟଙ୍କା ଏଭଳି ଏକ ଜିନିଷ ଯାହା ବେଳେବେଳେ ଭାଇ ଭାଇଙ୍କ ମଧ୍ୟରେ ସାଙ୍ଗ ମଧ୍ୟରେ ଏମିତି କି ବାପା ପୁଅ ମଧ୍ୟରେ ବି ଝଗଡ଼ା ସୃଷ୍ଟି କରାଇ ଦିଏ। ହେଲେ ଆଜିର ସମାଜରେ ଏମିତି କେତେଜଣ ଭଦ୍ର ଓ ସଚ୍ଚୋଟପଣିଆର ବ୍ୟକ୍ତି…
ଗଛ ଅଛି ଫଟୋରେ, ଗଛ ନାହିଁ ମାଟିରେ
ପ୍ରତିବର୍ଷ କିଛି କିଛି ବୃକ୍ଷ ରୋପଣ କରି ଆମ ଅବକ୍ଷୟମୁଖୀ ପରିବେଶକୁ ସୁରକ୍ଷା କରିବା ନିହାତି ଆବଶ୍ୟକ। ପ୍ରତିବର୍ଷ ପାଳନ କରାଯାଉଥିବା ବନମହୋତ୍ସବର ଲକ୍ଷ୍ୟ ହେଲା ୧-ଜଙ୍ଗଲର ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରିବା। ୨-ଜଙ୍ଗଲ କ୍ଷୟର କ୍ଷତିକାରକ ପ୍ରଭାବ ବିଷୟରେ…
ଏକ ଅନ୍ତର୍ମୁଖୀ ଜୀବନ
ଲଣ୍ଡନ ସହରର ପଶ୍ଚିମ ଦିଗରେ ପ୍ରାୟ ୨୨୫ କିଲୋମିଟର ଦୂରରେ ବନ୍ଦର-ନଗର ବ୍ରିଷ୍ଟଲ ଅବସ୍ଥିତ। ଏହି ସହରରେ ଅନେକ ବରପୁତ୍ର ଜନ୍ମ ହୋଇଛନ୍ତି। ବିଂଶ ଶତାବ୍ଦୀର ବିଖ୍ୟାତ ବ୍ୟକ୍ତିମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହଲିଉଡ୍ ଅଭିନେତା କେରି ଗ୍ରାଣ୍ଟ (୧୯୦୪-୧୯୮୬), ଯିଏକି ଦୁଇ…
ପାକିସ୍ତାନରେ ପୁଣି ଆତଙ୍କବାଦୀ
ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଇଆସୁଥିବା ପାକିସ୍ତାନ ଏବେ ଘୋର ବିପଦର ସମ୍ମୁଖୀନ ହୋଇଛି। ବେଲୁଚିସ୍ତାନ ପ୍ରଦେଶରେ ମାର୍ଚ୍ଚ ୧୧ରେ ବାଲୋଚ ଲିବରେଶନ ଆର୍ମି(ବିଏଲ୍ଏ) କ୍ୱେଟାରୁ ପେଶାଓ୍ବାର ଯାଉଥିବା ଜାଫର ଏକ୍ସପ୍ରେସ୍କୁ ଅପହରଣ କରି ନେଇଥିଲା। ୪୦୦ରୁ ୫୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି…
ହ୍ବାଇଟ୍ ହାଉସ୍ର ଭାରତ ଆଭିମୁଖ୍ୟ
ଭାରତ ତା’ ପ୍ରତିରକ୍ଷା ସରଞ୍ଜାମ ଆମଦାନୀ କରିବାକୁ ୨୦୦୮ରୁ ଏଯାବତ୍ ୨୦ ବିଲିଅନ ଡଲାରରୁ ଊର୍ଦ୍ଧ୍ୱ ଚୁକ୍ତି କରିଥିବା ବେଳେ ଏବେ ବଜାର ବଦଳାଇ ଆମେରିକା ଅପେକ୍ଷା ରୁଷିଆ, ଫ୍ରାନ୍ସ ଓ ଇସ୍ରାଏଲ ଉପରେ ଅଧିକ ନିର୍ଭର କରିବା କଷ୍ଟ ହେଉଛି…
ସନ୍ଧାନେ ସପ୍ତଫଣୀ
ସତରେ କ’ଣ ସାପର ସାତୋଟି ମୁଣ୍ଡ ଅଛି? ଏହି ପ୍ରଶ୍ନଟି ମନକୁ ଆସିବାର କାରଣ ହେଉଛି ସର୍ବଦା ଗୋଟିଏ ମୁଣ୍ଡ ଥିବା ସାପ ଦେଖିଛେ। କିନ୍ତୁ ପୁରାଣରେ କାଳୀୟର କଥା ଆମେ ଶୁଣିଛେ। ଗରୁଡ଼ଠାରୁ ରକ୍ଷା ପାଇବାକୁ ଯାଇ ଯମୁନା ଜଳରେ…
କର୍ମ ଓ ସ୍ବାଧୀନ ଇଚ୍ଛା
ଆମକୁ କ’ଣ କରିବାକୁ ହେବ ତାହା ଆମେ ସ୍ବାଧୀନ ଭାବରେ ଚୟନ କରୁ ନା ଆମ କର୍ମଗୁଡ଼ିକ ଆମ ନିୟନ୍ତ୍ରଣ ବାହାରେ ଥିବା ଶକ୍ତି ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ସେ ସମ୍ପର୍କରେ ବୁଦ୍ଧିଜୀବୀମାନେ ପ୍ରାଚୀନ କାଳରୁ ପ୍ରଶ୍ନ କରି ଆସିଛନ୍ତି। ଆମ…
Archives


