ନୋତ୍ର ଦେମ୍ଙ୍କ ପାଇଁ ପ୍ରେମ
ଦେବଦତ୍ତ ପଟ୍ଟନାୟକ ନୋତ୍ର ଦେମ୍ (notre dame) ମାନେ ଫ୍ରେଞ୍ଚ ଭାଷାରେ ଆଓ୍ବାର ଲେଡି ବା ମଦର ମେରୀ। ପ୍ୟାରିସ୍ର ଚର୍ଚ୍ଚଗୁଡ଼ିକରେ ଏହି ଲୋକପ୍ରିୟ ନାମଟି ପ୍ରଭୁ ଯିଶୁଙ୍କ ମାଆ ମେରୀଙ୍କୁ ବୁଝାଏ। ମଧ୍ୟଯୁଗୀୟ ୟୁରୋପ ଇତିହାସରେ କ୍ୟାଥୋଲିକ୍ ସମ୍ପ୍ରଦାୟରେ ମା’…
ଏଇ ଭାରତରେ
ପୁଅର ଅସ୍ଥି ଧରି ନ୍ୟାୟ ଭିକ୍ଷା କରୁଛନ୍ତି ୯୦ ବର୍ଷୀୟା ମା’। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଶାହଡୋଲଠାରେ। ଦୀର୍ଘ ୧୧ ବର୍ଷ ତଳେ ତାଙ୍କ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନ…
ବିଶ୍ୱତାପନ ଓ ମଶାବଂଶ ବୃଦ୍ଧି
ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ବିଷୟରେ ଲୋକେ କ’ଣ ବାସ୍ତବରେ ବୁଝିଛନ୍ତି? ଅଳ୍ପ କିଛିଦିନ ଯଦି ଅଦିନେ ଥଣ୍ଡାପାଗ ଦେଖାଦେଲା, ତେବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କିମାରେ- ବିଶ୍ୱତାପମାତ୍ରା ଯଦି ବୃଦ୍ଧି ପାଉଛି ତେବେ…
କାହା ଉପରେ ଶିଶୁଙ୍କ ଦାୟିତ୍ୱ
ଭାଗୀରଥି ବେହେରା ପ୍ରତ୍ୟେକ ଶିଶୁ ଅଗଢା ପଥର ସଦୃଶ। ସେ ପଥରରେ ସୁନ୍ଦର ମୂର୍ତ୍ତିଟିଏ ଲୁଚିଥାଏ। ଏ ମୂର୍ତ୍ତିକୁ ଶିଳ୍ପୀଟିଏ ଦେଖିପାରେ। ସେହି ଶିଳ୍ପୀମାନେ ହେଲେ- ମାତା, ପିତା, ଶିକ୍ଷକ ଓ ସମାଜ ଯେଉଁମାନେ ତାକୁ ସୁନ୍ଦର ବ୍ୟକ୍ତିତ୍ୱ ପ୍ରଦାନ କରନ୍ତି।…
ନାରୀ ନିର୍ଯାତନା
ଡା. ସୁରେନ୍ଦ୍ରନାଥ ପତି ଆମ ଦେଶରେ ମହିଳାମାନଙ୍କ ପ୍ରତି ବଳାତ୍କାର ଦିନକୁ ଦିନ ବଢ଼ିବା ଲକ୍ଷ୍ୟ କରାଯାଉଛି। ଏଣିକି ଗଣମାଧ୍ୟମର ଏହା ପ୍ରମୁଖ ସମାଚାର ପାଲଟିଲାଣି। ପ୍ରାୟ ସବୁ ବୟସର ମହିଳା ଏହାର ଶିକାର ହେଉଛନ୍ତି। ୯ ମାସର କନ୍ୟାଠାରୁ ଆରମ୍ଭ…
ଏଇ ଭାରତରେ
କେରଳରେ ଲୁଙ୍ଗି ପିନ୍ଧି ବାହାରକୁ ଯିବା ଏକ ସାଧାରଣ ଘଟଣା। ବିଶେଷକରି ଦକ୍ଷିଣ ଭାରତୀୟମାନେ ଅଧିକାଂଶ ସମୟରେ ଲୁଙ୍ଗି ବ୍ୟବହାର କରିଥାଆନ୍ତି। ହେଲେ ନିକଟରେ ଜଣେ ଯୁବକ ସାଙ୍ଗମାନଙ୍କ ସହ ଲୁଙ୍ଗି ପିନ୍ଧି ରେସ୍ତୋରାଁ ଯାଇଥିବାରୁ ସେଠାରେ ତାଙ୍କୁ ଖାଇବାକୁ ମିଳି…
ସମ୍ପାଦକୀୟ/ କିଏ ବଞ୍ଚାଇବ
ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ବିପର୍ଯ୍ୟସ୍ତ ହେବାରେ ଲାଗିଛି, ତାହା ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ଅପରାଧରୁ ଦେଖିବାକୁ ମିଳୁଛି। ନିକଟରେ କଳାହାଣ୍ଡି ଜିଲା ଭବାନୀପାଟଣାର ଏକ ଆଶ୍ରୟ ଗୃହ ମୁଖ୍ୟ ଏଚ୍ଆଇଭି ସଂକ୍ରମିତ ଜଣେ ନାବାଳିକାଙ୍କୁ ଯୌନ…
କଶ୍ମୀରରେ ବଞ୍ଚିତ ବାଲ୍ମୀକି ସମ୍ପ୍ରଦାୟ
ନାରାୟଣ ପଣ୍ଡା ଭାରତ ତାଙ୍କର ମାତୃଭୂମି, ଏହି ମାଟିରେ ସେମାନେ ପୁରୁଷ ପୁରୁଷ ଧରି ବସବାସ କରିଆସୁଛନ୍ତି, କିନ୍ତୁ ନାଗରିକ ମର୍ଯ୍ୟାଦାରୁ ଏଠାରେ ବଞ୍ଚିତ ସେମାନେ। ଏମିତି ଘଟୁଛି ଜମ୍ମୁରେ ରହୁଥିବା ବାଲ୍ମୀକି ସମ୍ପ୍ରଦାୟର ଦଳିତ ପରିବାରଙ୍କ କ୍ଷେତ୍ରରେ। ମହମ୍ମଦ ଗୁଲାମ…
ଆୟକର ଓ ଭାରତର ପ୍ରଗତି
ସୁରେଶ ଚନ୍ଦ୍ର ମହାପାତ୍ର ୧୮୫୭ ମସିହାରେ ଭାରତରେ ସଂଘଟିତ ସିପାହୀ ବିଦ୍ରୋହରେ ତତ୍କାଳୀନ ବ୍ରିଟିଶ ସରକାରଙ୍କୁ ପ୍ରଭୂତ କ୍ଷତି ସହିବାକୁ ପଡ଼ିଥିଲା। ସେହି ଆର୍ଥିକ କ୍ଷତିକୁ ଭରଣା କରିବା ଉଦ୍ଦେଶ୍ୟରେ ସେ ସମୟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଲର୍ଡ ପାଲମେର୍ଷ୍ଟନଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳର…
ଏଇ ଭାରତରେ
କୌଣସି ବ୍ୟକ୍ତି ଅପରାଧ କରି ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଦଣ୍ଡବିଧାନ ସ୍ବରୂପ ଜେଲ୍ରେ ରଖାଯାଇଥାଏ। କିନ୍ତୁ ଆମ ଭାରତରେ ଏପରି ଏକ ଜେଲ୍ ରହିଛି ଯେଉଁଠି ଦେଶବିଦେଶରୁ ପର୍ଯ୍ୟଟକମାନେ ଆସି କଏଦୀଭାବେ ରହିବାକୁ ପସନ୍ଦ କରନ୍ତି। କଏଦୀଙ୍କ ଭଳି ସୁବିଧାସୁଯୋଗ…
ସମ୍ପାଦକୀୟ/ଆଜି ଅସଲି, କାଲି ନକଲି
ଜଣେ ବ୍ୟକ୍ତିଙ୍କ ଆୟର ଉତ୍ସ ଜାଣିବା ଲାଗି ଭାରତର ଆୟକର ବିଭାଗ ଦ୍ୱାରା ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍) ବ୍ୟବହାର କରାଯାଇଥାଏ। ସେହିପରି ଆୟକର ଦାଖଲ ବେଳେ ବିଭିନ୍ନ କାଗଜପତ୍ର ସହ ପାନ୍ ନମ୍ବର ଯୋଡ଼ାଯିବା ବାଧ୍ୟତାମୂଳକ ରହିଆସିଛି। ହେଲେ ଏବେ…
ମଦ ରାଜସ୍ବ ଓ ଜିଡିପି
ସହଦେବ ସାହୁ ଅବକାରୀ ବିଭାଗର ଆୟ ଉପରେ ମନ୍ତ୍ରୀଙ୍କ ଉତ୍ତର- ୨୦୦୦ ତୁଳନାରେ ୨୦୧୯ରେ ଅବକାରୀ ଟିକସ ପ୍ରାୟ ୨୯ଗୁଣ ବଢ଼ି ୧୩୫.୩୫ କୋଟିରୁ ୩୮୦୦ କୋଟି ହୋଇଛି ବୋଲି ଖବର ପଢ଼ି ମୋ ପାଖରେ ବସିଥିବା ଉମାକାନ୍ତ କହିଲା, ଆପଣଙ୍କୁ…
Archives


