ଏଇ ଭାରତରେ
ଟ୍ରାଫିକ୍ ନିୟମ କଡାକଡି କରାଯାଇ ନିୟମ ଖିଲାପକାରୀଙ୍କ ବିରୋଧରେ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଥିବାବେଳେ ଜଣେ ମୃତକଙ୍କ ନାମରେ ଟ୍ରାଫିକ୍ ନିୟମ ଭଙ୍ଗ ଅଭିଯୋଗ ଅଣାଯିବା ଘଟଣା ସାମ୍ନାକୁ ଆସିଛି। ରାଜସ୍ଥାନ ଝାଲାଓ୍ବାଡ଼ ଜିଲା ପରିବହନ ବିଭାଗ ୮ ବର୍ଷ…
ବାଟବଣା
ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବିଧିବଦ୍ଧ ଘୋଷଣା କରି କହିଛନ୍ତି ଯେ, ଗୋଟିଏ ଦେଶରେ ଗୋଟିଏ ଭାଷା ରହିବା ଆବଶ୍ୟକ। ସେଥିପାଇଁ ହିନ୍ଦୀ ଜାତୀୟ ଭାଷା ହେବା ଦରକାର। ଉତ୍ତର ଭାରତର କେତେକ ରାଜ୍ୟରେ ବ୍ୟବହୃତ ହେଉଥିବା ହିନ୍ଦୀ ଭାଷାକୁ ଭାରତୀୟ ସମ୍ବିଧାନରେ…
ସବୁଠାରୁ ଛୋଟ-ସବୁଠାରୁ ବଡ଼
ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ବାଲ୍ୟସଖା ତଥା ଅନ୍ୟତମ ପ୍ରଧାନଶିଷ୍ୟ ଅନନ୍ତନାଥ ରାୟ ଥିଲେ ଅପୂର୍ବ ସାଧନ-ଶକ୍ତିର ଅଧିକାରୀ। ଯୌବନରେ ସ୍ତ୍ରୀ, ପୁତ୍ରଙ୍କୁ ହରାଇ ସେ ସଂସାର ବିରାଗୀ ହୋଇଉଠିଲେ ଏବଂ ବୈଷ୍ଣବ ମନ୍ତ୍ରରେ ଦୀକ୍ଷା ଗ୍ରହଣ କରି ନିଜ ଗ୍ରାମ…
ମଣ୍ଟ୍ରିଲ ପ୍ରୋଟୋକଲର ତିରିଶ ବର୍ଷ
ଇଂ. ମାୟାଧର ସ୍ବାଇଁ ପୃଥିବୀର ବାୟୁମଣ୍ଡଳରେ ଥିବା ଓଜୋନ ସ୍ତରକୁ ରକ୍ଷାକରିବା ପାଇଁ ହୋଇଥିବା ମଣ୍ଟ୍ରିଲ ପ୍ରୋଟୋକଲକୁ ୩୦ବର୍ଷ ପୂରିଲା। ଓଜୋନ କ୍ଷୟକାରୀ ପଦାର୍ଥଗୁଡ଼ିକର ଉତ୍ପାଦନ ଓ ବ୍ୟବହାର ନ କରିବା ପାଇଁ ୧୯୮୭ ସେପ୍ଟେମ୍ବର ୧୬ରେ କାନାଡାର ମଣ୍ଟ୍ରିଲଠାରେ ୪୩ଟି…
ଏଇ ଭାରତରେ
ପରିବାରକୁ ନୂଆ ସନ୍ତାନଟିଏ ଆସିବାକୁ ଥିଲେ ଝିଅ କି ପୁଅ ହେବ ତାହାକୁ ନେଇ ଆରମ୍ଭ ହୋଇଯାଏ ଜ୍ୟୋତିଷ ଗଣନା। ଅନେକେ ବି ଗର୍ଭବତୀଙ୍କ ଲକ୍ଷଣକୁ ନେଇ ବାଢନ୍ତି ମନଗଢା କଥା। କିନ୍ତୁ ଏମିତି ଗାଁ ଅଛି ଯେଉଁଠି ଗର୍ଭବତୀଙ୍କର ଝିଅ…
ୟୁରୋପୀୟ ସଂଘରୁ ଶିକ୍ଷା
ଆକାର ପଟେଲ ୟୁରୋପୀୟ ସଂଘର ବିଶ୍ୱରେ ବୃହତ୍ତମ ମୁକ୍ତ ବାଣିଜ୍ୟ ଅଞ୍ଚଳ ରହିଛି। ଏହାର ଗୋଟିଏ ବଜାରରେ ୫୦ କୋଟିରୁ ଅଧିକ ଲୋକ ଅଛନ୍ତି ଏବଂ ଏହାର ଅର୍ଥନୀତି ଭାରତ ଅର୍ଥନୀତିର ୧୦ ଗୁଣ ହେବ। ଏସବୁ ଦେଶ ଭିତରେ ଦ୍ରବ୍ୟ,…
ଇଚ୍ଛା ପୂରଣ ଯନ୍ତ୍ର
ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ଏ ଯନ୍ତ୍ରଟି ସେସବୁ ଯନ୍ତ୍ରମାନଙ୍କ ପରି ନୁହେଁ, ଯେମିତିକି ଟେଲିଫୋନ୍, ଟେଲିଭିଜନ, କମ୍ପ୍ୟୁଟର ବା ରୋବୋଟ୍। ବିଜ୍ଞାନର ବରଦାନ ଲାଭ କରି ଆଧୁନିକ ମଣିଷ ଏସବୁ ଯନ୍ତ୍ର କେବେଠୁଁ ହାସଲ କରିସାରିଲେଣି। ଜୀବନକୁ ସହଜ, ସୁନ୍ଦର…
ମହାପରୀକ୍ଷାର ମନ୍ତ୍ରଧାରୀ
ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତ ବହୁବିଧ ଭାଷା ବ୍ୟବହାର କରୁଥିବା ଦେଶ। ହେଲେ ‘ଏକ ରାଷ୍ଟ୍ର, ଏକ ଭାଷା’ ଲାଗୁ କରିବା ନିମିତ୍ତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ହିନ୍ଦୀ ଉପରେ ଜୋର ଦେବା ପରେ ଏବେ ବିବାଦ ସୃଷ୍ଟି ହୋଇଛି। ଦେଖିବାକୁ…
ଏଇ ଭାରତରେ
ଜଳାଭାବ କେବଳ ମଣିଷକୁ ନୁହେଁ ମହାବିନାୟକଙ୍କୁ ବି ସଙ୍କଟରେ ପକାଇଦେଇଛି। ଏମିତି ପରିସ୍ଥିତି ଦେଖାଦେଇଛି ମହାରାଷ୍ଟ୍ରର ଲାଟୁର୍ରେ। ସେଠାରେ ବିନାୟକଙ୍କ ମୂର୍ତ୍ତି ବିସର୍ଜନ ହେଉନି। ପୂଜା ମଣ୍ଡପଗୁଡିକ ମୂର୍ତ୍ତିକୁ ଜିଲା ପ୍ରଶାସନ ଓ ମୂର୍ତ୍ତି କାରିଗରଙ୍କୁ ଦାନ କରିଦେଉଛନ୍ତି। କେତେକ ମଣ୍ଡପ…
ଅଳିଆ ସଫା
ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍ ମୋଦି ସରକାରଙ୍କ ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ ସଦା ଜାରି ରହିଛି। ନିକଟରେ ପାର୍ଲାମେଣ୍ଟରେ ପ୍ରଦତ୍ତ ସୂଚନା ଅନୁସାରେ ଗତ ପାଞ୍ଚବର୍ଷ ଭିତରେ ଦୁର୍ନୀତି କରିଥିବା ଅଭିଯୋଗରେ ସରକାର ଦୁଇଜଣ ଆଇଏଏସ୍ ଅଫିସରଙ୍କୁ ଚାକିରିରୁ ବରଖାସ୍ତ କରିଥିବା…
ସବୁଜ ସାଥୀ
ସୌମ୍ୟା ପରିଡ଼ା ଗାଡ଼ିମୋଟରରେ ଗଲାବେଳେ ନିଜ ନିଷ ନିଜେ ସମ୍ଭାଳ ପରି ଲେଖାଟିଏ ଆମ ଭିତରୁ ଅଧିକାଂଶଙ୍କ ଆଖିରେ ପଡ଼ିଥିବ। ନିଷ ପୂର୍ବ ଜି ଅକ୍ଷରଟି ଯେମିତି ସେଠୁ ହଟିଯାଇଥାଏ। କେବେ ନଖ, କେବେ ପୁରୁଣା ଭଙ୍ଗା ବ୍ଲେଡ୍ ଆଉ କେବେ…
ସମ୍ପର୍କର ମୂଲ୍ୟ
ଡ. ବାସୁଦେବ ମିଶ୍ର ଜୀବନଟିଏ ସୃଷ୍ଟି ହେବା ଆଗରୁ ସମ୍ପର୍କଟିଏ ତା’ର ହେତୁ ହୋଇଯାଏ। ମାତାପିତାଙ୍କ ମଧ୍ୟରେ ସମ୍ପର୍କ ବିନା ସନ୍ତାନଟିଏ ସମ୍ଭବ ହୁଏନାହିଁ। ଗୁରୁଶିଷ୍ୟଙ୍କର ସମ୍ପର୍କ ବିନା ଜ୍ଞାନର ଅବଧାରଣ ସମ୍ଭବ ହୋଇ ନ ଥାଏ। ସମ୍ପର୍କ ବିନା ସତେ…
Archives


