ଶିକ୍ଷା ଓ ସଂସ୍କାର
ରତୀୟ ସଭ୍ୟତାର ପରିକଳ୍ପନା, ନିର୍ମାଣ ଓ ବ୍ୟାଖ୍ୟାନରେ ଦୁଇଟି ଶବ୍ଦ- ଶିକ୍ଷା ଓ ସଂସ୍କାର; ବିଶେଷ ଭାବେ ଚର୍ଚ୍ଚିତ ଓ ଆଲୋଚିତ। ବସ୍ତ୍ରର ଦୁଇଟି ସୂତ୍ର ପରି, ମୁଦ୍ରାର ଦୁଇଟି ପାର୍ଶ୍ୱ ପରି ଏହା ଅଙ୍ଗାଙ୍ଗୀ ରୂପେ ସମ୍ପର୍କିତ। ଶିକ୍ଷା କହିଲେ…
ଭାରତର ପାକ୍ ନୀତି
ଦୁଇ ପକ୍ଷ ମଧ୍ୟରେ ସମସ୍ୟାଗୁଡ଼ିକ ତିନୋଟି ଉପାୟ ମଧ୍ୟରୁ ଯେକୌଣସି ଗୋଟିକରେ ସମାଧାନ ହୋଇପାରିବ। ପ୍ରଥମେ ଦୁଇ ପକ୍ଷ ମଧ୍ୟରେ ବୁଝାମଣା ମାଧ୍ୟମରେ ଏହା ହୋଇପାରିବ। ଦ୍ୱିତୀୟରେ, ତୃତୀୟ ପକ୍ଷର ମଧ୍ୟସ୍ଥତା ଯୋଗୁ ଏହା ହେବ। ତୃତୀୟରେ ଗୋଟିଏ ପକ୍ଷ ଯାହା…
ଭାରତର ଚନ୍ଦ୍ର ଅଭିଯାନ
ଚନ୍ଦ୍ର ହେଉଛି ପୃଥିବୀର ଏକମାତ୍ର ଉପଗ୍ରହ ଏବଂ ଆମମାନଙ୍କ ସବୁଠାରୁ ଅଧିକ ପରିଚିତ ଜ୍ୟୋତିର୍ବିଦୀୟ ପିଣ୍ଡ। ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ମହାକାଶ ଯୁଗ ଆରମ୍ଭ ହେବା ପରେ ରୁଷ୍ ଓ ଆମେରିକା ଚନ୍ଦ୍ର କକ୍ଷକୁ କେତେଗୁଡ଼ିଏ ଯାନ ପଠାଇ ଏହା ସମ୍ବନ୍ଧରେ…
ନିଯୁକ୍ତି ବୃଦ୍ଧି କରିବ ପର୍ଯ୍ୟଟନ
ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟମୟୀ ସାଂସ୍କୃତିକ ପରମ୍ପରା, କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର, ହସ୍ତତନ୍ତ ଓ ହସ୍ତଶିଳ୍ପର ଚମତ୍କାରିତା ସମସ୍ତଙ୍କୁ ଆକର୍ଷିତ କରେ। ପୁରୀ, ଗୋପାଳପୁର, ଚନ୍ଦ୍ରଭାଗା, ପାରାଦୀପ,ଚାନ୍ଦିପୁର ଆଦି ବେଳାଭୂମିର ନୈସର୍ଗିକତା, ସାତକୋଶିଆ ଗଣ୍ଡର ଭୀମକାନ୍ତ ଦୃଶ୍ୟ ମଧ୍ୟରେ ଲୁଚି ରହିଥିବା ଅପୂର୍ବ…
ନିଷ୍କ୍ରିୟ ସିଆଇସି
ସେପ୍ଟେମ୍ବର ୧୪ ସୁଦ୍ଧା ସେଣ୍ଟ୍ରାଲ ଇନ୍ଫରମେଶନ କମିଶନ (ସିଆଇସି) ବା କେନ୍ଦ୍ରୀୟ ସୂଚନା ଆୟୋଗ ମୁରବିହୀନ ହୋଇଯାଇପାରେ। ମୁଖ୍ୟ ସୂଚନା ଆୟୋଗ ହୀରାଲାଲ ସମାରିଆ ଅବସର ନେବା ପରେ ଯଦି ସରକାର ତ୍ୱରିତ ପଦକ୍ଷେପ ନ ନିଅନ୍ତି, ତେବେ ଦେଶର ଟ୍ରାନ୍ସପରେନ୍ସି…
ବିନାଶ ରାସ୍ତାରେ ବିକାଶ
କାଶ ଏବେ ଏକ ବହୁଳ ଉଚ୍ଚାରିତ ଓ ବହୁଳ ଅତ୍ୟାଚାରିତ ଶବ୍ଦ। ସାରା ଭାରତରେ (ଅବଶ୍ୟ ଦକ୍ଷିଣ ଭାରତରେ ଏହାର ପ୍ରତିଶବ୍ଦ ଥିବ) ଏହା ଏତେ ଗୁଞ୍ଜରିତ ଯେ ହୁଏତ ଅନେକେ ଭାବୁଥିବେ ଜୀବନର ମୋକ୍ଷ ପାଇଁ ଉଚ୍ଚାରିତ ମନ୍ତ୍ରର ଏହା…
ନୀତିନିୟମ ବନାମ ମାନସିକତା
କାନାଡା, ନେଦରଲାଣ୍ଡ, ଇସ୍ରାଏଲ୍, ଜର୍ମାନୀ, ଅଷ୍ଟ୍ରେଲିଆ ଓ ଆମେରିକାର ଅତ୍ୟାଧୁନିକ କୃଷିପ୍ରଣାଳୀ ହେଉ ବା ଚାଇନାର ବିସ୍ତୃତ ବାଲୁକାଶଯ୍ୟାରେ ସବୁଜିମା ସୃଷ୍ଟିର ଅନନ୍ୟ ଉଦ୍ୟମ, ଅଲିମ୍ପିକ୍ସ ହେଉ ବା ବିଷୟଭିତ୍ତିକ ଗବେଷଣା ସେସବୁ ଏତେ ଉନ୍ନତ ଯେ ଆମଦେଶ ସେମାନଙ୍କଠାରୁ ପଛରେ।…
ବିପଦକୁ ଆମନ୍ତ୍ରଣ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଶ୍ୱରେ ଏକ ବାଣିଜି୍ୟକ ଯୁଦ୍ଧ ଆରମ୍ଭ କରିଛନ୍ତି। ଏହି କ୍ରମରେ ଆମେରିକାକୁ ବ୍ରାଜିଲ ରପ୍ତାନି କରୁଥିବା ସାମଗ୍ରୀଗୁଡ଼ିକ ଉପରେ ସେ ୫୦% ଟାରିଫ୍ ଲାଗୁ କରିଛନ୍ତି। ଟ୍ରମ୍ପ୍ ସ୍ପଷ୍ଟ ଭାବେ କହିଛନ୍ତି, ବ୍ରାଜିଲର ନ୍ୟାୟିକ ବ୍ୟବସ୍ଥାକୁ…
ଅହିଂସାର ଛଳନା
ବୌଦ୍ଧ, ଜୈନ ଓ ହିନ୍ଦୁଶାସ୍ତ୍ରରେ ଗୋଟିଏ ବାଜପକ୍ଷୀ ଘରଚଟିଆକୁ ଶିକାର ଉଦ୍ଦେଶ୍ୟରେ ଅନୁଧାବନ କରିବାର କାହାଣୀଟିଏ ଅଛି। ଜଣେ ରାଜା ଘରଚଟିଆକୁ ଆଶ୍ରୟ ଦେଇଥିଲେ। ବାଜପକ୍ଷୀଟି ଖାଦ୍ୟ ନ ପାଇ ରାଜାଙ୍କଠାରୁ ତାହା ଚାହଁୁଥାଏ। ଏ କ୍ଷେତ୍ରରେ ଘରଚଟିଆ ବଞ୍ଚତ୍ବା ଲାଗି…
କଟକର ସାହିବାସିନ୍ଦା
ଓଡ଼ିଶାର ସାଂସ୍କୃତିକ ଓ ବ୍ୟବସାୟିକ ରାଜଧାନୀ କଟକର ସାହିବାସିନ୍ଦାମାନେ ଆଜି ଅନେକ ସମସ୍ୟା ଭିତରେ ଗତିକରୁଛନ୍ତି। ଶହ ଶହ ବର୍ଷଧରି ଏହି ଏମାନେ କଟକର ଉନ୍ନତ ସାଂସ୍କୃତିକ ଓ ସାମାଜିକ ପରମ୍ପରାକୁ ବଞ୍ଚାଇ ରଖିବା ସହ କଟକରେ ବ୍ୟବସାୟ ପାଇଁ ଅନୁକୂଳ…
ଜନସ୍ବାର୍ଥ ପ୍ରତି ପ୍ରାଥମିକତା
ବଡ଼ ବିଚିତ୍ର ଏ ରାଜନୀତି। ତା’ଠାରୁ ବିଚିତ୍ର ରାଜନେତାଙ୍କ ମତିଗତି। ବିରୋଧୀ ଦଳରେ ଥିବାବେଳେ ସରକାରର ସମସ୍ତ ଦୋଷ ଦୁର୍ବଳତାକୁ ନେଇ ବିଧାନସଭା ହୁଏ ରଣାଙ୍ଗନ। ବନ୍ଦ ପାଳନ, ଧର୍ମଘଟ ଓ ସତ୍ୟାଗ୍ରହ ମାଧ୍ୟମରେ ଜନତାଙ୍କ ମନରେ ପ୍ରତ୍ୟୟ ସୃଷ୍ଟିର ପ୍ରୟାସ…
ଲିଭିଂ ଲାବ୍
ଜଳବାୟୁ ପରିବର୍ତ୍ତନ ଯୋଗୁ ଏବେ ବନ୍ୟା, ବାତ୍ୟା, ଭୂସ୍ଖଳନ ଓ ଜଙ୍ଗଲ ନିଆଁର ପ୍ରାବଲ୍ୟତା ଯେଉଁଭଳି ବୃଦ୍ଧି ପାଉଛି, ତାହା ଏବେ ଦେଶବ୍ୟାପୀ ସମସ୍ତେ ହୃଦ୍ବୋଧ କରୁଛନ୍ତି। ଓଡ଼ିଶାରେ ପୂର୍ବରୁ ମଧ୍ୟ ଏହିଭଳି ବାତ୍ୟା, ବନ୍ୟା ଓ ଠାଏ ଠାଏରେ ମରୁଡ଼ି…
Archives


