ବେଲୁନ ଦ୍ୱାରା ପ୍ରଦୂଷଣ
ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ମୋର ପ୍ରକୃତି ସହ ସମ୍ବନ୍ଧ ଏପରି ନିବିଡ଼ ଯେ, କୌଣସି ଜିନିଷ ଦ୍ୱାରା ପୃଥିବୀର ବା ପ୍ରକୃତିର କ୍ଷତି ହେବାର ଥିଲେ ମୁଁ ତାହା ଯଥାର୍ଥରୂପେ ଅନୁଭବ କରିପାରେ। ଗୁଡ଼ି (କାଇଟ୍) ଓ ପ୍ଲାଷ୍ଟିକ୍ ଷ୍ଟ୍ର…
କେତେ ସ୍ମାର୍ଟ ଭୁବନେଶ୍ୱର
ପ୍ରଦୀପ୍ତ ନାୟକ ୧୯୪୮ ମସିହାରେ ଭୁବନେଶ୍ୱର ସହର ସ୍ଥାପନା କରାଯାଇଥିଲା। ଇତିମଧ୍ୟରେ ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ ଅଥରିଟି ଓ ପୋଲିସ କମିଶନରେଟ ଗଠିତ ହୋଇ କାର୍ଯ୍ୟ କରୁଛନ୍ତି। ୧୯୧୮ ମସିହା ସୁଦ୍ଧା ଏହାର ଜନସଂଖ୍ୟା ୯ ଲକ୍ଷ ୨୯…
ଭକତ ନା ଭିକାରି
ଡ. କୁଳାଙ୍ଗାର ଆମମାନଙ୍କଠାରେ ଭକ୍ତି ଓ ଭିକ୍ଷାଭାବ ଖୁନ୍ଦି ହୋଇଅଛି। ଦୁଇଟିର ସମନ୍ବୟ କାଳେ ଆମ ଜୀବନରେ ସମୃଦ୍ଧି ଆଣିଥାଏ। ଭକତ ଠାକୁରଙ୍କୁ ନାନାପ୍ରକାର ମିନତି କରି ଭିକ ମାଗିବା ଆମର ପୁରାତନ ଭକ୍ତକବିମାନେ ନାନା ଢଙ୍ଗରେ ଲେଖିଛନ୍ତି। କିନ୍ତୁ ଆଜି…
ଏଇ ଭାରତରେ
କେତେଜଣ ବ୍ୟକ୍ତି ନିଜର ଉଦ୍ୟମ ଓ ଅଧ୍ୟବସାୟ ବଳରେ ନୂଆ ଉଦ୍ଭାବନ କରି ଅନ୍ୟମାନଙ୍କର ପ୍ରଶଂସାଭାଜନ ହେବା ସହିତ ଦେଶର ଓ ସମାଜର କଲ୍ୟାଣ ସାଧନ କରିଥାଆନ୍ତି। ବର୍ତ୍ତମାନ ଆମେ ଅନେକ ଯନ୍ତ୍ରପାତି ଉପରେ ନିର୍ଭର କରି ଅତି ସହଜରେ ଓ…
ସମ୍ପାଦକୀୟ/ ଶିଶୁଙ୍କ ଶୋ’ରେ ବୟସ୍କ
ଭାରତରେ ଘରୋଇ ଟେଲିଭିଜନ ଚ୍ୟାନେଲ ଟେଲିଭିଜନ ରେଟିଂ ପଏଣ୍ଟ (ଟିଆର୍ପି)କୁ ବଢ଼ାଇବା ଲକ୍ଷ୍ୟରେ ବିଭିନ୍ନ ସମୟରେ ସମାଚାର, ପ୍ରସଙ୍ଗଭିତ୍ତିକ ମତଠାରୁ ଆରମ୍ଭକରି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପ୍ରସାରଣ ବେଳେ ଅତିରଞ୍ଜିତ ସ୍ତରକୁ ଚାଲିଯାଇଥାଆନ୍ତି। ସମାଚାର ପ୍ରସାରଣ ବେଳେ ସମ୍ବେଦନଶୀଳ ଖବରକୁ ଏଭଳି ବନେଇଚୁନେଇ…
ଓଡ଼ିଆ ସାହିତ୍ୟରେ ପାଠକ ସମସ୍ୟା
ଡ. ଅନ୍ତର୍ଯ୍ୟାମୀ ମିଶ୍ର ସଶ୍ରଦ୍ଧ ପାଠକ ହିଁ ସାହିତ୍ୟ ସମୃଦ୍ଧିର ଉତ୍ତମ ସହାୟକ। ପାଠକୀୟ ଶ୍ରଦ୍ଧା ସାହିତ୍ୟକୁ ଲୋକପ୍ରିୟ କରିଥାଏ। ଯେଉଁ ସାହିତ୍ୟର ପାଠକ ସଂଖ୍ୟା ଯେତେ ଅଧିକ ସେହି ସାହିତ୍ୟ ସେତିକି ଉନ୍ନତ। ଦୁଃଖର ବିଷୟ ସମ୍ପ୍ରତି ସାହିତ୍ୟ ଆଉ…
ଅନ୍ନଦାତାଙ୍କୁ ବୁଝିବା କେବେ
ମିତାଲି ମହାନ୍ତି ଘର ଘର ବୁଲି ପରିବା ବିକୁଥିବା ପରିବା ମଉସାଙ୍କ ପାଖରୁ ସେଦିନ ପରିବା କିଣୁଥିଲେ ଆମ ପଡ଼ୋଶୀ। ଶୀତଦିନ ହୋଇଥିବା ଯୋଗୁ ପରିବା ମୂଲ୍ୟ ଅନ୍ୟ ସମୟ ଅପେକ୍ଷା ଯଥେଷ୍ଟ କମ୍ ଥିଲା। ମୂଲ୍ୟ କମ୍ ଥିବା ସତ୍ତ୍ୱେ…
ଏଇ ଭାରତରେ
କେତେକ ଲୋକ ଧୂମପାନ, ଡ୍ରଗ୍ସ, ମଦ, ଗୁଟ୍ଖା ଆଦିର ବ୍ୟବହାର କରିଥାନ୍ତି। ବିଶେଷକରି ଯୁବପିଢ଼ି ଏହାଦ୍ୱାରା ଅଧିକ କବଳିତ ହେଉଛନ୍ତି। ମାତ୍ର ରାଜସ୍ଥାନରେ ଏମିତି ଏକ ଗଁା ରହିଛି ଯେଉଁଠି ନିଶାଦ୍ରବ୍ୟ ସେବନ ପାଇଁ ବାରଣ କରାଯାଇଥାଏ । ଏହି ଗଁାର…
ସମ୍ପାଦକୀୟ/ ପିମ୍ପୁଡ଼ି ଦଳିଦେଲୁ
ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ୧୬ ଜୁନ୍ରେ ହୋଇଥିବା ବିଶ୍ୱକପ୍ କ୍ରିକେଟ୍ର ଏକ ମ୍ୟାଚରେ ପାକିସ୍ତାନକୁ ଭାରତ ୮୯ ରନ୍ରେ ପରାସ୍ତ କରିଛି। ବିଶ୍ୱକପ୍ ଆରମ୍ଭ ହେବା ଦିନରୁ ଅଦ୍ୟାବଧି ଦୁଇ ଟିମ୍ ମଧ୍ୟରେ ହୋଇଥିବା ମ୍ୟାଚରେ ପାକିସ୍ତାନଠାରୁ କେବେ ହାରି ନ ଥିବାର…
କଂଗ୍ରେସ ତ୍ରୁଟି ସୁଧାରୁ
ବୈକୁଣ୍ଠନାଥ ମିଶ୍ର ସ୍ବାଧୀନତା ଆନ୍ଦୋଳନ, ସ୍ବାଧୀନତା ପ୍ରାପ୍ତି ଓ ସ୍ବାଧୀନତୋତ୍ତର ଭାରତବର୍ଷରେ ଲୋକତାନ୍ତ୍ରିକ ଶାସନ ପ୍ରତିଷ୍ଠା କରିବାରେ ଜାତୀୟ କଂଗ୍ରେସର ଅବଦାନ ସର୍ବଜନବିଦିତ। ସ୍ବାଧୀନତାର ପ୍ରାକ୍ପ୍ରସ୍ତୁତିସ୍ବରୂପ କଂଗ୍ରେସର ସର୍ବଭାରତୀୟ ସ୍ତରରେ ଅଧ୍ୟକ୍ଷ ନିର୍ବାଚନ ଓ ସ୍ବାଧୀନ ଭାରତର ପ୍ରଧାନମନ୍ତ୍ରୀ ମନୋନୟନ କାର୍ଯ୍ୟ…
ଛତା ନୁହେଁ ଛାତ
ସଂଗ୍ରାମ କେଶରୀ ପୃଷ୍ଟି ମାଟିରୁ ଆକାଶ, ଅନ୍ତରରୁ ଅନ୍ତରୀକ୍ଷ ପୁଣି ଦରିଆରୁ ଦିଗ୍ବଳୟ ପର୍ଯ୍ୟନ୍ତ ବ୍ୟାପ୍ତ ଶବ୍ଦଟିଏ ବାପା। ନା କଳିହୁଏ ନା ମାପିହୁଏ ତାଙ୍କ ବ୍ୟକ୍ତିତ୍ୱକୁ। ସନ୍ତାନ ଓ ପରିବାର ପାଇଁ ସମର୍ପିତ ଜୀବନଟିଏ। ସବୁ ଝଡ଼ଝଞ୍ଜା ମଧ୍ୟରେ ଦୁନିଆର…
ଏଇ ଭାରତରେ
ଗଛ ବଞ୍ଚତ୍ଲେ ପରିବେଶ ପ୍ରଦୂଷଣମୁକ୍ତ ରହିବା ସହ ମଣିଷ ମଧ୍ୟ ସୁସ୍ଥ ରହିପାରିବ। ପରିବେଶ ପାଇଁ ଉଦ୍ଭିଦ ଅତ୍ୟନ୍ତ ଉପଯୋଗୀ। ଆସାମରେ ଥିବା ୨୦୭ ବର୍ଷର ପୁରାତନ ଏକ ବରଗଛର ସୁରକ୍ଷା ପାଇଁ ପ୍ରତିବର୍ଷ ଜନ୍ମଦିନ ପାଳନ କରୁଛନ୍ତି ଗ୍ରାମବାସୀ। ସେମାନେ…
Archives


