ସମ୍ପାଦକୀୟ

ଭକ୍ତି ନାଁରେ ମସ୍ତି ଓ ବେପାର

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ କିଛିବର୍ଷ ଧରି ଶ୍ରାବଣମାସ ଆସିଲେ ଦେଶର ରାସ୍ତାଘାଟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳୁଛି। ଗେରୁଆ ପୋଷାକ ପିନ୍ଧି କାନ୍ଧରେ ରଙ୍ଗ ବେରଙ୍ଗରେ ସଜ୍ଜିତ ବାହୁଙ୍ଗି ଧରି ହଜାର ହଜାର ଯୁବକ ଏପରି କି ମହିଳା ଓ…

ବାଘ ସୁରକ୍ଷା: ଦାୟ କାହାର

ସବ୍ୟସାଚୀ ଅମିତାଭ ଏଇ ଦିନ କେଇଟା ତଳେ ଉତ୍ତରପ୍ରଦେଶର ପିଲ୍‌ଭିଟ୍‌ ବ୍ୟାଘ୍ର ଅଭୟାରଣ୍ୟର ଗୋଟିଏ ମହାବଳ ବାଘକୁ ଲୋକେ ପିଟିପିଟି ମାରିଦେଇଛନ୍ତି। ଖାଦ୍ୟ ଅନ୍ବେଷଣରେ ବାଘଟି ଜନବସତି ଆଡକୁ ଆସିଥିବାବେଳେ ଲୋକେ ତାକୁ ଚାରିପଟୁ ଘେରିଯାଇ ଲାଠିରେ ପିଟି ପିଟି ମାରିଦେଇଥିଲେ।…

ଏଇ ଭାରତରେ

ମାନବ ସେବା ହିଁ ମାଧବ ସେବା। ଏହାକୁ ନିଜ କାର୍ଯ୍ୟରେ ପ୍ରଦର୍ଶନ କରିଛନ୍ତି ଜଣେ ପୋଲିସ ଅଫିସର। ଶ୍ରାବଣରେ ଆରମ୍ଭ ହୋଇଯାଇଛି କାଉଡ଼ି ଯାତ୍ରା। ବିଶେଷ କରି ଉତ୍ତରପ୍ରଦେଶରେ କାଉଡିଆଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାମାନ କରାଯାଇଛି। ଏମାନଙ୍କ ପାଇଁ ଖୋଲାଯାଇଥିବା ପ୍ରାକୃତିକ…

ମଙ୍ଗଳ ଅଭିଯାନ

ଆକାର ପଟେଲ ଗତ ସପ୍ତାହରେ ଆମେ ଚନ୍ଦ୍ରଯାନ-୨ ଓ ଭାରତର ଚନ୍ଦ୍ର ଅଭିଯାନ ବିଷୟରେ ଉଲ୍ଲେଖ କରିଥିଲୁ ଏବଂ ସେଥିରେ ମଙ୍ଗଳ ଅଭିଯାନ ବିଷୟରେ ବି ସୂଚନା ଦେଇଥିଲୁ। ପୃଥିବୀ ବାହାରେ ବିଶ୍ୱରେ କ’ଣ ସବୁ ଚାଲିଛି ତାହା ଜାଣିବା ପାଇଁ…

ଆମ ଜୀବନର ସୁନେଲି ଅତୀତ

ପ୍ରକାଶ ତ୍ରିପାଠୀ ଗତ ରଜପର୍ବ ସମୟର ଘଟଣା। ଘର ପଛପଟେ ଥିବା ଏକ ପଣସଗଛରେ ଦୁଇଟି ପଣସ ପାଚିଥିବା ଦେଖି ତାକୁ ତୋଳିଦେବାକୁ ବଡ଼ଭଉଣୀ ମୋତେ କହିଲା। ପ୍ରାୟ କୋଡିଏ ଫୁଟ୍‌ ଉଚ୍ଚରେ ଥିବା ପଣସ ଦୁଇଟିକୁ ଗଛରେ ଚଢ଼ି ତୋଳିବାର…

ବ୍ରିଟେନ ସ୍ବରାଷ୍ଟ୍ର ସଚିବ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ୟୁରୋପୀୟ ସଂଘରୁ ବ୍ରିଟେନ୍‌ ଓହରିଯିବା ବା ବ୍ରେକ୍‌ଜିଟ ପ୍ରସଙ୍ଗ ଇଂଲିଶମାନଙ୍କ ପାଇଁ ଦୀର୍ଘଦିନ ହେବ ଅସ୍ପଷ୍ଟ ରହିଆସିଛି। ବ୍ରେକ୍‌ଜିଟ ସପକ୍ଷ ଓ ବିପକ୍ଷଙ୍କ ମଧ୍ୟରେ ବିତର୍କ ଲାଗି ରହିଛି। ପରିସ୍ଥିତି ଏଭଳି ସ୍ତରକୁ ଯାଇଛି ଯେ, ଡେଭିଡ୍‌…

ଏଇ ଭାରତରେ

ଦେଶରେ ବେଳେବେଳେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେଉଥିବାବେଳେ ଉତ୍ତରପ୍ରଦେଶର ମିରଟରେ ବାସକରୁଥିବା ଜଣେ ମୁସଲମାନ୍‌ ମହିଳା ସାମ୍ପ୍ରଦାୟିକ ସଦ୍‌ଭାବର ଉଦାହରଣ ପାଲଟିଛନ୍ତି। ୪୨ ବର୍ଷ ବୟସ୍କା ଶାହିନ୍‌ ପରଭେଜ୍‌ ପ୍ରତିଦିନ ହନୁମାନଙ୍କ ପୂଜା କରିବା ସହିତ ହନୁମାନ ଚାଳିଶା ପାଠ କରିଥାନ୍ତି।…

କୃପା ଓ ଧୈର୍ଯ୍ୟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଶୀଲା ଦୀକ୍ଷିତଙ୍କ ସ୍ବାମୀ ଥିଲେ ‘ଡିକି’ (ବିନୋଦ ଦୀକ୍ଷିତ), ଯିଏ ବହୁ କମ୍‌ ବୟସରେ ଚାଲିଯାଇଥିଲେ। ସେ ଭାରତୀୟ ଅମଲାତନ୍ତ୍ରର ଜଣେ ସଚ୍ଚୋଟ ଓ ଦକ୍ଷ ଅଫିସର ଥିଲେ। ଏବେ ଶୀଲା ଦୀକ୍ଷିତ ବି ସ୍ବାମୀଙ୍କ…

ଜଳବାୟୁ ପରିବର୍ତ୍ତନ ଓ କୃଷି ବିବିଧତା

ଚିନ୍ମୟ ରଞ୍ଜନ କୁମାର ଜଳବାୟୁ ପରିବର୍ତ୍ତନ ବିଶ୍ୱବ୍ୟାପୀ ଏକ ବଡ଼ ଚିନ୍ତାର କାରଣ। ଏହାର ପ୍ରଭାବରେ ବିଶ୍ୱତାପମାନରେ ଅତ୍ୟଧିକ ବୃଦ୍ଧି, ମରୁଡି, ବନ୍ୟା, ବାତ୍ୟା, ଅତିବୃଷ୍ଟି, ଅନାବୃଷ୍ଟି, ଅଦିନିଆ ବୃଷ୍ଟି, ଆର୍ଦ୍ରତାରେ ପରିବର୍ତ୍ତନ ଆଦି ଦେଖାଯାଉଛି। ଏହା ଦେଶରେ ଅର୍ଥନୈତିକ ଅଭିବୃଦ୍ଧିର…

ହେପାଟାଇଟିସ୍‌ ଓ ଲିଭର ସିରୋସିସ୍‌

ଡା. ଉମେଶ ଚନ୍ଦ୍ର ପାତ୍ର ମଣିଷର ଯକୃତଜନିତ ମାରାତ୍ମକ ରୋଗ ଭାବେ ଲିଭର୍‌ ସିରୋସିସ୍‌ ପରିଚିତ। ପ୍ରାଥମିକ ସ୍ତରରେ ରୋଗୀକୁ ଯନ୍ତ୍ରଣା ଲାଗୁ ନ ଥିବା ଏହି ରୋଗ ପରବର୍ତ୍ତୀ ସମୟରେ ଜୀବନ ପାଇଁ ଘାତକ ହୋଇଥାଏ। ସବୁଠାରୁ ଉଦ୍‌ବେଗଜନକ ପ୍ରସଙ୍ଗ…

ଏଇ ଭାରତରେ

ରକ୍ତଦାନ କରି ଗୋଟିଏ କୁକୁର ବଞ୍ଚାଇଲା ଆଉ ଏକ କୁକୁରର ଜୀବନ। ମଧ୍ୟପ୍ରଦେଶର ନରସିଂହପୁର ଅନ୍ତର୍ଗତ ସୈସରା ଗାଁରେ ରକ୍ତଦାନକୁ ନେଇ ଏକ ଭିନ୍ନ ଉଦାହରଣ ଦେଖିବାକୁ ମିଳିଛି। ମନୁଷ୍ୟ ରକ୍ତଦାନ କରିବା କଥା ସମସ୍ତେ ଜାଣନ୍ତି। ହେଲେ ଏଠାରେ ଗୋଟିଏ…

ଆଜିର ଅର୍ଥନୀତି/ ମୁଦ୍ରା ରାକ୍ଷସ

ନରେନ୍ଦ୍ର ମୋଦି ସରକାର ୨୦୧୫ରେ ପାଣ୍ଠି ଅଭାବଜନିତ ସମସ୍ୟାରେ ପୀଡ଼ିତ ଉଦ୍ୟୋଗଗୁଡ଼ିକୁ ପାଣ୍ଠି ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ଓ୍ବାଇ) ଆରମ୍ଭ କରିଥିଲେ। ଏହି ଯୋଜନାର ଉଦ୍ଦେଶ୍ୟ ହେଲା ସଚ୍ଚା ଉଦ୍ୟୋଗଗୁଡ଼ିକର ବିକାଶରେ ପାଣ୍ଠିର ଅଭାବ ଯେପରି କୌଣସି ପ୍ରକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri