ସମ୍ପାଦକୀୟ/ସ୍ଥିରତା ଲୋଡ଼ା
ନିକଟରେ ଦେଶର ୨୦୦ରୁ ଊର୍ଦ୍ଧ୍ୱ ଜିଲାରେ ବ୍ୟାଙ୍କ ପକ୍ଷରୁ ଋଣମେଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ୧୪ ଅକ୍ଟୋବରରେ ତଥ୍ୟ ଦେଇଛନ୍ତି ଯେ, ଏହି ମାସର ପ୍ରାରମ୍ଭରେ ଅନୁଷ୍ଠିତ ମେଳାରେ ପ୍ରଥମ ପର୍ଯ୍ୟାୟରେ ୮୭, ୭୮୧ କୋଟି ଟଙ୍କା…
ମହିଳାଙ୍କ ଭରସା ନବୀନ
ମାନସ ରଞ୍ଜନ ମଙ୍ଗରାଜ ପରିଣତ ବୟସରେ ପହଞ୍ଚିଥିବା ପ୍ରମିଳା ବିଷୋୟୀଙ୍କ ନାଁ ଯେତେବେଳେ ଆସିକା ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା ହେଲା ସେତେବେଳେ ଅନେକେ ଏହାକୁ ବିଶ୍ୱାସ କରିପାରି ନ ଥିଲେ। କାରଣ ପ୍ରମିଳା ଥିଲେ…
ସ୍କୁଲ ଅପମିଶ୍ରଣ ଓ ଆତଙ୍କିତ ଶିକ୍ଷକ
ଅଞ୍ଜନ ଚାନ୍ଦ କିଛିଦିନ ତଳେ ଏଠାରେ ଗୋଟିଏ ଦୁଃଖଦ ଘଟଣା ଘଟିଲା। ଦୁଇଜଣ ସ୍କୁଲ ପିଲା ମଧ୍ୟାହ୍ନଭୋଜନ ବିରତି ବେଳେ ସ୍କୁଲ ପାଖ କେନାଲରେ ଖସିପଡ଼ିଲେ। ସେମାନଙ୍କୁ ପାଣିରୁ ଉଦ୍ଧାର କରି ଡାକ୍ତରଖାନା ନିଆଗଲା। କିନ୍ତୁ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇ…
ଏଇ ଭାରତରେ
ଅଦିନିଆ ବର୍ଷାରୁ ଫସଲକୁ ରକ୍ଷା କରିବା ପାଇଁ ଗୁଜରାଟର ବିଭିନ୍ନ ସ୍ଥାନରେ ଚାଷୀମାନେ ଅଜବ ପରମ୍ପରା ପାଳନ କରନ୍ତି। ବର୍ଷା ବନ୍ଦ କରିବାକୁ ସେମାନେ ‘ଅଲାଦ୍ରା ଭୋ’ ନାମକ ପର୍ବ ପାଳନ କରିଥାନ୍ତି। ଏହିଦିନ ଗାଁର କୌଣସି ଲୋକ ରୋଷେଇ କରନ୍ତିନି,…
ସମ୍ପାଦକୀୟ/ କମୁଛି ବାୟୁ ଗୁଣବତ୍ତା
ନୂଆଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ୧୪ ଅକ୍ଟୋବର ୨୦୧୯ରେ ଅତ୍ୟନ୍ତ ନିମ୍ନସ୍ତରକୁ ଚାଲିଯାଇଛି। ପଞ୍ଜାବ ଓ ହରିୟାଣାରେ ଖେତରେ ନଡ଼ାକୁ ବ୍ୟାପକ ମାତ୍ରାରେ ପୋଡ଼ି ଦିଆଯାଉଥିବାରୁ ଏହାର ଧୂଆଁ ସେଠାକାର ସମଗ୍ର ବାୟୁମଣ୍ଡଳକୁ ଆଚ୍ଛାଦିତ କରିଦେଉଛି। ଫଳରେ…
ନେତା ନୁହେଁ, ଜନତାର ସେବା
ବୈକୁଣ୍ଠନାଥ ମିଶ୍ର ବ୍ରିଟିଶ ରାଜତ୍ୱ ସମୟରୁ ଆଜି ପର୍ଯ୍ୟନ୍ତ ପୋଲିସ ପ୍ରତି ଭିନ୍ନ ଏକ ଧାରଣା ଜନମାନସରେ ରହିଆସିଛି। ଏ ଧାରଣାର ପ୍ରମୁଖ ଉତ୍ସ ହେଉଛି ଭୟ। ପୋଲିସବାବୁ ଗାଁକୁ ଆସିଲେ ଲୋକଙ୍କ ମନରେ ସନ୍ଦେହର ଜାଲ ବୁଣି ହୋଇଯାଏ। ମନରେ…
କର୍ମଯୋଗୀ କଲାମ
ଗିରିଜାଶଙ୍କର ତରାସିଆ ତାମିଲନାଡ଼ୁର କ୍ଷୁଦ୍ର ରାମେଶ୍ୱରମ୍ ଦ୍ୱୀପରୁ ରାଷ୍ଟ୍ରପତି ଭବନକୁ ଯାତ୍ରା। ୨୦୦୨ ଜୁଲାଇ ୨୫ରେ ରାଷ୍ଟ୍ରପତି ଭବନର କେନ୍ଦ୍ରୀୟ ହଲରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଏକାଦଶ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବା ଡ. ଅବୁଲ ପାକିର ଜୈନୁଲ୍ଲାବ୍ଦିିନ…
ଏଇ ଭାରତରେ
ଜଣେ ବ୍ୟକ୍ତି ରେଲ୍ଓ୍ବେ ଚାକିରି ଛାଡି ଆଦିବାସୀ ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ ସବୁ ସମୟ ଲଗାଇଦେବା ଘଟଣା ଦେଖିବାକୁ ମିଳିଛି ଝଡ଼ଖଣ୍ଡରେ। ଚାଇବାସା ପୁଲହାତୁର ସଞ୍ଜୟ କଚ୍ଛପ ପରଶୁଡିହ (ଜାସେଦ୍ପୁର)ର କୃଷି ଉପତ୍ାଦନ ବଜାର ସମିତିର ସମ୍ପାଦକ। ୨୦୦୮ରେ କୃଷି…
ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବଞ୍ଚ
ଟେଲିଯୋଗାଯୋଗ କ୍ଷେତ୍ର ଦିନକୁ ଦିନ ବ୍ୟାପକ ଆକାର ଧାରଣ କରୁଛି। ଏଥିରେ ବାରମ୍ବାର ପରୀକ୍ଷାନିରୀକ୍ଷା ଯୋଗୁ ଆଖିପିଛୁଳାକେ ଅନେକ ପରିବର୍ତ୍ତନ ଆସିପାରୁଛି। ଭାରତୀୟ ଟେଲିକମ୍ ଶିଳ୍ପର ସମ୍ଭାବ୍ୟ ଭିତ୍ତିଭୂମି ରାଜସ୍ବ ୨୦୨୩ ସୁଦ୍ଧା ୨୧,୫୦୦ କୋଟି ଟଙ୍କାରୁ ୩୧,୦୦୦ କୋଟି ଟଙ୍କାରେ…
ସୁମାକରଙ୍କ ଦର୍ଶନ ଓ ଭାରତୀୟ ଅର୍ଥନୀତି
ନେତାଜୀ ଅଭିନନ୍ଦନ ପ୍ରସିଦ୍ଧ ଅର୍ଥନୀତିଜ୍ଞ ଇ.ଏଫ୍.ସୁମାକରଙ୍କ ଦ୍ୱାରା ୧୯୭୩ରେ ଲିଖିତ “Small is Beautiful: A study of Economics as if People Mattered” ବହିଟି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ପ୍ରକାଶିତ ବିଶ୍ୱର ଶହେଟି ପ୍ରଭାବଶାଳୀ ପୁସ୍ତକ ମଧ୍ୟରେ ସ୍ଥାନ…
ଡାକିଆର ଡାକ: ଚିଠି ନବ ଚିଠି
ଡ. ବିଭୁଦତ୍ତ ମିଶ୍ର ପ୍ରତ୍ୟେକ ଦିନ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ପ୍ରେମ, ଶାନ୍ତି, ସୌହାର୍ବ୍ଦ୍ୟ, ପ୍ରୀତି, ଦୟା, କରୁଣା, ସ୍ନେହର ବାର୍ତ୍ତାକୁ ସହସ୍ର କୋଶ ଦୂରରୁ ପହଞ୍ଚିବା କାମ ଡାକବାଲା, ପୋଷ୍ଟମ୍ୟାନ ବା ଡାକିଆ କରିଥାନ୍ତି। ପ୍ରତିବର୍ଷ ଅକ୍ଟୋବର ୯ରୁ ୧୫…
ଏଇ ଭାରତରେ
ଦେବତାଙ୍କ ନାଁରେ ଅଭିଯୋଗ ହୋଇଛି। ସେ ଏବେ ନଜରବନ୍ଦୀରେ । ଏମିତି ଘଟଣା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶର କୁଲୁ ଦଶହରାରେ। କୁଲୁ ପ୍ରଶାସନ ବିଧିବଦ୍ଧ ଭାବେ ଦେବତାଙ୍କୁ ନିମନ୍ତ୍ରଣ କରିନଥିବାରୁ ସେମାନେ ଦଶହରାରେ ସାମିଲ ହେବାକୁ ଆସିଥିବାରୁ ତାଙ୍କ ବିରୋଧରେ…
Archives


