ସମ୍ପାଦକୀୟ

ସମ୍ପାଦକୀୟ/ସାଂକେତିକ

ଲିଙ୍ଗଗତ ସମାନତା ଓ ନାରୀ ସଶକ୍ତୀକରଣ ଏକ ଜାତିକୁ ସମୃଦ୍ଧ କରିଥାଏ। ପରିବାର ଓ ସେଥିରେ ଥିବା ପୁରୁଷଙ୍କ ସହନଶୀଳତାର ଅଭାବ ଯୋଗୁ ଭାରତରେ ବିଶେଷକରି ମହିଳାମାନେ ଆଜି ପର୍ଯ୍ୟନ୍ତ ସେଭଳି ଶ୍ରମବଳରେ ଯୋଗଦେଇ ପାରୁନାହାନ୍ତି। କେବଳ କିଛି ଅଂଶ କୁଟୀର…

ମୋ ସରକାର: ସ୍ବପ୍ନ ବଡ଼ ରାତି ଛୋଟ

ସହଦେବ ସାହୁ ଗତ ଅଗଷ୍ଟ ୧୫ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ‘ମୋ ସରକାର’ ଯୋଜନା ଅକ୍ଟୋବର ୨ରୁ ଚାଲୁ ହେଲା। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ତ ମହତ୍‌ ବୋଲି ସମସ୍ତେ କହିବେ, ମୋ ମତରେ ସେ ଗଣତନ୍ତ୍ରର ନୂଆ ସଂଜ୍ଞା ଦେଇଛନ୍ତି। ତେଣୁ…

ବିଜ୍ଞାପନ ବଜାର ଓ ଆମ ଲୀନାମାନେ

ସୁଧାକର ଦାସ ପନ୍ଦର ବର୍ଷ ପରେ ନାୟକ ନାୟିକାର ମିଳନ, ପ୍ରେମ କରୁଥିବା ସମୟରେ ନାୟକ ନାୟିକାକୁ ଛାଡି ଚାଲିଯାଇଥିଲା ବିଦେଶକୁ, ଏବେ ଆସି ଜାଣୁଛି ତା’ ପତ୍ନୀର ପରିଚୟ ଦେଇ ତା’ ଘରେ ଆସ୍ଥାନ ଜମେଇ ବସିଛି ନାୟିକା, ଅଗଣାରେ…

ଏଇ ଭାରତରେ

ସମାଜରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ବିନା କିଛି ପାଇବା ଆଶାରେ ବିଭିନ୍ନ ସେବା ଯୋଗାଇ ଦେଇଥାନ୍ତି। ତେବେ ଜଣେ ସାଧାରଣ ଓ୍ବେଲ୍‌ଡର ମାଗଣାରେ ଅକ୍ସିଜେନ ସିଲିଣ୍ଡର୍‌ ଯୋଗାଇଦେବା କିଛି କମ୍‌ କଥା ନୁହେଁ। ଛତିଶଗଡ଼ର ଏହି ବ୍ୟକ୍ତିଙ୍କ ନାମ ସତ୍ୟନାରାୟଣ…

ନରକରେ ଜମାକାରୀ

ଭାରତୀୟ ଅର୍ଥନୀତି ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ଏହାକୁ ସୁଧାରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ଏପରି କି ଅଧିକ ଆୟ ସଂଗ୍ରହ ଲାଗି ଗତ ସାଧାରଣ ବଜେଟ ବେଳେ ସରକାରଙ୍କ ପକ୍ଷରୁ…

ଗୁଣିଗାରେଡ଼ିକୁ ରୋକିବା କେମିତି

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ କିଛିଦିନ ହେଲା ରାଜ୍ୟରେ ଗୁଣିଗାରେଡ଼ି ଓ ଡାହାଣୀ ଜନିତ ଅପରାଧର ଅନେକ ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଛି। ଗତ ନଅ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲାରେ ୩୫ ଜଣ ବ୍ୟକ୍ତି ଗୁଣି ବା ଡାହାଣୀ ସନ୍ଦେହରେ…

ଷଣ୍ଢମାର୍କା ଟୋକା

ମନ-ମାନଚିତ୍ର ଡ. ନରହରି ବେହେରା ମାଇନର ପଢ଼ିବାବେଳେ ମୋ ଜେଜେ ଥରେ ପାଖକୁ ଡାକି କହିଲେ- ଆରେ ନାତିଆ, ସବୁ କରିବୁ, ହେଲେ ଷଣ୍ଢମାର୍କା ଟୋକାଙ୍କ ପାଖ ମାଡ଼ିବୁ ନାହିଁ। ଏମାନଙ୍କର ଦୟାମାୟା ବୋଲି କିଛି ନାହିଁ। ଏମାନେ ଯାହା କରନ୍ତି…

ଏଇ ଭାରତରେ

ଆଧୁନିକ ସମାଜରେ ଅନ୍ଧବିଶ୍ୱାସର ଏକ ଛବି ସାମ୍‌ନାକୁ ଆସିଛି ଛତିଶଗଡ଼ର କାଙ୍କେର ଜିଲାରେ। କାଙ୍କେର ଜିଲାର ତୁମସନାର୍‌ ଗାଁରେ ପ୍ରଚଳିତ ରହିଛି ଏକ ଅଜବ ପରମ୍ପରା। ଏହି ଗାଁରେ ଯଦି କୌଣସି ପ୍ରସୂତିଙ୍କର ମୃତ୍ୟୁ ହୋଇଯାଏ ପୁରୁଷମାନେ ତାଙ୍କ ଶବକୁ ଛୁଅନ୍ତି…

ଆତଙ୍କବାଦ ଓ ପାକିସ୍ତାନ

ଆକାର ପଟେଲ ମନି ଲଣ୍ଡରିଂ (କଳାଧନକୁ ବୈଧ କରିବା) ଓ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌) ପକ୍ଷରୁ ପାକିସ୍ତାନକୁ ଆଉ ଚାରିମାସ ମହଲତ ଦିଆଯାଇଛି। ଗତ ଜୁନ୍‌ମାସରେ ଦିଆଯାଇଥିବା…

ଈର୍ଷାର ଅସୁର

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ କ୍ରୋଧ ମଣିଷର ସବୁଠୁ ବଡ ଶତ୍ରୁ ବୋଲି ଯେଉଁମାନେ ବିଚାରନ୍ତି, ସେମାନଙ୍କ ସମ୍ପର୍କରେ ଗୋଟିଏ କଥା କୁହାଯାଇପାରେ ଯେ ସେମାନେ ଜୀବନରେ କେବେ କାହାକୁ ଈର୍ଷା କରିନାହାନ୍ତି କିମ୍ବା କାହା ଈର୍ଷାର ଶିକାର ହୋଇନାହାନ୍ତି। ପ୍ରକୃତରେ…

ଗୋଗୋଇଙ୍କ ଉତ୍ତରାଧିକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତର ସୁପ୍ରିମକୋର୍ଟରେ ୧,୫୮,୬୬୯ ମାମଲା ବିଚାର ଲାଗି ପଡ଼ିରହିଛି। ୨୭ ଜୁନ୍‌ ୨୦୧୯ରେ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ମାମଲାଗୁଡ଼ିକର ସୁପରିଚାଳନା ଓ ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବା ଲାଗି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି…

ଏଇ ଭାରତରେ

ମଦ୍ୟପାନ ଦୂର କରିବା ପାଇଁ ଗୁଜରାଟର ଏକ ଗାଁ ଅଜବ ଉପାୟ ଆପଣାଇଛି। ଗାଁର ନାଁ ଖାଟିସିତାରା। ବନାସକାନ୍ଥା ଜିଲା ଅନ୍ତର୍ଗତ ଏହି ଆଦିବାସୀବହୁଳ ଗାଁରେ ଯଦି କୌଣସି ବ୍ୟକ୍ତି ମଦ ପିଇ ଧରାପଡ଼ନ୍ତି ତେବେ ଗାଁର ନିଷ୍ପତ୍ତିକ୍ରମେ ଲଗାଯାଇଥିବା ଜରିମାନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri