ବନାଗ୍ନି ଓ ଓଡ଼ିଶା
ଅକ୍ଷୟ କୁମାର ସାହୁ ନିକଟରେ ଆମେରିକାର ନ୍ୟୁୟର୍କ ସହରରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ କାର୍ଯ୍ୟକ୍ରମ ଶୀର୍ଷ ବୈଠକ ବା ୟୁନାଇଟେଡ୍ ନେଶନ୍ସ କ୍ଲାଇମେଟ୍ ଆକ୍ସନ ସମିଟ୍ରେ ବିଶ୍ୱରେ ତାପମାତ୍ରା ବୃଦ୍ଧି ଓ ତଜ୍ଜନିତ ପରିବେଶ ଅସନ୍ତୁଳନ ନେଇ ଘୋର ଉଦ୍ବେଗ...
ଏଇ ଭାରତରେ
ଦେଶର ଅନେକ ଅଞ୍ଚଳ ବର୍ଷାରେ ତ୍ରାହି ତ୍ରାହି ଡାକୁଛି, ହେଲେ ବିଦର୍ଭରେ ବର୍ଷା ପାଇଁ ଲୋକମାନେ ଆପଣାଉଛନ୍ତି ଅଜବ ପରମ୍ପରା। ମହାରାଷ୍ଟର ଏହି ଅଞ୍ଚଳରେ ଥିବା ଚନ୍ଦ୍ରପୁର ଓ ଗାଡଛିରୋଲି ଜିଲାରେ ରହୁଥିବା କୁନ୍ବିସ୍ ବା କ୍ଷୁଦ୍ରଚାଷୀ ବର୍ଗର ଲୋକମାନେ...
ଉଦ୍ଭିଦର ଇନ୍ଦ୍ରିୟ
ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆମେ ଦିନେ ନିଶ୍ଚୟ ଜାଣିବାକୁ ପାଇବା ଯେଉଁ ଗଛଗୁଡ଼ିକୁ ଆମେ ମାରିଦେଉଛୁ, ଯେଉଁ ଘାସକୁ ଆମେ ବଗିଚାରୁ ଉପାଡ଼ି ପକାଉଛୁ, ଯେଉଁ ଉଦ୍ଭିଦକୁ ଆମେ କାଟିପକାଉଛୁ ଏବଂ ଯେଉଁ ଫୁଲଗୁଡ଼ିକୁ ଆମେ ଆଣି ଫୁଲଦାନୀରେ...
ସୀମାରେଖା ଆରପାରେ
ଡ. ସୁବାସ ଚନ୍ଦ୍ର ପାତ୍ର ସରକାରୀ ଚାକିରି ହେଉ ଅବା ଘରୋଇ, ସାମାଜିକ ଜୀବନ ହେଉ ଅବା ବ୍ୟକ୍ତିଗତ, କାର୍ଯ୍ୟଧାରାକୁ ଶୃଙ୍ଖଳିତ ତଥା ସୁସଂହତ କରିବା ପାଇଁ କିଛି ନୀତି, କିଛି ସୀମାରେଖା ନିର୍ଦ୍ଧାରଣ କରାଯାଇଥାଏ। ଆପାତ ଦୃଷ୍ଟିରୁ ବ୍ୟବସ୍ଥାଟି...
ପୁନଶ୍ଚ ଗାନ୍ଧିଜୀ
ହରିହର ଶତପଥୀ ଆଜିକାଲି ପୂର୍ବାପେକ୍ଷା ଗାନ୍ଧିଜୀଙ୍କ ଚର୍ଚ୍ଚା ବେଶି ହେଉଥିବା ସମସ୍ତେ ଜାଣନ୍ତି। ଚଳିତବର୍ଷ କେନ୍ଦ୍ର ସରକାରଙ୍କ ଗାନ୍ଧୀ କିଡ୍ସ ଓ ରାଜସ୍ଥାନ ସରକାରଙ୍କ ଗାନ୍ଧୀ ବିଭାଗ ଖୋଲିବା ପ୍ରସ୍ତାବ ପରେ ଏହା ଆହୁରି ଜୋର ଧରିଛି। ଆମ ରାଜ୍ୟର...
ଏଇ ଭାରତରେ
ପରିବେଶ ସଚେତନତାର ଝଲକ ଦେଖିବାକୁ ମିଳିଛି ଇନ୍ଦୋରସ୍ଥିତ ସେଣ୍ଟ୍ ରାଫାୟଲ୍ସ ହାୟର ସେକେଣ୍ଡାରୀ ସ୍କୁଲ୍ରେ। ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ସ୍କୁଲ୍ର ଛାତ୍ରୀମାନେ ‘ପ୍ଲାଷ୍ଟିକ୍ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରିଛନ୍ତି ଏକ ନିଆରା ଉପାୟରେ। ଇନ୍ଦୋରକୁ ପ୍ଲାଷ୍ଟିକ୍ମୁକ୍ତ କରିବା...
ସମ୍ପାଦକୀୟ/ ଖାତିର ନା ବେଖାତିର
ଗୁଜରାଟରେ ୨୦୦୨ ମସିହା ଦଙ୍ଗାରେ ଗଣବଳାତ୍କାରର ଶିକାର ହୋଇଥିବା ବିଲ୍କିସ୍ ବାନୋଙ୍କୁ ୨ ସପ୍ତାହ ମଧ୍ୟରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ଚାକିରି ଓ ଘର ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ୩୦ ସେପ୍ଟେମ୍ବର ୨୦୧୯ରେ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।...
ଗାନ୍ଧିଜୀଙ୍କ ଦୃଷ୍ଟିରେ ସ୍ବଚ୍ଛତା
ଜଗଦାନନ୍ଦ ଜେନା ୨୦୧୯ ଅକ୍ଟୋବର ୨ ତାରିଖରେ ଆମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରିବାକୁ ଯାଉଛୁ। ଆମ ଜାତିକୁ କର୍ତ୍ତବ୍ୟପରାୟଣ, ସତ୍ୟନିଷ୍ଠ ଓ ସଂସ୍କାରୀ କରିବାକୁ ସେ ଅହରହ ସଂଗ୍ରାମ କରିଥିଲେ। ପରିଷ୍କାର ପରିଚ୍ଛନ୍ନତା...
ଅଭିଭାବକଙ୍କ ଦାୟିତ୍ୱ
ଡ. ଚିନ୍ତାମଣି ପଣ୍ଡା ନିଜର ଦୋଷତ୍ରୁଟିକୁ ଆଖିବୁଜି ଦେଇ ଅନ୍ୟକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ବୋଧହୁଏ ଏବେକାର ତଥାକଥିତ ସଭ୍ୟସମାଜର ଏକ ସହଜାତ ପ୍ରବୃତ୍ତି। ସେହି ନ୍ୟାୟରେ ଆମେ ସର୍ବଦା ଗୋଟିଏ ବିଦ୍ୟାର୍ଥୀର ଅକୃତକାର୍ଯ୍ୟତା ପାଇଁ ସେ ଅଧ୍ୟୟନ କରୁଥିବା...
ଏଇ ଭାରତରେ
ଭାରତର ବିଭିନ୍ନ ଅଞ୍ଚଳରେ ହାତୀ-ମଣିଷ ଲଢେଇ ଚାଲିଥିବାବେଳେ ହାତୀ ଆକ୍ରମଣରୁ ରକ୍ଷା ପାଇବା ପାଇଁ ହାତୀ ଓ ସିଂହ ମୂର୍ତ୍ତି ପୂଜା କରିବା ଘଟଣା ସାମନାକୁ ଆସିଛି ଛତିଶଗଡ଼ରେ। ରାଜ୍ୟର ମହାମସୁନ୍ଦ ଜିଲାର ଗାଁ ଗାଁରେ ଧନଜୀବନ ରକ୍ଷାକରିବା ଲାଗି...
ସମ୍ପାଦକୀୟ/ପ୍ଲାଷ୍ଟିକ୍ ଯୁଗ
ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ନକାରାତ୍ମକ ପ୍ରଭାବ ଅନୁଭୂତ ହେଲାଣି। ଏହାର ସଦ୍ୟ ପ୍ରମାଣ ସେପ୍ଟେମ୍ବରରେ ଦେଖିବାକୁ ମିଳିଛି। ଉକ୍ତ ମାସରେ ଭାରତରେ ଯେତେ ପରିମାଣର ବର୍ଷା ହୋଇଯାଇଛି, ତାହା ୧୦୨ ବର୍ଷର ବର୍ଷାଠାରୁ...
ଆଜିର ନାରୀ ପ୍ରତିଭା
ବୈକୁଣ୍ଠନାଥ ମିଶ୍ର ନାରୀ ଆଉ ଅସୂର୍ଯ୍ୟଂପଶ୍ୟା, ଦୁର୍ବଳା ଓ ପରମୁଖାପେକ୍ଷୀ ହୋଇ ରହିନାହିଁ। ସମୟ ନାରୀ ମଧ୍ୟରେ ଏକ ଅପୂର୍ବ ଜାଗରଣ ସୃଷ୍ଟିକରି ତାକୁ ସମାଜର ମହାସ୍ରୋତରେ ଅଗ୍ରଗଣ୍ୟା କରିବାରେ ସହାୟକ ହୋଇଛି। ଦିନ ଥିଲା ସେ ଏକ ମୂକ...
Archives


