ସମ୍ପାଦକୀୟ

ପ୍ରତିବଦ୍ଧତାହୀନ ସଙ୍କଳ୍ପ

ଚିତ୍ର-ଚରିତ୍ର/ନିରଞ୍ଜନ ପାଢ଼ୀ ଅନନ୍ତ କାଳର ଅବଧି ମଧ୍ୟରେ, ପ୍ରକୃତିର ନିରନ୍ତର ପ୍ରବାହ ଭିତରେ ଦିନ, ମାସ ବା ବର୍ଷର ଗଣନା ମୂଲ୍ୟହୀନ ହେଲେ ହେଁ ମଣିଷର ବ୍ୟାବହାରିକ ମାପଦଣ୍ଡରେ ଗଲା ବର୍ଷଟି ପୁରୁଣା ହୋଇ ଆମ କ୍ୟାଲେଣ୍ଡରରୁ ବିଦାୟ ନେଇଛି ଓ…

ସ୍ଥଳସେନା ମୁଖ୍ୟ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତୀୟ ସେନାକୁ ଅଧିକ ସଶକ୍ତ କରିବା ଲାଗି କେନ୍ଦ୍ର ସରକାର ନିକଟରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ପଦ ସୃଷ୍ଟି କରାଯିବା ପରେ ପୂର୍ବତନ ସ୍ଥଳସେନା ମୁଖ୍ୟ ବିପିନ୍‌ ରାଓ୍ବତଙ୍କୁ…

ଏଇ ଭାରତରେ

ଭାରତରେ ବିଭିନ୍ନ ଖାଦ୍ୟ ଅବଶେଷକୁ ଉପଯୋଗ କରି ପଶୁଖାଦ୍ୟ ତିଆରି କରିବାରେ ରାଜସ୍ଥାନସ୍ଥିତ ଯୋଧପୁରର କେତେଜଣ ଇଞ୍ଜିନିୟରିଂ ଛାତ୍ରଙ୍କୁ ମିଳିଛି ଭିନ୍ନ ପରିଚୟ । ପଶୁଖାଦ୍ୟ ପ୍ରସ୍ତୁତ କରିବା ଲାଗି ଏମାନେ ବଜାର ଓ ଘରୁ ସବୁ ପ୍ରକାର ପନିପରିବା ଏବଂ…

କେରଳରେ ଅର୍ଥସଂକଟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଅର୍ଥନୈତିକ ସଂକଟ ଦେଇ ଗତି କରୁଥିବା ପିନାରାୟି ବିଜୟନ୍‌ଙ୍କ ନେତୃତ୍ୱାଧୀନ କେରଳ ସରକାରଙ୍କ ପାଇଁ ଆଉ ଗୋଟିଏ ସମସ୍ୟା ହେଉଛି ରାଜ୍ୟ ଅର୍ଥ ବିଭାଗର ମୁଖ୍ୟ ପଦଟି ଖାଲି ପଡ଼ିଛି। ଏପରି ସମୟରେ ଏହି ବିଭାଗର…

ଆକାଶ ଛିଣ୍ଡିପଡ଼ିଲା

ଉପେନ୍ଦ୍ର ବିଶ୍ୱାଳ ଟିକି ଚଢ଼େଇଟିଏ, ଟିଟ୍ଟିଭ ପକ୍ଷୀ। ରାତିରେ ଶୋଇବାବେଳେ ବି ଗୋଟେ ଗୋଡ଼ ଉପରକୁ ଟେକି ଶୋଇରହେ, ଆକାଶଟି ଛିଣ୍ଡି ପଡ଼ିବା ଆଶଙ୍କାରେ। ଶଙ୍କାଗ୍ରସ୍ତ ମନଟି ସଦା ସନ୍ଦେହରେ ଥାଏ- କାଳେ ଖସି ପଡ଼ିଲା କି ଆଉ। ଦିନେ, ହଠାତ୍‌…

ବାସ୍ତବ ପ୍ରଭୁପୂଜା

ବରଦା ପ୍ରସନ୍ନ ଦାସ ପରମାତ୍ମାଙ୍କ ଶାସନର ସମ୍ବିଧାନ ହେଉଛି ବେଦ। ଭୋଗବିଳାସର ବସ୍ତୁଗୁଡ଼ିକୁ ଶ୍ରେଷ୍ଠ ସମ୍ପଦ ମଧ୍ୟରେ ଗଣାଯାଏ ନାହିଁ। ବାସ୍ତବିକ ମନୁଷ୍ୟର ଶ୍ରେଷ୍ଠ ସମ୍ପଦ ହେଉଛି ସ୍ବାସ୍ଥ୍ୟବାନ ଶରୀର ଓ ଉତ୍ତମ ଚରିତ୍ର। ଭାଗବତରେ ଲେଖାଅଛି- ”ବିଶ୍ୱାସ ମୂଳେ ଏ…

ଏଇ ଭାରତରେ

ଜୀବନର ମୋଡ଼ କେତେବେଳେ କେମିତି ନେବ ତାହା କହିବା ମୁସ୍କିଲ, ଯେମିତି ଘଟିଛି ଅର୍‌ମିଦାଙ୍କ କ୍ଷେତ୍ରରେ। ୭୬ ବର୍ଷୀୟା ଅର୍‌ମିଦା ଫର୍ଣ୍ଣାଡିଜ୍‌ ଲକ୍ଷ ଲକ୍ଷ ଶିଶୁଙ୍କ ଜୀବନ ବଞ୍ଚାଉଛନ୍ତି। ୧୯୭୧ରୁ ମହାରାଷ୍ଟ୍ର ସିଓନସ୍ଥିତ ହସ୍ପିଟାଲର ନିଓନାଟାଲ କେୟାର୍‌ ୟୁନିଟ୍‌ରେ ନାଟୋଲୋଜିଷ୍ଟ ଭାବେ…

ଆଜିର ଅର୍ଥନୀତି/ଆହ୍ବାନର ବର୍ଷ

ମାନ୍ଦାବସ୍ଥା ଓ ନୈରାଶ୍ୟ ଦେଇ ୨୦୧୯ ବିତିଲା। ବିଗତବର୍ଷରେ ଅର୍ଥନୀତି କ୍ଷେତ୍ରରେ ଯେଉଁସବୁ ସମସ୍ୟା ଦେଖିବାକୁ ମିଳିଲା, ସେଗୁଡ଼ିକ ଭିତରେ ଅଛି: ଜିଡିପିରେ ରେକର୍ଡ ପରିମାଣ ହ୍ରାସ, ଟିକସ ଆଦାୟରେ ହ୍ରାସ, ସଂକୁଚିତ ଖାଉଟି ଚାହିଦା, ଅଟୋମାବାଇଲ ପ୍ରମୁଖ ଶିଳ୍ପରେ ଅବନତି,…

ଅନ୍ଧବିଶ୍ୱାସ ଅନ୍ତରାଳେ

ଅନ୍ନପୂର୍ଣ୍ଣା ପାଣ୍ଡେ ଆପଣମାନେ ପ୍ରତିଦିନ ଖବରକାଗଜରେ ଡାହାଣୀ ପ୍ରଥା ଉପରେ ପଢୁଥିବେ। ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, ଅନୁଗୋଳ, ଢେଙ୍କାନାଳ ଆଦି ଅଞ୍ଚଳରେ କେତେ ଯେ ଡାହାଣୀ ନାଁରେ ହତ୍ୟା ଚାଲିଛି ତା’ର କଳନା ନାହିଁ। ଓଡ଼ିଶାରେ ଡାହାଣୀ ପ୍ରଥାକୁ ନେଇ ଅତ୍ୟାଚାର…

ପ୍ରାତଃଭ୍ରମଣ, ବ୍ୟାୟାମ ଓ ଅର୍ଥନୀତି

ଈପ୍ସିତା ମହାନ୍ତି ସାରା ଦେଶରେ ଅର୍ଥନୀତିକୁ ନେଇ ଚର୍ଚ୍ଚା ଚାଲିଛି। ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଲୋକେ ଚିନ୍ତା ପ୍ରକଟ କରୁଛନ୍ତି। ଏଭଳି ସମୟରେ ଯଦି କୁହାଯିବ, ଲୋକେ ପାଦରେ ଚାଲିଲେ ଦେଶର ଅର୍ଥନୈତିକ ଅବସ୍ଥାରେ ସୁଧାର ଆସିବ, ଏ କଥାକୁ…

ଏଇ ଭାରତରେ

ଶିକ୍ଷାର ବିକାଶ ଲାଗି ସମଗ୍ର ଦେଶରେ ବିଭିନ୍ନ ଯୋଜନା କରାଯାଉଛି। ଏହି ଯୋଜନା କେତେଦୂର କାର୍ଯ୍ୟକାରୀ ହେଉଛି ତା’ର ବାସ୍ତବତାକୁ ପଦାକୁ ଆଣିଛି ହିମାଚଳ ପ୍ରଦେଶର ଏକ ସ୍କୁଲ୍‌। କେଉଁଠି ଅନେକ ଶ୍ରେଣୀ ଲାଗି ଜଣେ ଶିକ୍ଷକ ରହୁଥିବାବେଳେ ଏହି ସ୍କୁଲ୍‌ରେ…

ଚନ୍ଦ୍ର ଓ ସାମୁଦ୍ରିକ ଜୀବ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପୂର୍ଣ୍ଣମୀ ଜହ୍ନର ରୁପେଲି ଆଲୋକରେ ଆକାଶ ଯେତେବେଳେ ଆଲୋକିତ ହୋଇଯାଏ ସେତେବେଳେ ମୋତେ ଭାରି ଖୁସି ଲାଗେ। ଚନ୍ଦ୍ର କେମିତି ପୃଥିବୀର ଭୂମିରୂପକୁ ବଦଳାଇପାରେ ତାହା ଆମେ ଭୁଲିଯାଇଛୁ କାରଣ ଆମ ପାଖରେ ଅନେକ କୃତ୍ରିମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri