ସଭାରଙ୍କା ସାହିତି୍ୟକ
ମନ-ମାନଚିତ୍ର / ଡ. ନରହରି ବେହେରା ବର୍ଷକ ତଳୁ ଆମ ଘର ପାଖରେ କବିପ୍ରାଣ ଏବଂ ବାଗ୍ମୀପ୍ରବର ମଣିଷଟିଏ ଓ ତାଙ୍କର ଧର୍ମପନତ୍ୀ ଭଡ଼ାଘରେ ରହୁଛନ୍ତି, ତାଙ୍କ ନାମ ରଙ୍କ ଓ ଗେହ୍ଲୀ। ବୟସ ଦୃଷ୍ଟିରୁ ଆମେ ତାଙ୍କୁ ଶ୍ରଦ୍ଧାରେ ଅଜା…
ଏଇ ଭାରତରେ
ବୟସ ୧୭, କିନ୍ତୁ ବିଚାର ଅତି ଉଚ୍ଚ। ଏମିତି ଜଣେ ଝିଅ ହେଉଛନ୍ତି ହରିୟାଣାର ଦୌଲତପୁର ଗାଁ ନିବାସୀ ଅଞ୍ଜୁ ବର୍ମା। ସେ ତାଙ୍କ ପିତା ଓ ସ୍କୁଲ ଶିକ୍ଷକଙ୍କ ସହଯୋଗରେ ଖୋଲିଛନ୍ତି ‘ବୁଲନ୍ଦ ଉଡ଼ାନ’। ଏହା ମାଧ୍ୟମରେ ସ୍କୁଲରେ ଛାତ୍ରସଂଖ୍ୟା…
ଆଜିର ଅର୍ଥନୀତି/ଦୋହରା ଝଟକା
ଇରାନର ଜେନେରାଲ କାସିମ ସୋଲେମାନୀଙ୍କୁ ଆମେରିକା ଶୁକ୍ରବାର ବିମାନ ଆକ୍ରମଣ କରି ହତ୍ୟାକରିବା ପରେ ଓ୍ବାଶିଂଟନ ଓ ତେହେରାନ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହାର ଜବାବରେ କ୍ଷୁବ୍ଧ ଇରାନ ବାଗଦାଦସ୍ଥିତ ମାର୍କିନ ବିମାନଘାଟୀଗୁଡ଼ିକ ଉପରେ ଏକ ଡଜନରୁ ଅଧିକ…
ବୈଷମ୍ୟର ପାଚେରି
ନାରାୟଣ ପଣ୍ଡା ”ଈଶ୍ୱର ନାହାନ୍ତି, ଈଶ୍ୱରଙ୍କ ଅସ୍ତିତ୍ୱ ନାହିଁ। ଯେ ଈଶ୍ୱରଙ୍କୁ ସୃଷ୍ଟି କରିଛନ୍ତି ସେ ନିର୍ବୋଧ। ଯିଏ ତାଙ୍କ ମହିମା ପ୍ରଚାର କରନ୍ତି ସେ ଜଣେ ଅସାଧୁ। ଯେ ତାଙ୍କର ପୂଜା କରନ୍ତି ସେ ଅସଭ୍ୟ।“ ତାମିଲନାଡୁର ତ୍ରିଚି ସହରର…
ଆତ୍ମହତ୍ୟା: କାରଣ ଓ ନିରାକରଣ
ରମେଶ ଚନ୍ଦ୍ର ସାମଲ ଆଜିକାଲି ସମାଜରେ ବହୁ ଅପରାଧ ଘଟୁଛି। ନିଜର ସ୍ବାର୍ଥ ପାଇଁ ଅନ୍ୟର କ୍ଷତି ଓ ହତ୍ୟା କରିବା ଜଣେ ଅପରାଧୀଠାରୁ ଆଶା କରାଯାଇପାରେ, କିନ୍ତୁ ସ୍ବାର୍ଥ ପୂରଣରେ ବାଧା ଉପୁଜିଲେ ନିଜକୁ ନିଜେ ହତ୍ୟା କରିବା ବା…
ଏଇ ଭାରତରେ
ଜଣେ ରେଲଓ୍ବେ ଅଧିକାରୀ ଦାୟିତ୍ୱ ତୁଲାଇବା ସହ ଅସହାୟଙ୍କୁ ସାହାଯ୍ୟ କରି ତାଙ୍କ ସେବା ମନୋବୃତ୍ତିର ପରିଚୟ ଦେଇଛନ୍ତି। ସେ ହେଉଛନ୍ତି ଇଣ୍ଡିଆନ୍ ରେଲଓ୍ବେ ଟ୍ରାଫିକ୍ ସର୍ଭିସ୍ ଅଧିକାରୀ ସଞ୍ଜୟ କୁମାର। ଟ୍ରେନ୍ରେ ଯାଉଥିବା ଗରିବ ଯାତ୍ରୀମାନଙ୍କୁ ପ୍ରବଳ ଶୀତରୁ ରକ୍ଷା…
ପରିବେଶ ଓ ପ୍ରାଣୀଙ୍କ ଆଖି
ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଜଗତରେ ପ୍ରତ୍ୟେକ କାର୍ଯ୍ୟ ପଛରେ ଏକ କାରଣ ରହିଛି। ଗୋଟିଏ ପ୍ରାଣୀର ଆଖି କେମିତିି ହେବ ଓ କିପରି କାର୍ଯ୍ୟ କରିପାରିବ ତାହା ତା’ ଚାରିପାଖର ପରିବେଶ ସ୍ଥିର କରିବାରେ ମୁଖ୍ୟ ଭୂମିକା ନେଇଥାଏ। ଉଦାହାରଣ…
ବିଭିନ୍ନରେ ଏକତ୍ୱର ଅନୁଭବ
ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ତଥାଗତ ବୁଦ୍ଧଙ୍କୁ ଅନୁସରଣ କରୁଥିବା ଜନଗୋଷ୍ଠୀକୁ ବୌଦ୍ଧ, ପ୍ରଭୁ ଯିଶୁଖ୍ରୀଷ୍ଟଙ୍କୁ ଅନୁସରଣ କରୁଥିବା ଲୋକଙ୍କୁ ଖ୍ରୀଷ୍ଟିଆନ, ହଜରତ ମହମ୍ମଦଙ୍କୁ ଅନୁସରଣ କରୁଥିବା ଗୋଷ୍ଠୀକୁ ମୁସଲମାନ କହନ୍ତି। ସେ ଦୃଷ୍ଟିରୁ ବିଚାର କଲେ ହିନ୍ଦୁମାନେ ନିର୍ଦ୍ଦିଷ୍ଟ ଭାବରେ କାହାରିକୁ ଅନୁସରଣ…
ଅର୍ଥନୈତିକ ଆହ୍ବାନ
ଡ. ଭରତ ଝୁନ୍ଝୁନ୍ଓ୍ବାଲା ଅର୍ଥନୀତିରେ ଏବେ ଉପୁଜିଥିବା ନୈରାଶ୍ୟଜନକ ସ୍ଥିତି ଆଡ଼କୁ ବାଟ କଢାଇ ନେଇଥିବା ଅର୍ଥନୀତିଜ୍ଞମାନଙ୍କ କଥା ଯଦି ସରକାର ଶୁଣିବା ଜାରି ରଖନ୍ତି ତେବେ ଚଳିତ ନୂତନ ବର୍ଷ ଅଧିକ ସମସ୍ୟା ଦେଖାଦେବ। ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା…
ଏଇ ଭାରତରେ
ନିଜେ ପଢୁଛନ୍ତି, କିନ୍ତୁ ଟ୍ୟୁଶନରୁ ରୋଜଗାର କରି ବୁଲାକୁକୁରଙ୍କ ସେବା କରୁଛନ୍ତି ଜଣେ ଛାତ୍ରୀ। ହରିୟାଣାର ସୋନିପତ ଅଞ୍ଚଳରେ ରହୁଥିବା ଇଞ୍ଜିନିୟରିଂ ଛାତ୍ରୀ ଶେନ ଆରୋରା ବୁଲା କୁକୁରଙ୍କ ସାହାରା ପାଲଟିଛନ୍ତି। କୁକୁରଙ୍କୁ ଖାଦ୍ୟ ଦେଉଛନ୍ତି, ରୋଗରେ ପଡିଲେ ଔଷଧ ଦେଉଛନ୍ତି।…
ସମ୍ପାଦକୀୟ/ଅଷ୍ଟ୍ରେଲିଆ ନିଆଁ
ଏବେ ପୃଥିବୀ ସମ୍ମୁଖରେ ଆମେରିକା-ଇରାନ୍ ମଧ୍ୟରେ ତିକ୍ତତା ସବୁଠାରୁ ଅଧିକ ଦୃଷ୍ଟି ଆକର୍ଷଣ କରୁଛି। ବିନା କାରଣରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନ୍କୁ ଉସୁକାଇବା ପଛରେ ତାଙ୍କର ନିଜ ନିର୍ବାଚନୀ ସଫଳତା ସକାଶେ ମନ୍ଦ ଉଦ୍ଦେଶ୍ୟ ଥାଇପାରେ। ଅନ୍ୟପଟେ ସେହି…
ନଳ ଭିତରେ ଜଳ ଯୋଜନା
ତତ୍ତ୍ୱ ଓ ତର୍କ/ ବିମଳ ପାଣ୍ଡିଆ କେହି କେହି ଅବଶ୍ୟ ଦୂର ସ୍ଥାନରୁ ବୋହି ପାଣି ଆଣିବାକୁ ମହିଳାଙ୍କ ସାମାଜିକ ଭାବବିନିମୟର ଏକ ମାଧ୍ୟମ ଭାବରେ ବିବେଚନା କରିପାରନ୍ତି, କିନ୍ତୁ ଖରା, ବର୍ଷା, ଶୀତରେ ଆବୁଡ଼ାଖାବୁଡ଼ା ବାଟଦେଇ ଗରାର ବୋଝ ବୋହିବାର…
Archives


