ଏଇ ଭାରତରେ
ମେହନତି ମଣିଷ ପାଇଁ ସବୁ କିଛି ସମ୍ଭବ। ଏହିପରି ଜଣେ ମଣିଷ ହେଉଛନ୍ତି ପଟିଆଲା ଜିଲାର ଭାଦସୋଁ-୨ର ବ୍ଲକ୍ ଶିକ୍ଷା ଅଧିକାରୀ ବଲକାର କୌର। ନିଷ୍ଠାପର ଉଦ୍ୟମ ବଳରେ ସେ ବ୍ଲକ୍ର ପ୍ରାଥମିକ ସ୍କୁଲଗୁଡିକର ଛବି ବଦଳାଇ ଦେଇଛନ୍ତି। ବିନା ସରକାରୀ…
କ୍ଷୁଦ୍ର ମାନସିକତା ଦେଶ ବିରୋଧୀ
ଦିଲ୍ଲୀ ବିଧାନସଭା ନିର୍ବାଚନ-୨୦୨୦ ଫଳାଫଳ ୧୧ ଫେବୃୟାରୀରେ ପ୍ରକାଶ ପାଇଛି। ଏଥିରେ ଆମ୍ ଆଦ୍ମୀ ପାର୍ଟି (ଏଏପି) ୬୨ ଆସନ ପାଇଥିବା ବେଳେ ଭାରତୀୟ ଜନତା ପାର୍ଟି (ଭାଜପା) ମାତ୍ର ୮ ସିଟ୍ ଅକ୍ତିଆର କରିଛି। ଅନ୍ୟତମ ଜାତୀୟ ଦଳ କଂଗ୍ରେସ…
ସମର୍ପିତ ଶିକ୍ଷାସେବୀ
ଡ. ଛାୟାକାନ୍ତ ଷଡ଼ଙ୍ଗୀ ଇଂରେଜ ଶାସନ ସମୟରେ ଭାରତରେ ଆଧୁନିକ ଶିକ୍ଷାର ପ୍ରସାର ଘଟିଲା। ପ୍ରଚଳିତ କୁସଂସ୍କାରଗୁଡିକୁ ଦୂର କରିବା ପାଇଁ ଅନେକ ଉତ୍ସାହୀ ଯୁବକ ଆଗେଇ ଆସିଲେ। ମାତ୍ର ସ୍ବାମୀ ବିବେକାନନ୍ଦଙ୍କ ଦୃଷ୍ଟିଭଙ୍ଗୀ ଥିଲା ଭିନ୍ନ। ସେ କହୁଥିଲେ ଗୋଟିଏ…
ମୁଁ ହିନ୍ଦୁ, ଆତଙ୍କବାଦୀ ନୁହେଁ
ଲିପ୍ସା ପଣ୍ଡା ଆମେରିକାର ପେଣ୍ଟାଗନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପରେ ମୁସଲମାନମାନଙ୍କ ପ୍ରତି ଅତ୍ୟଧିକ କଠୋର ହୋଇପଡ଼ିଥିଲେ ତାଙ୍କ ସରକାର। ଏୟାରପୋର୍ଟରେ ‘ଖାନ୍’ ନାଁ ଶୁଣିଲେ ତ ଡ୍ରେସ୍ ଖୋଲି ତଲାସି ଆରମ୍ଭ କରିଦେଉଥିଲେ ତାଙ୍କ ସୁରକ୍ଷାକର୍ମୀ, ଯେଉଁଥିରୁ…
ପୁରୁଷ ଓ ରୋଷେଇ
ରୁଦ୍ର ପ୍ରସନ୍ନ ରଥ କିଛିଦିନ ତଳେ ଟ୍ବିନ୍ ସିଟି କମିଶନରେଟ ପୋଲିସ୍ର ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ରୋଷେଇ କରିବାକୁ ନେଇ ଗୋଟିଏ ଛୋଟିଆ ମନ୍ତବ୍ୟ ଦେଇଥିଲେ। କମିଶନରେଟ ପୋଲିସ୍ର ୧୨ଶ ପ୍ରତିଷ୍ଠା ଦିବସରେ ସେ ଯୋଗଦେଇ କହିଥିଲେ ଯେ ଯଦି…
ଏଇ ଭାରତରେ
ଲିଙ୍ଗଗତ ପ୍ରଭେଦ ଦୂର କରି ମହିଳାମାନଙ୍କୁ ବିକାଶରେ ଭାଗୀଦାରି କରିବା ଲାଗି ପ୍ରୟାସ ହେଉଛି ସତ କିନ୍ତୁ ଧାର୍ମିକ କ୍ଷେତ୍ରରେ ସେମାନଙ୍କ ପାଇଁ ଲାଗୁ ହେଉଛି ବାଛବିଚାର। ଅନେକ କ୍ଷେତ୍ରରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମହିଳାମାନଙ୍କୁ ମନ୍ଦିର ପ୍ରବେଶ ପାଇଁ ମନା…
କାହିଁକି ଦେଖେଇ ହେଉଛେ
କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଚାଇନାରେ ସରକାରୀ ତଥ୍ୟ ଅନୁଯାୟୀ ଅଦ୍ୟାବଧି ୯୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଥିବା ବେଳେ ପାଖାପାଖି ୪୦,୦୦୦ ଆକ୍ରାନ୍ତ ହୋଇଛନ୍ତି। ବିଭିନ୍ନ ଦେଶକୁ ଏହା ବ୍ୟାପିବାରେ ଲାଗିଛି। ଚାଇନାର ଏଭଳି ପରିସ୍ଥିତିରେ ଭାରତ ସହଯୋଗର ହାତ…
ଜିଡିପିରେ କରୋନା ଭାଇରସ୍
ସହଦେବ ସାହୁ ଉହାନ୍ ନାମକ ପ୍ରଦେଶ କରୋନା ଭାଇରସ୍-୨୦୧୯ (2019-nCoV)ର ଉପତ୍ତ୍ତିସ୍ଥଳ ହୋଇଥିବାରୁ ଚାଇନା ସେ ପ୍ରଦେଶଟିକୁ ପୂରାପୂରି ଘେରବନ୍ଦୀ କରିରଖିଛି, ଅନ୍ୟ ଅଞ୍ଚଳ ସହ ଏହାର ସମ୍ପର୍କ ତୁଟାଇ ଦେଇଛି। ଚାଇନାରେ ଏହା ବ୍ୟାପୁଥିବାରୁ ଚାଇନା ବି ପୃଥିବୀର ଅନ୍ୟ…
ହିଡ଼ର ମାଟି ହିଡ଼େ ନଦିଥିଲେ
ଡା. ବାସୁଦେବ ପ୍ରଧାନ ବୃତ୍ତି ପାଇଁ ଗାଁଠାରୁ ଦୂରରେ ରହୁଛି। ଭାଇ ଫୋନ୍ କରି କହିଲା କାଲି ଗାଁକୁ ଆସ। ଜମି ମାପ ହେବ। ଉପର ଜମିବାଲା କହୁଛି କୁଆଡେ ତା’ ଜମି ଆମ ବିଲକୁ ରହିଛି। ରାତିରେ ଭଲ ନିଦ…
ଆଗ ମୋବାଇଲ
ଦ୍ୱିତୀ ଚନ୍ଦ୍ର ସାହୁ ଅନେକ ଦିନ ପରେ ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲୁ। ବନ୍ଧୁ ପତ୍ନୀ ନିଜର ଏକ ବର୍ଷର ଛୁଆକୁ ଖେଳାଉଥିଲେ ମୋବାଇଲ ସାଥିରେ। ଅନ୍ଲାଇନରେ କାର୍ଟୁନ ଦେଖୁଥିଲା କଅଁଳ ବୟସର ଛୁଆ। ହଠାତ୍ କଲ୍ ଆସିଗଲା। କଥା ହେବାକୁ…
ଏଇ ଭାରତରେ
କୃଷିଋଣ ଯନ୍ତାରେ ପଡ଼ି ସର୍ବସ୍ବ ହରାଇବା ପରେ ପୁଣି ନିଜସ୍ବ ଉଦ୍ୟମରେ ସବୁକିଛି ଫେରି ପାଇ କୃଷିରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଗୁଜରାଟର ଜଣେ ଚାଷୀ। ସେ କୃଷିରେ କୌଣସି ଶିକ୍ଷା ଲାଭ କରିନାହାନ୍ତି ସତ, କିନ୍ତୁ ଅନ୍ୟମାନଙ୍କୁ କୃଷିି…
ଇଚ୍ଛା ଥିଲେ ଏଡ଼ାଇ ହେବ
ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତା’ର ନିର୍ଦ୍ଦିଷ୍ଟ ଉଚ୍ଚତାଠାରୁ କମ୍ରେ ଓହଳି ରହିବା ଏକ ଚିରାଚରିତ ଘଟଣା। ୨୦୧୮ ଅକ୍ଟୋବର ୨୭ରେ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗ ଗ୍ରାମ ନିକଟରେ ବିଦ୍ୟୁତ୍ ଆଘାତରେ ଏକାଥରକେ ୭ ହାତୀଙ୍କ ମୃତ୍ୟୁ ଘଟିବା…
Archives


