ସମ୍ପାଦକୀୟ

ଏଇ ଭାରତରେ

ଜଣେ ମହିଳା ଚାଷୀ ୧୦ ହଜାର ମହିଳାଙ୍କୁ ସଶକ୍ତ କରିବା କିଛି କମ୍‌ କଥା ନୁହେଁ। ଏମିତି ଜଣେ ମହିଳା ହେଉଛନ୍ତି ବିହାରର ମୁଙ୍ଗେର ଜିଲା ତିତିବମ୍ବର ବ୍ଲକ୍‌ ଅନ୍ତର୍ଗତ ଧାଉରି ଗାଁର ବୀଣା ଦେବୀ । ସେ ମୁଙ୍ଗେର କୃଷି…

ଆଜିର ଅର୍ଥନୀତି/ ଆତ୍ମଘାତୀ ନୀତି

ଟେଲିକମ୍‌ କମ୍ପାନୀଗୁଡିକ ଉପରେ ବାକି ଥିବା ଆଡ୍‌ଜଷ୍ଟେଡ ଗ୍ରସ୍‌ ରେଭିନ୍ୟୁ (ଏଜିଆର୍‌) ଦେୟର ପୁନର୍ଗଣନା ଲାଗି ଚେଷ୍ଟା କରିବା ଯୋଗୁ ସୁପ୍ରିମ୍‌କୋର୍ଟ ବୁଧବାର ଦୂରସଞ୍ଚାର ବିଭାଗ (ଡିଓଟି) ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ସରକାର ଟେଲିକମ୍‌…

ଆତଙ୍କବାଦ ବିରୋଧରେ ଟ୍ରମ୍ପ କାର୍ଡ

ଅରୁଣ କୁମାର ପଣ୍ଡା ପ୍ରତିରକ୍ଷା, ଶକ୍ତି, ବୈଷୟିକ ଜ୍ଞାନକୌଶଳ ଏବଂ ସଞ୍ଚାର କ୍ଷେତ୍ରରେ ପରସ୍ପର ବୁଝାମଣା ସହିତ ଉଭୟ ଦେଶ ମଧ୍ୟରେ ସୌହାର୍ଦ୍ଦ୍ୟ ବୃଦ୍ଧି ପାଇଁ ଦୃଢ ପଦକ୍ଷେପ ନେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଦେଇଥିବା ପ୍ରତିଶ୍ରୁତି ଭାରତ-ଆମେରିକା ସମ୍ପର୍କ…

ପରିବେଶ ପ୍ରହରୀ ଘରଚଟିଆ

ପୀତାମ୍ବର ରାଉତ ବିଶିଷ୍ଟ ପରିବେଶବିତ୍‌ ମହମ୍ମଦ ଦିଲ୍‌ୱାର୍‌ଙ୍କ ଉଦ୍ୟମରେ ୨୦୧୦ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଉଛି। ଘରଚଟିଆର ବୈଜ୍ଞାନିକ ନାମ ପାସୋରିଡ୍‌। ଉପତ୍ତ୍ତିସ୍ଥଳ ଭୂମଧ୍ୟସାଗରୀୟ ଅଞ୍ଚଳଠାରୁ ଆରମ୍ଭକରି ବିଟ୍ରେନ୍‌,…

ଏଇ ଭାରତରେ

ଝାଡ଼ଖଣ୍ଡର ଦୁର୍ଗମ ଗ୍ରାମାଞ୍ଚଳରେ ଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ର ଓ ପ୍ରାଥମିକ ସ୍କୁଲଗୁଡ଼ିକର ପରିବେଶ ତଥା ଶିକ୍ଷାରେ ଉନ୍ନତି ଆଣି ଆଇଏଏସ୍‌ ଅଧିକାରୀ ଆଦିତ୍ୟ ରଞ୍ଜନ ସଭିଙ୍କ ପାଇଁ ଆଦର୍ଶ ପାଲଟିଯାଇଛନ୍ତି। ପଶ୍ଚିମ ସିଂହଭୂମ ଜିଲା ଉନ୍ନୟନ ଅଧିକାରୀ ଭାବେ ନିଯୁକ୍ତି ପାଇବା…

ରାସାୟନିକ ରଙ୍ଗ ଓ କୁକୁଡ଼ା ଅଣ୍ଡା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ବହୁ ବର୍ଷ ଧରି ଆମେ କେତେକ ଜିନିଷକୁ ପସନ୍ଦ କରିବା ଓ ଅନ୍ୟଗୁଡିକୁ ନାପସନ୍ଦ କରିବାରେ ଅଭ୍ୟସ୍ତ ହୋଇଆସିଛୁ। ବେଳେବେଳେ ଏହି ପସନ୍ଦ ବା ନାପସନ୍ଦ କଥାଟା ଆଧୁନିକତା ଓ ଫ୍ୟାଶନ ନାମରେ ତରଙ୍ଗ ଭଳି…

କରୋନା ସଂକ୍ରମଣ ଓ ସହରାଞ୍ଚଳ ପରିଚାଳନା

ଅମିତାଭ କାନ୍ତ ଓ ରିଚା ରଶ୍ମି ନୋଭେଲ କରୋନା ଭାଇରସ୍‌ (କୋଭିଡ-୧୯) ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ଏହା ବିଶ୍ୱର ୧୦୦ରୁ ଅଧିକ ରାଷ୍ଟ୍ରକୁ ପ୍ରଭାବିତ କରିସାରିଲାଣି। ଏହି ମହାମାରୀର ମୂଳୋପତ୍ାଟନ ନିମନ୍ତେ ସହରାଞ୍ଚଳରେ ବସବାସ କରୁଥିବା…

ପରୀକ୍ଷାକବଳିତ ଶିକ୍ଷା

ଡ. ସୁବାସ ଚନ୍ଦ୍ର ପାତ୍ର ପ୍ର ଖ୍ୟାତ ଦିବଂଗତ ନାଟ୍ୟକାର ପ୍ରମୋଦ ତ୍ରିପାଠୀଙ୍କ ନାଟକ ‘ଶଁବାଳୁଆ’ରେ ଜଣେ ସ୍କୁଲ ଶିକ୍ଷକ ପ୍ରଧାନ ଶିକ୍ଷକଙ୍କୁ ପ୍ରଦାନ କରିଥିବା ଛୁଟି ଦରଖାସ୍ତରେ ଛୁଟିର କାରଣ ସ୍ବରୂପ ଲେଖିଥିଲେ- ମୋ ସ୍ତ୍ରୀକୁ ଅପହରଣ କରାଯାଇଛି। ଦରଖାସ୍ତର…

ଏଇ ଭାରତରେ

ବିନା ମାଟିରେ ଚାଷ ହେବା କଥା ଶୁଣିଛନ୍ତି କି? ଯଦି ନା, ତେବେ ଦିଲ୍ଲୀର ୟଶ୍‌ ବ୍ୟାସଙ୍କଠାରୁ ଶିଖନ୍ତୁ। ରାସାୟନିକ ସାର ତଥା କୀଟନାଶକ ବ୍ୟବହାର ନ କରି କେବଳ ପାଣିରେ ସ୍ମାର୍ଟ ବଗିଚାରେ ସେ ଚାଷ ଆରମ୍ଭ କରିଛନ୍ତି। ବ୍ୟସ୍ତଜୀବନରେ…

ଓଡ଼ିଆ ପାଇଁ ଲଜ୍ଜା

ଓଡ଼ିଆ, ସଂସ୍କୃତ, ତାମିଲ, ତେଲୁଗୁ, କନ୍ନଡ଼ ଏବଂ ମାଲାୟାଲମ୍‌ ଭାଷାକୁ ଭାରତରେ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। କିନ୍ତୁ ସବୁ ଭାଷାକୁ ସମାନ ଦୃଷ୍ଟିରେ ଦେଖାଯାଉ ନାହିଁ। କେନ୍ଦ୍ର ସରକାର ଏ ଦିଗରେ ପାତରଅନ୍ତର କରୁଥିବା ବିଷୟ ଏବେ ଜଣାପଡ଼ିଛି। କଂଗ୍ରେସ ଏମ୍‌ପି…

ସାଧାରଣ ଜନତାଙ୍କ ଉପରେ ନଜରଦାରି

କୁମାରସମ୍ଭବ ଶ୍ରୀବାସ୍ତବ ଭାରତ ସରକାରଙ୍କ ବିବାଦୀୟ ସୋସିଆଲ ରେଜିଷ୍ଟ୍ରି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଦାୟିତ୍ୱରେ ଥିବା ବରିଷ୍ଠ ବ୍ୟୁରୋକ୍ରାଟ ଚେତାବନୀ ଦେଇଥିଲେ ଯେ ଏତେ ବଡ଼ ଆକାରର ଏକ କେନ୍ଦ୍ରୀକୃତ ତଥା କ୍ରସ୍‌-ଲିଙ୍କ୍‌ଡ ଡାଟାବେସ ଶହେ କୋଟିରୁ ଅଧିକ ଭାରତୀୟଙ୍କ…

ଆମ ଚଳଣିର ମହକ

ଡା. ବାସୁଦେବ ପ୍ରଧାନ କରୋନା ଏବେ ସାରା ପୃଥିବୀରେ ଏକ ପ୍ରକାର ଆତଙ୍କ ଖେଳାଇଦେଇଛି। ତା’ ପାଇଁ ସ୍କୁଲ୍‌, କଲେଜ, ପରୀକ୍ଷା ବନ୍ଦ। ବିମାନଯାତ୍ରା, ରେଳଯାତ୍ରା ବନ୍ଦ। ବିଦେଶୀମାନଙ୍କୁ ଓ ପର୍ଯ୍ୟଟକମାନଙ୍କୁ ଆସିବାକୁ ବାରଣ କରାଯାଉଛି। ବଡ଼ ବଡ଼ ମଲ୍‌ରେ ବେପାରବଣିଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri