ସମ୍ପାଦକୀୟ

ଲକ୍‌ଡାଉନ୍‌ ଯଥେଷ୍ଟ ନୁହେଁ

କରୋନା ଭାଇରସ୍‌ ଭାରତରେ ୧୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ ୨୭ ଜଣଙ୍କ ଜୀବନ ନେଇଗଲାଣି। ଗତ କିଛି ଦିନ ମଧ୍ୟରେ ଏହା ଯେଭଳି ଭାବେ ବ୍ୟପିଛି, ଖୁବ୍‌ ଶୀଘ୍ର ଉତ୍କଟ ରୂପ ଧାରଣ କରିବାର ସବୁ ଆଶଙ୍କା ସୃଷ୍ଟି…

କରୋନା ବିରୋଧରେ ଯୁଦ୍ଧ-ଆମେ ଜିତିବୁ

ରଣେନ୍ଦ୍ର ପ୍ରତାପ ସ୍ବାଇଁ କରୋନାକୁ ରୋକିବା ପାଇଁ ଆସନ୍ତା ତିନି ସପ୍ତାହ ଭାରତ ସମ୍ପୂର୍ଣ୍ଣ ବନ୍ଦ ରହିବ। ବିଶ୍ୱ ଏହି ଭୂତାଣୁ ସଂକ୍ରମଣ ଯୋଗୁ ଚଳିତ ଶତାବ୍ଦୀରେ ପ୍ରଥମ ଥର ପାଇଁ ସ୍ବସ୍ଥ୍ୟଜନିତ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି। ଚାଇନାର…

ମଣିଷ ହୁଅ

  ଦ୍ୱିତୀ ଚନ୍ଦ୍ର ସାହୁ ସମସ୍ତଙ୍କ ଉପସ୍ଥିତିରେ ସାଇଁକରି ଗାଡ଼ିଟିକୁ ଚକ୍ରାକାରରେ ଘୂରେଇଲା ଜଣେ ଯୁବକ। ଆଗ ଚକ ଟିକେ ଉପରକୁ ଉଠାଇଲା ଆଉ ଆଖିବୁଜା ବେଗରେ ନିମିଷକରେ ଉଭାନ ହୋଇଗଲା। ସମସ୍ତେ ହତମ୍ବବ ହୋଇଗଲେ। ଉପସ୍ଥିତ ବୟସ୍କ ବ୍ୟକ୍ତି ଜଣକ…

ଏଇ ଭାରତରେ

କରୋନା ସଂକ୍ରମଣର ମୁକାବିଲା ଲାଗି ଭାରତରେ ୨୧ ଦିନିଆ ଲକ୍‌ଡାଉନ କରାଯାଇଛି। ଏହି ସମୟରେ ବେଙ୍ଗାଲୁରୁର ଏକ ସ୍ବେଚ୍ଛାସେବୀ ଦଳ ଲୋକମାନଙ୍କୁ ସେବା ଯୋଗାଇଦେଇ ଅନ୍ୟମାନଙ୍କୁ ଏଭଳି କରିବା ଲାଗି ବାଟ ଦେଖାଇଛନ୍ତିି। ଏହି ସଂଗଠନରେ ୩୦ ଜଣ ସଦସ୍ୟ ରହିଛନ୍ତି।…

ଭାରତରେ ଲକ୍‌ଡାଉନ୍‌ କାହିଁକି?

ଆକାର ପଟେଲ ଭାରତ କାହିଁକି ଲକ୍‌ଡାଉନରେ ରହିଛି? ଆମ ଅର୍ଥନୀତି ଅଟକିଯାଇଛି ଏବଂ ଉତ୍ପାଦନରେ କ୍ଷତି ଯୋଗୁ ମୋଟ ଘରୋଇ ଉତ୍ପାଦ ୫ ପ୍ରତିଶତରୁ ଅଧିକ ହ୍ରାସ ପାଇବାର ଆକଳନ କରାଯାଏ। ସ୍ପଷ୍ଟଭାବେ କୁହାଯାଇପାରେ ଯେ,ଆମେମାନେ ଘରେ ରହିବାର ଏକ ଭଲ…

ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଜମା ଟଙ୍କା

ନଟବର ଖୁଣ୍ଟିଆ ଭାରତ ୧୯୯୨ରେ ଉଦାରୀକରଣ ଅର୍ଥନୀତି ଗ୍ରହଣ କରିବା ପରେ ସରକାରୀ କ୍ଷେତ୍ର ବ୍ୟାଙ୍କ ପ୍ରତି ଗୁରୁତ୍ୱ ନ ଦେଇ ଘରୋଇ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହନ ଦିଆଗଲା। କୁହାଗଲା ଯେ, ବ୍ୟାଙ୍କିଙ୍ଗ ସେବା କ୍ଷେତ୍ରରେ ପ୍ରତିଯୋଗିତା ସୃଷ୍ଟିକରି ଗ୍ରାହକମାନଙ୍କୁ…

ପ୍ରେରଣାଦାୟୀ ପର୍ବତାରୋହୀ

ଇନ୍‌ହେଲର ବା ଆଘ୍ରାଣ ପାଇଁ ଔଷଧୀୟ ବାଷ୍ପ ଛାଡ଼ୁଥିବା ଉପକରଣ ନ ହେଲେ ୧୦୦ ମିଟର ଦୌଡ଼ିବା ତାଙ୍କ ସକାଶେ ଅତି କଷ୍ଟକର କାର୍ଯ୍ୟ ଥିଲା। ଶ୍ୱାସରୋଗରୁ ମୁକ୍ତି ପାଇବା ସହ ଏକ ସୁସ୍ଥ ଜୀବନ ଜିଇଁବା ପାଇଁ ସେ ପ୍ରତିଜ୍ଞା…

ଏଇ ଭାରତରେ

ଶିଶୁମାନଙ୍କ ସ୍ବାସ୍ଥ୍ୟ ଉପରେ କିଏ କେମିତି ବିଚାର କରୁଥାଆନ୍ତୁ ନା କାହିଁକି,କିନ୍ତୁ ସେମାନଙ୍କ ଲାଗି ସ୍ବାସ୍ଥ୍ୟ ଓ ପରିବେଶ ଉପଯୋଗୀ ପୋଷାକ ତିଆରି କରି ନୂତନ ଚିନ୍ତାଧାରାକୁ ପରିପ୍ରକାଶ କରିପାରିଛନ୍ତି ଚେନ୍ନାଇର ଭାଇ-ଭଉଣୀ । ଅରୁଣ କୁମାର ଓ ତାଙ୍କ ଭଉଣୀ…

ବାବୁଙ୍କ ଚାହିଦା

ଦିଲ୍ଲୀକା ବାବୁ ଦିଲୀପ ଚେରିଏନ୍‌ ଅଶ୍ୱିନୀ ଲୋହାନିଙ୍କ ଦକ୍ଷତା ଏୟାର ଇଣ୍ଡିଆରେ ପ୍ରତିପାଦିତ ହୋଇଛି। ତାଙ୍କ ପରେ ଏୟାର ଇଣ୍ଡିଆରେ ନିଯୁକ୍ତି ପାଇଥିବା ଅଧିକାରୀ ଜଣେ ଦକ୍ଷ ବ୍ୟକ୍ତି ହୋଇଥିଲେ ମଧ୍ୟ ସେ ଲୋହାନିଙ୍କ ଭଳି ନୁହନ୍ତି। ଜଣେ ବାବୁ ଭାବେ…

ଘରୋଇକରଣରେ ସୁଇଟ୍‌ହାର୍ଟ ଡିଲ୍‌

ସହଦେବ ସାହୁ ଗତ ଫେବୃୟାରୀ ଶେଷରେ ବସିଥିବା ଓଡିଶା ସରକାରଙ୍କ ୨୨ତମ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ହାଇଲେଭଲ୍‌ କ୍ଲିଅରାନ୍ସ ଅଥରିଟି)ର ୨୨ତମ ମିଟିଂରେ ଇସ୍ପାତ କ୍ଷେତ୍ରରେ ୩ଟି ପ୍ରସ୍ତାବ ଗ୍ରହଣ କରିଛନ୍ତି, ମୋଟ ୬୯୨୩.୨୬ କୋଟି ଟଙ୍କା ନିବେଶ ହେବ ଓ…

ଓଡ଼ିଆ ଭାଷା ଓ ଜାତି

ବିଜୟ ମୋହନ ମିଶ୍ର ଆଦିକବି ସାରଳା ଦାସଙ୍କଠାରୁ ଆରମ୍ଭ କରି ଅନେକ କବି ଓ ମନୀଷୀ ଓଡିଆ ଭାଷାକୁ ସମୃଦ୍ଧ କରିଛନ୍ତି। ଭାଷା ସମୃଦ୍ଧିର ଅର୍ଥ ହେଲା ଭାଷାର ଶବ୍ଦପ୍ରୟୋଗ, ଭାଷାର ବ୍ୟାକରଣ, ଭାଷାର କହିବାଶୈଳୀ ଏବଂ ଲିପି ସଂସ୍କାର। ଓଡିଆ…

ଏଇ ଭାରତରେ

ସାଧାରଣତଃ ଯୁବକମାନେ ଚାଷ ଛାଡି ଚାକିରି କରିବାକୁ ଭଲ ପାଆନ୍ତି। କିନ୍ତୁ ଜଣେ ଆଇଟି ଇଞ୍ଜିନିୟର ଚାକିରି ଛାଡି ଚାଷ କରି ଲୋକମାନଙ୍କୁ ଜୈବିକ ପରିବା ଚାଷ କରିବାକୁ ଉତ୍ସାହିତ କରୁଛନ୍ତି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ସୁରେଶ ଦେବାଙ୍ଗ। କେବଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri