ସମ୍ପାଦକୀୟ

ପାରାଙ୍କ ବୁଦ୍ଧିମତ୍ତା

ମାନେକା ଗାନ୍ଧୀ ଗାଈ ଭାରି ବୁଦ୍ଧିଆ ବୋଲି ଆମେ ସମସ୍ତେ ଜାଣିଥିବାବେଳେ ଖୁବ୍‌ କମ୍‌ ଲୋକ ପାରାର ଦକ୍ଷତା ଓ ବୁଦ୍ଧିମତ୍ତା ସମ୍ପର୍କରେ ଜାଣନ୍ତି। ପାରା ଏକ ସଙ୍ଗରେ ଅନେକ କାର୍ଯ୍ୟ କରିପାରେ। ମଣିଷଠାରୁ ବି ଅଧିକ କାର୍ଯ୍ୟ କରିପାରନ୍ତି ପାରା।…

ସଭିଏଁ ହୋଇ ଏକମୁଖ

ଶ୍ରୀ ସନ୍ନ୍ୟାସୀ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ପାଇଁ ୭ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ଏହାକୁ ୨୧ ଦିନକୁ ବୃଦ୍ଧି କରିଛନ୍ତି। ଏଥିରୁ ଜଣାପଡୁଛି ଯେ, କରୋନା ଆସନ୍ତା ଦିନମାନଙ୍କରେ କିଭଳି ବିସ୍ଫାରିତ…

ଆପେକ୍ଷିକ ସତ୍ୟର ଅସ୍ବୀକାରରେ ପରାହତ ସତ୍ୟ

ଦିଲୀପ କୁମାର ଦାଶ ୧୯୫୦ରେ ଅକିରା କୁରୋସାବାଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ରଶୋମନ ଏକ ଗୂଢ଼ ଦାର୍ଶନିକ ପ୍ରଶ୍ନ ଉଠାଇଥିଲା। ତାହା ଥିଲା, ସତ୍ୟର ପ୍ରତିଷ୍ଠାକୁ ନେଇ। ସେଥିରେ ଗୋଟିଏ ହତ୍ୟାର ବିଚାର ହେଉଥିଲା। ବିଚାରପତି ଅପରାଧ ସ୍ଥଳରେ ଉପସ୍ଥିତ ପ୍ରତ୍ୟେକ…

ଏଇ ଭାରତରେ

ମୁମ୍ବାଇର ଜଣେ ମହିଳା ନିଜସ୍ବ ଉଦ୍ୟମରେ ବର୍ଜ୍ୟବସ୍ତୁକୁ ରିସାଇକ୍ଲିଂ କରିବାରେ ଯେଭଳି ସଫଳତା ପାଇଛନ୍ତି ତାହା ନିଶ୍ଚୟ ପ୍ରେରଣାଦାୟକ। ଏହି ମହିଳାଙ୍କ ନାମ ମନୀଷା ନାର୍କେ। ତାଙ୍କୁ ବର୍ତ୍ତମାନ ବୟସ ୪୫। ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ…

କରୋନାରୁ ଶିକ୍ଷା

ପ୍ରାକୃତିକ ହେଉ ବା ମନୁଷ୍ୟକୃତ ବିପର୍ଯ୍ୟୟରୁ ମଣିଷ ବହୁ କଥା ଶିଖିଥାଏ। ଆଜି କୋଭିଡ୍‌-୧୯ ରୋଗ ଲୋକଙ୍କ ମନରେ ଭୟ ସୃଷ୍ଟି କରିଦେଇଛି। ୨୦୧୯ ଶେଷ ଆଡ଼କୁ ଚାଇନାରୁ ବାହାରିଥିବା ଏହି ଭୂତାଣୁ ଯୋଗୁ ବିଶ୍ୱରେ ଅଦ୍ୟାବଧି ୭୬,୩୧୫ ଜଣଙ୍କ ପ୍ରାଣହାନି…

ଗାନ୍ଧୀଙ୍କ ଈଶ୍ୱର

ପ୍ରଖ୍ୟାତ ବୈଜ୍ଞାନିକ ନିଉଟନ ବିଶ୍ୱାସ କରୁଥିଲେ ଯେ ଏ ସମଗ୍ର ବିଶ୍ୱର ସୃଷ୍ଟି ଏକ ସଚେତନ ମହାଶକ୍ତି ଦ୍ୱାରା ସମ୍ଭବ ହୋଇଛି। ମାତ୍ର ତାଙ୍କର ଜଣେ ବନ୍ଧୁ ନିଉଟନଙ୍କ ସହ ଏକମତ ନ ଥିଲେ। ସେ କହୁଥିଲେ ଏହି ବିଶ୍ୱକୁ କୌଣସି…

ଗୋଟିଏ ଡଙ୍ଗାରେ ସମସ୍ତେ

ସମସ୍ତ ବିଶ୍ୱବାସୀ ବର୍ତ୍ତମାନ ଗୋଟିଏ ଡଙ୍ଗାରେ ବସିଛନ୍ତି। ନଦୀର ଅଥଳ ପାଣି, ପ୍ରଖର ସ୍ରୋତକୁ ପାରିକରି ନାଆ ସୁରୁଖୁରୁରେ କୂଳରେ ଲାଗିଲେ ସମସ୍ତେ ନିରାପଦରେ ଓହ୍ଲାଇବେ। ସ୍ରୋତରେ ଥିବା ନାଆର ଯାତ୍ରା ଭୀତତସ୍ତ ହୋଇ ଏପଟସେପଟ ହେଲେ ଡଙ୍ଗା ବୁଡ଼ିଯିବାର ଭୟ…

ଏଇ ଭାରତରେ

ଚାକିରି ଛାଡି ବ୍ୟକ୍ତିଗତ ଉଦ୍ୟମରେ ଜଣେ ବ୍ୟାଘ୍ର ଅଭୟାରଣ୍ୟ ସୃଷ୍ଟି କରିପାରିବା ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି ଏକ ଅଭୟାରଣ୍ୟ ସୃଷ୍ଟି କରିଛନ୍ତି ପୂର୍ବତନ ଆଇଏଏସ୍‌ ଆଦିତ୍ୟ ସିଂ। ତାଙ୍କୁ ଏଥିରେ ସହଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ପୁନମ୍‌।…

ନିଜର ମରାମତି

କରୋନା ଭାଇରସ୍‌ ପୃଥିବୀବ୍ୟାପୀ ପ୍ରାୟ ୭୦ ହଜାର ଲୋକଙ୍କ ଜୀବନ ନେଲାଣି। ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର ବୋଲାଉ ଥିବା ଆମେରିକା ଆଜି କରୋନା ମାଡ଼ରେ ଧରାଶାୟୀ। ୬ ଏପ୍ରିଲରେ ଏହି ଲେଖା ପ୍ରସ୍ତୁତ ହେବା ବେଳକୁ ଆମେରିକାରେ ୩,୩୬,୮୫୧ ଜଣ ଲୋକ…

ରାଜନୀତିରେ ଅପରାଧୀଙ୍କ ଭିଡ଼

ବୈକୁଣ୍ଠ ନାଥ ମିଶ୍ର   ସମ୍ପ୍ରତି ଦେଶ ଏକ ଅଦ୍ଭୁତ ସ୍ଥିତିରେ ଉପନୀତ। ଶାସନ, ପ୍ରଶାସନ ଏପରି କି ନ୍ୟାୟିକ ସଂସ୍ଥା ଛୋଟ ବଡ ଅପରାଧରେ ଜଡିତ ବ୍ୟକ୍ତିମାନଙ୍କ ଦ୍ୱାରା କଳୁଷିତ ହେବାରେ ଲାଗିଛି। ୨୦୧୯ରେ ଗଠିତ ସପ୍ତଦଶ ଲୋକ ସଭାରେ…

ସହଯୋଗ ହିଁ କରୋନାକୁ ରୋକିପାରିବ

ସନ୍ଦୀପ କୁମାର ପଟ୍ଟନାୟକ କରୋନା ରୋଗ ପାଇଁ ସାରା ପୃଥିବୀରେ ଏକ ଅଭୂତପୂର୍ବ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି। ଏହାର କାରଣଗୁଡିକ ହେଲା କରୋନା ଭୂତାଣୁର ବହୁତ ଶୀଘ୍ର କାୟା ବିସ୍ତାର, ମୃତ୍ୟୁ ସଂଖ୍ୟାରେ ବୃଦ୍ଧି, ଉପଚାରର ଅଭାବ…

ଏଇ ଭାରତରେ

କୋଭିଡ-୧୯ କରୋନା ଭାଇରସ୍‌କୁ ପ୍ରତିରୋଧ କରିବା ଲାଗି ସାରା ବିଶ୍ୱ ସବୁ ବଳ ଖଟାଇ ଦେଇଛି। ହେଲେ ତାହାକୁ କାବୁ କରାଯାଇପାରୁନାହିଁ। ପ୍ରତିଦିନ ହଜାର ହଜାର ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ବିଶ୍ୱରେ ବୈଜ୍ଞାନିକମାନେ ଓଷଧ ବିକାଶ କରିବାରେ ଲାଗିଥିବାବେଳେ ଭାରତରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri