ସମ୍ପାଦକୀୟ

ଲକ୍‌ଡାଉନ୍‌ର ଉଦ୍ଦେଶ୍ୟ

ଆକାର ପଟେଲ ଭାରତ ବିଶ୍ୱରେ ସବୁଠୁ ଅଧିତ୍କ ଦିନ ଲକ୍‌ଡାଉନରେ ରହିବାକୁ ଯାଉଛି। ଲକ୍‌ଡାଉନ ସମ୍ପର୍କରେ ଲୋକମାନଙ୍କୁ ସବୁଠୁ କମ୍‌ ସୂଚନା ଦେଇ ଓ ସବୁଠୁ କମ୍‌ ପ୍ରସ୍ତୁତି ସହ ସରକାର ଏହା କରିବାକୁ ଯାଉଛନ୍ତି। ଅନେକ ରାଜ୍ୟ ଏପ୍ରିଲ ଶେଷ…

କୋଭିଡ୍‌-୧୯ ବିଶେଷଜ୍ଞ

କରୋନା ଭୂତାଣୁ ସଂକ୍ରମଣ ଯୋଗୁ ସମଗ୍ର ବିଶ୍ୱରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଲାଣି। ଭାରତରେ ଅଦ୍ୟାବଧି ୨୬୩ ଜଣଙ୍କ ମୃତ୍ୟୁ ଘଟିଛି। ଭାଇରସ୍‌ ଯେଭଳି ଅଧିକ ଲୋକଙ୍କୁ ସଂକ୍ରମିତ ନ ହେବ ସେଥିଲାଗି ଦେଶବ୍ୟାପୀ ଲକ୍‌ଡାଉନ କରାଯାଇଛି। କୋଭିଡ୍‌-୧୯…

ଅର୍ଥନୀତି ଭୁଶୁଡ଼ିବ – ସରକାର ପକେଟ ନୁହେଁ, ପେଡ଼ି ଖୋଲନ୍ତୁ

ତର୍କ ଓ ତତ୍ତ୍ୱ/ ବିମଳ ପ୍ରସାଦ ପାଣ୍ଡିଆ ରାଜନୈତିକ, ଆର୍ଥିକ ଓ ସାମରିକ ମାମଲାରେ ଆମେରିକା ପୃଥିବୀର ସବୁଠାରୁ ପ୍ରଭାବଶାଳୀ ଓ ଶକ୍ତିଶାଳୀ ଦେଶ। ଏବେ ସେହି ଦେଶରେ ସବୁଠାରୁ ଅଧିକ ‘କରୋନା’ ରୋଗୀ। କରୋନା ତ ଦାଉ ସାଧୁଛି, କିନ୍ତୁ…

ଏଇ ଭାରତରେ

ଭାରତରେ ମାନବ ଚାଲାଣ ଭଳି ଏକ ଉତ୍କଟ ସମସ୍ୟାକୁ ପ୍ରତିହତ କରିବା ଲାଗି ବାପ ଓ ଝିଅଙ୍କ ପ୍ରୟାସ ସଭିଙ୍କ ପାଇଁ ପ୍ରେରଣାଦାୟକ। ସୁନ୍ଦରବନ ଜିଲା ଗୋରାଁବୋଷ ଗାଁର ବାସିନ୍ଦା ନୀହାର ରପ୍ତାନ ଏବଂ ତାଙ୍କ ଝିଅ ଶୁଭଶ୍ରୀ ପ୍ରାୟ ୨,୫୦୦…

କରୋନା ଲଢ଼େଇର ଆଗରେ ବାବୁ

କରୋନା ମହାମାରୀ ବିରୁଦ୍ଧ ଲଢେଇରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କ ସମେତ ଦେଶର ବାବୁମାନେ ପ୍ରମୁଖ ଶକ୍ତି ଭାବେ ଉଭା ହୋଇଛନ୍ତି । ସେମାନେ କେବଳ ଖବରରେ ରହୁନାହାନ୍ତି, ବରଂ ଏହି ଅଭୂତପୂର୍ବ ସ୍ବାସ୍ଥ୍ୟ ସଂକଟକୁ ଆୟତ୍ତ କରିବା ପାଇଁ ପରଦା ପଛରେ…

କରୋନାରେ ଦାଦନ ଶ୍ରମିକ

ସତୀଶ ବିଶ୍ୱାଳ ନାଁଟି ତା’ର ଚିତା ସାହୁ। ବୟସ ୭୦ ପାଖାପାଖି। ଘର ଯାଜପୁର ଜିଲାର ଧର୍ମଶାଳା ବ୍ଲକ ମଧୁପୁରଗଡ (କୁକୁଡାଖାଳି)। କାହିଁ କେବେଠାରୁ ସ୍ବାମୀ ଆରପାରିକୁ ଚାଲିଗଲେଣି। ଚିତାର ସାହା ଭରସା କହିଲେ ତା’ର ଦୁଇ ପୁଅ। ଜମିବାଡି ସେମିତି…

ଶ୍ରୀରାମ ଓ ଆମେ

ସୁଧିରାଜ ରାଉତ ଜଣେ ବନ୍ଧୁଙ୍କ ପ୍ରଶ୍ନଟିଏ ମନେପଡୁଛି ”ପ୍ରକୃତରେ ଶ୍ରୀରାମ ଜନ୍ମ ହୋଇଥିଲେ କି? “ କହିଲି, ଏହାର ସପକ୍ଷରେ ଓ ବିପକ୍ଷରେ ଅନେକ ବିଦ୍ବାନ୍‌ ବହୁ ଉତ୍ତର ଦେଇଛନ୍ତି। ସ୍ବାମୀ ବିବେକାନନ୍ଦଙ୍କ ଉତ୍ତରଟି ଏଇଭଳି – ଆଲେକଜାଣ୍ଡର, ଚେଙ୍ଗିଜ ଖାଁ,…

ଏଇ ଭାରତରେ

କରୋନାର ମୁକାବିଲା କରିବାରେ ଉତ୍ତରାଖଣ୍ଡର ଯୁବକ ଗଣେଶ ଭଟ୍ଟଙ୍କ ଯୋଗଦାନ ପ୍ରଶଂସନୀୟ। ତେହରି ଜିଲା ଦେବପ୍ରୟାଗରେ ରହୁଥିବା ଗଶେଶ ଲକ୍‌ଡାଉନ ସମୟରେ କାର୍‌କୁ ଆମ୍ବୁଲାନ୍ସ ଭାବେ ବ୍ୟବହାର କରୁଛନ୍ତି। ସେ ଦୁର୍ଗମ ପାହାଡିଆ ଅଞ୍ଚଳରୁ ରୋଗୀମାନଙ୍କୁ ହସ୍ପିଟାଲରେ ପହଞ୍ଚାଉଛନ୍ତି। ଲକ୍‌ଡାଉନ ସମୟରେ…

ଆଜିର ଅର୍ଥନୀତି/ସର୍ବନାଶର ବାଟ

୧୪ ଏପ୍ରିଲ ପରେ କେନ୍ଦ୍ର ଏବକାର ଲକ୍‌ଡାଉନକୁ ବୃଦ୍ଧି କରିବାର ସମ୍ଭାବନା ରହିଛି। ଅନେକ ରାଜ୍ୟ ସରକାର ଏହା କରିବା ପାଇଁ କେନ୍ଦ୍ର ଉପରେ ଚାପ ପକାଉଛନ୍ତି। ଗୁରୁବାର ଓଡ଼ିଶା ସରକାର ଏପ୍ରିଲ ୩୦ ଯାଏ ଲକ୍‌ଡାଉନକୁ ବଢାଇ ଦେଇଛନ୍ତି। ଦେଶରେ…

ତାଲାବନ୍ଦୀରେ ଘରୋଇ ସହାୟିକା

ସାଧାରଣ ପର୍ବ-ପର୍ବାଣି ହେଉ ଅବା ଧର୍ମଘଟ ହେଉ, ଏହି ଦିନଗୁଡିକରେ ଘରୋଇ ସହାୟିକା ବିନା ଗୋଟିଏ ଗୋଟିଏ ଦିନ ଘର କିପରି ଚଳେ ଆମେ ସମସ୍ତେ ଅଙ୍ଗେ ନିଭେଇଛେ I ସେସବୁକୁ ବଳିଯାଇଛି ବର୍ତ୍ତମାନର କରୋନା ମହାମାରୀ ଜନିତ ତାଲାବନ୍ଦୀ ଅବସ୍ଥା…

ବଳିଦାନ ସମାପ୍ତ: କ୍ଷମା ଆରମ୍ଭ

ଜୀବନ ନାଶକାରୀ କୋଭିଡ୍‌-୧୯ର କ୍ରୋଧ ତାଣ୍ଡବଲୀଳା ମାନବ ସମାଜକୁ ଭୀଷଣ ଆଘାତ କରିଛି। ଈଶ୍ୱରଙ୍କଠାରେ ଆମର ପ୍ରାର୍ଥନା, ନିବେଦନ ମଣିଷ ସମାଜକୁ ଈଶ୍ୱର ଏହି ବିଷାକ୍ତ ମହାମାରୀ କୋଭିଡ୍‌-୧୯ର ଆକ୍ରମଣ ଓ ସଂକ୍ରମଣରୁ ରକ୍ଷା କରି ଜୀବନ ବଞ୍ଚାନ୍ତୁ। ବାଇବେଲରେ ବର୍ଣ୍ଣିତ…

ଏଇ ଭାରତରେ

କୋଭିଡ୍‌-୧୯ ଭାଇରସ୍‌ ସଂକ୍ରମଣ ସାରା ବିଶ୍ୱକୁ ସଙ୍କଟରେ ପକାଇଛି। ଦୈନିକ ହଜାର ହଜାର ଲୋକ ଏହି ସଂକ୍ରମଣରେ ଶିକାର ହେଉଛନ୍ତି ଓ ମୃତ୍ୟୁ ମୁଖରେ ପଡୁଛନ୍ତି। ଭାରତରେ ଏହା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏଥିପାଇଁ ସରକାର ଲକ୍‌ଡାଉନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri