ସମ୍ପାଦକୀୟ

ଚୋରଟିଏ ପ୍ରତି ବିଭାଗରେ

କଖାରୁ ଚୋର, କାକୁଡ଼ି ଚୋର, ଖଣି ଚୋର, ପାଣି ଚୋର, ସ୍ବାସ୍ଥ୍ୟକେନ୍ଦ୍ରର ପଥ୍ୟ ଚୋର, ସଚିବାଳୟରୁ ତଥ୍ୟ ଚୋର, ଗୋରୁ ଚୋର, ପିଲାଚୋର, ଦିଲ୍‌ ଚୋର ଆଦି କେତେ ପ୍ରକାରର ଚୋର। ପୁଣି କଥାରେ ଅଛି, ‘ନେଇଆଣି ଥୋଇ ଜାଣିଲେ ଚୋରି…

ଏଇ ଭାରତରେ

ପରିବେଶକୁ ପ୍ରଦୂଷଣ କରୁଥିବା ପ୍ଲାଷ୍ଟିକ ବ୍ୟବହାର ରୋକିବା ପାଇଁ ତାମିଲନାଡୁର ତେନିଥ୍‌ ଆଦିତ୍ୟ କଦଳୀ ପତ୍ରରେ ବିଭିନ୍ନ ବ୍ୟବହାର ଉପଯୋଗୀ ଜୈବିକ ଜିନିଷ ତିଆରି କରୁଛନ୍ତି। ସେ କୌଣସି କେମିକାଲ ବ୍ୟବହାର ନ କରି କଦଳୀ ପତ୍ରରେ ଡିସ୍‌ପୋଜେବଲ କପ୍‌, ପ୍ଲେଟ,ଏନ୍‌ଭଲପ,…

ମାରୁଛି ଗୁଜବ

କରୋନା ଭୂତାଣୁର ଜନ୍ମପୀଠ ଚାଇନାର ଉହାନ ହୋଇଥିଲେ ମଧ୍ୟ ଏହା ସମଗ୍ର ବିଶ୍ୱକୁ ବ୍ୟାପି ସାରିଲାଣି। ଭାରତରେ ୩୨୪ ଜଣଙ୍କ ଜୀବନ ଯାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୯,୦୦୦ ଅତିକ୍ରମ କରିଛି। ଦେଶର ରାଜଧାନୀ ଦିଲ୍ଲୀ ଅନ୍ୟତମ ହଟ୍‌ସ୍ପଟ୍‌ ଇଲାକା ହୋଇଥିବାରୁ…

ଆମ ଖାଦ୍ୟାଭ୍ୟାସ ଓ ପରିବେଶ

ମଣିଷଙ୍କର ଖାଦ୍ୟାଭ୍ୟାସ ଅତି ନିଆରା। ଖାଦ୍ୟାଭ୍ୟାସ ଦୃଷ୍ଟିରୁ ମଣିଷମାନେ ୪ଶ୍ରେଣୀରେ ବିଭକ୍ତ। କେବଳ ଉଦ୍ଭିଦଜାତ ଖାଦ୍ୟପଦାର୍ଥ ଖାଉଥିବା ଲୋକଙ୍କୁ ନିରାମିଷାଶୀ ବା ଶାକାହାରୀ, ସେହିଭଳି କେବଳ ପ୍ରାଣୀଜାତ ପଦାର୍ଥ ଭକ୍ଷଣକାରୀଙ୍କୁ ମାଂସାଶୀ ବା ମାଂସାହାରୀ, ଉଭୟ ପ୍ରାଣୀଜାତ ଓ ଉଦ୍ଭିଦଜାତ ଖାଦ୍ୟପଦାର୍ଥ…

ତାଲାବନ୍ଦର ପରିବେଶୀୟ ପ୍ରଭାବ

ସମ୍ପ୍ରତି ବିଶ୍ୱ ମାରାତ୍ମକ କରୋନା (କୋଭିଡ-୧୯) ଭୂତାଣୁ ସଂକ୍ରମଣ ଦ୍ୱାରା ଜର୍ଜରିତ। ପ୍ରାୟ ୨୦୦ରୁ ଅଧିକ ଦେଶକୁ ଏହି ଭୂତାଣୁ ସଂକ୍ରମଣ କବଳକୁ ନେଇସାରିଲାଣି। ସଂକ୍ରମଣ ସହ ତାଳଦେଇ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତିଷେଧକର ଅନୁପସ୍ଥିତିରେ ପ୍ରତିକାରାତ୍ମକ ପନ୍ଥା ସ୍ବରୂପ…

ଏଇ ଭାରତରେ

ମଣିଷ ଅର୍ଥ ସଞ୍ଚୟ କରେ ତା’ ଭବିଷ୍ୟତ ପାଇଁ। କିନ୍ତୁ ଏକ କୃଷକ ଦମ୍ପତି ଜୀବନ ସାରା ସଞ୍ଚୟ କରିଥିବା ଅର୍ଥକୁ ଲକଡାଉନ୍‌ ସମୟରେ ଅସହାୟମାନଙ୍କୁ ଖୁଆଇବାରେ ବ୍ୟୟ କରୁଛନ୍ତି। ପବୁରାମ ମନ୍ଦା ଓ ତାଙ୍କ ସ୍ତ୍ରୀ ମୁନି ଦେବୀଙ୍କ ଏଭଳି…

କରୋନା ମହାମାରୀ: ଆତ୍ମ ଅନୁଚିନ୍ତନର ବେଳ

ଅକ୍ଷୟ କୁମାର ଭାରତ ସମେତ ସାରା ଦୁନିଆ କରୋନା ଭୂତାଣୁଜନିତ ବିଶ୍ୱ ମହାମାରୀର ପ୍ରତିକାର କରିବା ପାଇଁ ଯୁଦ୍ଧ ଅବ୍ୟାହତ ରଖିଛି। ସମଗ୍ର ବିଶ୍ୱରେ ଏ ପର୍ଯ୍ୟନ୍ତ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଏହି ମହାମାରୀରେ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ…

ଅତୀତ ନୁହେଁ, ଆଗକୁ ଭାବ

ତଥାଗତ ସତପଥୀ କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ଓଡ଼ିଶା ସମେତ ଅଳ୍ପ କେତେକ ରାଜ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୩୦ ଯାଏ ଲକ୍‌ଡାଉନ୍‌ ଘୋଷଣା କରିସାରିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀମାନଙ୍କୁ ସୋମବାର, ୧୩ ଏପ୍ରିଲଠାରୁ କାମରେ…

ଗାନ୍ଧିଜୀଙ୍କ ଗ୍ରାମ ସ୍ବରାଜ ବନାମ କୋଭିଡ୍‌-୧୯

ନଟବର ଖୁଣ୍ଟିଆ ମହାତ୍ମା ଗାନ୍ଧୀ କେବଳ ଭାରତକୁ ବ୍ରିଟିଶ୍‌ ଶାସନରୁ ମୁକ୍ତ କରିବା ପାଇଁ ଅହିଂସା ମାର୍ଗରେ ସ୍ବାଧୀନତା ଆନ୍ଦୋଳନର ନେତୃତ୍ୱ ନେଇ ନ ଥିଲେ, ସ୍ବାଧୀନ ଭାରତର ଅର୍ଥନୈତିକ ବ୍ୟବସ୍ଥା ଏପରି ପରିଚାଳିତ ହେବା ଆବଶ୍ୟକ ଯେପରି ସମାଜରେ ବାସ…

ଧେତ୍‌ ଏ କରୋନା

ସୁଧାକର ଦାସ ସକାଳ ଛ’ଟା ହେଇନି, ଗୋଟେ ଫୋନ୍‌ ଆସି ନିଦ ଭାଙ୍ଗିଦେଲା। ଲକଡାଉନ୍‌ ସମୟରେ ଏତେ ସକାଳୁ ଇଏ କାହାର ଫୋନ୍‌? ଫୋନ୍‌ ଆଣି ଦେଖିଲା ବେଳକୁ ନମ୍ବରଟି ଅଚିହ୍ନା। ସେପଟୁ ଯେଉଁ ସ୍ବର ଶୁଣିଲି ତାହା କିନ୍ତୁ ଅପରିଚିତ…

ମଣିଷ ଶିଖୁ

ମାନସ ରଂଜନ ବିଶ୍ୱାଳ ଆଖିକୁ ଦେଖାଯାଉ ନ ଥିବା ଏକ ଭୂତାଣୁର ପ୍ରଭାବ ନିକଟରେ ସମଗ୍ର ବିଶ୍ୱ ଅସହାୟ। ଗୋଟିଏ ଝଟକାରେ ମାଟିରେ ମିଶିଗଲା ମଣିଷ ଜାତିର ସବୁ କଳ, ବଳ, କୌଶଳକୁ ନେଇ ଯେତେସବୁ ଆତ୍ମବଳ ଓ ଅହଂକାର। ଅତ୍ୟାଧୁନିକ…

ଏଇ ଭାରତରେ

ପରିବେଶକୁ ଭଲ ପାଇ ସାରା ଜୀବନ ତା’ ସୁରକ୍ଷାରେ ନିଜକୁ ସମର୍ପିତ କରୁଥିବା ବ୍ୟକ୍ତି ଖୁବ୍‌ କମ୍‌ ଦେଖିବାକୁ ମିଳନ୍ତି। ଏମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡର ସେଜା ଉର୍‌ହା ଅନ୍ୟତମ। ମସୁରିରେ ସେ ୧୧୦ ଏକର ପଡିଆ ଜମିକୁ ଜଙ୍ଗଲରେ ପରିଣତ କରିଦେଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri