ଏଇ ଭାରତରେ
ଲକ୍ଡାଉନରେ ଗରିବ ଓ ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଲୋକମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ବେଙ୍ଗାଲୁରୁର ସୁମିତି କୌର। ଏହି ସମୟରେ ପନିପରିବା ଆବଶ୍ୟକତାକୁ ଲକ୍ଷ୍ୟ କରି ସୁମିତି ଲୋକମାନଙ୍କୁ ତାହା ଯୋଗାଇ ଦେଉଛନ୍ତି। ୨୦୧୨ରୁ ଓକିଲାତି ଛାଡ଼ି…
ଆମ ଉପରେ ନିର୍ଭର
କରୋନା ଭାଇରସ୍ ଯୋଗୁ ଭାରତରେ ଲକ୍ଡାଉନ ହୋଇଛି। ଦୀର୍ଘଦିନ ଧରି ଲୋକେ ଘରେ ରହିଛନ୍ତି। କଳକାରଖାନା ଚାଲୁ ନ ଥିବା ବେଳେ ଅର୍ଥନୈତିକ କାର୍ଯ୍ୟକଳାପ ସ୍ଥାଣୁ ପାଲଟିଯାଇଛି। କାମ ନ ପାଇ ଲୋକେ ହଇରାଣ ହରକତ ହେଉଛନ୍ତି। ଅନେକ ସ୍ଥାନରେ ଖାଦ୍ୟ…
ତାଲା-ବନ୍ଦର ପୀଡ଼ା ଆହୁରି ଅଛି
ବିମଳ ପାଣ୍ଡିଆ ଅନ୍ତର୍ଜାତୀୟ ବ୍ୟାଙ୍କ ‘ବର୍କଲେ’ର ଅନୁମାନ ଅନୁସାରେ କୋଭିଡ୍ ମହାମାରୀକୁ ରୋକିବା ପାଇଁ ନିଆଯାଇଥିବା ‘ଲକ୍-ଡାଉନ’ କାରଣରୁ ଭାରତର ଜିଡିପିରେ ୮.୧%ର ମାଡ଼ ପଡ଼ିବାକୁ ଯାଉଥିବା ବେଳେ ସୋନପୁର ଜିଲାର ଗୌଡ଼ଗାଁର ତରଭୁଜ ଚାଷୀ ଅଚ୍ୟୁତ ଭୋଇ କିନ୍ତୁ ଲାଭପାଇବେ…
ପିତା-ପୁତ୍ର ସମ୍ପର୍କ
ଡ. ନିଖିଳାନନ୍ଦ ପାଣିଗ୍ରାହୀ “ବାପା ଓ ପୁଅ ମଧ୍ୟରେ ସବୁବେଳେ କଠିନ ପ୍ରତିଯୋଗିତା ଚାଲିଥାଏ; ଜଣେ କ୍ଷମତା ସକାଶେ ଲକ୍ଷ୍ୟ ରଖିଥିବା ବେଳେ ଅନ୍ୟ ଜଣକ ସ୍ବାଧୀନତା ପାଇଁ ଚେଷ୍ଟାକରେ।“ -ସାମୁଏଲ ଜନ୍ସନ (ସୁପରିଚିତ ନାମ-ଡକ୍ଟର ଜନ୍ସନ, ୧୭୦୯-୧୭୮୪)। ବ୍ରିଟିଶ ଲେଖକ…
ଏଇ ଭାରତରେ
ଭାରତରେ କୋଭିଡ୍-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ବିଭିନ୍ନ ଆହ୍ବାନର ସମ୍ମୁଖୀନ ହେଉଛି। ବିଶେଷକରି କରୋନା ବିରୁଦ୍ଧରେ ଲଢ଼େଇ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପର୍ସନାଲ ପ୍ରୋଟେକ୍ଟିଭ୍ ଇକ୍ୟୁପ୍ମେଣ୍ଟ ( ପିପିଇ) କିଟ୍ର ଅଭାବ ରହିଛି। ଏଥିପାଇଁ…
ଭୟ କାହାକୁ
ବିଭିନ୍ନ ଜାତୀୟ ଗଣମାଧ୍ୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୯ ଜଣ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନ୍ଫରେନ୍ସ ଜରିଆରେ ସୋମବାର, ୨୭ ଏପ୍ରିଲ୍ରେ ଆଲୋଚନା ହୋଇଥିଲା। ଏଥିରୁ ଶୁଣିବାକୁ ମିଳିଛି ଯେ କେତେଜଣ ମୁଖ୍ୟମନ୍ତ୍ରୀ ଲକ୍ଡାଉନ୍ ଅବଧିକୁ ମେ’ ୩ରୁ ଆହୁରି…
ଗ୍ରାମ୍ୟ ଶିଳ୍ପାୟନ ମାଧ୍ୟମରେ ନିଯୁକ୍ତି ସୃଷ୍ଟି
ଅମରେନ୍ଦ୍ର ଦାସ କରୋନାରେ ସମଗ୍ର ବିଶ୍ୱ ବ୍ୟାପକ ଭାବରେ ପ୍ରଭାବିତ ହେଉଥିବା ସମୟରେ ଏହା ଅନେକ ନୂତନ ସମ୍ଭାବନାର ଆଶା ସଞ୍ଚାର କରିଛି। ଏହି ସୁଯୋଗକୁ ଆମ ରାଜ୍ୟ ହାତଛଡା କରିବା ଉଚିତ ନୁହେଁ। କାରୋନା ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଅନିଶ୍ଚିତତା…
ଅମାନିଆଙ୍କୁ କଠୋର ଦଣ୍ଡ ମିଳୁ
ଡ. ମନୋରଞ୍ଜନ ପ୍ରଧାନ ମହାମାରୀ କୋଭିଡ୍-୧୯ ବିଶ୍ୱରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଏହା ଆଗରେ ଶକ୍ତିଶାଳୀ ଯୁକ୍ତରାଷ୍ଟ୍ର ଆମେରିକା ସମେତ ଜର୍ମାନୀ, ସ୍ପେନ୍, ଇଟାଲୀ, ଫ୍ରାନ୍ସ, ବ୍ରିଟେନ୍ ଭଳି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ବଳଶାଳୀ ଓ ବିତ୍ତଶାଳୀ ରାଷ୍ଟ୍ରମାନେ…
ମାନବ ସଭ୍ୟତା ପାଇଁ ସତର୍କଘଣ୍ଟି
ଅକ୍ଷୟ କୁମାର ବଡ଼ସେଠ ସମୟକ୍ରମେ ମାନବ ସଭ୍ୟତା ସଂପ୍ରତି ବିଜ୍ଞାନ ଯୁଗରେ ପଦାର୍ପଣ କରିଛି। ମନୁଷ୍ୟ ଆଜି ନୂତନ ଜ୍ଞାନ କୌଶଳର ପ୍ରୟୋଗ କରି ବହୁତ କିଛି ସଫଳତା ପାଇଛି ସତ କିନ୍ତୁ ମନୁଷ୍ୟକୃତ ଗୋଟାଏ ଗୋଟାଏ ସାଧାରଣ ଭୁଲ୍ ଏ…
ଏଇ ଭାରତରେ
ସମୟଚକ୍ରରେ ଜଣେ ନିଷ୍ଠାପର ମଣିଷକୁ ତା’ ଶ୍ରମର ସ୍ବୀକୃତି ମିଳେ । ସେହି ବ୍ୟକ୍ତି ଜୀବନର ପ୍ରତୀକ୍ଷିତ ଲକ୍ଷ୍ୟ ହାସଲ କରେ। ଏମିତି ଲକ୍ଷ୍ୟସ୍ଥଳରେ ପହଞ୍ଚିଥିବା ଜଣେ ବ୍ୟକ୍ତି ହେଉଛନ୍ତି କେରଳର ଅଜିତ। ଦଶମ ପାସ୍ ପରେ ଅଜିତ ମାଛ ବିକି,…
ନୂତନତ୍ୱର ସ୍ଥାନ ନାହିଁ
କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଭାରତୀୟ ଅର୍ଥନୀତି ଘୋର ପ୍ରଭାବିତ ହୋଇଛି। ଲକ୍ଡାଉନ ଉଠିବା ପରେ ତତ୍କ୍ଷଣାତ୍ ଏଥିରେ ସୁଧାର ଆସିବ ବୋଲି ଆଶା କରାଯାଉ ନାହିଁ। ଆଗକୁ କିଭଳି ପଦକ୍ଷେପ ନେଲେ ଭାରତୀୟ ଅର୍ଥ ବ୍ୟବସ୍ଥା ସୁଦୃଢ଼ ହୋଇପାରିବ ସେଥିଲାଗି…
ଗବେଷଣାକୁ ଅଣଦେଖା
କୁମାରସମ୍ଭବ ଶ୍ରୀବାସ୍ତବ/ ନୀତିନ ସେଠୀ ବିଶ୍ୱରେ କୋଭିଡ୍-୧୯ ମହାମାରୀର ପ୍ରଭାବକୁ କମ୍ କରିବା ପାଇଁ ମେ’ ୩ ଯାଏ ଲକ୍ଡାଉନ ବୃଦ୍ଧିକରାଯାଇଛି। ତେବେ ଏହି ଲକ୍ଡାଉନର ଭିତିରି କଥା ହୁଏତ ଖୁବ୍ କମ୍ ଜାଣିଥିବେ। କୋଭିଡ-୧୯ ମୁକାବିଲା କରିବା ଲାଗି ନିଜକୁ…
Archives


