ଏଇ ଭାରତରେ
ଲକ୍ଡାଉନ୍ ସମୟରେ ଦେଶର ପ୍ରାୟ ସବୁ ହସ୍ପିଟାଲରେ ରୋଗୀମାନଙ୍କ ନିକଟରେ ରହୁଥିବା ଲୋକମାନେ ଖାଦ୍ୟ ପାଇବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଙ୍ଗାଲୁରର ଏକ ହସ୍ପିଟାଲରେ ଏଭଳି ସମସ୍ୟାକୁ ଦୂର କରିବା ଲାଗି ଆଗେଇ ଆସିଛନ୍ତି ସୟଦ ଗୁଲାବ। ରାଜୀବ ଗାନ୍ଧୀ…
ଶୁଣିବ ବା କିଏ
ଭାରତର ବିଭିନ୍ନ ରାଜ୍ୟର ବାସିନ୍ଦା ଯେଉଁମାନେ ବାହାରେ କାମ କରୁଥିଲେ, ଏତେ ଡେରିରେ ସେମାନଙ୍କୁ ଏବେ ଫେରାଇଲା ବେଳକୁ ନାହିଁ ନ ଥିବା ଅସୁବିଧା ଦେଖାଦେଲାଣି। ଯେତେବେଳେ ଜନତା କର୍ଫ୍ୟୁ ଘୋଷଣା କରାଗଲା, ସେତେବେଳେ ଡ୍ରାମା ପରିବର୍ତ୍ତେ ଯଦି ବାସ୍ତବ ଦିଗକୁ…
କୃଷି ଓ କୃଷକକୁ ମୁକ୍ତ କର
ନଟବର ଖୁଣ୍ଟିଆ କରୋନା ଭୂତାଣୁ ଚାଇନାର ଉହାନ ସହରରୁ ଗତବର୍ଷ ଡିସେମ୍ବରରେ ଜନ୍ମନେଇ ଆଜି ସାରା ବିଶ୍ୱରେ ତା’ର କାୟାବିସ୍ତାର କରି ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଛି । ଚାଇନାଠାରୁ ଆରମ୍ଭ କରି ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ…
ଗାଁ ମହମହ ବାସୁଛି
ସଂଗ୍ରାମ କେଶରୀ ପୃଷ୍ଟି ଅଧରାତିରେ ଦାଣ୍ଡ ଦରଜାରେ ଠକ୍ଠକ୍ ଶବ୍ଦ ପରିବାର ଲୋକଙ୍କ ନିଦ ଭାଙ୍ଗିଦେଲା। ନିଶାର୍ଦ୍ଧ କରୋନା ରାତିରେ ଖେଳିଗଲା ଏକ ଅଜଣା ଆତଙ୍କ। ଏତେ ରାତିରେ କିଏ ଆଉ ହୋଇପାରେ! ଚୋର ତସ୍କର ନା ଭୂତପ୍ରେତ? ଧେତ୍, ସେସବୁ…
ଏଇ ଭାରତରେ
ଜଣେ ରାଜସ୍ବ ସେବା ଅଧିକାରୀ ପ୍ରକୃତିକୁ କେତେ ଭଲ ପାଆନ୍ତି ତାହା ତାଙ୍କ କାର୍ଯ୍ୟରୁ ସ୍ପଷ୍ଟ ହୋଇଛି। ୧୯୮୬ ବ୍ୟାଚ୍ର ଭାରତୀୟ ରାଜସ୍ବ ସେବା (ଆଇଆର୍ଏସ୍) ଅଧିକାରୀ ପତଞ୍ଜଳି ଝା ନିଜସ୍ବ ଉଦ୍ୟମରେ ଗତ ୨୦ ବର୍ଷ ମଧ୍ୟରେ ୧୦୦ ଏକର…
ଆଜି ମାରୁଛି ବିମୁଦ୍ରୀକରଣ
ଭାରତ ସରକାରଙ୍କ ଦ୍ୱାରା ଜାରି ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଘୋଷଣା ସହିତ କେତେକ କଟକଣାକୁ କୋହଳ କରାଯାଇଛି। ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ଆଣିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଏହି ପରିପ୍ରେକ୍ଷୀରେ ୩ ମେ’ରେ ଭାରତୀୟ ଶିଳ୍ପ…
ଲକ୍ଡାଉନ୍ ଓ ପ୍ରବାସୀ ଶ୍ରମିକଙ୍କ ସମସ୍ୟା
ଭାଲଚନ୍ଦ୍ର ଷଡ଼ଙ୍ଗୀ କରୋନା ଭୂତାଣୁର ବର୍ଦ୍ଧିତ ସଂକ୍ରମଣକୁ ରୋକିବା ନାଁରେ ପ୍ରଧାନମନ୍ତ୍ରୀ ଗତ ମାର୍ଚ୍ଚ ୨୪ ମଧ୍ୟରାତ୍ରିରୁ ସାରା ଦେଶରେ ଯେଉଁ ଲକ୍ଡାଉନ୍ ଘୋଷଣା କରିଛନ୍ତି ତାହାରି ଫଳରେ ଦେଶର କୋଟି କୋଟି ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗଟି ସ୍ପଷ୍ଟ ଭାବେ ସାମ୍ନାକୁ…
କରୋନା କାହା ପାଇଁ
ତ୍ରିଲୋଚନ ସାହୁ ସମଗ୍ର ବିଶ୍ୱ ଏବେ କରୋନା କବଳରେ। ପ୍ରତି ଦେଶର ରାଷ୍ଟ୍ର ମୁଖ୍ୟ କରୋନା ପାଇଁ ଚିନ୍ତିତ। ଦେଖୁ ଦେଖୁ ଆଖି ପିଛୁଳାକେ ହଜାର ହଜାର ଜନତା ଏହି ରୋଗ କବଳରେ କବଳିତ ହେଉଛନ୍ତି। ପୁଣି ଏହି ରୋଗର କୌଣସି…
ଏଇ ଭାରତରେ
ନିଷ୍ଠାପର ଉଦ୍ୟମ ବଳରେ ଯେ ଲକ୍ଷ୍ୟ ହାସଲ କରିବା ସହଜ ହୋଇଥାଏ , ଯାହାର ଚାକ୍ଷୁଷ ପ୍ରମାଣ ମିଳିଛି କେରଳର ସିନତ କୋକ୍କୁରଙ୍କ ଜୀବନରେ। ସେ ମହିଳା ଚାଷୀମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ମାତ୍ର ୫ ବର୍ଷ ମଧ୍ୟରେ ସେ ଗାଁର…
ନିତି ନୀତି ପରିବର୍ତ୍ତନ
ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ର ଅବଧି ୪ ମେ’ରୁ ୧୭ ମେ’ ଯାଏ ରଖାଯାଇଛି। ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା ତାଲାବନ୍ଦ ଯୋଗୁ ଭାରତସାରା ଦେଖାଦେଇଥିବା ଶ୍ରମିକ ଅଶାନ୍ତି ଥମୁ ନାହିଁ। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରବାସୀମାନେ ସେମାନଙ୍କ ନିଜ…
କରୋନା ଓ ମାଂସାହାର
ଡ. ପ୍ରଫୁଲ୍ଲ କୁମାର ସାହୁ ମହାମାରୀ କରୋନାରେ ସମଗ୍ର ବଶ୍ୱର ପ୍ରାୟ ସବୁ ଦେଶର ଲୋକ ଏବେ ଗୃହବନ୍ଦୀ। କୁହାଯାଉଛି ଅସତର୍କ ଚାଇନାବାସୀଙ୍କ ବିକୃତ ଖାଦ୍ୟାଭ୍ୟାସରୁ ଏହାର ସୃଷ୍ଟି। ସାଧାରଣତଃ ଚାଇନା ଲୋକଙ୍କ ଖାଦ୍ୟ ଥାଳିରେ ଦେଖିବାକୁ ମିଳେ ବିଭିନ୍ନ କିମ୍ଭୁତକିମାକାର…
ତାଲାବନ୍ଦ ସମସ୍ତଙ୍କ ପାଇଁ ସମାନ ନୁହେଁ
ଡ. ସନ୍ତୋଷ କୁମାର ମହାପାତ୍ର ଦିନକୁ ଦିନ କରୋନା ସମ୍ପର୍କିତ ଖବର ଶୁଣିଲା ବେଳକୁ ମନରେ ଆଶଙ୍କା ସୃଷ୍ଟି ହେଉଛି। ବିଶ୍ୱରେ ବିଭିନ୍ନ ଦେଶରେ ତାଲାବନ୍ଦ ବା ଲକ୍ଡାଉନ, ବିଭିନ୍ନ ପ୍ରକାର ଅଙ୍କୁଶ ସତ୍ତ୍ୱେ କରୋନାକୁ ନିୟନ୍ତ୍ରଣ କରାଯାଇପାରିନାହିଁ। କରୋନା ସଂକ୍ରମଣ…
Archives


