ୟୁପିରେ ଅଦଳବଦଳ
ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍ର ୧୮ ଜଣ ଯୁବ ଆଇଏଏସ୍ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ ମାଜିଷ୍ଟ୍ରେଟ ପଦବୀକୁ ବଦଳି କରିଛନ୍ତି। ସେମାନଙ୍କୁ ପ୍ରଥମ ଥର ପାଇଁ ବଡ଼ କ୍ଷେତ୍ରଗତ…
ଏଇ ଭାରତରେ
ଟ୍ରେନ୍ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ ୨୦୨୫ରେ ଏହି ହସ୍ପିଟାଲ ଆରମ୍ଭ କରାଯାଇଥିଲା। ଏହା ଏକ ପୁରୁଣା ଡବାରେ ଚାଲିଛି…
ଆଚରଣ-ଉଚ୍ଚାରଣରେ ପ୍ରଭେଦ
ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ ସନ୍ତୁଳନ ଓ ସମନ୍ବୟ ରହିବା ଆବଶ୍ୟକ। ଭାରତୀୟ ଦର୍ଶନରେ ଏହାକୁ ‘ଆଚରଣ’ (ପଦକ୍ଷେପ…
ଦୋଷ କୁମ୍ଭାରର ନା ମାଟିର
ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ ନେଇ ନାହିଁ। କାଳେ ମୂର୍ଖ ହୋଇଯିବ। ଦୃଷ୍ଟ ହୋଇଯିବ। ଛାଡି ନାହିଁ ବୋଲି…
ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି
ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ। ବିଶ୍ୱରେ ଏବେ ଜନସଂଖ୍ୟାରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ହେବା ସହ ଅର୍ଥନୀତିକୁ ନେଇ…
ଏଇ ଭାରତରେ
ତ୍ରିପୁରାର ଏକ ଛୋଟ ସହର ଖୋଓ୍ବାଇ। ୧୫ ଓ୍ବାର୍ଡବିଶିଷ୍ଟ ଏହି ସହରର ବର୍ଜ୍ୟ ପରିଚାଳନା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମ୍ୟୁନିସିପାଲିଟି ନୁହେଁ, ବରଂ ଏକ ସୋସାଇଟିର ପରିମଳ କର୍ମଚାରୀ ବର୍ଜ୍ୟ ପରିଚାଳନା କରୁଛନ୍ତିି, ଯାହାର ନେତୃତ୍ୱରେ ରହିଛନ୍ତି ୩୯ ବର୍ଷୀୟା ପିଙ୍କି…
ଇଥାନଲ୍ ଓ ଇ୨୦ ଇନ୍ଧନ
ଆମ ପୁରାଣରେ ଦେବଲୋକରେ ଆନନ୍ଦ ଅନୁଭବ ପାଇଁ ସୁରା ପାନକରିବା କଥା ଉଲ୍ଲେଖ ଅଛି I ଉକ୍ତ ସୁରା ବା ମଦ୍ୟ ଅନ୍ୟ କିଛି ନୁହେଁ, ବରଂ ବିଜ୍ଞାନ ଆଖିରେ ଏହା ଇଥାଇଲ୍ ଆଲ୍କହଲ ବା ଇଥାନଲ୍ ମିଶ୍ରିତ ପାନୀୟ। ତେଣୁ…
ଜାତୀୟ ସୁରକ୍ଷା
ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଗଣତାନ୍ତ୍ରିକ ଦେଶ। ଏହାର ଭୌଗୋଳିକ ଅବସ୍ଥିତି ଓ ବିସ୍ତୃତି, ବହୁଭାଷିକ ଓ ବହୁଧର୍ମୀୟ ସମାଜ,ପଡ଼ୋଶୀ ଦେଶଗୁଡ଼ିକ ସହ ଲାଗି ରହିଥିବା ସୀମା ବିବାଦ ଏବଂ ବଦଳୁଥିବା ବୈଶ୍ୱିକ ଶକ୍ତି ସନ୍ତୁଳନ ଭାରତର ଜାତୀୟ ସୁରକ୍ଷାକୁ ଅତ୍ୟନ୍ତ…
ସମୟଚକ୍ରରେ ସଭ୍ୟତା
ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ ଦାରିଦ୍ର୍ୟରୁ ସମୃଦ୍ଧି ଆଡ଼କୁ ଅଗ୍ରସର ହେଲା। ଜ୍ଞାନୋଦୟର ଆଶାବାଦ, ହେଗେଲ୍ଙ୍କ ଦର୍ଶନ, ମାର୍କ୍ସଙ୍କ…
ଏଇ ଭାରତରେ
ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି। ସେମାନେ କୌଣସି ସ୍ଥାନରେ ଆଶ୍ରୟ ନେଇପାରୁ ନାହାନ୍ତି କିମ୍ବା ଖାଇବାକୁ ପାଉନାହାନ୍ତି। ଫଳରେ…
ପଦବୀ ନୁହେଁ କ୍ଷମତା
ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା ସମାନ ଅଧିକାର ଓ ସମାନ ସୁଯୋଗ ପ୍ରଦାନ କରିଛି। ଏହି ସାମ୍ବିଧାନିକ ଆଦର୍ଶର…
ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ
ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍ ଓଏଏସ୍ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ସେତେବେଳେ ଏହି ଘଟଣା ଘଟିବା ପରେ ପରେ ଏକ…

