ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହରରେ ବେଙ୍ଗାଲୁରୁର ସତ୍ୟ ଶଙ୍କରନ୍‌ଙ୍କ କର୍ତ୍ତବ୍ୟନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ସେ ସାଇକେଲ ଚଳାଇ ବରିଷ୍ଠ ନାଗରିକ ଏବଂ କୋଭିଡ୍‌-୧୯ ପୀଡ଼ିତଙ୍କ ନିକଟରେ ଖାଦ୍ୟ, ଓଷଧ ଏବଂ ଅନ୍ୟ ଅତ୍ୟାବଶ୍ୟକ ଜିନିଷ ପହଞ୍ଚାଉଛନ୍ତି। ଏହି ଅଭିଯାନକୁ ବ୍ୟାପକ କରିବା ଲାଗି ସେ ଏକ ଟିମ୍‌ ଗଠନ କରିଛନ୍ତି। ଏଥିତ୍ରେ ବିଭିନ୍ନ ସହରରୁ ୬୦୦ ସ୍ବେଚ୍ଛାସେବୀ ଯୋଗ ଦେଇଛନ୍ତି। ଏମାନଙ୍କୁ କୁହାଯାଉଛି ଭଲ୍ୟୁଣ୍ଟିୟର ସାଇକ୍ଲିଷ୍ଟ। ସତ୍ୟ ଏବଂ ତାଙ୍କ ଟିମ୍‌ ସାଇକେଲରେ ଦିନକୁ ୧୦୦ରୁ ଊର୍ଦ୍ଧ୍ୱ କୋଭିଡ୍‌ ରୋଗୀ ଓ ବରିଷ୍ଠ ନାଗରିକଙ୍କୁୁ ଜିନିଷ ଯୋଗାଉଛନ୍ତି। ସତ୍ୟଙ୍କ ଟିମ୍‌ର ଉକ୍ତ ରିଲିଫ୍‌ ରାଇଡର୍‌ମାନେ ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ମୁମ୍ବାଇ, ହୁବଲି-ଧରଓ୍ବାଡ, ସିଲଭାସା, ଗୁଆହାଟୀ, ଗୁରୁଗ୍ରାମ, ଜୟପୁର ଏବଂ ବେଲାଗାଭି ଆଦି ୧୦ଟି ସହରରେ ଖାଦ୍ୟ, ଓଷଧ ଏବଂ ଅନ୍ୟ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦେଉଛନ୍ତି। ସେମାନେ ଓଷଧ ଓ ଜିନିଷ ଡେଲିିଭରି କରିବା ସମୟରେ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଉପରେ ଧ୍ୟାନ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡ ରାଞ୍ଚି ଅନ୍ତର୍ଗତ କୋଟଓ୍ବାଲି ଥାନା ଅଞ୍ଚଳରେ ଏକ ଅଜବ ଘଟଣା ସାମ୍‌ନାକୁ ଆସିଛି। ଜଣେ ବାଳକଙ୍କ ଅନ୍ତିମ ସଂସ୍କାର ଶେଷ କରିବା ପରେ ସେ...

ବିପ୍ଳବୀ ବୀର ସୁରେନ୍ଦ୍ର ସାଏ

ଅକ୍ଷୟ କୁମାର ରାଉତ ଇତିହାସ ପୃଷ୍ଠାରେ ଦେଶ, ଜାତି ପାଇଁ ସଂଗ୍ରାମ କରିଥିବା ବହୁ ବୀର ପୁରୁଷଙ୍କ ବୀରତ୍ୱର ଗରିମା ଦେଖିବାକୁ ପାଉ। ଭାରତମାତା ତା’ର...

ଉଦ୍ୟୋଗୀ ବୁଷ୍ଟର

ଇଂଲିଶ ଭାଷାରେ ଦୁର୍ବଳତା ତାଙ୍କୁ ଦୁଇ ଥର ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅକୃତକାର୍ଯ୍ୟ କରାଇଥିଲା। ଏହି ବିଫଳତା ସତ୍ତ୍ୱେ ସେ ପଢ଼ାରୁ ଇସ୍ତଫା ଦେଇ ନ...

ଏଇ ଭାରତରେ

ଖୁସି ରହିବା ପାଇଁ ପାଠ ପଢ଼ିବାକୁ ହେବ। ଏମିତି କଥା ଶୁଣି ବିଶ୍ୱାସ ହେଉନାହିଁ କି! ହେଲେ ଏବେ ଏମିତି ଏକ ସ୍ବତନ୍ତ୍ର ଧରଣର ପାଠ୍ୟକ୍ରମ...

ସମ୍ପାଦକୀୟ/ ନୂଆ ଯୁଗର ଡ୍ରୋନ୍‌

ବିଶ୍ୱର ସର୍ବବୃହତ୍‌ ତୈଳ ଉତ୍ପାଦକ ସୌଦି ଆରବର କମ୍ପାନୀ ‘ସୌଦି ଆରାମ୍‌କୋ’ର ଦୁଇଟି ତୈଳ କୂପ ଉପରେ ୟେମେନୀ ବିଦ୍ରୋହୀ ଗୋଷ୍ଠୀ ୧୪ ସେପ୍ଟେମ୍ବରରେ ଡ୍ରୋନ୍‌...

ଦେବାରେ ଆନନ୍ଦ

ପ୍ରକାଶ ତ୍ରିପାଠୀ ସନ୍ଥ କବିରଙ୍କ ଭାଷାରେ ଯଦି ଘରକୁ ଅଧିକ ଟଙ୍କା ଓ ଡଙ୍ଗାଭିତରକୁ ଅଧିକ ପାଣି ଆସେ ତେବେ ତାହାକୁ ଦୁଇ ହାତରେ ତୁରନ୍ତ...

ନୂତନ କୃଷି ବ୍ୟବସ୍ଥା

ରାଜ୍ୟ ସଭାରେ ୨୦ ସେପ୍ଟେମ୍ବରରେ କୃଷି ଓ କୃଷକ ସଂକ୍ରାନ୍ତ ୨ଟି ବିଲ୍‌ ଗୃହୀତ ହୋଇଯାଇଛି। ସେଗୁଡିକ ହେଲା-ଦି ଫାର୍ମର୍ସ ପ୍ରଡ୍ୟୁସ ଟ୍ରେଡ ଆଣ୍ଡ କମର୍ସ(ପ୍ରମୋଶନ...

କଳାହାଣ୍ଡି ବିକାଶରେ ଶିକ୍ଷା

ଡ. ଜୟଦେବ ସାହୁ ଶିକ୍ଷା ହିଁ ପ୍ରଗତିର ଚାବିକାଠି। ଶିକ୍ଷା ମାଧ୍ୟମରେ ସମାଜରେ ନବଜାଗରଣ ଆସେ। ସମାଜର ଅନ୍ଧବିଶ୍ୱାସ, କୁସଂସ୍କାର ପ୍ରଭୃତି ଅହିତକାରୀ କୁପ୍ରଥା ଦୂର...

Advertisement
Archives

Model This Week