ସମ୍ପାଦକୀୟ

ଆୟତ୍ତରେ ରହିବ ଡେଙ୍ଗୁ

ଡା. କାନ୍ତୀ ନାୟକ ଡେଙ୍ଗୁ ଜ୍ୱରର ଲକ୍ଷଣ ମଶା କାମୁଡ଼ିବାର ୪-୭ ଦିନ ମଧ୍ୟରେ ଦେଖାଯାଏ। ବେଳେବେଳେ ୧୨-୧୪ ଦିନ ପରେ ମଧ୍ୟ ଡେଙ୍ଗୁ ଜ୍ୱରର ଲକ୍ଷଣ ପ୍ରକାଶ ପାଏ। ଜ୍ୱର ହେଲେ ଦେହ ଖୁବ୍‌ ତାତିଯାଏ ଓ ଦିନରେ ୪-୫…

ଆନ୍ତଃରାଜ୍ୟ ତିକ୍ତତା ଦୂର ହେଉ

ପ୍ରକାଶ ତ୍ରିପାଠୀ ଗତ ଜୁଲାଇ ୨୬ରେ ଆସାମ ଓ ମିଜୋରାମ ସୀମାରେ ଘଟିଥିବା ରକ୍ତାକ୍ତ ସଂଘର୍ଷ କୌଣସି ଏକ ସଭ୍ୟ, ଗଣତାନ୍ତ୍ରିକ ଓ ସଂଘୀୟ ବ୍ୟବସ୍ଥା ଥିବା ରାଷ୍ଟ୍ର ପାଇଁ ଆଦୌ ସ୍ପୃହଣୀୟ ନୁହେଁ। ଏହା ଦେଶର ଏକତା ଓ ଅଖଣ୍ଡତା…

ଏଇ ଭାରତରେ

ବିନା ମାଟିରେ ଦିନକୁ ୫୦ କେ.ଜି. ଚାରା ଉପତ୍ାଦନ ହେଉଥିବା ପଦ୍ଧତି ବିକାଶ କରିଛନ୍ତି ଦୁଇ ଇଞ୍ଜିନିୟର ବନ୍ଧୁ। କୋଲକାତାର ଇଲେକ୍ଟ୍ରିକାଲ ଇଞ୍ଜିନିୟର ସୌର୍ଯ୍ୟଦୀପ ବସାକ ଓ ଇନ୍ଦୋରର ମେକାନିକାଲ ଇଞ୍ଜିନିୟର ଲବକେଶ ବାଲଚନ୍ଦାନିଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। ହାଇଡ୍ରୋଫୋନିକ…

ଏଇ ଭାରତରେ

ନିଜର ମାର୍କେଟିଂ ରଣନୀତିରେ ଜଣେ କୃଷକ ୩୨ଟି ଦେଶର ଲୋକଙ୍କୁ ଆକର୍ଷିତ କରିବା କିଛି କମ୍‌ କଥା ନୁହେଁ। ତାଙ୍କର ଏଭଳି ମାର୍କେଟିଂ ରଣନୀତିକୁ ସହଜରେ କେହି ବିଶ୍ୱାସ କରୁ ନ ଥିତ୍ଲେ ବି ସତ। ଏହି କୃଷକ ହେଉଛନ୍ତି ଗୁଜରାଟର…

ଅବିଶ୍ୱାସ୍ୟ ପ୍ରଚେଷ୍ଟା

ଡ. ମନୋରଂଜନ ପ୍ରଧାନ   ମହାଭାରତୀୟ ଯୁଗର କଥା। କୌରବମାନଙ୍କ ବିରୋଧ ହେତୁ ବନବାସୀ ଏକଲବ୍ୟ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହୋଇ ଫେରିଛନ୍ତି। ବିଶିଷ୍ଟ ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୁଦ୍ଧବିଦ୍ୟା ଶିଖିବାର ବାଟ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥାଏ। ଅବସାଦ…

ସରକାରୀ ବିଦ୍ୟାଳୟର ବିକଳ ଅବସ୍ଥା

ବିଚିତ୍ର ବିଶ୍ୱାଳ   ୧୯୯୬ ମସିହାରେ ମୁଁ ମାଟ୍ରିକ୍‌ ପରୀକ୍ଷା ଦେବା ବେଳକୁ ଆମ ଭିରଙ୍ଗ ଉଚ୍ଚ ବିଦ୍ୟାଳୟରେ ମୋଟ୍‌ ନଅ ଜଣ ଶିକ୍ଷକ ଥିଲେ। ଯଦିଓ ସେତେବେଳେ ସେମାନେ ସରକାରଙ୍କ ପାଖରୁ ଦରମା ପାଉ ନ ଥିଲେ, କିନ୍ତୁ ସେମାନେ…

କେରଳ ଉପରେ ଦୃଷ୍ଟି

ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବା ଯୋଗୁ ତୃତୀୟ ଲହରର ଭୟ ମୁଣ୍ଡ ଟେକୁଛି। କ୍ରମାଗତ ସପ୍ତାହେ ଧରି ସଂକ୍ରମଣ ବୃଦ୍ଧି ପାଇ ୧ ଅଗଷ୍ଟ (ରବିବାର)ରେ ୪୦,୧୩୪ ଉପରେ ରହିବା ପରେ ସୋମବାର ୩୦,୫୪୯ରେ ପହଞ୍ଚିଛିି। ଅବଶ୍ୟ ଏହିସବୁ ତଥ୍ୟର…

ପ୍ରମାଣ ନାହିଁ

ପାକିସ୍ତାନର ବାଲୁଚିସ୍ତାନ, ପଞ୍ଜାବ, ସିନ୍ଧ୍‌ ଓ ଖୈବର ପଖତୁନ୍‌ଖ୍ବା ନାମରେ ୪ଟି ପ୍ରଦେଶ ରହିଛି। ଏଥିସହିତ ସଂଘୀୟ ଭାବେ ଶାସିତ ଇସ୍‌ଲାମାବାଦ ରାଜଧାନୀ ଅଞ୍ଚଳ ଅଛି। ଏବେ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନକୁ ପ୍ରାଦେଶିକ ମାନ୍ୟତା ଦେବା ଲାଗି ପାକିସ୍ତାନ ସରକାର ସମସ୍ତ ପ୍ରକାର ଆଇନଗତ…

ଏଇ ଭାରତରେ

ଜଣେ ଆଇଏଏସ୍‌ ଅଧିକାରୀ ଗ୍ରାମାଞ୍ଚଳର ୯୦୦ରୁ ଊର୍ଦ୍ଧ୍ୱ ସରକାରୀ ସ୍କୁଲକୁ ବିଦ୍ୟୁତ୍‌ ଯୋଗାଇ ଦେବାର ବ୍ୟବସ୍ଥା କରି ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଆଇଏଏସ୍‌ ଅଧିକାରୀ ହେଉଛନ୍ତି ଡ. ଜିତେନ୍ଦ୍ର କୁମାର ସୋନି। ରାଜସ୍ଥାନର ନାଗପୁରର ଜିଲାପାଳ ଭାବେ ଦାୟିତ୍ୱ ନିର୍ବାହ…

ଆୟୁଷ ସରିଆସୁଥିବା ବିଶ୍ୱର ଅତିଥ

ସାରଦା ପ୍ରସାଦ କର ଭାଗବତର କଥା- ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ। ନଶ୍ୱର ମାନବ, ଏହାକୁ ଘେରି ରହିଥିବା ଜୈବ ବଳୟ। ମନୁଙ୍କଠାରୁ ଉପତ୍ନ୍ନ ମଣିଷର ପୁଣି ମନ୍ବନ୍ତରରେ ବିନାଶ ଅଛି। ଖଣ୍ଡ ପ୍ରଳୟ, ପ୍ରଳୟ…

ଗାନ୍ଧୀ ଲିଗାସି ଲିଭାଇବା ପ୍ରୟାସ

ତୁଷାର ଗାନ୍ଧୀ ଭାରତ ସରକାର ଗୁଜରାଟ ସରକାରଙ୍କ ମାଧ୍ୟମରେ ସାବରମତି ଆଶ୍ରମର ପୁନଃବିକାଶ କରି ତାହାକୁ ବିଶ୍ୱସ୍ତରୀୟ ସ୍ମାରକୀ ପ୍ରତିଷ୍ଠା କରିବା ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଛି। ଲଗାତର ଦୁଇବର୍ଷ ହେବ ଏଭଳି ଖବର ପ୍ରକାଶ ପାଉଛି। ଏ…

ଆଦରରୁ ଚମତ୍କାର

ଟୋକିଓ ଅଲିମ୍ପିକ୍ସରେ ୧ ଅଗଷ୍ଟରେ ଭାରତର ପୁରୁଷ ହକି ଦଳ ଓ ୨ ତାରିଖରେ ମହିଳା ହକି ଦଳ ସେମି ଫାଇନାଲକୁ ପ୍ରବେଶ କରିବା ପରେ ଦେଶବ୍ୟାପୀ ଖେଳପ୍ରେମୀଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି ହୋଇଛି। ଚଳିତ ଅଲିମ୍ପିକ୍ସରେ ଅଦ୍ୟାବଧି ଭାରତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri