ପରୀକ୍ଷା ସଂସ୍କାର: ଆମ ଛାତ୍ରୀଛାତ୍ର
ଅକ୍ଷୟ କୁମାର ମିଶ୍ର ଆମ ରାଜ୍ୟରେ ହେଉଥିବା ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଓଟିଇଟି, ସିଟି, ସିପିଏଡ୍, ପ୍ରଥମା, ମଧ୍ୟମା, ଏନ୍ଆରଟିଏସ୍ ଆଦି ପରୀକ୍ଷାର ପରିଚାଳନା ଓ ମୂଲ୍ୟାୟନ ପଦ୍ଧତି ନିର୍ଦ୍ଧାରଣ କରିଥାଏ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ। ଏଥିମଧ୍ୟରୁ ଦଶମ ଶ୍ରେଣୀର…
ଆଦର୍ଶ ଶ୍ରୀକୃଷ୍ଣ ମହାଭାରତର
ଡା. ଗୋପାଳ ଚନ୍ଦ୍ର ଦାଶ ମହାଭାରତ ଯୁଦ୍ଧ ଦ୍ୱାରା ଆର୍ଯ୍ୟବର୍ତ୍ତ ଜ୍ଞାନୀ ପଣ୍ଡିତଶୂନ୍ୟ ହୋଇଗଲା। ବେଦ, ଉପନିଷଦ ଓ ଦର୍ଶନ ଶାସ୍ତ୍ରର ପଠନ ରୁଦ୍ଧ ହୋଇଗଲା। ବେଦ ଜ୍ଞାନକୁ ବୁଝିବା ପାଇଁ ବ୍ୟାସଦେବ ଯେଉଁ ୪ ବେଦକୁ ସଂକଳିତ କରିଥିଲେ ତାହାକୁ…
ଏଇ ଭାରତରେ
ଲୋକଙ୍କ ମନୋରଞ୍ଜନ ପାଇଁ ସିନେମା ହଲ୍କୁ ଆକର୍ଷଣୀୟ କରିବାକୁ ସମସ୍ତେ ଚେଷ୍ଟା କିରିଥାନ୍ତି। ସେଥିପାଇଁ ବିଭିନ୍ନ ପ୍ରକାରର ଆଧୁନିକ ସୁବିଧାସୁଯୋଗ କରାଯାଇଥାଏ। କିନ୍ତୁ ପ୍ରଥମ ଥର ପାଇଁ ଭାରତରେ ପାହାଡ଼ ଉପରେ ଏମିତି ଏକ ସିନେମା ହଲ୍ ତିଆରି ହୋଇଛି, ଯାହାକି…
ଉଦ୍ଦେଶ୍ୟହୀନ ପ୍ରବେଶ
ଆକାର ପଟେଲ ଚଳିତ ବର୍ଷ ଜାନୁୟାରୀରେ ଆମେରିକା ୨୦୧୮ର ଏକ ଗୁପ୍ତ ଡକ୍ୟୁମେଣ୍ଟକୁ ଅଗୁପ୍ତ ଶ୍ରେଣୀଭୁକ୍ତ କଲା ପରେ ସବୁକଥା ସାମ୍ନାକୁ ଆସିଛି। ଚାଇନା ସୃଷ୍ଟି କରୁଥିବା ଅସହନଶୀଳ ପ୍ରଭାବକୁ ପ୍ରତିରୋଧ କରିବା ପାଇଁ ଆମେରିକା ତା’ଜାତୀୟ ସୁରକ୍ଷା ରଣନୀତିକୁ ପ୍ରାଧାନ୍ୟ…
‘ଆକସ୍ମିକମ୍’ର ନାୟକ
ନାଟକରେ ନିର୍ଭୀକ ପରୀକ୍ଷଣ ଓ ଅନେକ ବିଷୟବସ୍ତୁରେ ଅସାଧାରଣ ଦୃଶ୍ୟ ଅନ୍ତର୍ନିହିତ ଥିବା ଦେଖିବାକୁ ମିଳୁଥିବାରୁ ଓମ୍ଚେରି ଏନ୍.ଏନ୍. ପିଲାଇଙ୍କ ନାଟ୍ୟ ରଚନା ମାଲାୟଲୀ ସାହିତ୍ୟରେ ଏକ ଭିନ୍ନ ଧାରା ସୃଷ୍ଟି କରିପାରିଛି। ନିକଟରେ ୨୦୨୦ ଲାଗି ଏହି ଲେଖକଙ୍କୁ କେନ୍ଦ୍ର…
ଏକ କ୍ରୀଡ଼ା ସଂସ୍କୃତି ଆବଶ୍ୟକ
ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଇଂ. ଶକ୍ତି ପ୍ରସାଦ ଦାସ ରାଷ୍ଟ୍ର ନିର୍ମାଣ ପାଇଁ ଜାତୀୟତାର ଭାବନା ଅପରିହାର୍ଯ୍ୟ। ଧର୍ମ ବ୍ୟତିରେକେ କ୍ରୀଡ଼ା ହେଉଛି ଏକମାତ୍ର ସାଧାରଣ ସୂତ୍ର, ଯାହା ଲୋକଙ୍କୁ ଏକତ୍ର ବାନ୍ଧି ରଖିଥାଏ। ଦୀର୍ଘ ବର୍ଷର ହିଂସାତ୍ମକ ସଂଘର୍ଷ…
ଏଇ ଭାରତରେ
ବସ୍ତି ପିଲାଙ୍କ ଆଶାର ଆଲୋକ ପାଲଟିଛନ୍ତି ଜଣେ ଆଇନ ପ୍ରାଧ୍ୟାପକ। ଇନ୍ଦୋର ନିବାସୀ ପ୍ରାଧ୍ୟାପକ ଡ. ଲଲିତ ଶର୍ମା ବର୍ଷକୁ ୫୦୦ ବସ୍ତି ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। କେବଳ ବସ୍ତି ପିଲା ନୁହନ୍ତି, ରାସ୍ତକଡ଼ରେ ରହୁଥିତ୍ବା ତଥା ଯାଯାବର ଜୀବନ ବିତାଉଥିବା…
ଏଇ ଭାରତରେ
‘ଯଦି ମୁଁ ବଞ୍ଚିବି, ଗରିବ ଅସହାୟଙ୍କ ପାଇଁ ବଞ୍ଚିବି’-ଏଭଳି ମନୋଭାବ ନେଇ ଯଶ୍ପର ପାଓଲ ଯେଉଁ ସେବା କରୁଛନ୍ତି ତାହା ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛି। ଯଶ୍ପର ରହନ୍ତି ହାଇଦ୍ରାବାଦରେ। ତାଙ୍କ ବୟସ ୨୪। ସେ ୭ ବର୍ଷ ମଧ୍ୟରେ ରାସ୍ତାକଡରୁ…
ପରିବେଶ ଓ ଅକ୍ଷୟ ଊର୍ଜା
ନଗେନ୍ଦ୍ର ନାଥ ପଟ୍ଟନାୟକ କେବଳ ଭାରତ ନୁହେଁ, ସାରା ବିଶ୍ୱରେ ପାରମ୍ପରିକ ଊର୍ଜା ତୁଳନାରେ ଅଣ-ପାରମ୍ପରିକ ତଥା ଅକ୍ଷୟ ଉର୍ଜାର ଚାହିଦା ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଅସଲରେ ଦେଖିଲେ, ବିଶ୍ୱ ସମୁଦାୟକୁ ପର୍ଯ୍ୟାବରଣଜନିତ ଗୁରୁତର ଆହ୍ବାନଗୁଡ଼ିକ ସହିତ ଯୁଝିବାକୁ…
ଛୋଟ ମୋର ଗାଁଟି
ଗାଁ କହିଲେ, ସାଧାରଣତଃ ଆମ ଆଖି ସାମ୍ନାକୁ ଆସିଯାଏ ଧୂଳି ମାଟିର ରାସ୍ତା ଓ ଅସଂଖ୍ୟ ଗଛଲତାଙ୍କ ଗହଳି ଭିତରେ ଆଶ୍ରମ ପରି ଦିଶୁଥିବା ଧାଡ଼ି ଧାଡ଼ି ନୁଆଁଣିଆ ନଡ଼ା ଛପର ଘର, ଯା’ର ଗୋବର ଲିପା ଝାଟି ମାଟି କାନ୍ଥରେ…
ପ୍ରଶିକ୍ଷଣରେ ପରିବର୍ତ୍ତନ
ମଶୌରିସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ନ୍ୟାଶ୍ନାଲ ଏକାଡେମୀ ଅଫ୍ ଆଡ୍ମିନିଷ୍ଟ୍ରେଶନ୍ର ନୂଆ ନିର୍ଦ୍ଦେଶକ କଟିକିଥାଲା ଶ୍ରୀନିବାସ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ। ଏହି ଦାୟିତ୍ୱ ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ। ଚଳିତ ବର୍ଷ ଅକ୍ଟୋବରରେ ମଶୌରି କେନ୍ଦ୍ରରେ ପ୍ରଥମେ ଆଇଏଏସ୍ ଅଧିକାରୀମାନଙ୍କ…
ଏଇ ଭାରତରେ
ପିଲାମାନଙ୍କ ସହଯୋଗରେ ୪୦ ଏକର ଶୁଷ୍କ ଜମିରେ ଜଙ୍ଗଲ ସୃଷ୍ଟି କରି ପ୍ରେରଣା ପାଲଟିଛନ୍ତି ପଶ୍ଚିମବଙ୍ଗର ନରେନ ହାନ୍ଦଶା। ସାନ୍ତାଳୀ ଜନଜାତିର ନରେନ ରହନ୍ତି ପୁରୁଲିଆ ଜିଲାର ଅଯୋଧ୍ୟା ପାହାଡ଼ ନିକଟସ୍ଥ ଜାହାଜପୁର ଗାଁରେ। ୮ମଶ୍ରେଣୀରୁ ପାଠପଢ଼ା ଛାଡି ସେ ରାସ୍ତାରେ…
Archives


