ବିତର୍କ ଲୋଡ଼ା
ବେଲାବେସ ବେଙ୍କ୍ରେଡା ଡିସେମ୍ବର ୨୪ରେ ଲିବ୍ୟାରେ ପ୍ରଥମ ପର୍ଯ୍ୟାୟ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ବହୁ ଶତାବ୍ଦୀର ଏକଚ୍ଛତ୍ରବାଦ ଶାସନ, ଗୃହଯୁଦ୍ଧ ଏବଂ ଖୁବ୍ ନିକଟରେ ଏକ ଅନିଶ୍ଚିତ ସମୟକୁ ସାମ୍ନା କରିବା ପରେ ଲିବ୍ୟାର ଲୋକେ ଭୋଟ ଦେବାକୁ ଯାଉଛନ୍ତି।…
ଶୂନ୍ୟପୁରୁଷ ଶିଶୁଅନନ୍ତ
ଡ. ଭବାନୀ ଶଙ୍କର ଦାଶ ସଂସ୍କୃତ ସାହିତ୍ୟ ପ୍ରତି ନୀରବ ପ୍ରତିବାଦରେ ସେଦିନ ସାରଳା ଦାସଙ୍କ ସାହିତ୍ୟ ସୃଷ୍ଟି ଥିଲା ଏକ ବୈପ୍ଳବିକ ପଦକ୍ଷେପ। ସାରଳାଙ୍କ ପରେ ଓଡ଼ିଶାର ସାହିତ୍ୟ, ସମାଜ, ସଂସ୍କୃତି ଓ ଧର୍ମ କ୍ଷେତ୍ରରେ ମଧ୍ୟ ଏକ ଯୁଗାନ୍ତକାରୀ…
ଅଣ୍ଡା ଦେଖିଲେ ଡର ମାଡୁଛି
ଲଳିତେନ୍ଦୁ ପଲାଉରୀ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସରକାରଙ୍କୁ ସମାଲୋଚନା ହେଉ କି ନେତା, ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କିମ୍ବା ଟମାଟୋ, ଆଉ ଅଣ୍ଡାମାଡ଼ ଘଟଣା କିଛି ନୂଆ କଥା ନୁହେଁ। ଗଣତନ୍ତ୍ର ପାଇଁ ଗଠନମୂଳକ ବିରୋଧ ଶୁଭଙ୍କର ହୋଇଥାଏ। ତେଣୁ ଗଣତନ୍ତ୍ରରେ…
ଏଇ ଭାରତରେ
ଗୋଟିଏ ଲାଇବ୍ରେରିର ଉନ୍ନତି ପାଇଁ ଜଣେ ଲାଇବ୍ରେରିଆନ୍ଙ୍କ ନିଷ୍ଠାପର ପ୍ରୟାସ ସଭିଙ୍କ ପାଇଁ ପ୍ରେରଣା ପାଲଟିଛି। କେରଳର ଆଲ୍ପୁଝା ଜିଲା କାରୁଭଟ୍ଟା ନିବାସୀ ଲାଇବ୍ରେରିଆନ୍ ପି. ସୁକୁମାରନ୍ ପ୍ରତିଦିନ ୧୨ କି.ମି. ଚାଲିଚାଲି ଯାଇ ଲୋକମାନଙ୍କୁ ବହି ଦେଉଛନ୍ତି। ଅତି କମ୍ରେ…
ଏଇ ଭାରତରେ
ବିଦ୍ୟୁତ୍ ପହଞ୍ଚି ନ ଥିବା ଗାଁର ଲୋକେ ବଲ୍ବଟିଏ ଜଳିବା ଦେଖିଲେ କେତେ ଖୁସି ମିିଳେ ତାହା ଅନୁଭବୀ ହିଁ କହିପାରିବେ। ଏମିତି ଏକ ଖୁସିର ମୁହୂର୍ତ୍ତ ଆସିଛି ତାମିଲନାଡୁର ଥୁଥୁକୋଡ଼ି ପାଇଁ। ଧୀବର ବର୍ଗର ଲୋକେ ରହୁଥିବା ଏହି ଗାଁର…
ଏଇ ଭାରତରେ
ନାଁ ଦୀପକ। ବୟସ ୧୯। କିନ୍ତୁ ଦୃଷ୍ଟାନ୍ତଯୋଗ୍ୟ କାର୍ଯ୍ୟ ତାଙ୍କୁ ଭିନ୍ନ ପରିଚୟ ପ୍ରଦାନ କରିଛି। ଲକ୍ଷ୍ନୌ ଜିଲା ହେମି ଗାଁରେ ରହନ୍ତି ଦୀପକ। ମହିଳା ବିରୋଧୀ ହିଂସା ଏବଂ ଭେଦଭାବ ଦୂର କରିବା ପାଇଁ ସେ ଅଭିଯାନ ଚଳାଇଛନ୍ତି। ବ୍ରେକ୍…
ଗୁଣ୍ଡା ଗପ
ଡ.କୁଳାଙ୍ଗାର ସିଏ ସାହିର ଗୋଟେ ଛୋଟକାଟିଆ ବଦମାସ୍ ଥିଲା। ଛକରେ ଛିଡ଼ାହୋଇ ଝିଅ ବୋହୂଙ୍କୁ କମେଣ୍ଟ ମାରିବା, ଦୁର୍ଘଟଣା ହେଲେ ମାହାଳିଆ ମାଡ଼ ମାରିବା ଏବଂ ପେଟି ଦୋକାନୀଙ୍କଠାରୁ ମାଗଣାରେ ଚା, ଜଳଖିଆ, ପାନ, ଗୁଟ୍ଖା, ବିଡି/ସିଗାରେଟ ଆଦି ଖାଇବା…
କୁବେର ହେବାର ଗଳାବାଟ
ଡ. ଅଜୟ କୁମାର ନନ୍ଦ ଗଣତନ୍ତ୍ରର ଗରିମାକୁ ଅକ୍ଷୁଣ୍ଣ ରଖିବା ଓ ଏହାର ମହତ୍ ଉଦ୍ଦେଶ୍ୟକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାର ମୁଖ୍ୟ ମାଧ୍ୟମ ହେଉଛି ଶାସନ; ଯାହା ସମ୍ବିଧାନର ଆତ୍ମା କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ଶାସନ କଳଟି…
ସାମ୍ପ୍ରତିକ ସମୟର ବଡ଼ ବିପଦ
ଅନିଲ ବିଶ୍ୱାଳ ବିଶ୍ୱ ଏବେ ଅନେକ ସମସ୍ୟା ଦେଇ ଗତି କରୁଛି। କରୋନା ମହାମାରୀ, ଆର୍ଥିକ ସଙ୍କଟ, ଗଣତାନ୍ତ୍ରିକ ମୂଲ୍ୟବୋଧରେ ହ୍ରାସ, ଧନୀ-ଗରିବ ତାରତମ୍ୟରେ ବୃଦ୍ଧି, ବିଭିନ୍ନ ଦେଶରେ ଗୃହଯୁଦ୍ଧ, ସାମରିକ ଶାସନ ଆଦି ଏମିତି ଗଣିଲେ ସମସ୍ୟାର ଲମ୍ବା…
ନକାରାତ୍ମକ ସିବିଏସ୍ଇ
ନିକଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀର ଟର୍ମ -୧ର ଇଂଲିଶ୍ ଭାଷା ପରୀକ୍ଷାରେ ନାରୀ ସ୍ୱାଧୀନତା ବିରୋଧୀ ଏକ ବିଚିତ୍ର ବିଷୟ ପଚରାଯାଇଛି। ସବୁ ଗଣମାଧ୍ୟମରେ କୁହାଯାଇଛି ଯେ, ଏହି ନାରୀ ବିରୋଧୀ ଚିନ୍ତା…
ଏଇ ଭାରତରେ
ମନୋଜ ପଟେଲ ପେସାରେ ଜଣେ କୃଷକ। ମଧ୍ୟପ୍ରଦେଶର ଦେବାସରେ ରହନ୍ତି। କୃଷି ସହ ଜଡ଼ିତ ରହି ମଧ୍ୟ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ବଞ୍ଚାଇପାରିଛନ୍ତି। ଆଖିଠାରୁ ଆରମ୍ଭ କରି କିଡ୍ନୀ ଯାଏ ଦାନ କରିବାର ବ୍ୟବସ୍ଥା…
ଆମ ପାଠପଢ଼ା ଓ ଜିଜ୍ଞାସା
ରିତେଶ କୁମାର ଶିଶୁ ଗଛରୁ ସେଓ ଆଗରୁ ବି ପଡୁଥିଲା କିନ୍ତୁ ନିଉଟନ ପ୍ରଥମ ବ୍ୟକ୍ତି ଥିଲେ ପଚାରିବାକୁ କାହିଁକି ପଡ଼ିଲା। ଯଦି ତାଙ୍କ ମନରେ ଏହି ପ୍ରଶ୍ନଟି ଆସି ନ ଥା’ନ୍ତା ତେବେ ଆଜି ହୁଏ ତ ମାଧ୍ୟାକର୍ଷଣ ବଳ…
Archives


