ସମ୍ପାଦକୀୟ

ଏଇ ଭାରତରେ

ଗୋଟିଏ ପଟେ ଶିକ୍ଷାଦାନ ଓ ଅନ୍ୟପଟେ ପରିବେଶ ସୁରକ୍ଷା ପାଇଁ ଚେଷ୍ଟିତ ଜଣେ ଶିକ୍ଷକଙ୍କ ଜୀବନ ଗାଥା ନିଶ୍ଚୟ ପ୍ରେରଣାଦାୟକ। ଏହି ଶିକ୍ଷକ ଜଣକ ହେଉଛନ୍ତି କେରଳର ରଫି ରାମନାଥ। ଆଲ୍‌ଫୁଜା ଜିଲା ବିଜ୍ଞାନ ବିଳାସିନୀ ହାୟର ସେକଣ୍ଡାରୀ ସ୍କୁଲ୍‌( ଭିଭିଏଚ୍‌ଏସ୍‌ଏସ୍‌)ରେ…

ପଞ୍ଚାୟତିରାଜ ବ୍ୟବସ୍ଥା ଓ ସରପଞ୍ଚ

ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ହେଉଛି। ପର୍ଯ୍ୟାୟକ୍ରମେ ଏହା ଆଗକୁ ବଢ଼ିବ ଏବଂ ଚଳିତ ମାସ ଶେଷ ସୁଦ୍ଧା ନୂଆ ସରପଞ୍ଚଙ୍କୁ ଦେଖିବ ରାଜ୍ୟର ୬୨୩୪ ପଞ୍ଚାୟତ। ଗାଁର ଦେଶ ଭାରତ। ଗାଁ ଉପରେ ନିର୍ଭର କରେ…

ଚାଇନାର ଲାଭ

ବ୍ରହ୍ମ ଚେଲ୍ଲାନି ଆମେରିକା ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର। ଏଣୁ ଏହା ପ୍ରମୁଖ ବିଶ୍ୱଶକ୍ତି ହୋଇ ରହୁ ବୋଲି ବିଶ୍ୱର ସଂଖ୍ୟାଧିତ୍କ ଗଣତାନ୍ତ୍ରିକ ଦେଶ ଚାହଁିବା ସ୍ବାଭାବିକ। କିନ୍ତୁ ଅଧିକ ରଣନୀତିକ କାର୍ଯ୍ୟ କରିବା ପାଇଁ ଆମେରିକାର ପ୍ରତିବଦ୍ଧତା ସ୍ପଷ୍ଟ ହେଉଛି,…

ଦିବ୍ୟସ୍ପର୍ଶ

ନିମାଇଁ ଚରଣ ଲେଙ୍କା ପୁରୀ ବଡ଼ଦାଣ୍ଡରେ ଡହ ଡ଼ହ ଖରାରେ ପିଲାଟିଏ ନିର୍ମାଲ୍ୟ ଓ ସଳିତା ବିକୁଥାଏ। ଲୋକେ ମୂଲଚାଲ କରୁଥାନ୍ତି। ଜଣେ ସହୃଦୟ ବ୍ୟକ୍ତିଙ୍କର ନଜର ପଡ଼ିଲା ପିଲାଟିର ପାଦ ଉପରେ। ଖରାରେ ବିଚରାର ପାଦଦୁଇଟି ଜଳିଯାଉଥିଲା। ମଝିରେ ଅତି…

ଆବଣ୍ଟନରେ ଅସମାନତା

ଜୟତି ଘୋଷ ବିଶ୍ୱର ବିକଶିତ ଅର୍ଥ ବ୍ୟବସ୍ଥାଗୁଡ଼ିକରେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି। ଏହା କମ୍‌ ଦିନ ରହିବା ସମ୍ଭାବନା ଥିଲେ ମଧ୍ୟ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ସୁଧାରରେ ପ୍ରତିବନ୍ଧକ ଆଣୁଥିବା ଉକ୍ତ ପ୍ରସଙ୍ଗ ଉପରେ ଅଧିକ ଚର୍ଚ୍ଚା ହେଉନାହିଁ। ଅପରପକ୍ଷେ ଏହିସବୁ…

ଶିକ୍ଷାର୍ଥୀ, ଶିକ୍ଷକ ଓ ଶିକ୍ଷଣ ପରିବେଶ

ଡ. ମନୋରଞ୍ଜନ ପ୍ରଧାନ ବିଶିଷ୍ଟ ଆମେରିକୀୟ ଶିକ୍ଷାବିିତ୍‌ ଜନ୍‌ ଡୁଇଙ୍କ ମତରେ ଶିକ୍ଷା ଏକ ତ୍ରିପାକ୍ଷିକ ପ୍ରକ୍ରିୟା, ଯାହାର ତିନିଟି ପକ୍ଷ ବା ସ୍ତମ୍ଭ ହେଉଛି ଶିକ୍ଷକ, ଶିକ୍ଷାର୍ଥୀ ଓ ପରିବେଶ ତଥା ସମାଜ। ଶିକ୍ଷକ ଓ ଶିକ୍ଷାର୍ଥୀ ହେଉଛନ୍ତି ଶିକ୍ଷା…

ଗୁଆକୁ ଦୁଆର ଦିଆ

ଶୁଭନାରାୟଣ ଶତପଥୀ ନିର୍ବାଚନ ଯେତିକି ପାଖେଇ ଆସେ, ଗଁାଠୁ ସହର ସବୁଠି ଲୋକମାନେ ସତେଯେମିତି ଅତ୍ୟଧିକ ସକ୍ରିୟ ହୋଇଉଠନ୍ତି। ଅର୍ଥାତ୍‌ କିଛିଲୋକ ଅତ୍ୟଧିକ ଭାବପ୍ରବଣ ହୋଇଯାଆନ୍ତି ତ ଆଉ କିଛି ଲୋକ ନୀରବ ଦର୍ଶକ ସାଜି ସାମାଜିକ ଗତିବିଧିକୁ ଅନୁଧ୍ୟାନ କରିଥାନ୍ତି।…

ଏଇ ଭାରତରେ

ବନ୍ଧୁଙ୍କ ଦେହାନ୍ତ ସ୍ବପ୍ନିଳ ଗଓ୍ବାଣ୍ଡେଙ୍କ ଆଖି ଖୋଲିଦେଲା। ଟଙ୍କା ରୋଜଗାର କରି ଆରାମ ଜୀବନ ଜିଇବା ବଦଳରେ ସେ ସେବାକୁ ଆପଣାଇ ନେଲେ। ଆଇଆଇଏମ୍‌, ଅହମଦାବାଦ ଭଳି ଖାତିସମ୍ପନ୍ନ ଅନୁଷ୍ଠାନରୁ ଏମ୍‌ବିଏ ଛାଡ଼ି ଆରମ୍ଭ କଲେ ଏକ ଚକ୍ଷୁଦାନ କେନ୍ଦ୍ର। ମହାରାଷ୍ଟ୍ରରେ…

ଏଇ ଭାରତରେ

ବୟସ ୯୨। ହେଲେ ହାତ ଥମି ନାହିଁ କି ମନୋବଳ ଭାଙ୍ଗିନାହିଁ। ପ୍ଲାଷ୍ଟିକ ବର୍ଜ୍ୟର କିଭଳି ରିସାଇକ୍ଲିଂ ବା ପୁନଃ ଉପଯୋଗ କରାଯାଇପାରିବ ତାହାର ଏକ ପ୍ରେରଣାଦାୟକ ପଥ ଦେଖାଇଛନ୍ତି ଚେନ୍ନାଇର ଜାନକୀ ବିଶ୍ୱମ୍‌। ଅଦରକାରୀ ପ୍ଲାଷ୍ଟିକ୍‌ ଓ ବ୍ୟାଗ୍‌ରୁ ସେ…

ପଞ୍ଚାୟତ ନିର୍ବାଚନ ଓ ଦଳୀୟ ଚିହ୍ନ

ରବିନାରାୟଣ ସାମଲ   ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲା ପରିଷଦ – ଏମିତି ତିନୋଟି ସ୍ତରକୁ ନେଇ ଆମ ରାଜ୍ୟରେ ହେଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ୱାର୍ଡ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟଙ୍କୁ ସାଧାରଣ…

ବ୍ୟାଙ୍କ ବ୍ୟବସ୍ଥାର ଅଧୋଗତି

ସମରେନ୍ଦ୍ର ବଳିଆରସିଂହ   କହିଲେ ଦେଖି, ଆପଣ ଖବରକାଗଜ ଭିତର ପୃଷ୍ଠାରେ ଛୋଟ ଛୋଟ ଅକ୍ଷରରେ ବାହାରୁଥିବା ବିଭିନ୍ନ ବ୍ୟାଙ୍କର ବିଜ୍ଞାପନ ପଢ଼ନ୍ତି? ସେହି ବିଜ୍ଞାପନରେ ଲେଖାଥାଏ, ଦଖଲ ନୋଟିସ/ଡିମାଣ୍ଡ ନୋଟିସ କିମ୍ବା ଇ-ନିଲାମ/ମେଗା ଇ-ନିଲାମ କିମ୍ବା ସ୍ଥାବର ସମ୍ପତ୍ତି ବିକ୍ରି…

ଲଦାଖକୁ ବିପଦ

ଭାରତ ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରି ଜମ୍ମୁ କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରିଛନ୍ତି। ଏଭଳି ପଦକ୍ଷେପ ନେଇ ସରକାର ଲଦାଖର ବିକାଶ ଚିନ୍ତା କରୁଥିବାବେଳେ ମେ ୨୦୨୦ରେ ଚାଇନା ସୈନ୍ୟ ଏଲ୍‌ଏସି ଟପି ଭାରତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri