ସମ୍ପାଦକୀୟ

ଏଇ ଭାରତରେ

କ୍ଷତିକାରକ ପ୍ଲାଷ୍ଟିକ୍‌ ପ୍ୟାକେଜିଂ ଦ୍ରବ୍ୟର ବ୍ୟବହାର ରୋକିବା ପାଇଁ ମୁମ୍ବାଇର ନେହା ଜୈନ ଏକ ଅଭିନବ ଉପାୟ ଆପଣାଇଛନ୍ତି। ସେ ଗୁଗଲରୁ ଚାକିରି ଛାଡ଼ି ସାମୁଦ୍ରିକ ଶୈବାଳରୁ ପ୍ୟାକେଜିଂ ପାଇଁ ବିଘଟନ ଓ ଦ୍ରବଣୀୟ ଯୋଗ୍ୟ ଦ୍ରବ୍ୟ ଉପତ୍ାଦନ କରୁଛନ୍ତି।...

ବିକାଶର ବିକଳ ଚିତ୍ର

ସୁପ୍ରଭା ବେହେରା ଆମେ ସମସ୍ତେ ବିଦ୍ୟାଳୟ ସ୍ତରରେ ଗଣିତ ସମାଧାନ କଲାବେଳେ ‘କାର୍ଯ୍ୟ ଓ ସମୟ’ ଗଣିତ ସମାଧାନ କରିଛନ୍ତି। ‘କ’ ଓ ‘ଖ’ ମିଶି ଗୋଟିଏ କାର୍ଯ୍ୟକୁ ୧୦ଦିନରେ କରନ୍ତି, କାମ ଆରମ୍ଭ କରିବାର ୨ ଦିନ ପରେ...

ଖାଲି ପ୍ରଚାର

ଡ. ସନ୍ତୋଷ କୁମାର ମହାପାତ୍ର ବର୍ତ୍ତମାନ ଦେଶ ଏପରି ପରିସ୍ଥିତି ଦେଇ ଗତି କରୁଛି ଯେ, ବହୁ କ୍ଷମତାଶାଳୀ ରାଜନୈତିକ ନେତା ବିଭିନ୍ନ ଉପାୟରେ ପ୍ରଚାରରେ ଲିପ୍ତ ରହୁଛନ୍ତି। ସେମାନେ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି ଯାହା ସମୀଚୀନ ନୁହେଁ। ଅବହେଳିତ...

ନକଲି ଔଷଧ

ଓଡ଼ିଶାରେ ନକଲି ଔଷଧ କାରବାର ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି। ଏପର୍ଯ୍ୟନ୍ତ ଚିନ୍ତା କରାଯାଉଥିଲା ଯେ ଚିନି, ଲୁଣ, ଖାଇବା ତେଲ, ଚାଉଳ, ଡାଲି, ସସ୍‌ ଆଦି ଖାଦ୍ୟପଦାର୍ଥ ଓଡ଼ିଶାରେ ନକଲି ଭାବେ ପ୍ରସ୍ତୁତ କରାଯାଉଛି। ରାଜ୍ୟର ଉତ୍ପାଦନ ଶକ୍ତି ବୃଦ୍ଧି...

କେତେ ପ୍ରସ୍ତୁତ

ପୂର୍ବ ଲଦାଖର ପାଟ୍ରୋଲିଂ ପଏଣ୍ଟ୍‌-୧୫ (ଗୋଗ୍ରା-ହଟ୍‌ସ୍ପ୍ରିଂସ ଅଞ୍ଚଳ)ରୁ ୧୨ ସେପ୍ଟେମ୍ବର ଅର୍ଥାତ୍‌ ଆଜି ସୁଦ୍ଧା ଚାଇନା ଓ ଭାରତ ସେମାନଙ୍କ ସେନା ପ୍ରତ୍ୟାହାର କରିନେବେ ବୋଲି କୁହାଯାଉଛି। ସେପ୍ଟେମ୍ବର ୮ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ୧୬ତମ ସାମରିକ ଆଲୋଚନା...

ଦଣ୍ଡ ବ୍ୟବସ୍ଥାରେ ବିଡ଼ମ୍ବନା

୦୦୨ ମସିହାରେ ଗୋଧ୍ରା ନରସଂହାରରେ ଘଟିଥିବା ଏକ ନାରକୀୟ ଘଟଣା। ସାମ୍ପ୍ରଦାୟିକ ନିଅଁା ଗୁଜରାଟକୁ କବଳିତ କରିଥାଏ। ଏକୋଇଶ ବର୍ଷୀୟା ପାଞ୍ଚମାସର ଗର୍ଭବତୀ ମହିଳା ବିଲ୍‌କିସ ବାନୋ ତା’ର ମା’ ଓ ସାଢ଼େ ତିନିବର୍ଷର ଛୋଟ ଝିଅ ଏବଂ କେତେଜଣ...

ସ୍କନ୍ଧଂ ନ ବାଧତେ ରାଜନ୍‌

ଭୋଜରାଜଙ୍କର ଅଶୁଦ୍ଧ ସଂସ୍କୃତ ଶୁଣି ତାଙ୍କ ସବାରି ବୋହୁଥିବା ଲୋକଟି ପ୍ରତିକ୍ରିୟା ପ୍ରକାଶ କରି କହିଥିଲା ”ସ୍କନ୍ଧଂ ନ ବାଧତେ ରାଜନ ତବ ‘ବାଧତି’ ବାଧତେ“। ଅର୍ଥାତ୍‌, ସବାରି ବୋହିବା କାମରେ ଅନଭ୍ୟସ୍ତ ଥିବା ହେତୁ ଲୋକଟିର କାନ୍ଧରେ କଷ୍ଟ...

ଏଇ ଭାରତରେ

ଜଳ ସଂରକ୍ଷଣ ଓ ଜଳାଶୟର ସୁରକ୍ଷା ଦିଗରେ ଦୁଇ ଦଶନ୍ଧି ହେଲା ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଛନ୍ତି କର୍ନାଟକର ଆଶା ଏସ୍‌.। ଏହି କାର୍ଯ୍ୟ ସେ ‘ଅହୋରଣ’ ଏନ୍‌ଜିଓ ମାଧ୍ୟମରେ କରୁଛନ୍ତି। ଫଳରେ ତାଙ୍କ ଗାଁର ବହୁ ପରିବାର ଜଳ...

ଏଇ ଭାରତରେ

ଭୋପାଳରେ ଦେଶର ପ୍ରଥମ ଛାଡ଼ପତ୍ର ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ୧୮ ଜଣ ପୁରୁଷ ଏବଂ ସେମାନଙ୍କ ପରିବାର ଅନ୍ତର୍ଭୁକ୍ତ ହେବେ, ଯେଉଁମାନେ ଛାଡ଼ପତ୍ର ଆଦେଶ ପାଇଛନ୍ତି। ଭୋପାଳ ଭାଇ ୱେଲଫେୟାର ସୋସାଇଟି ୧୮ ସେପ୍ଟେମ୍ବରରେ ଏହି ଉତ୍ସବ...

ବ୍ରିଟେନ ସମ୍ରାଟ

– ଜିତେନ୍ଦ୍ର କୁମାର ନାୟକ   ବିଶ୍ୱବ୍ୟାପୀ ଯେତେଆଡ଼େ ରାଜତନ୍ତ୍ର ଥିଲା ବା ରହିଛି, ସେଥିମଧ୍ୟରୁ ବ୍ରିଟିଶ ସାମ୍ରାଜ୍ୟ ଓ ରାଜ ପରିବାରର କାହାଣୀ ବିଷୟରେ ଅଧିକ ଚର୍ଚ୍ଚା ହୋଇଥାଏ। ଏକଦା ସର୍ବାଧିକ ଦେଶକୁ ଶାସନ କରିଥିବା ବ୍ରିଟେନ ପାଇଁ...

ସମୟ କିଛି କରେନା

ବ୍ରଜମୋହନ ମିଶ୍ର   ଅନେକ ବ୍ୟଥାପ୍ରଦ ଭାବନା ମଧ୍ୟରେ ଏବର ପିଢ଼ିର ଆଚରଣରୁ ବେଶ୍‌ ବାରି ହୋଇ ପଡ଼ୁଥିବା ସେମାନଙ୍କ ମାନସିକ ଧ୍ୱଜଭଙ୍ଗ ଖୁବ୍‌ ଆଚ୍ଛନ୍ନ କରୁଛି। ଏ ପିଢ଼ିର ବୟସ ହୁଏତ ଆଦ୍ୟ କୈଶୋରରୁ ଆରମ୍ଭ ହୋଇ ଅସ୍ତ...

ପ୍ରତିବାଦ ଅଧିକାର

ଭାରତର ଉଚ୍ଚତମ ନ୍ୟାୟାଳୟ(ସୁପ୍ରିମକୋର୍ଟ) ଉଦାରତାପୂର୍ବକ ନାଗରିକମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରତିବାଦ କରିବାର ଅଧିକାର ପ୍ରଦାନ କରିଛନ୍ତି। ଶାହିନବାଗରେ ନାଗରିକତ୍ୱ ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକ ପଞ୍ଜୀକରଣ ବିରୋଧୀ ପ୍ରତିବାଦକୁ ନିନ୍ଦା କରିବା ସହ କୋର୍ଟ ତାଙ୍କ ରାୟରେ ଏହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri