ସମ୍ପାଦକୀୟ

ପରୀକ୍ଷାଗାରରେ ପ୍ରାଣିଜ ଉପତ୍ାଦ

ପିଟର ସିଙ୍ଗର ଖାଦ୍ୟ ପାଇଁ ପ୍ରାଣୀ ପାଳନ କରୁଥିବା ବିଶାଳ ଶିଳ୍ପ ବିଂଶଶତାବ୍ଦୀର ଅଧିକାଂଶ ଭାଗ ପ୍ରତିଛବିଗୁଡ଼ିକୁ ରେକର୍ଡ ଏବଂ ସଂରକ୍ଷଣ କରିବାରେ ପ୍ରାଧାନ୍ୟ ବିସ୍ତାର କରିଥିବା ଶିଳ୍ପ ସହ ସମାନ ଧାରାରେ ଅଗାଉଥିଲା ବୋଲି ଯେତେବେଳେ ସ୍ପଷ୍ଟ ହେବ ସେତେବେଳେ…

ବିଚାରରେ ବିପର୍ଯ୍ୟୟ

ସାମ୍ପ୍ରତିକ ବିଶ୍ୱରେ ଗଣତନ୍ତ୍ର ପ୍ରତି ସମସ୍ତଙ୍କର ଆଦର ରହିଛି। ରାଷ୍ଟ୍ର ଶାସନରେ ଗଣତନ୍ତ୍ର ବ୍ୟବସ୍ଥା ହିଁ ସର୍ବମାନ୍ୟ ଶାସନ ବ୍ୟବସ୍ଥା ରୂପେ ଆଦୃତ ହୋଇଛି। ଭାରତ ବିଶ୍ୱରେ ସର୍ବବୃହତ୍‌ ଗଣତନ୍ତ୍ର ରୂପେ ମାନ୍ୟତା ଲାଭ କରିଛି। ତେବେ ଏହି ବ୍ୟବସ୍ଥା ରାଷ୍ଟ୍ରର…

ଏଇ ଭାରତରେ

ଘରୋଇ ହିଂସା ମାମଲାରେ ମୁମ୍ବାଇର ଏକ କୋର୍ଟ କହିଛନ୍ତି ଯେ, ଗୃହପାଳିତ ପ୍ରାଣୀମାନେ ଲୋକଙ୍କୁ ସୁସ୍ଥ ଜୀବନଯାପନରେ ଏବଂ ସମ୍ପର୍କର ଦ୍ୱନ୍ଦ୍ୱ କାରଣରୁ ଉପୁଜୁଥିବା ଭାବପ୍ରବଣତାକୁ ଦୂର କରିବାରେ ସାହାଯ୍ୟ କରନ୍ତି। ଏଣୁ ଏମାନେ ଭରଣପୋଷଣ ପାଇବା ଲାଗି ଯୋଗ୍ୟ। ଏହି…

ସୁଖର ସନ୍ଧାନରେ ବଦଳୁଥିବା ଚରିତ୍ର

ମୀରା ବେଉରା   ଥରେ ସ୍ବାମିଜୀ ନଦୀରେ ସ୍ନାନ ସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ବିଷାକ୍ତ କୀଟଟିଏ ତାଙ୍କ ପାପୁଲିକୁ କାମୁଡ଼ିଥାଏ। ଏତେ ମାତ୍ରାରେ କାମୁଡ଼ିଥିଲା ଯେ ପାପୁଲିର ପାଣି ପୂରାପୂରି ରକ୍ତାକ୍ତ ହୋଇଯାଇଥାଏ। ତଥାପି ସ୍ବାମିଜୀ ପୋକଟାକୁ…

ଧର୍ମର ପୋଷାକ

ସହଦେବ ସାହୁ   ସ୍ତନ୍ୟପାୟୀ ପ୍ରାଣୀ ଭୟାଳୁ, ତେଣୁ ନିରାପଦ ସ୍ଥାନ ଖୋଜି ପିଲା ଜନ୍ମ କରାଏ ଓ ପିଲା ସ୍ବୟଂସମ୍ପନ୍ନ ହେବାଯାଏ, ନିଜେ ଖାଦ୍ୟ ସଂଗ୍ରହ କରିପାରିବା ଯାଏ ମାଆ ପାଖରେ ରହେ। ସ୍ତନ୍ୟପାୟୀମାନଙ୍କ ମଧ୍ୟରେ ମସ୍ତିଷ୍କର ସର୍ବାଧିକ ବିକାଶ…

ଆଜି ସେମାନେ, କାଲି ଆମେ

କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହ ଏହାର ସ୍ବତନ୍ତ୍ର ପାହ୍ୟାକୁ ହଟାଇ ନେଇଥିଲେ। ଏହା ସହ ଭୂସ୍ବର୍ଗ କୁହାଯାଉଥିବା ଏହି ସୀମାନ୍ତ ରାଜ୍ୟକୁ ଭାଙ୍ଗିି ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ…

ଏଇ ଭାରତରେ

ମାତ୍ର ୧୩ ବର୍ଷ ବୟସରେ ନସିମା ଗୈନ୍‌ଙ୍କୁ ତାଙ୍କ ପରିବାର ଲୋକେ ବିହାରର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲେ। ପରେ ସେହି ଝିଅର ସଂଗ୍ରମୀ ଜୀବନ ଓ ସେବା କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହୋଇଥିଲା। ନସିମାଙ୍କ ସହ ତାଙ୍କର କେତେଜଣ…

ଜନସଂଖ୍ୟା ବୃଦ୍ଧି ପ୍ରଗତିରେ ବାଧକ

ଡା. ନିତ୍ୟାନନ୍ଦ ସ୍ବାଇଁ ସମ୍ପ୍ରତି ପ୍ରକାଶ ପାଇଛି ଏକ ଚମକପ୍ରଦ ସମ୍ବାଦ। ସମ୍ବାଦଟି ହେଲା, ଚଳିତ ବର୍ଷ ଭାରତର ଜନସଂଖ୍ୟା ଚାଇନାକୁ ଟପିଗଲା। ସୁତରାଂ ଭାରତ ହେଉଛି ବିଶ୍ୱର ସର୍ବାଧିକ ଜନବହୁଳ ଦେଶ। ଜନସଂଖ୍ୟା ବୃଦ୍ଧି ରାଷ୍ଟ୍ରର ଏକ ସମ୍ବଳ ରୂପେ…

ଅସ୍ପଷ୍ଟ ଇଲାକାର ଅର୍ଥଶାସ୍ତ୍ରୀ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ନିକଟ ଅତୀତର ଏକ ଘଟଣା ଚମକପ୍ରଦ ଖବର ଭାବେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଫିନ୍‌ଲାଣ୍ଡର ୭୬ ବର୍ଷୀୟ ଆଣ୍ଡର୍ସ ଓ୍ବିକ୍ଲଫ ନାମକ ଜଣେ ବ୍ୟକ୍ତି ଘଣ୍ଟାରେ ୩୦ କିଲୋମିଟର ବେଗରେ ଏକ ଜନଗହଳି ରାସ୍ତାରେ ଗାଡ଼ି ଚଲାଇ…

ତଥ୍ୟ ବିହୀନ

କୌଣସି ଦେଶ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ କେତେ ଉନ୍ନତ ତାହା ବିଭିନ୍ନ ତଥ୍ୟଭିତ୍ତିକ ପରିସଂଖ୍ୟାନରୁ ଜଣାପଡ଼େ। ସେଥିପାଇଁ ସମୟାନୁସାରେ ଉତ୍ତମ ମାନର ତଥ୍ୟ ସଂଗ୍ରହ କରି ସେଗୁଡ଼ିକୁ ଉପସ୍ଥାପନ କରାଯାଇ ଦେଶର ସ୍ଥିତି ସାଧାରଣରେ ସ୍ପଷ୍ଟ କରାଯାଇଥାଏ। ସରକାରଙ୍କ ଦ୍ୱାରା…

ଏଇ ଭାରତରେ

ଗ୍ରାମାଞ୍ଚଳରେ ବନ୍ୟା ସମୟରେ ଜୀବନ ରକ୍ଷାକାରୀ ଜ୍ୟାକେଟ ବ୍ୟବହାର କରିବା ସାଧାରଣ ଲୋକଙ୍କ ପକ୍ଷରେ ଅସମ୍ଭବ। କାରଣ ଏହାର ମୂଲ୍ୟ ଅଧିକ ଓ ଏହା ଅଧିକ ପରିମାଣରେ ଉପଲବ୍ଧ ହୋଇପାରେ ନାହିଁ। ଏବେ କିନ୍ତୁ ବିହାରର ୧୮ ବର୍ଷ ବୟସ୍କା ଅନୁଶ୍ୱେତା…

ଖାଦ୍ୟ ଉତ୍ପାଦନ ଓ ଆମ ପରିବେଶ

ଅରୁଣ କୁମାର ତ୍ରିପାଠୀ   ବିଶ୍ୱର ଭବିଷ୍ୟତକୁ ଆଖି ଆଗରେ ରଖି ୧୯୮୭ ମସିହାରେ ମିଳିତ ଜାତିସଂଘର ସହଯୋଗୀ ସଂସ୍ଥା ପରିବେଶ ଓ ବିକାଶ ଆୟୋଗ ତରଫରୁ ଏକ ଜ୍ଞାନ ଯଜ୍ଞ ଆହୂତ କରାଯାଇଥିଲା। ବଡ଼ ବଡ଼ ଯଜ୍ଞ ନିମନ୍ତେ ପୂର୍ବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri