ସମ୍ପାଦକୀୟ

ନୌସେନା ନାୟିକା

– ଜିତେନ୍ଦ୍ର କୁମାର ନାୟକ   ସାମରିକ କ୍ଷେତ୍ରରେ ବିଶ୍ୱର ଅନ୍ୟତମ ବୃହତ୍‌ ପ୍ରଭାବଶାଳୀ ରାଷ୍ଟ୍ର ଆମେରିକାର ନେଭି ବା ନୌବାହିନୀର ମୁଖ୍ୟ ଭାବେ ମହିଳା ଆଡ୍‌ମିରାଲ ଲିସା ଫ୍ରାଞ୍ଚେଟିଙ୍କ ନାମ ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଛନ୍ତି। ସେ...

ଚାଷୀର ଚେତାବନୀ

ଅଧ୍ୟାପକ ନିରଞ୍ଜନ ପାଢ଼ୀ     ଜ୍ଞାନୀ ବିଜ୍ଞାନୀ ବିଦ୍ୟା ବିଶାରଦ ବିଶେଷଜ୍ଞମାନଙ୍କ ଚେତାବନୀ ମଣିଷ ମନରେ ଭୟଙ୍କର କମ୍ପନ ସୃଷ୍ଟି କରାଇଥାଏ। ତା’ ଜୀବନଯାତ୍ରାର ଗତି ହଠାତ୍‌ ମନ୍ଥର ହୋଇପଡ଼େ। ଆଖି ଆଗରେ ଭାସିଉଠେ ସମ୍ଭାବ୍ୟ ବିଭୀଷିକାର କରାଳ...

ଅଣଦେଖା ଆଚରଣ

ମୋର ସମସ୍ୟା ଅଛି ବୋଲି ଯେତେବେଳେ ମୁଁ ସ୍ବୀକାର ନ କରି ତାହାକୁ ଅଣଦେଖା କରେ ସେତେବେଳେ କି ଲାଭ ହୁଏ? ଅଣଦେଖା କରିବାରେ ଯଦି ସବୁକିଛି ଚାଲିଯାଏ ବା କ୍ଷତି ହୁଏ ସେତେବେଳେ କ’ଣ ଘଟେ? ଆସନ୍ତୁ, ମଣିପୁର...

ପ୍ରୋଟୋକଲ୍‌ ଉଲ୍ଲଂଘନ

ନିକଟରେ ଝାଡ଼ଖଣ୍ଡରେ ୨୦୦୫ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ କେ. ଶ୍ରୀନିବାସନଙ୍କ ସହ ଜଡ଼ିତ ମାମଲା ବାବୁ ପରିସରର ଧ୍ୟାନଆକର୍ଷଣ କରିଛି। ପ୍ରୋଟୋକଲ୍‌ ଉଲ୍ଲଂଘନ କରି ଦୁଇଥର କ୍ୟାବିନେଟ ନୋଟ୍‌ର ବିଷୟବସ୍ତୁକୁ ଟ୍ୟାମ୍ପରିଂ ବା ଏପାଖସେପାଖ କରିବା ଘଟଣା ପାଇଁ ଶ୍ରୀନିବାସନଙ୍କୁ...

ପରିବା ଦର ବୃଦ୍ଧିର କାରଣ

ଓଡ଼ିଶା ୧୫.୫ ନିୟୁତ ହେକ୍ଟର କ୍ଷେତ୍ରଫଳ ଥିବା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ସମଗ୍ର ଦେଶରେ ହାରାହାରି ବାର୍ଷିକ ବୃଷ୍ଟିପାତ ୧୨୦୦ ମିଲିମିଟର ହେଉଥିବା ବେଳେ ଓଡ଼ିଶାରେ ୧୫୦୦ ମିଲିମିଟର ହୁଏ। ଦେଶରେ ୮ ପ୍ରକାର ମୃତ୍ତିକା ଥିବାବେଳେ ଓଡ଼ିଶାରେ...

ଏକକ ଦେୱାନୀ ସଂହିତା ଲାଗୁହେବ କି

୨୨ତମ ବିଧି ଆୟୋଗ ଏବେ ଦେଶରେ ସମାନ ନାଗରିକ ଆଇନ ବା ଏକକ ଦେୱାନୀ ସଂହିତା ଲାଗୁହେବା ନେଇ ସମସ୍ତଙ୍କର ମତାମତ ଲୋଡ଼ିଛନ୍ତି। ଏହା ପୂର୍ବରୁ ୨୦୨୧ରେ ସମାନ ଦଓ୍ବୋନୀ ସଂହିତାକୁ ନେଇ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ...

ଏଇ ଭାରତରେ

ବିନା ମାଟିରେ ଅଗଣାରେ ଚାଷ କରି ମାସକୁ ୫୦୦ କେ.ଜି. ପରିବା ଉପତ୍ାଦନ କରିବା ସହଜରେ ବିଶ୍ୱାସ କରି ହେଉ ନ ଥିଲେ କି ସତ। ଏଭଳି ଚାଷ କରୁଛନ୍ତି ଭଦୋଦରାର ଇଞ୍ଜିନିୟର ଶଶାଙ୍କ ଚୌବି। ସେ ବିନା ମାଟିରେ...

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ ମାଗଣାରେ ଯୋଗାଉଛନ୍ତି। ପୋର୍ତ୍ତିକା ଭାରତର ସବୁଠୁ ଉଚ୍ଚ ଗାଁ କୋମିକରେ ଏହି...

ବ୍ୟାଧିଗ୍ରସ୍ତ ଗଣତନ୍ତ୍ର

ରବିନାରାୟଣ ସାମଲ   ସେମାନଙ୍କର ଭୋଟ ଦରକାର। ଭୋଟ ପାଇଁ ସେମାନେ ଯାହା କିଛି ବି କରିପାରନ୍ତି। ଲୋକଙ୍କ ଭିତରେ ସିଧାସଳଖ ଟଙ୍କା ବାଣ୍ଟନ୍ତି, ଟିଭି ଓ ଲାପ୍‌ଟପ୍‌ ଭଳି ଦାମିକା ସାମଗ୍ରୀ ଉପହାର ଦିଅନ୍ତି, ଏସା କରେଙ୍ଗେ- ତେସା...

ଚନ୍ଦ୍ର ଅଭିଯାନ

ସୌଭାଗ୍ୟ ରଞ୍ଜନ ମହାନ୍ତି   ଏଥିରେ ସନ୍ଦେହ ନାହିଁ ଯେ, ଭାରତର ଚନ୍ଦ୍ରୟାନ-୩ର ଚନ୍ଦ୍ର ଅଭିଯାନ ମହାକାଶ ଗବେଷଣା କ୍ଷେତ୍ରରେ ଏକ ମାଇଲଷ୍ଟୋନ ଏବଂ ଦେଶ ପାଇଁ ଗୌରବର ମୁହୂର୍ତ୍ତ। କେବଳ ଏତିକି ନୁହେଁ, ଏହା ଦେଶର ବୈଷୟିକ ଜ୍ଞାନକୌଶଳ...

ନାଟୋ, ଜେଲେନ୍‌ସ୍କି ଓ ପୁଟିନ

କୌଶିକ ବସୁ   ଲିଥୁଆନିଆର ଭିଲ୍‌ନ୍ୟୁସ୍‌ରେ ଅନୁଷ୍ଠିତ ମିଳିତ ବାର୍ଷିକ ସମ୍ମିଳନୀ ଅବସରରେ ନାଟୋରେ ଯୋଗଦେବାକୁ ନିମନ୍ତ୍ରଣ ପାଇବାରେ ୟୁକ୍ରେନ୍‌ ବିଫଳହେବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସମେତ ଅନେକଙ୍କୁ ନିରାଶ କରିଛି। ଯଦିଓ ଶିଖର ସମ୍ମିଳନୀର ସମାପନ ଘୋଷଣାପତ୍ର...

ଏଇ ଭାରତରେ

ରୋଜଗାର କହିଲେ ଚା’ଦୋକାନରୁ ଯାହା ହୁଏ ସେତିକି। ସେହି ଆୟରେ ପରିବାର ଚଳାଇ ଗରିବ ପିଲାମାନଙ୍କ ଶିକ୍ଷା ଲାଗି ସେଥିରୁ ୮୦ ପ୍ରତିଶତ ଖର୍ଚ୍ଚ କରୁଛନ୍ତି କାନପୁରର ମେହବୁବ୍‌ ମଲିକ। ଦୀର୍ଘ ୮ ବର୍ଷ ହେଲା ସେ ଏହି କାର୍ଯ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri