ସମ୍ପାଦକୀୟ

ବୁଢ଼ାବାପା ନାହିଁ

ଓଡ଼ିଶା ସମେତ ଭାରତରେ ଖାଦ୍ୟସାମଗ୍ରୀ ଓ ପନିପରିବା ଦର ସାଧାରଣ ଲୋକଙ୍କ କିଣିବା କ୍ଷମତାଠାରୁ ବହୁ ଊର୍ଦ୍ଧ୍ୱକୁ ଚାଲିିଗଲାଣି। ଜିରା କିଲୋଗ୍ରାମ ଉପରେ ୬୦୦ ଟଙ୍କା ବୃଦ୍ଧି ପାଇଥିବା କଥା ଶୁଣିଲେ ଆଉ ଆଶ୍ଚର୍ଯ୍ୟ ଲାଗୁନାହିଁ। ଚାଉଳ, ଡାଲି, ଖାଇବା...

ଏଇ ଭାରତରେ

କମ୍‌ ବୟସରେ ବବିତା ରାଜପୁତଙ୍କ କାର୍ଯ୍ୟ ଖୁବ୍‌ ପ୍ରେରଣାଦାୟକ। ମଧ୍ୟପ୍ରଦେଶର ଅଗୋଥା ଗାଁରେ ରହନ୍ତି ବବିତା। ବହୁ ବର୍ଷ ଧରି ଶୁଖିଲା ପଡ଼ିଥିବା ଏକ ୭୦ ଏକର ବିଶିଷ୍ଟ ହ୍ରଦକୁ ସେ ପୁନରୁଦ୍ଧାର କରିବାକୁ ସକ୍ଷମ ହୋଇଛନ୍ତି। ସେ ପାହାଡ଼...

ଦ୍ୱୈତ ସଂସ୍କୃତିର ବ୍ୟାଖ୍ୟାକାର

ଶଙ୍କରୀ ଚନ୍ଦ୍ରନ୍‌ ଏକ ଦଶନ୍ଧି ପୂର୍ବେ ଅଷ୍ଟ୍ରେଲିଆରେ ରହୁଥିବା ଶ୍ରୀଲଙ୍କା ମୂଳବାସିନ୍ଦା ଶଙ୍କରୀ ଚନ୍ଦ୍ରନ୍‌ ତାଙ୍କ ପାଣ୍ଡୁଲିପି ଧରି ପ୍ରକାଶକଙ୍କ ପାଖକୁ ଗଲା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅଷ୍ଟ୍ରେଲୀୟ ପ୍ରକାଶକ ଧରି ନେଇଥିଲେ ଶଙ୍କରୀଙ୍କ ଲେଖା ଅଷ୍ଟ୍ର୍ରେଲିଆ...

ନଗ୍ନତା ସଭ୍ୟତା ନୁହେଁ

ଡ. ପବିତ୍ର ସୁବୁଦ୍ଧି ଜଣେ ବିଶିଷ୍ଟ ସମାଜଶାସ୍ତ୍ରୀ ଏକଦା କହିଥିଲେ- ”ମଣିଷ ମହାନ୍‌ ହେବା ପାଇଁ ତିନୋଟି ଜିନିଷ ଲୋଡ଼ା। ପୁରୁଷର ମସ୍ତିଷ୍କ, ନାରୀର ହୃଦୟ ଓ ଶିଶୁର ମନ।“ ନାରୀର ହୃଦୟ ହେଉଛି ଏକ ଭବ୍ୟ ମନ୍ଦିର। ନାରୀ...

ନାଗରିକତ୍ୱ ବିବାଦ

ଜନ୍ମ ଏବଂ ମୃତ୍ୟୁ ପାଇଁ ଆଧାରକୁ ବାଧ୍ୟତାମୂଳକ କରିବା ସକାଶେ କେନ୍ଦ୍ର ସରକାର ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଯଦି ଏହି ବିଲ୍‌ ଆଇନରେ ପରିଣତ ହୁଏ ତେବେ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ଉପରେ ଏହାର ପ୍ରଭାବ ରହିବ।...

ରାସ୍ତା ଦୁର୍ଘଟଣାର ପ୍ରତିକାର

ଡ.ମୌସୁମୀ ପରିଡ଼ା ଜନସଂଖ୍ୟା ବୃଦ୍ଧି ଓ ପାଣିପାଗର ପରିବର୍ତ୍ତନ ଅନୁଯାୟୀ ସ୍ଥାନାଭାବ, ଖାଦ୍ୟପାନୀୟ ଅଭାବ ଇତ୍ୟାଦି ସମସ୍ୟା ଦ୍ୱାରା ଜୀବଜନ୍ତୁମାନେ ଅଳ୍ପବହୁତେ ପ୍ରଭାବିତ। ପ୍ରାୟତଃ ଖାଦ୍ୟ କିମ୍ବା ପାନୀୟ ପାଇଁ ରାସ୍ତାକଡ଼ରେ କିଛି ପାଳିତ ଓ ବୁଲା ଜୀବଜନ୍ତୁ ରାସ୍ତା...

ପଠନ, ଲିଖନ ଓ ବନାନ ଚୁଲିକୁ ଗଲାଣି

ସହଦେବ ସାହୁ ସ୍ମାର୍ଟ ଫୋନ୍‌ ନିଜର ସାଙ୍ଗ ହୋଇଗଲା ଦିନୁ ଡିଜିଟାଲ୍‌ ଆକର୍ଷଣ ଏତେ ବଢ଼ିଗଲାଣି ଯେ ଆକର୍ଷଣ ଶବ୍ଦ ଆଉ ଯୁକ୍ତିଯୁକ୍ତ ମନେ ହେଉନାହିଁ, ଏହା ଏକ ଡିଷ୍ଟ୍ରାକ୍ସନ୍‌ ବା ଅନ୍ୟମନସ୍କତାର କାରଣ ହେଲାଣି। ଛପା ବହି କି...

ଦୁର୍ନୀତି ବିରୋଧୀ ବାର୍ତ୍ତା

୨୦୨୪ ବିଧାନସଭା ନିର୍ବାଚନ ପାଇଁ ପ୍ରାୟ ଏକ ବର୍ଷ ବାକି ଥିବାବେଳେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟର ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ଉତ୍ତରଦାୟୀ କରି ଦୁର୍ନୀତି ବିରୋଧରେ ଏକ ଦୃଢ଼ ବାର୍ତ୍ତା ଦେବାର ସୁଯୋଗ ହାତକୁ ନେଉଛନ୍ତି। ସୂଚନା...

ଏଇ ଭାରତରେ

ବାଇକିଂକୁ ଭଲ ପାଇଲେ ବି ମହିଳା ସଶକ୍ତୀକରଣରେ ରହିଛି ଜୟ ଭାରତୀଙ୍କ ଆନନ୍ଦ। ହାଇଦ୍ରାବାଦ ନିବାସୀ ଭାରତୀ ୨୦୧୩ରୁ ୧ ଲକ୍ଷ କି.ମି. ଡ୍ରାଇଭ କରିସାରିଲେଣି। ଅନ୍ୟପକ୍ଷରେ ୨୦୧୯ରେ ଏମ୍‌ଓଡବ୍ଲ୍ୟୁଓ ନାମକ ସାମାଜିକ ଅଭିଯାନ ଆରମ୍ଭ କରି ତା’ ମାଧ୍ୟମରେ...

ଆମେରିକା ଗଣତନ୍ତ୍ର ପ୍ରତି ବିପଦ

ଟେକ୍ସାସ୍‌ରେ ଅପ୍ରତ୍ୟାଶିତ ଗ୍ରୀଷ୍ମପ୍ରବାହକୁ ଲକ୍ଷ୍ୟକରି ଏହାର ଗଭର୍ନର ଏହି ପରିସ୍ଥିତିରୁ ରକ୍ଷା ପାଇବା ଲାଗି ଏକ ପ୍ରିମ୍ପ୍‌ସନ ବିଲ୍‌(ଯାହା ନିମ୍ନ ଅଧିକାରୀଙ୍କ ଆଇନକୁ ବଦଳାଏ କିମ୍ବା ରୋକିଥାଏ) ସ୍ବାକ୍ଷର କରିଛନ୍ତି। ହ୍ୟୁଷ୍ଟନ ଓ ଡାଲ୍ଲାସ ସହରକୁ ସ୍ଥାନୀୟ କର୍ମସ୍ଥଳୀଗୁଡ଼ିକ ପାଇଁ...

ଦୁଃଖ ବୁଝିବ କିଏ

ନିର୍ଦ୍ଦେଶ ଆସେ, ଦଶମ ବୋର୍ଡ ପରୀକ୍ଷାରେ ସରକାରୀ ବିଦ୍ୟାଳୟର ପିଲାଙ୍କ ଫଳାଫଳ ଯଥେଷ୍ଟ ଭଲ ହେବା ଏବଂ କୌଣସି ପିଲା ଅକୃତକାର୍ଯ୍ୟ ନ ହେବା ଜରୁରୀ। ନଚେତ୍‌ ବର୍ଦ୍ଧିତ ବେତନ ବନ୍ଦ ହେବା ସହ ଶିକ୍ଷକଙ୍କୁ ଦେବାକୁ ହେବ କୈଫିୟତ୍‌...

ତେଲ ଉପାଖ୍ୟାନ

ଏକଦା ଗିନିଜ୍‌ ବୁକ୍‌ରେ ବିଶ୍ୱର ଶ୍ରେଷ୍ଠ ଧନାଢ଼୍ୟ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଥିବା ବ୍ରିଟିଶ ଶିଳ୍ପପତି ପାଉଲ ଗେଟିଙ୍କ କହିବା ଅନୁଯାୟୀ, ଜୀବନରେ ସଫଳତାର ଉତ୍ସ ହେଉଛି- ପ୍ରତ୍ୟୁଷରେ ଶଯ୍ୟା ତ୍ୟାଗ, କଠିନ ପରିଶ୍ରମ ଓ ଟିକେ ତେଲ। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri