ପୋଲିସ ଜଡ଼ିତ
ନାଗରିକ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳାର ଉତ୍ତରଦାୟିତ୍ୱ ବହନ କରୁଥିବା ଓଡ଼ିଶା ପୋଲିସର ୮୭ ବର୍ଷର ଇତିହାସରେ ଏହାର କର୍ମଚାରୀଙ୍କ ବିରୋଧରେ ଆପରାଧିକ ଅଭିଯୋଗ ବଢ଼ିବାରେ ଲାଗିଛି। ହାଜତ ମୃତ୍ୟୁଠାରୁ ଆରମ୍ଭ କରି ମାନବ ଅଧିକାର ଉଲ୍ଲଂଘନ ଭଳି କାର୍ଯ୍ୟ ତଥା…
ଏଇ ଭାରତରେ
ଅସହାୟ, ଗୃହହୀନ ଓ ଅନାଥଙ୍କ ସାହାରା ପାଲଟିଛନ୍ତି ବେଙ୍ଗାଲୁରୁର ଟ୍ରାନ୍ସଜେଣ୍ଡର ନକ୍ଷତ୍ର। ସେ ଏବେ ୧୫୦ ଜଣଙ୍କୁ ଆଶ୍ରୟ ଦେଇଛନ୍ତି। ନକ୍ଷତ୍ର ଯେତେବେଳେ ଜଣେ ଟ୍ରାନ୍ସଜେଣ୍ଡର ବୋଲି ଚିହ୍ନଟ ହେଲେ ସେତେବେଳେ ତାଙ୍କ ପରିବାର ତାଙ୍କୁ ଘରୁ ବାହାରିଯିବାକୁ ବାଧ୍ୟ କରିଥିଲେ।…
ସଡ଼କ ଦୁର୍ଘଟଣାର ପ୍ରଭାବ
ରାଜୀବ କର୍ମୀ ଆମ ଦେଶରେ ସଡକ ଦୁର୍ଘଟଣାଜନିତ କ୍ଷୟକ୍ଷତି ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୦୨୦ ତୁଳନାରେ ୨୦୨୨ରେ ଦୁର୍ଘଟଣା ହାରରେ ୨୪ ଭାଗ ବୃଦ୍ଧି ଘଟିଛି। ପରିବହନ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ୨୦୨୨ରେ ଭାରତରେ ୪,୬୧,୩୧୨ ସଡକ ଦୁର୍ଘଟଣା…
ଦାରିଦ୍ର୍ୟ ହ୍ରାସ ନେଇ ତ୍ରୁଟିପୂର୍ଣ୍ଣ ଦାବି
ଭାଲଚନ୍ଦ୍ର ଷଡ଼ଙ୍ଗୀ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣକୁ ନେଇ ଦେଶରେ ସରକାରୀ ପ୍ରାୟୋଜିତ ଉନ୍ମାଦନା ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଇତିମଧ୍ୟରେ ଦେଶରେ ଦାରିଦ୍ର୍ୟ ଦୂରୀକରଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଜାରି କରିଛି। ଗତ ଦଶବର୍ଷର ଶାସନକାଳରେ…
ଭୋଟ କହିବ
ଭାରତୀୟ ରାଜନୀତିରେ ବିହାର ମୁଖ୍ୟମନ୍ତ୍ରୀ ତଥା ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ନୀତୀଶ କୁମାର ସମ୍ଭବତଃ ଏଭଳି ଜଣେ ବ୍ୟକ୍ତି, ଯିଏ ସୁବିଧାବାଦ ଚିନ୍ତାଧାରାକୁ ପାଣିକରି ପିଇଯାଇଛନ୍ତି। ମୁଖ୍ୟମନ୍ତ୍ରୀ ପଦରେ ବସିବା ଲାଗି ସେ କ୍ରମାଗତ ବିଭିନ୍ନ ଦଳ ସହ…
ଏଇ ଭାରତରେ
କଠିନ ବର୍ଜ୍ୟକୁ ରିସାଇକେଲିଂ ବା ପୁନଃ ବ୍ୟବହାରଯୋଗ୍ୟ କରିବା ସହ ତା’ ବଦଳରେ ବର୍ଜ୍ୟ ଦେଉଥିବା ପରିବାରକୁ ଉପହାର ଦେଉଛନ୍ତି ଅଭିଷେକ ଅଗ୍ରଓ୍ବାଲ। ଅଭିଷେକ ରୁହନ୍ତି ହାଇଦ୍ରାବାଦରେ। ସେ ୩,୫୦୦ ପରିବାରରୁ ବର୍ଜ୍ୟ ମାଗଣାରେ ନେବା ପରେ ସେମାନଙ୍କୁ ଆକର୍ଷଣୀୟ ଉପହାର…
ତାରିଖ ପରେ ତାରିଖ ଯୁଗ ଶେଷ
ସର୍ବେଶ୍ୱର ବେହେରା କେନ୍ଦ୍ର ସରକାର ଫୌଜଦାରି ଆଇନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି । ୧୮୬୦ର ଭାରତୀୟ ପିଙ୍ଗଳ କୋଡ୍କୁ (ଆଇପିସି) ପରିବର୍ତ୍ତନ କରି ଭାରତୀୟ ନ୍ୟାୟ ସଂହିତା ୨୦୨୩ ପ୍ରଣୟନ କରିଛନ୍ତି । ସେହିପରି ୧୯୭୩ର ଦଣ୍ଡବିଧି ପ୍ରକ୍ରିୟା (ସିଆରପିସି)…
ସୁମାତା ଓ କୁମାତାଙ୍କ କଥା
ଜଣେ ସନ୍ଥ ଏକଦା କହିଥିଲେ, ”ଈଶ୍ୱରଙ୍କ ସନ୍ଧାନରେ ମୋ ଜୀବନକାଳର ସମଗ୍ର ସାଧନା ବିନିଯୋଗ କରି ତଥାପି ଅପ୍ରାପ୍ତିର ହତାଶା ମଧ୍ୟରେ ବଞ୍ଚୁଥିବା ବେଳେ ଅଚାନକ ମୋ ଆଖି ପଡ଼ିଲା ମୋତେ ଜନ୍ମ ଦେଇଥିବା ମାଆଙ୍କ ଉପରେ। ଗଭୀର ଅନ୍ତର୍ଦୃଷ୍ଟି ନେଇ…
ଅବିଭାଜ୍ୟ ମାନବବାଦ
ଭାରତୀୟ ଜନତା ପାର୍ଟି (ଭାଜପା) ତା’ ସମ୍ବିଧାନର ତୃତୀୟ ପୃଷ୍ଠାରେ ପାର୍ଟି ବା ଦଳ ସଦସ୍ୟତା ପାଇଁ ସର୍ତ୍ତ ରଖିଛି। ୧୮ ବର୍ଷରୁ ଅଧିକ ବୟସର ଯେକୌଣସି ଭାରତୀୟ ନାଗରିକ ଭାଜପା ସମ୍ବିଧାନର ଧାରା ୨, ୩ ଏବଂ ୫ (II,…
ବିକାଶଶୀଳ ଦେଶ ଓ ଜଳବାୟୁ ପରିବର୍ତ୍ତନ
ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକୁ ୨୦୨୩ରେ ସେମାନଙ୍କ ଋଣ ପରିଚାଳନା କରିବାରେ ଯଦିଓ କଷ୍ଟକର ହୋଇଛି ତଥାପି ସେମାନେ ଚଳିତ ବର୍ଷ ଆହୁରି ଅଧିକ ଆହ୍ବାନର ସମ୍ମୁଖୀନ ହେବା ସମ୍ଭାବନା ଅଛି। ଅଧିକାଂଶଙ୍କ ଉପରେ ଅପେକ୍ଷାକୃତ କମ୍ ଋଣ ଥିବାରୁ ସେମାନଙ୍କୁ ପରିଶୋଧରେ…
ତ୍ୟାଗ
ସେ ଦିନ ଗୁଡୁଲ ମନରେ ଭାରି ଦୁଃଖ, କାରଣ ତା’ ମନରେ ଉଙ୍କି ମାରୁଥିବା ପ୍ରଶ୍ନର କେହି ଉତ୍ତର ଦେଉନାହାନ୍ତି। ପାଟିର ଦୁଇଟି କାମ ଅଛି ଯଥା- କଥା କହିବା ଓ ଖାଦ୍ୟ ଗ୍ରହଣ କରିବା, ନାକର ଦୁଇଟି କାମ ଅଛି…
ଗଣତନ୍ତ୍ର କାହିଁ
ରାଜନୀତି ବିଜ୍ଞାନ ବିଷୟରେ ଜାଣିଥିବା ପ୍ରତ୍ୟେକ ବ୍ୟକ୍ତି ଗଣତନ୍ତ୍ରର ନାନାଦି ବ୍ୟାଖ୍ୟା କରିପାରେ। ତେବେ ଦେଶର ଏକ ସାଧାରଣ ଜନତା ଲାଗି ଗଣତନ୍ତ୍ର ଏକ ବ୍ୟାଖ୍ୟାର ବିଷୟବସ୍ତୁ ନୁହେଁ ବରଂ ଅନୁଭବର ବିଷୟ। ଭାରତର ଜନତା ଗଣତନ୍ତ୍ରକୁ ଅନୁଭବ କରନ୍ତି ଅଗଷ୍ଟ…
Archives


