ସମ୍ପାଦକୀୟ

ବିଦେଶୀ ସାଜିପାରନ୍ତି ଦୂତ

ଭାରତକୁ ଏକ ଧର୍ମନିରପେକ୍ଷ ଦେଶ ବୋଲି କୁହାଯାଉଥିଲା। ଏବେ ଅବଶ୍ୟ ତାହା ମଳିନ ପଡ଼ିଗଲାଣି। ଏଠାରେ ପ୍ରତ୍ୟେକ ଧର୍ମକୁ ସମାନ ଗୁରୁତ୍ୱ ଦିଆଯିବାର ନିୟମ ସମ୍ବିଧାନରେ ଉଲ୍ଲିଖିତ ରହିଛି। ହେଲେ ଅନେକ ସ୍ଥାନରେ ଉପୁଜୁଥିବା ସ୍ଥିତିକୁ ଦେଖିଲେ ଏହି ଦେଶ ସରକାରୀ…

ଏଇ ଭାରତରେ

ଅଦରକାରୀ ପାଇପ୍‌ ଓ ଅନ୍ୟ ସାମଗ୍ରୀ ବ୍ୟବହାର କରି ହାଇଡ୍ରୋପୋନିକ ପଦ୍ଧତି(ବିନା ମାଟିରେ ଅର୍ଥାତ୍‌ କେବଳ ପାଣିରେ ଚାଷ)ରେ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ମଧ୍ୟପ୍ରଦେଶ ରତଲାମାର ଅରବିନ୍ଦ ଧାକଡ଼। ୧୦ ବର୍ଷ ପୂର୍ବରୁ ଅରବିନ୍ଦ ପାରମ୍ପରିକ ପଦ୍ଧତିରେ…

ଗଣତନ୍ତ୍ରରେ ବିଲକ୍ଷଣ

ହରିଶଙ୍କର ମିଶ୍ର   ସେବକ ଏକ ବ୍ୟାପକ ଅର୍ଥ ବୋଧକ ଶବ୍ଦ। ଯେଉଁମାନେ ସେବା ପାଇଁ ସମର୍ପିତ ବା ନିୟୋଜିତ ସେମାନଙ୍କୁ ସେବକ କୁହାଯାଏ। କେବଳ ମଠମନ୍ଦିରରେ ନିୟୋଜିତ ବ୍ୟକ୍ତିମାନଙ୍କୁ ନୁହେଁ, ଶାସନ ତନ୍ତ୍ରରେ ନିୟୋଜିତ ବ୍ୟକ୍ତିମାନଙ୍କୁ ମଧ୍ୟ ସେବକ କୁହାଯାଏ।…

ଆମ ଜୀବନ, ଆମ ନିଷ୍ପତ୍ତି

ଡ. ଶରତ ଚନ୍ଦ୍ର ପରିଡ଼ା   ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିମାନେ କିଛି ଭିନ୍ନ କାର୍ଯ୍ୟ କରି ନ ଥା’ନ୍ତି; ସେମାନଙ୍କ କାର୍ଯ୍ୟ ଅନ୍ତରାଳରେ ସେମାନେ ନେଇଥିବା ସଚେତନ ନିଷ୍ପତ୍ତି ହିଁ ଏପରି କରାଇଥାଏ। ଜୀବନର ପ୍ରତିମୋଡ଼ରେ ନିଷ୍ପତ୍ତି ନେବାର ଅବସର ଆସି…

ଏନ୍‌ପିଆର୍‌ ଏବଂ ଏନ୍‌ଆର୍‌ସିର ସ୍ଥିତି

ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)ପରେ ଆମେ ଏକ ଜାତୀୟ ଜନସଂଖ୍ୟା ପଞ୍ଜୀକରଣ (ଏନ୍‌ପିଆର୍‌) ଏବଂ ଏକ ଜାତୀୟ ନାଗରିକ ପଞ୍ଜୀକରଣ(ଏନ୍‌ଆର୍‌ସି) ଆଶା କରିପାରିବା କି? ସରକାର କେଉଁ ଗୋଟିକୁ ବିଶ୍ୱାସକୁ ନେବେ ତା’ଉପରେ ଏହାର ଉତ୍ତର ନିର୍ଭରକରେ। ଆସନ୍ତୁ, ପ୍ରକୃତ ଘଟଣାକ୍ରମ ଉପରେ…

ଅନିଶ୍ଚିତତାରୁ ସ୍ଥିରତା

୨୦୧୪ରେ ଭାଜପା କ୍ଷମତାକୁ ଆସିବା ପରେ ମୋଦି ସରକାରଙ୍କ ପ୍ରାରମ୍ଭିକ ବର୍ଷଗୁଡ଼ିକରେ ବରିଷ୍ଠ ବାବୁମାନେ ଅନିଶ୍ଚିତ କାର୍ଯ୍ୟକାଳ ଦେଖିଥିଲେ। ପ୍ରତିରକ୍ଷା, ସ୍ବରାଷ୍ଟ୍ର ଏବଂ ଅର୍ଥ ଭଳି ମନ୍ତ୍ରଣାଳୟରେ ଦୁଇ ବର୍ଷ ପାଇଁ ନିଯୁକ୍ତ ଅଧିକାରୀଙ୍କୁ କାର୍ଯ୍ୟକାଳ ପୂରିବା ପୂର୍ବରୁ ସ୍ଥାନାନ୍ତର କରାଯାଇଥିଲା।…

କଟକର ତାରକସି

ନୂଆପାଟଣାର ଖଣ୍ଡୁଆ ପାଟ ଓ ଗୀତ ଗୋବିନ୍ଦ ଶାଢ଼ି, ବରହମପୁର ପାଟ, ବୋମକେଇ ଶାଢ଼ି, କୋଟପାଡ଼ର ପ୍ରାଚୀନ ଜୈବିକ ପଦ୍ଧତି ଅନସୃତ ବୟନଶିଳ୍ପ, ସୋନପୁରୀ ଓ ସମ୍ବଲପୁରୀ ବାନ୍ଧକଳା ସହ କଟକର ସୁନା-ରୁପା ତାରକସି କାରିଗରି, ଗଜପତି ଜିଲାର ସିଂହ ନିର୍ମିତ…

ଦ୍ରାବିଡ଼ବାଦରୁ ବିଚ୍ଛିନ୍ନତାବାଦ

ଦେଶର ସାର୍ବଭୌମତ୍ୱକୁ ଜଣେ ନିର୍ବାଚିତ ସାଂସଦଙ୍କ ଅସ୍ବୀକାର ଏବଂ ବିଚ୍ଛିନ୍ନତାବାଦୀ ବିଷୋଦ୍‌ଗାର କେବଳ ଭାରତରେ ସମ୍ଭବ ହୋଇପାରେ। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଜନ୍ମଦିନ ଅବସରରେ କୋଏମ୍ବାଟୁରର ଏକ ଜନସଭାରେ ଡିଏମ୍‌କେ ସାଂସଦ ଏ. ରାଜା ଭାରତକୁ ଏକ ଦେଶ ଭାବରେ…

ଏଇ ଭାରତରେ

ଆଗାମୀ ଜଳ ସଙ୍କଟ ଏକ ଭୟାବହ ସ୍ଥିତି ସୃଷ୍ଟି କରିବ ବୋଲି ଏବକାର ବେଙ୍ଗାଲୁରୁ ଜଳାଭାବ ସ୍ଥିତି ସମସ୍ତଙ୍କୁ ଚେତାଇ ଦେଇଛି। ବେଙ୍ଗାଲୁରୁରେ ପାଣି ପାଇଁ ଟ୍ୟାଙ୍କର ଉପରେ ଲୋକେ ନିର୍ଭର କରୁଛନ୍ତି। କିନ୍ତୁ ସହରର ଗୁରୁକୃପା ଆପାର୍ଟମେଣ୍ଟର ଜଳ ପରିଚାଳନା…

ଏଇ ଭାରତରେ

କିନ୍ନରଙ୍କ ଜୀବନ ସଂଘର୍ଷମୟ। ସମାଜରେ ବଞ୍ଚିରହିବା ଲାଗି ସେମାନେ ବିଭିନ୍ନ କାର୍ଯ୍ୟ କରୁଥିଲେ ବି ସେମାନଙ୍କୁ ଲୋକେ ଭିନ୍ନ ଦୃଷ୍ଟିରେ ଦେଖନ୍ତି। ଏମିତି ଜଣେ କିନ୍ନର ହେଉଛନ୍ତି ପଶ୍ଚିମବଙ୍ଗର ସୁମି ଦାସ, ଯିଏ ବଞ୍ଚିବାକୁ ସଂଗ୍ରାମ କରି ସଫଳ ହୋଇ ଏବେ…

ବିଚାର ବ୍ୟବସ୍ଥାରେ ସଂସ୍କାର ଲୋଡ଼ା

ଡ. ଜୟଦେବ ସାହୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ବିଶ୍ୱର ଏକ ଶକ୍ତିଶାଳୀ ନ୍ୟାୟାଳୟ ଭାବରେ ପରିଗଣିତ। ଏକ ଶକ୍ତ ବିଚାର ବ୍ୟବସ୍ଥା ପାଇଁ ହିଁ ବିଶ୍ୱରେ ଭାରତ ଏକ ଆଦର୍ଶ ଗଣତାନ୍ତ୍ରିକ ରାଷ୍ଟ୍ର। ସବୁବେଳେ ନ୍ୟାୟାଳୟ ଚେଷ୍ଟା କରି ଆସିଛି ନିରପେକ୍ଷ…

ଆମେରିକାର ଆଧିପତ୍ୟ ପ୍ରତି ବିପଦ

ମାଇକେଲ ଇଗ୍‌ନାଟିଫ୍‌ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ସଂଘର୍ଷ ଜାରି ରହିଛି। ଆଉ ପ୍ରାୟ ମାସେ ଭିତରେ ୟୁକ୍ରେନ୍‌ର ଆର୍ଟିଲାରି ସେଲ୍‌ ସବୁ ଶେଷ ହେବାକୁ ଥିବାବେଳେ ଆମେରିକା କଂଗ୍ରେସ ଅଧିକ ପଠାଇବାକୁ ରାଜିହୋଇ ନ ପାରେ। ଇତିମଧ୍ୟରେ ରୁଷିଆର ବିରୋଧୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri