ଏଇ ଭାରତରେ
ଗୁଗ୍ଲରେ ସର୍ଚ୍ଚ କରିବା ସମୟରେ ‘ଲିଓପାର୍ଡ କଣ୍ଟ୍ରି’ରେ କୌଣସି ଦେଶ ପାଇବେ ନାହିଁ , ବରଂ ରାଜସ୍ଥାନର ଜଓ୍ବାଇ ଭଳି ଏକ ଛୋଟ ଅଞ୍ଚଳ ପାଇବେ । ଏଠାରେ ବହୁସଂଖ୍ୟାରେ କଳାରାପତରିଆ ବାଘ ରହନ୍ତି। ଏହି ଅଞ୍ଚଳରେ ବାଘଙ୍କ ସୁରକ୍ଷା ପାଇଁ…
ଏଇ ଭାରତରେ
ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ସମସ୍ୟାର ମୁକାବିଲା କରିବା ଲାଗି ବୃହତ୍ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍ପି) ଟ୍ୟାଙ୍କର ବ୍ୟବସ୍ଥା…
ଅଦୃଶ୍ୟ ଶତ୍ରୁ
ମାୟାଧର ନାୟକ ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ ମହାମାରୀ ଭଳି ଅଦୃଶ୍ୟ ଶତ୍ରୁ ବିରୁଦ୍ଧରେ ମଣିଷର ମହାଯୁଦ୍ଧ ଆରମ୍ଭ ହୋଇଯାଇଛି। କଳିଯୁଗ ସମ୍ପର୍କରେ…
ଚୋରକୁ ବୁଦ୍ଧି
ଅଲେଖ ଚନ୍ଦ୍ର ମିଶ୍ର ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ ଏହିପରି। ଥରେ ଜଣେ ଗୃହସ୍ଥଙ୍କ ଘରେ ଚୋରଟିଏ ପଶିଲା। ସେ ଚୋରି କରିବାକୁ ଉଦ୍ୟତ…
ଅପ୍ରକାଶ୍ୟ ଋଣ ସମସ୍ୟା
ଗତ କିଛି ବର୍ଷ ମଧ୍ୟରେ କୋଭିଡ୍-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ ଅନେକ ବିକାଶଶୀଳ ଅର୍ଥ ବ୍ୟବସ୍ଥା ଋଣ ପରିଶୋଧ କରିବାକୁ ସଂଘର୍ଷ କରୁଛନ୍ତି। କିନ୍ତୁ ସାରା…
ଏଇ ଭାରତରେ
ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍ ଭାରତୀୟ ରାଜସ୍ବ ସେବା(ଆଇଆର୍ଏସ୍) ଅଧିକାରୀ ରବି କପୁର। ସେ ୨୦୨୩ରେ ଦିଲ୍ଲୀରେ ରହି ମାଗଣାରେ ୟୁପିଏସ୍ସି ଆଶାୟୀଙ୍କୁ କୋଚିଂ ଦେଉଛନ୍ତି। ରବି ଯୁପିଏସ୍ସିରେ କୃତକାର୍ଯ୍ୟ…
ରାମ ରାଜ୍ୟ ସମ୍ଭବ କି
ବୈକୁଣ୍ଠନାଥ ମିଶ୍ର ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ ସମୟରେ ଈଶ୍ୱରଙ୍କ ନାମ ଉଚ୍ଚାରଣ କରିବା ବଡ଼ କଥା; କିନ୍ତୁ ଏହାର ଅପବ୍ୟବହାର ଈଶ୍ୱରଙ୍କ…
ମତଦାତାଙ୍କ ବୁଦ୍ଧି ବିମୂଢ଼ତା
ଡ.ଛାୟାକାନ୍ତ ଷଡ଼ଙ୍ଗୀ ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି। ଗୋଟିଏ ନିର୍ଦ୍ଦିଷ୍ଟ ଦଳର ଆଦର୍ଶରେ ଉଦ୍ବୁଦ୍ଧ ହୋଇ ଭଲ ପ୍ରାର୍ଥୀକୁ ଭୋଟ ଦେବା ପାଇଁ…
ବୁଝିହେଉଛି
ଆମ୍ ଆଦ୍ମୀ ପାର୍ଟି (ଆପ୍) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ନିଜ ହେପାଜତରେ ରଖିଛି। ଲୋକ ସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦବୀରେ ଥିବା ବ୍ୟକ୍ତିଙ୍କୁ…
ଏଇ ଭାରତରେ
ବୃନ୍ଦାବନରେ ବିଧବାମାନଙ୍କୁ ରହିବା, ଖାଇବା ଓ ଚିକିତ୍ସା କ୍ଷେତ୍ରରେ ଲକ୍ଷ୍ମୀ ଗୌତମଙ୍କ ପଚେଷ୍ଟା ପ୍ରଶଂସନୀୟ। ୬୦ ବର୍ଷୀୟା ଲକ୍ଷ୍ମୀ ବୃନ୍ଦାବନର ରାସ୍ତାକଡ଼ରେ ରହୁଥିବା ଅନେକ ଅସହାୟ ବିଧବାଙ୍କୁ ଉଦ୍ଧାର କରି ସେମାନଙ୍କୁ ଆଶ୍ରୟ ଦେଇଛନ୍ତି। ସେମାନଙ୍କର ଖାଇବା ଓ ଚିକିତ୍ସା ଖର୍ଚ୍ଚ…
ପର୍ବ ନାଁ ମିଶ୍ରଣ
ଆମ ରାଜ୍ୟରେ କଥାଟିଏ ପ୍ରଚଳିତ ରହିଛି- ”ବାର ମାସରେ ତେର ପର୍ବ“ର କଥା। ଏଇ ପ୍ରଚଳିତ ଲୋକୋକ୍ତି ଅନୁସାରେ ମାସକୁ ଅନ୍ତତଃ ଗୋଟାଏ ପର୍ବ ପଡ଼ିବା କଥା। ତେବେ ମାସକୁ ସିନା ପାଳିତ ହୁଏ ଗୋଟାଏ ପର୍ବ। ଏବେ ବଢ଼ି ଚାଲିଛି…
ଧର୍ମର ଜୟ ହେଉ
ଅଧ୍ୟାପକ ନିରଞ୍ଜନ ପାଢ଼ୀ ନ୍ୟାୟ, ନୀତି, ସତ୍ୟ, ସଦାଚାରକୁ ପ୍ରତିହତ କରି ଅନ୍ୟାୟ, ଅନୀତି ଓ ଅସତ୍ୟ ଅନାଚାର ଯେତେବେଳେ ବିଜୟ ଲାଭ କରେ, ସେତେବେଳେ ନିଷ୍ପେଷିତର ଅନ୍ତରରୁ ନିଃଶବ୍ଦରେ ଭାସି ଆସେ ଅସହାୟତାର କରୁଣ ସଂଳାପ- ‘ଧର୍ମ ସହିଲେ ହେଲା’!…
Archives


