ସମ୍ପାଦକୀୟ

ପାଶ୍ଚାତ୍ୟର ସମ୍ବେଦନହୀନ ଆଭିମୁଖ୍ୟ

ଗାଜାରେ ୪ ମାସ ହେଲାଣି ଯୁଦ୍ଧ ଚାଲିିଛି। ଇସ୍ରାଏଲ୍‌ର ଭୟଙ୍କର ସାମରିକ ଅଭିଯାନ ଏବଂ ପାଶ୍ଚାତ୍ୟ ସରକାରଗୁଡ଼ିକର ଏହାକୁ ନିରନ୍ତର ସମର୍ଥନକୁ ନେଇ ମଧ୍ୟପ୍ରାଚ୍ୟ ଏବଂ ଗରିବ ତଥା ନିମ୍ନ ବିକାଶଶୀଳ ଦେଶଗୁଡ଼ିକ(ଗ୍ଲୋବାଲ ସାଉଥ୍‌) ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ...

ରାମରାଜ୍ୟ କେତେ ବାସ୍ତବ

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ରାମ ଯୁଗର ଆରମ୍ଭ ହୋଇଛି ବୋଲି କୁହାଯାଉଛି। ଅର୍ଥାତ୍‌ ‘ଅଚ୍ଛେଦିନ୍‌’ସ୍ଲୋଗାନ ପରେ ‘ରାମ ରାଜ୍ୟ’ କଥା କୁହାଯାଉଛି। ମହାତ୍ମା ଗାନ୍ଧୀ ‘ରାମରାଜ୍ୟ’ କଥା ଉଠାଇଥିଲେ। ସେ ରାମାୟଣର ଶିକ୍ଷା ଦ୍ୱାରା ବହୁ ପ୍ରଭାବିତ...

କ୍ଷେତରେ ବିଷ

ଓଡ଼ିଶାର କୃଷକମାନେ ପ୍ରାୟତଃ ଏବେ ବି ରାସାୟନିକ ସାର ଓ କିଟନାଶକ ପ୍ରୟୋଗ କରି ଫସଲ ଅମଳ କରୁଛନ୍ତି। ଏସବୁ ଯେ କେବଳ ନିଜର କ୍ଷେତ ଓ ଫସଲକୁ ବିଷାକ୍ତ କରୁଛି ତା’ ନୁହେଁ, ଜୀବନକୁ ମଧ୍ୟ ବିଷାକ୍ତ କରୁଛି,...

ଏଇ ଭାରତରେ

ଗୋଟିଏ ଜିଲାରେ ମାଣ୍ଡିଆ ଉତ୍ପାଦନ ୩୦୦ ପ୍ରତିଶତ ବୃଦ୍ଧି ହେବା ବିଷୟ କେବେ ଚିନ୍ତା କରିପାରୁଛନ୍ତି? ହଁ, ଏହା ସମ୍ଭବ ହୋଇଛି ଆଇଏଏସ୍‌ ଅଧିକାରୀ ସୁଶାନ୍ତ ଗୌରବଙ୍କ ଉଦ୍ୟମରେ। ଝାଡ଼ଖଣ୍ଡର ଗୁମଲା ଜିଲାକୁ ସେ ମାଣ୍ଡିଆ ରାଜଧାନୀରେ ପରିଣତ କରିଦେଇଛନ୍ତି।...

ଏଇ ଭାରତରେ

ପ୍ଲାଷ୍ଟିକ ବର୍ଜ୍ୟର ପୁନଃ ଉପଯୋଗ କରି ପ୍ରଦୂଷଣ ହ୍ରାସ କରିବା ପାଇଁ ଯେଉଁମାନେ ପ୍ରୟାସ କରୁଛନ୍ତି, ସେମାନଙ୍କ ମଧ୍ୟରେ ରହିଛନ୍ତି ଗୁଜରାଟର ମନୀଷ କୋଠାରି । ରିନୋ ମେଶିନ ପ୍ରାଇଭେଟ ଲିମିଟେଡ ପ୍ରତିଷ୍ଠା କରି ସେ ଏହି କାର୍ଯ୍ୟ କରୁଛନ୍ତି।...

ଉତ୍କଳ ଦଧୀଚି ଭଗବତୀ

ଡ. ହୃଷୀକେଶ ମଲ୍ଲିକ   ଭଗବତୀ ଚରଣ ପାଣିଗ୍ରାହୀ ୧୯୦୮ ମସିହା ଫେବୃଆରୀ ପହିଲାରେ ଅବିଭକ୍ତ ପୁରୀ ଜିଲାର ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତାଙ୍କ ନାମ ସ୍ବପ୍ନେଶ୍ୱର ପାଣିଗ୍ରାହୀ ଓ ମାତାଙ୍କ ନାମ ସରସ୍ବତୀ...

ଆମ ଭାଷାଭାବନା

ବିଜୟଲକ୍ଷ୍ମୀ ଦାଶ   ‘ଭାଷା’ ହେଉଛି ଗୋଟିଏ ଜାତିର ପରିଚୟ ଓ ଗୌରବ। ଭାଷାର ସୁଦୃଢ଼ ଭିତ୍ତିଭୂମି ଉପରେ ଜାତିର ଅସ୍ମିତା ନିର୍ଭର କରିଥାଏ। ଆମ ଭାଷାଭାବନା ଜାତି ଗଠନ ଓ ବିକାଶରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ପଣ୍ଡିତ...

୨୦୨୪: ସମ୍ଭାବନା ନିରାଶାଜନକ

ମାର୍କ ଜନ୍ସ   ୩୦ ଜାନୁଆରୀ ୧୯୩୩ରେ ଆଡ୍‌ଲଫ୍‌ ହିଟ୍‌ଲରଙ୍କୁ ଜର୍ମାନୀର ଚାନ୍‌ସେଲର ଭାବରେ ନିଯୁକ୍ତ କରାଯାଇଥିଲା। ତାଙ୍କ ସମର୍ଥକଙ୍କ ପାଇଁ ଏହା ଥିଲା ଏକ ଜାତୀୟ ବିପ୍ଳବ ଏବଂ ପୁନର୍ଜନ୍ମର ଦିନ। ଉଦାରବାଦ ଗଣତାନ୍ତ୍ରିକ ଓ୍ବିମାର ସରକାର( ୧୯୧୮...

କେବଳ ଅନ୍ଧକାର

ନିକଟରେ ଆମେରିକାର ଜର୍ଜିଆରେ ଭାରତରୁ ଯାଇଥିବା ବିବେକ ସାଇନଙ୍କୁ ସେଠାକାର ଜଣେ ଗୃହହୀନ ବ୍ୟକ୍ତି ହାତୁଡ଼ିରେ ବାରମ୍ବାର ଆଘାତକରି ହତ୍ୟା କରିଥିଲେ। ତଥାପି ଆମେରିକାକୁ ଯିବା ପାଇଁ ଛାତ୍ରୀଛାତ୍ରଙ୍କ ଭିଡ଼ ଅବ୍ୟାହତ ରହିଛି। ପ୍ରାୟ ପ୍ରତିବର୍ଷ ଆମେରିକା କିମ୍ବା କାନାଡା...

ସେମାନେ ବି ମଣିଷ

ଗୁରୁ ଶିଷ୍ୟମାନଙ୍କୁ ନିଜ ଜୀବନର ଏକ ଘଟଣା ସମ୍ପର୍କରେ ଆଲୋକପାତ କରୁଛନ୍ତି। ତାଙ୍କର ଯେତେବେଳେ ଦୁଇଟି ଯାକ କିଡ୍‌ନୀ ନଷ୍ଟ ହେବା କଥା ଡାକ୍ତର କହିଲେ ସେତେବେଳେ ସେ ଗୃହ ତ୍ୟାଗକରି ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ। ସେ କାଶୀଠାରେ...

ଜଳବାୟୁ: ହାନି ଓ କ୍ଷୟକ୍ଷତି

ଜଳବାୟୁ ପରିବର୍ତ୍ତନ ସଙ୍କଟର ବିନାଶକାରୀ ପ୍ରଭାବରେ ସଂଘଟିତ ବିବିଧ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ଚରମ ଘଟଣା କ୍ରମଶଃ ଅଧିକ ବିଧ୍ୱଂସକାରୀ ରୂପେ ପ୍ରକଟିତ ହେଉଛି। ଏସବୁ ଘଟଣାର ତୀବ୍ରତା ବୃଦ୍ଧି ଘଟୁଛି ଏବଂ ଭବିଷ୍ୟତରେ ପରିଣାମ ଅଧିକ ଭୟଙ୍କର...

ଏଇ ଭାରତରେ

ପୁରୁଷପ୍ରଧାନ କର୍ମଭୂମିରେ ମହିଳାଙ୍କ ଦକ୍ଷତା ପ୍ରଦର୍ଶନ କିଛି କମ୍‌ କଥା ନୁହେଁ, ଯେମିତି କରୁଛନ୍ତି ଆସାମର ମହିଳା ମାହୁନ୍ତ ପାର୍ବତୀ ବରୁଆ। ସେ ଭାରତର ପ୍ରଥମ ମହିଳା ମାହୁନ୍ତ ଯିଏ ସାରା ଜୀବନ ପଥଭ୍ରଷ୍ଟ ହାତୀଦଳକୁ ବାଟ କଢ଼ାଇନେବା କିମ୍ବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri