ସମ୍ପାଦକୀୟ

ନୀତି ନୈତିକତାର ଲକ୍ଷ୍ମଣରେଖା

ସୌଭାଗ୍ୟ ସୁନ୍ଦର ରାୟ   ନୀତି ନିୟମ ମଧ୍ୟରେ କାର୍ଯ୍ୟ କରାଗଲେ ଏହା ସମାଜ ପାଇଁ ଶୁଭଙ୍କର ହୋଇଥାଏ। ସାଧାରଣ ଜନତାଙ୍କ ନିମନ୍ତେ ମଧ୍ୟ ଉଦାହରଣ ହୋଇଥାଏ। ତେବେ ଯଦି ବା କିଛି ଅନୀତି ଅଜାଣତରେ ହୁଏ, ତାହାର ମଧ୍ୟ...

ଆସିପାରନ୍ତି ବିଲାୱଲ

ପୃଥିବୀର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟା ଧାରଣ କରିଥିବା ୫୦ରୁ ଅଧିକ ଦେଶର ଜାତୀୟ ନିର୍ବାଚନ ୨୦୨୪ରେ ହେବାକୁ ଯାଉଛି। ସେଥିମଧ୍ୟରେ ରୁଷିଆଠାରୁ ଆରମ୍ଭକରି ଆମେରିକା, ବ୍ରିଟେନ, ଭାରତ ଓ ଦକ୍ଷିଣ ଆଫ୍ରିକା ଭଳି ରାଷ୍ଟ୍ର ରହିଛନ୍ତି। ଇତିମଧ୍ୟରେ ପାକିସ୍ତାନର ୩୩୬...

ଏଇ ଭାରତରେ

କାଠ, ବେତ, ପ୍ଲାଷ୍ଟିକ କିମ୍ବା ଷ୍ଟିଲ୍‌ ଚେୟାରରେ ସମସ୍ତେ ବସିଛନ୍ତି। କିନ୍ତୁ ଏବେ ବାଉଁଶ ଚେୟାରରେ ବସି ଆରାମ କରିବେ। ଗୁଜରାଟର ଅଙ୍କିତ କୁମାର ଛଙ୍ଗଓ୍ବାଲ ଏମିତିକା ବାଉଁଶ ଚେୟାର ତିଆରି କରିଛନ୍ତି। ଏହାକୁ ଭାରତର ପ୍ରଥମ ବାଉଁଶ ଚେୟାର...

ଭାଷା ଜାତିର ଜୀବନ

ଉପେନ୍ଦ୍ର ବିଶ୍ୱାଳ   ଲୋକମୁଖରେ ବୋଲାଯାଇଥାଏ ବହୁ ପ୍ରଚଳିତ ପ୍ରବାଦଟିଏ-”ଚାଷ ହୁଡ଼ିଲେ ବରଷେ, ଭାଷା ହୁଡ଼ିଲେ ପୁରୁଷେ।“ ଅର୍ଥାତ୍‌ ଚାଷକାମରେ ଜଣେ ବିଫଳ ହେଲେ ବା ଚାଷ ପ୍ରତି ବିମୁଖ ହେଲେ, ଚାଷୀକୁ ବର୍ଷଟିଏ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଥାଏ। ମାତ୍ର...

ମନର ଯାନ୍ତ୍ରିକ ସହଚର

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା   ଦାର୍ଶନିକ ପ୍ଲୁଟୋ ହୁଏତ ଭାବିପାରନ୍ତି ଯେ, ମନ ଓ ମସ୍ତିଷ୍କ ପରସ୍ପରଠାରୁ ଭିନ୍ନ ଏବଂ କହିପାରନ୍ତି, ”ମନ ହେଉଛି ଏକ ବୌଦ୍ଧିକ ସତ୍ତା, ଯାହାକୁ ପରୀକ୍ଷା କରିବା ଫଳରେ ସତ୍ୟର ସନ୍ଧାନ ମିଳିଥାଏ।...

ଶାସନ ପାଇଁ ଅଭିଶାପ

ଚଳିତ ମାସରେ ଉତ୍ତରାଖଣ୍ଡରେ ବିଲ୍ଡିଂ ଭଙ୍ଗା (ଡିମୋଲିଶନ)କୁ ନେଇ ସୃଷ୍ଟି ହୋଇଥିବା ହିଂସାରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ପ୍ରକାର ଡିମୋଲିଶନ ଭାଜପା ଶାସିତ ରାଜ୍ୟଗୁଡ଼ିକରେ ଦେଖିବାକୁ ପାଇଥାଉ। ସାମ୍ପ୍ରଦାୟିକ ହିଂସା କିମ୍ବା ଭେଦଭାବ ବିରୋଧୀ ପ୍ରତିବାଦ ପରେ...

ଏଇ ଭାରତରେ

ଲୋକଙ୍କ ପାଖରେ ବିଜ୍ଞାନ ପହଞ୍ଚିଯାଉଛି ଗାଡ଼ିରେ। ଶୁଣିବାକୁ ଅଜବ ଲାଗୁଥିଲେ ବି ପଞ୍ଜାବର ଜଣେ ଶିକ୍ଷକଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ପଟିଆଲାର ଅବସରପ୍ରାପ୍ତ ଶିକ୍ଷକ ଯଶବିନ୍ଦର ସିଂ ତାଙ୍କ କାରରେ ଏକ ଚଳନ୍ତି ବିଜ୍ଞାନାଗାର କରି ତାହାକୁ ଲୋକଙ୍କ...

ମରୁଛେ ବୋଲି ସିନା ଏତେ କଥା

ଡ. ନିଖିଳାନନ୍ଦ ପାଣିଗ୍ରାହୀ ପପ୍‌ ଷ୍ଟାର୍‌ ମାଇକେଲ ଜାକ୍‌ସନ (୧୯୫୮-୨୦୦୯) ଜଣେ ବିଶ୍ୱବିଖ୍ୟାତ ପପ୍‌ ଗାୟକ, ଗୀତ ରଚୟିତା ଓ ନର୍ତ୍ତକ। ବିଂଶ ଶତାବ୍ଦୀର ଜଣେ ଶ୍ରେଷ୍ଠ ସାଂସ୍କୃତିକ ବ୍ୟକ୍ତିତ୍ୱ ଭାବେ ସେ ଖୁବ୍‌ ଜନପ୍ରିୟ ଥିଲେ। ଏପରି କି...

କୋଟିଆ ଆମର

ଜୟନ୍ତ ପଟ୍ଟନାୟକ କୋଟିଆ ଆମର, ଆମର କୋଟିଆ। ଏଇ କଥାଟା ଶୁଣି ଶୁଣି ବିରକ୍ତ ଲାଗିଲାଣି। କୋଟିଆ ଯଦି ଆମର, ତା’ହେଲେ ଏତେଥର କହିବା ଦରକାର କ’ଣ, କୋଟିଆ ଆମର, କୋଟିଆ ଆମର। ୨୦୨୧ରୁ ଏକଥା ବାରମ୍ବାର ଶୁଣାଯାଉଛି ସବୁଠାରେ।...

ଅଭିଜ୍ଞଙ୍କୁ ଦାୟିତ୍ୱ

ସମ୍ପ୍ରତି ଷୋଡ଼ଶ ଫାଇନାନ୍ସ କମିଶନ ବା ଅର୍ଥ ଆୟୋଗ ଗଠନ ସମ୍ପର୍କରେ ଘୋଷଣା ମୋଦି ସରକାରଙ୍କ ରଣନୀତିକ ନିଯୁକ୍ତିର ଏକ ଉକତ୍ୃଷ୍ଟ ବିଚାରଧାରାକୁ ସ୍ପଷ୍ଟ କରିଛି। ଫାଇନାନ୍ସ କମିଶନ ଅଧ୍ୟକ୍ଷ ଭାବେ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆଙ୍କ...

ତାଇଓ୍ବାନ୍‌ ସଙ୍କଟ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ଉଚ୍ଚସ୍ତରୀୟ ଆଲୋଚନା ମାଧ୍ୟମରେ ଚାଇନା ସହ ଉତ୍ତେଜନା ହ୍ରାସ କରିବାକୁ ଅଧିକ ପ୍ରୟାସ କରିଛି। କିନ୍ତୁ ଚାଇନାର ରାଷ୍ଟ୍ରପତି ଶି ଜିନପିନ୍‌ ତାଇଓ୍ବାନ ଉପରେ ବଳପୂର୍ବକ ଚାପ ପ୍ରୟୋଗ କରିଚାଲିଛନ୍ତି। ଗତ ମାସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri