ଏଇ ଭାରତରେ
ନିଜେ ଓ ନିଜର ପରିବାରକୁ ଅସହାୟ ବୃଦ୍ଧାବୃଦ୍ଧଙ୍କ ସେବାରେ ଯୋଡ଼ି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଗୁଜରାଟ ଦିସାର ଆଶାବେନ ରାଜପୁରୋହିତ। ୩୦ ବର୍ଷୀୟା ଆଶା ଏବେ ୨୨ ଜଣ ବୃଦ୍ଧାବୃଦ୍ଧଙ୍କ ସେବା କରୁଛନ୍ତି। ଆଶା ଆଶ୍ରୟସ୍ଥଳୀର ନାମ ଦେଇଛନ୍ତି ‘ସୁଦାମା…
ପ୍ରବାସୀଙ୍କ ଭବିଷ୍ୟତ
ଡ. ନିଖିଳାନନ୍ଦ ପାଣିଗ୍ରାହୀ ଯୌଥ ପରିବାର ପ୍ରତ୍ୟାବର୍ତ୍ତନର ପଦଧ୍ୱନି ଅଧୁନା ସ୍ପଷ୍ଟହେବାରେ ଲାଗିଛି। ଆମ ଦେଶର ଉଚ୍ଚ ଶିକ୍ଷିତ ତଥା ବିଭିନ୍ନ ବିଷୟର ବିଶେଷଜ୍ଞମାନେ ବିଦେଶ ମୁଖ୍ୟତଃ ଉନ୍ନତ ଦେଶଗୁଡ଼ିକୁ ଯିବା ଘଟଣା ନିତିଦିନିଆ ବ୍ୟାପାର ହୋଇଯାଇଛି। ସେଠାରେ ଧନ…
ଗ୍ରୀଷ୍ମରେ ସମସ୍ୟା
ଡା. କାନ୍ତୀ ନାୟକ ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖିବାକୁ ମିଳେ। ତନ୍ମଧ୍ୟରୁ ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳନ ହେଉଛି ଏଭଳି ଏକ ସମସ୍ୟା ଯେଉଁଥିପାଇଁ ଲୋକମାନେ ଅନେକ ସମୟରେ ଅସୁବିଧାରେ ପଡ଼ନ୍ତି। ଶରୀରରେ ଅତ୍ୟଧିକ କିମ୍ବା କମ୍ ପରିମାଣର ଜଳ…
ଏଆଇ ଓ ଉତ୍ପାଦକତା
ଡାରୋନ ଆକେମୋଗ୍ଲୁ ପ୍ରଯୁକ୍ତି ବିଶେଷଜ୍ଞ ଏବଂ ଶିକ୍ଷାବିତ୍ଙ୍କ ଅନୁଯାୟୀ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବିଶ୍ୱକୁ ପରିବର୍ତ୍ତନ କରିବା ପାଇଁ ଏବେ ପ୍ରସ୍ତୁତ। ଆମେ ଜାଣିବାରେ ଏଆଇର ଅଭୂତପୂର୍ବ ଉତ୍ପାଦକତା ଲାଭ ମାଧ୍ୟମରେ ଏହା ସମ୍ଭବ ହେବ। କେତେଜଣ ବିଶ୍ୱାସ କରନ୍ତି…
ଏଇ ଭାରତରେ
ଇଚ୍ଛାଶକ୍ତି ଥିଲେ ବୟସ ବାଧକ ହୋଇପାରେ ନାହିଁ, ଯାହା ପ୍ରମାଣିତ କରିଛନ୍ତି ମନୀଷା ଗୋସାଇଁ ଓ ତାଙ୍କ ଭଉଣୀ ନମିତା ନେଗି। କେବଳ ସେତିକି ନୁହେଁ ପରିବାର ତଥା ସମାଜ ପାଇଁ ଗୃହିଣୀଙ୍କ ଅବଦାନର ମହତ୍ତ୍ୱକୁ ପ୍ରତିପାଦିତ କରିଛନ୍ତି। ଉଭୟଙ୍କ ବୟସ…
ନିର୍ବାଚନୀ ବ୍ୟବଚ୍ଛେଦ
ହରିଶଙ୍କର ମିଶ୍ର ଆମ ଦେଶର ଲୋକ ସଭା ଏବଂ ଓଡ଼ିଶାର ବିଧାନସଭା ପାଇଁ ନିର୍ବାଚନ ସରି ଫଳାଫଳ ପ୍ରକାଶ ପାଇଛି। ପୂର୍ବ ନିର୍ବାଚନଠାରୁ ଏହା ପ୍ରଚାର ଓ ଫଳାଫଳ ଦୃଷ୍ଟିରୁ ଅବିଶ୍ବସନୀୟ ଏବଂ ରୋଚକ ହୋଇଛି। ସାଧାରଣତଃ ନିର୍ବାଚନ ପୂର୍ବରୁ ଟିକେଟ…
ଭୂମିର ସୁରକ୍ଷା
ଡ. ଜୟକୃଷ୍ଣ ପାଣିଗ୍ରାହୀ ବିଶ୍ୱ ଦୃଶ୍ୟପଟରେ ସମ୍ପ୍ରତି ବହୁ ପରିବେଶୀୟ ସମସ୍ୟା ଆହ୍ବାନକାରୀ ପାଲଟି ଥିଲାବେଳେ ଜାତିସଂଘ ଯେଉଁ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ଚଳିତବର୍ଷ ବିଶ୍ୱ ପରିବେଶ ଦିବସ ପାଳନର ବିଷୟବସ୍ତୁ ରୂପେ ନିର୍ଦ୍ଧାରଣ କରିଛି, ତାହାହେଲା ଭୂମି ପୁନରୁଦ୍ଧାର, ମରୁଭୂମୀକରଣ ଏବଂ…
ଜଗାର ମାୟା
ଓଡ଼ିଆ ଜାତିର ଗୌରବ ହେଲେ ପ୍ରଭୁ ଜଗନ୍ନାଥ। ଆମ ଠାକୁରଙ୍କୁ ଆମେ ‘ତୁ’, ‘ତା’ କହି ଅଳି କରୁ ଏବଂ ତାଙ୍କ ସାଙ୍ଗରେ ବ୍ୟକ୍ତିଗତଭାବ ଆଦାନପ୍ରଦାନ କରିଥାଉ। ଜଗନ୍ନାଥଙ୍କ ଦର୍ଶନ ପାଇଁ କେବେ ଧାଡ଼ିରେ ଛିଡ଼ା ହୋଇ ନ ଥିଲୁ କିମ୍ବା…
ଏଇ ଭାରତରେ
ଅଙ୍ଗଦାନ ମହାପୁଣ୍ୟ କୁହାଯାଉଥିଲେ ମଧ୍ୟ ଭାରତରେ ଏହାର ପ୍ରତିଶତ ଅନ୍ୟ ଦେଶ ତୁଳନାରେ କମ୍। ଏହାକୁ କିଭଳି ବୃଦ୍ଧି କରାଯାଇପାରିବ ଓ ଅଧିକ ସଂଖ୍ୟକ ଲୋକ ତାହାର ସୁବିଧା ନେଇପାରିବେ, ତାହା ସୁନିଶ୍ଚିତ କରିବା ଲାଗି ଡା. ସୁନିଲ ଶ୍ରୋଫଙ୍କ ପ୍ରଚେଷ୍ଟା…
ବଣମଲ୍ଲୀର ମହକ
ବିପିନ ବିହାରୀ ରାଉତ ବାପା ହେଉଛନ୍ତି ଫଳଦୋକାନୀ, ହେଲେ ବାପାଙ୍କ ସହ ଫଳବିକାରେ ସାହାଯ୍ୟ କରୁଥିବା ହାତଟି ଆଜି ନିଜ ପ୍ରତିଭାରେ ରୂପାୟିତହୋଇ ଚଳିତ ମାଟ୍ରିକ୍ ପରୀକ୍ଷାରେ ବାଜିମାତ୍ କରିଛି ସେ ହେଉଛନ୍ତି ରୂପା ସା, ଘର ଝାରସୁଗୁଡ଼ା ବେଲପାହାଡ଼ ଅଞ୍ଚଳ।…
ଜନ୍ମଦିନ ପାଳନ: ସେଦିନ ଓ ଆଜି
ଡ.ଛାୟାକାନ୍ତ ଷଡ଼ଙ୍ଗୀ ଏହି ଲେଖକ ଭଳି ଅଧିକାଂଶ ବରିଷ୍ଠ ନାଗରିକ ସେମାନଙ୍କ ଜନ୍ମଦିବସ ପାଳନ କରୁ ନ ଥିବେ ବୋଲି ବିଶ୍ୱାସ। ଆମ ମା’ବାପାମାନେ ଏ ବିଷୟରେ ବିଶେଷ ସଚେତନ ନ ଥିଲେ। କେହି କେହି ସଚେତନ ପିତାମାତା ପୁଅ ଝିଅର…
ପକ୍ଷୀ ରକ୍ଷା
ବିଦେଶରୁ ପକ୍ଷୀମାନଙ୍କୁ ଆକର୍ଷିତ କରୁଥିବା ଭାରତର ହ୍ରଦ ତଥା ଆଦ୍ରଭୂମିଗୁଡ଼ିକ ମଧ୍ୟରେ ଚିଲିକା ଅନ୍ୟତମ। ଏହା ବିଶ୍ୱର ପକ୍ଷୀତୀର୍ଥ ଭାବେ ପରିଚିତ। ଦକ୍ଷିଣ ଆଫ୍ରିକାର ଭିକ୍ଟୋରିଆ ହ୍ରଦ ପରେ ଚିଲିକାର ନଳବଣ ବିଶ୍ୱର ଦ୍ୱିତୀୟ ପକ୍ଷୀ ଅଭୟାରଣ୍ୟ। ଶୀତଋତୁ ପ୍ରାରମ୍ଭରେ ଚିଲିକାକୁ…
Archives


